Bible Books

:

ORV
1. ଇସ୍ରାଏଲର ରାଜା ଯାରବୀୟାମ୍ଙ୍କର ଅଧିକାରର ସତାଇଶ ବର୍ଷରେ ଯିହୁଦାର ରାଜା ଅମତ୍ସୀୟଙ୍କର ପୁତ୍ର ଅସରୀୟ ରାଜ୍ୟ କରିବାକୁ ଆରମ୍ଭ କଲେ
1. In the twenty H6242 and seventh H7651 year H8141 of Jeroboam H3379 king H4428 of Israel H3478 began Azariah H5838 son H1121 of Amaziah H558 king H4428 of Judah H3063 to reign H4427 .
2. ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଷୋଳ ବର୍ଷ ବୟସ୍କ ହୋଇଥିଲେ; ଆଉ ସେ ଯିରୂଶାଲମରେ ବାଆନ ବର୍ଷ ରାଜ୍ୟ କଲେ; ତାଙ୍କ ମାତାଙ୍କର ନାମ ଯିଖଲୀୟା, ସେ ଯିରୂଶାଲମ ନିବାସିନୀ ଥିଲେ
2. Sixteen H8334 H6240 years H8141 old H1121 was H1961 he when he began to reign H4427 , and he reigned H4427 two H8147 and fifty H2572 years H8141 in Jerusalem H3389 . And his mother H517 's name H8034 was Jecholiah H3203 of Jerusalem H4480 H3389 .
3. ପୁଣି ସେ ଆପଣା ପିତା ଅମତ୍ସୀୟଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ
3. And he did H6213 that which was right H3477 in the sight H5869 of the LORD H3068 , according to all H3605 that H834 his father H1 Amaziah H558 had done H6213 ;
4. ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଧୂପ ଜ୍ଵଳାଇଲେ
4. Save H7535 that the high places H1116 were not H3808 removed H5493 : the people H5971 sacrificed H2076 and burnt incense H6999 still H5750 on the high places H1116 .
5. ପୁଣି ସଦାପ୍ରଭୁ ରାଜାଙ୍କୁ ଆଘାତ କଲେ, ତହିଁରେ ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ କୁଷ୍ଠୀ ହୋଇ ଏକ ପୃଥକ୍ ଗୃହରେ ବାସ କଲେ ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଚାର କଲେ
5. And the LORD H3068 smote H5060 H853 the king H4428 , so that he was H1961 a leper H6879 unto H5704 the day H3117 of his death H4194 , and dwelt H3427 in a several H2669 house H1004 . And Jotham H3147 the king H4428 's son H1121 was over H5921 the house H1004 , judging H8199 H853 the people H5971 of the land H776 .
6. ଏହି ଅସରୀୟଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
6. And the rest H3499 of the acts H1697 of Azariah H5838 , and all H3605 that H834 he did H6213 , are they H1992 not H3808 written H3789 in H5921 the book H5612 of the chronicles H1697 H3117 of the kings H4428 of Judah H3063 ?
7. ଅନନ୍ତର ଅସରୀୟ ଆପଣା ପିତୃଗଣ ସହିତ ଶୟନ କଲେ; ତହିଁରେ ଲୋକମାନେ ତାଙ୍କୁ ଦାଉଦ-ନଗରରେ ତାଙ୍କର ପିତୃଗଣ ସହିତ କବର ଦେଲେ; ତହୁଁ ତାଙ୍କର ପୁତ୍ର ଯୋଥମ୍ ତାଙ୍କର ପଦରେ ରାଜ୍ୟ କଲେ
7. So Azariah H5838 slept H7901 with H5973 his fathers H1 ; and they buried H6912 him with H5973 his fathers H1 in the city H5892 of David H1732 : and Jotham H3147 his son H1121 reigned H4427 in his stead H8478 .
8. ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ଅଠତିରିଶ ବର୍ଷରେ ଯାରବୀୟାମ୍ଙ୍କ ପୁତ୍ର ଜିଖରୀୟ ଶମରୀୟାରେ ଇସ୍ରାଏଲ ଉପରେ ଛଅ ମାସ ରାଜ୍ୟ କଲେ
8. In the thirty H7970 and eighth H8083 year H8141 of Azariah H5838 king H4428 of Judah H3063 did Zachariah H2148 the son H1121 of Jeroboam H3379 reign H4427 over H5921 Israel H3478 in Samaria H8111 six H8337 months H2320 .
