Bible Versions
Bible Books

Psalms 87:2 (ORV) Oriya Old BSI Version

1 ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
2 ସଦାପ୍ରଭୁ ଇଶ୍ରାୟେଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ବାର ସମୂହକୁ ଅଧିକ ସ୍ନହେ କରନ୍ତି।
3 ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
4 ପରମେଶ୍ବର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। ସେ ଜାଣନ୍ତି ତାଙ୍କର ପ୍ରେତ୍ୟକକ ଲୋକ କେଉଁଠାରେ ଜନ୍ମ ହାଇେଥିଲେ। ସହେିମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କର ସବୋ କରନ୍ତି, ସମାନେେ ମିଶର ବାବିଲରେ ବାସ କରନ୍ତି। ସମାନଙ୍କେ ମଧ୍ଯରୁ କେତକେ ପଲେଷ୍ଟୀୟରେ, ସୋରରେ ଇଥିଓପିଆରେ ବାସ କରନ୍ତି। ଆଉ ସିୟୋନ ସମାନଙ୍କେର ସମସ୍ତ ନାମକୁ ଜାଣନ୍ତି ପ୍ରେତ୍ୟକକ ସଠାେରେ ଜନ୍ମ ହାଇେଥିଲେ।
5
6
7 ସହେି ପର୍ବରେ ନର୍ତ୍ତକ ଗାଯକ କହିବେ। "ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।"
1 A Psalm H4210 or Song H7892 for the sons H1121 L-CMP of Korah H7141 . His foundation H3248 is in the holy H6944 mountains H2042 .
2 The LORD H3068 EDS loveth H157 the gates H8179 CMP of Zion H6726 more than all H3605 M-CMS the dwellings H4908 CMP of Jacob H3290 .
3 Glorious things H3513 are spoken H1696 of thee , O city H5892 GFS of God H430 D-EDP . Selah H5542 .
4 I will make mention H2142 of Rahab H7294 and Babylon H894 to them that know H3045 me : behold H2009 IJEC Philistia H6429 , and Tyre H6865 , with H5973 PREP Ethiopia H3568 EMS ; this H2088 DPRO man was born H3205 VWQ3MS there H8033 ADV .
5 And of Zion H6726 it shall be said H559 , This H376 NMS and that man H376 NMS was born H3205 VWQ3MS in her : and the highest H5945 AMS himself H1931 W-PPRO-3MS shall establish H3559 her .
6 The LORD H3068 shall count H5608 , when he writeth up H3789 the people H5971 NMP , that this H2088 DPRO man was born H3205 VWQ3MS there H8033 ADV . Selah H5542 .
7 As well the singers H7891 as the players on instruments H2490 shall be there : all H3605 CMS my springs H4599 are in thee .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×