9. ପୁଣି ସେ ଆପଣା ପୂର୍ବପୁରୁଷମାନଙ୍କ ପରି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ
9. And he did H6213 that which was evil H7451 in the sight H5869 of the LORD H3068 , as H834 his fathers H1 had done H6213 : he departed H5493 not H3808 from the sins H4480 H2403 of Jeroboam H3379 the son H1121 of Nebat H5028 , who H834 made H853 Israel H3478 to sin H2398 .
10. ଆଉ ଯାବେଶ୍ଙ୍କର ପୁତ୍ର ଶଲ୍ଲୁମ୍ ତାଙ୍କ ବିରୁଦ୍ଧରେ ଚକ୍ରା; କରି ଲୋକମାନଙ୍କ ସମ୍ମୁଖରେ ତାଙ୍କୁ ଆଘାତ କରି ବଧ କଲେ ତାଙ୍କର ପଦରେ ରାଜ୍ୟ କଲେ
10. And Shallum H7967 the son H1121 of Jabesh H3003 conspired H7194 against H5921 him , and smote H5221 him before H6905 the people H5971 , and slew H4191 him , and reigned H4427 in his stead H8478 .
11. ଏହି ଜିଖରୀୟଙ୍କ ଅବଶିଷ୍ଟ ବୃତ୍ତା; ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି
11. And the rest H3499 of the acts H1697 of Zachariah H2148 , behold H2009 , they are written H3789 in H5921 the book H5612 of the chronicles H1697 H3117 of the kings H4428 of Israel H3478 .
12. ସଦାପ୍ରଭୁ ଯେହୂଙ୍କୁ ଏହି କଥା କହିଥିଲେ, ଯଥା, ତୁମ୍ଭ ପୁତ୍ରମାନେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ ଆଉ ସେହିପରି ହେଲା
12. This H1931 was the word H1697 of the LORD H3068 which H834 he spoke H1696 unto H413 Jehu H3058 , saying H559 , Thy sons H1121 shall sit H3427 on H5921 the throne H3678 of Israel H3478 unto the fourth H7243 generation . And so H3651 it came to pass H1961 .
13. ଯିହୁଦାର ରାଜା ଉଷୀୟଙ୍କର ଅଧିକାରର ଅଣଚାଳିଶ ବର୍ଷରେ ଯାବେଶଙ୍କର ପୁତ୍ର ଶଲ୍ଲୁମ୍ ରାଜ୍ୟ କରିବାକୁ ଆରମ୍ଭ କଲେ; ଆଉ ସେ ଶମରୀୟାରେ ଏକ ମାସ କାଳ ରାଜ୍ୟ କଲେ
13. Shallum H7967 the son H1121 of Jabesh H3003 began to reign H4427 in the nine H8672 and thirtieth H7970 year H8141 of Uzziah H5818 king H4428 of Judah H3063 ; and he reigned H4427 a full H3117 month H3391 in Samaria H8111 .
14. ଆଉ ଗାଦିର ପୁତ୍ର ମନହେମ୍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଯାବେଶଙ୍କର ପୁତ୍ର ଶଲ୍ଲୁମଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ
14. For Menahem H4505 the son H1121 of Gadi H1424 went up H5927 from Tirzah H4480 H8656 , and came H935 to Samaria H8111 , and smote H5221 H853 Shallum H7967 the son H1121 of Jabesh H3003 in Samaria H8111 , and slew H4191 him , and reigned H4427 in his stead H8478 .
15. ଏହି ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର କୃତ ଚକ୍ରା; ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି
15. And the rest H3499 of the acts H1697 of Shallum H7967 , and his conspiracy H7195 which H834 he made H7194 , behold H2009 , they are written H3789 in H5921 the book H5612 of the chronicles H1697 H3117 of the kings H4428 of Israel H3478 .
16. ଏଥିଉତ୍ତାରେ ମନହେମ୍ ତିପ୍ସହ ତନ୍ମଧ୍ୟବର୍ତ୍ତୀ ସମସ୍ତଙ୍କୁ, ପୁଣି ତିର୍ସାଠାରୁ ତିପ୍ସହର ସମସ୍ତ ଅଞ୍ଚଳକୁ ଆଘାତ କଲେ; ଲୋକମାନେ ତାଙ୍କ ପାଇଁ ନଗର ମୁକ୍ତ କରିବାରୁ ସେ ତାହା ଆଘାତ କଲେ; ପୁଣି ତନ୍ମଧ୍ୟବର୍ତ୍ତିନୀ ଗର୍ଭବତୀ ସ୍ତ୍ରୀ ସମସ୍ତଙ୍କର ଉଦର ବିଦୀର୍ଣ୍ଣ କଲେ
16. Then H227 Menahem H4505 smote H5221 H853 Tiphsah H8607 , and all H3605 that H834 were therein , and the coasts H1366 thereof from Tirzah H4480 H8656 : because H3588 they opened H6605 not H3808 to him , therefore he smote H5221 it; and H853 all H3605 the women therein that were with child H2030 he ripped up H1234 .
17. ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ଅଣଚାଳିଶ ବର୍ଷରେ ଗାଦିର ପୁତ୍ର ମନହେମ୍ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଶମରୀୟାରେ ଦଶ ବର୍ଷ ରାଜ୍ୟ କଲେ
17. In the nine H8672 and thirtieth H7970 year H8141 of Azariah H5838 king H4428 of Judah H3063 began Menahem H4505 the son H1121 of Gadi H1424 to reign H4427 over H5921 Israel H3478 , and reigned ten H6235 years H8141 in Samaria H8111 .
18. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ଆପଣାର ଯାବଜ୍ଜୀବନ ବିମୁଖ ହେଲେ ନାହିଁ
18. And he did H6213 that which was evil H7451 in the sight H5869 of the LORD H3068 : he departed H5493 not H3808 all H3605 his days H3117 from H4480 H5921 the sins H2403 of Jeroboam H3379 the son H1121 of Nebat H5028 , who H834 made H853 Israel H3478 to sin H2398 .
19. ଅଶୂରର ରାଜା ପୂଲ୍ ଦେଶର ପ୍ରତିକୂଳରେ ଆସନ୍ତେ, ମନହେମ୍ ଆପଣା ହସ୍ତରେ ରାଜ୍ୟ ଦୃଢ଼ କରିବା ପାଇଁ ଯେପରି ପୂଲ୍ର ହସ୍ତ ତାଙ୍କର ସହାୟ ହେବ, ଏଥିପାଇଁ ସେ ତାହାକୁ ଏକ ସହସ୍ର ତାଳ; ରୂପା ଦେଲେ
19. And Pul H6322 the king H4428 of Assyria H804 came H935 against H5921 the land H776 : and Menahem H4505 gave H5414 Pul H6322 a thousand H505 talents H3603 of silver H3701 , that his hand H3027 might be H1961 with H854 him to confirm H2388 the kingdom H4467 in his hand H3027 .
20. ପୁଣି ମନହେମ୍ ଏହି ମୁଦ୍ରା ଇସ୍ରାଏଲ ମଧ୍ୟରୁ ଆଦାୟ କଲେ, ଅର୍ଥାତ୍, ଅଶୂରର ରାଜାକୁ ଦେବା ପାଇଁ ସମଗ୍ର ଧନଶାଳୀ ଲୋକଙ୍କର ପ୍ରତିଜଣଠାରୁ ପଚାଶ ଶେକଲ ଲେଖାଏଁ ରୂପା ନେଲେ, ତହିଁରେ ଅଶୂରର ରାଜା ଫେରିଗଲା ଦେଶର ସେସ୍ଥାନରେ ରହିଲା ନାହିଁ
20. And Menahem H4505 exacted H3318 H853 the money H3701 of H5921 Israel H3478 , even of H5921 all H3605 the mighty men H1368 of wealth H2428 , of each H259 man H376 fifty H2572 shekels H8255 of silver H3701 , to give H5414 to the king H4428 of Assyria H804 . So the king H4428 of Assyria H804 turned back H7725 , and stayed H5975 not H3808 there H8033 in the land H776 .
21. ଏହି ମନହେମ୍ଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା କʼଣ ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
21. And the rest H3499 of the acts H1697 of Menahem H4505 , and all H3605 that H834 he did H6213 , are they H1992 not H3808 written H3789 in H5921 the book H5612 of the chronicles H1697 H3117 of the kings H4428 of Israel H3478 ?
22. ଅନନ୍ତର ମନହେମ୍ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ; ତହୁଁ ତାଙ୍କର ପୁତ୍ର ପକହୀୟ ତାଙ୍କ ପଦରେ ରାଜ୍ୟ କଲେ
22. And Menahem H4505 slept H7901 with H5973 his fathers H1 ; and Pekahiah H6494 his son H1121 reigned H4427 in his stead H8478 .
23. ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ପଚାଶ ବର୍ଷରେ ମନହେମ୍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ
23. In the fiftieth H2572 year H8141 of Azariah H5838 king H4428 of Judah H3063 Pekahiah H6494 the son H1121 of Menahem H4505 began to reign H4427 over H5921 Israel H3478 in Samaria H8111 , and reigned two years H8141 .
24. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ
24. And he did H6213 that which was evil H7451 in the sight H5869 of the LORD H3068 : he departed H5493 not H3808 from the sins H4480 H2403 of Jeroboam H3379 the son H1121 of Nebat H5028 , who H834 made H853 Israel H3478 to sin H2398 .
25. ଆଉ ରମଲୀୟଙ୍କର ପୁତ୍ର ପେକହ ନାମକ ତାଙ୍କର ସେନାପତି ତାଙ୍କ ବିରୁଦ୍ଧରେ ଚକ୍ରା; କରି ତାଙ୍କୁ ତାଙ୍କ ସଙ୍ଗେ ଅର୍ଗୋବ ଅରୀୟିକୁ ଶମରୀୟାସ୍ଥ ରାଜଗୃହର ଦୁର୍ଗରେ ଆଘାତ କଲେ; ପୁଣି ତାଙ୍କ ସଙ୍ଗେ ପଚାଶ ଜଣ ଗିଲୀୟଦୀୟ ଲୋକ ଥିଲେ; ଆଉ ସେ ତାଙ୍କୁ ବଧ କରି ତାଙ୍କ ପଦରେ ରାଜ୍ୟ କଲେ
25. But Pekah H6492 the son H1121 of Remaliah H7425 , a captain H7991 of his, conspired H7194 against H5921 him , and smote H5221 him in Samaria H8111 , in the palace H759 of the king H4428 's house H1004 , with H854 Argob H709 and H854 Arieh H745 , and with H5973 him fifty H2572 men H376 of the Gileadites H4480 H1121 H1569 : and he killed H4191 him , and reigned H4427 in his room H8478 .
26. ଏହି ପକହୀୟଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ଅଛି
26. And the rest H3499 of the acts H1697 of Pekahiah H6494 , and all H3605 that H834 he did H6213 , behold H2009 , they are written H3789 in H5921 the book H5612 of the chronicles H1697 H3117 of the kings H4428 of Israel H3478 .
27. ଯିହୁଦାର ରାଜା ଅସରୀୟଙ୍କର ଅଧିକାରର ବାଆନ ବର୍ଷରେ ରମଲୀୟଙ୍କର ପୁତ୍ର ପେକହ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି କୋଡ଼ିଏ ବର୍ଷ ରାଜ୍ୟ କଲେ
27. In the two H8147 and fiftieth H2572 year H8141 of Azariah H5838 king H4428 of Judah H3063 Pekah H6492 the son H1121 of Remaliah H7425 began to reign H4427 over H5921 Israel H3478 in Samaria H8111 , and reigned twenty H6242 years H8141 .
28. ପୁଣି ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟର ପୁତ୍ର ଯାରବୀୟାମ୍ ଯଦ୍ଦ୍ଵାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହିସବୁ ପାପରୁ ସେ ବିମୁଖ ହେଲେ ନାହିଁ
28. And he did H6213 that which was evil H7451 in the sight H5869 of the LORD H3068 : he departed H5493 not H3808 from H4480 the sins H2403 of Jeroboam H3379 the son H1121 of Nebat H5028 , who H834 made H853 Israel H3478 to sin H2398 .
29. ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ଆସି ଇୟୋନ୍ ଆବେଲ୍-ବୈଥ୍ମାଖା ଯାନୋହ କେଦଶ ହାତ୍ସୋର ଗିଲୀୟଦ୍ ଗାଲିଲୀ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା
29. In the days H3117 of Pekah H6492 king H4428 of Israel H3478 came H935 Tiglathpileser H8407 king H4428 of Assyria H804 , and took H3947 H853 Ijon H5859 , and Abel H62 -beth-maachah , and Janoah H3239 , and Kedesh H6943 , and Hazor H2674 , and Gilead H1568 , and Galilee H1551 , all H3605 the land H776 of Naphtali H5321 , and carried them captive H1540 to Assyria H804 .
30. ଏଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରା; କଲେ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍ଙ୍କର ଅଧିକାରର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ
30. And Hoshea H1954 the son H1121 of Elah H425 made H7194 a conspiracy H7195 against H5921 Pekah H6492 the son H1121 of Remaliah H7425 , and smote H5221 him , and slew H4191 him , and reigned H4427 in his stead H8478 , in the twentieth H6242 year H8141 of Jotham H3147 the son H1121 of Uzziah H5818 .
31. ଏହି ପେକହଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି
31. And the rest H3499 of the acts H1697 of Pekah H6492 , and all H3605 that H834 he did H6213 , behold H2009 , they are written H3789 in H5921 the book H5612 of the chronicles H1697 H3117 of the kings H4428 of Israel H3478 .
32. ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କର ଅଧିକାରର ଦ୍ଵିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜ୍ୟ କରିବାକୁ ଆରମ୍ଭ କଲେ
32. In the second H8147 year H8141 of Pekah H6492 the son H1121 of Remaliah H7425 king H4428 of Israel H3478 began Jotham H3147 the son H1121 of Uzziah H5818 king H4428 of Judah H3063 to reign H4427 .
33. ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ
33. Five H2568 and twenty H6242 years H8141 old H1121 was H1961 he when he began to reign H4427 , and he reigned H4427 sixteen H8337 H6240 years H8141 in Jerusalem H3389 . And his mother H517 's name H8034 was Jerusha H3388 , the daughter H1323 of Zadok H6659 .
34. ଯୋଥମ୍ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ; ସେ ଆପଣା ପିତା ଉଷୀୟଙ୍କର ସମସ୍ତ କ୍ରିୟାନୁସାରେ କର୍ମ କଲେ
34. And he did H6213 that which was right H3477 in the sight H5869 of the LORD H3068 : he did H6213 according to all H3605 that H834 his father H1 Uzziah H5818 had done H6213 .
35. ତଥାପି ଉଚ୍ଚସ୍ଥଳୀମାନ ଦୂରୀକୃତ ହେଲା ନାହିଁ; ଲୋକମାନେ ସେସମୟରେ ହେଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଧୂପ ଜ୍ଵଳାଇଲେ ସେ ସଦାପ୍ରଭୁଙ୍କ ଗୃହର ଉପର-ଦ୍ଵାର ଦୃଢ଼ କଲେ
35. Howbeit H7535 the high places H1116 were not H3808 removed H5493 : the people H5971 sacrificed H2076 and burned incense H6999 still H5750 in the high places H1116 . He H1931 built H1129 H853 the higher H5945 gate H8179 of the house H1004 of the LORD H3068 .
36. ଏହି ଯୋଥମ୍ଙ୍କର ଅବଶିଷ୍ଟ ବୃତ୍ତା; ତାଙ୍କର ସମସ୍ତ କ୍ରିୟା କʼଣ ଯିହୁଦା-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ?
36. Now the rest H3499 of the acts H1697 of Jotham H3147 , and all that H834 he did H6213 , are they H1992 not H3808 written H3789 in H5921 the book H5612 of the chronicles H1697 H3117 of the kings H4428 of Judah H3063 ?
37. ସେସମୟରେ ସଦାପ୍ରଭୁ ଅରାମର ରାଜା ରତ୍ସୀନକୁ ରମଲୀୟଙ୍କର ପୁତ୍ର ପେକହଙ୍କୁ ଯିହୁଦା ବିରୁଦ୍ଧରେ ପଠାଇବାକୁ ଆରମ୍ଭ କଲେ
37. In those H1992 days H3117 the LORD H3068 began H2490 to send H7971 against Judah H3063 Rezin H7526 the king H4428 of Syria H758 , and Pekah H6492 the son H1121 of Remaliah H7425 .
38. ଅନନ୍ତର ଯୋଥମ୍ ଆପଣା ପିତୃଗଣ ସହିତ ଶୟନ କଲେ ଆପଣା ପୂର୍ବପୁରୁଷ ଦାଉଦଙ୍କର ନଗରରେ ଆପଣା ପିତୃଗଣ ସଙ୍ଗ କବର ପାଇଲେ; ତହୁଁ ତାଙ୍କର ପୁତ୍ର ଆହସ୍ ତାଙ୍କର ପଦରେ ରାଜ୍ୟ କଲେ
38. And Jotham H3147 slept H7901 with H5973 his fathers H1 , and was buried H6912 with H5973 his fathers H1 in the city H5892 of David H1732 his father H1 : and Ahaz H271 his son H1121 reigned H4427 in his stead H8478 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×