Bible Books

:

ORV
1. ଅନନ୍ତର ଇଲୀଶାୟ ଭବିଷ୍ୟଦ୍ବକ୍ତା ଭବିଷ୍ୟଦ୍-ବକ୍ତାଗଣର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, ତୁମ୍ଭ କଟି ବାନ୍ଧ ଏହି ତୈଳ-ଶିଶି ହସ୍ତରେ ନେଇ ରାମୋତ୍-ଗିଲୀୟଦକୁ ଯାଅ
1. And Elisha H477 the prophet H5030 called H7121 one H259 of the children H4480 H1121 of the prophets H5030 , and said H559 unto him , Gird up H2296 thy loins H4975 , and take H3947 this H2088 box H6378 of oil H8081 in thine hand H3027 , and go H1980 to Ramoth H7433 -gilead:
2. ପୁଣି ତୁମ୍ଭେ ସେଠାରେ ଉପସ୍ଥିତ ହେଲେ, ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂଙ୍କର ଅନ୍ଵେଷଣ କର ଭିତରକୁ ଯାଇ ତାଙ୍କର ଭ୍ରାତୃଗଣ ମଧ୍ୟରୁ ତାଙ୍କୁ ଉଠାଇ ଏକ ଭିତର କୋଠରିକି ନେଇଯାଅ
2. And when thou comest H935 thither H8033 , look out H7200 there H8033 Jehu H3058 the son H1121 of Jehoshaphat H3092 the son H1121 of Nimshi H5250 , and go in H935 , and make him arise up H6965 from among H4480 H8432 his brethren H251 , and carry H935 him to an inner H2315 chamber H2315 ;
3. ପୁଣି ତୈଳ-ଶିଶି ନେଇ ତାଙ୍କ ମସ୍ତକରେ ଢାଳି କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ ତହୁଁ ତୁମ୍ଭେ ଦ୍ଵାର ଫିଟାଇ ପଳାଇଯାଅ ବିଳମ୍ଵ କର
3. Then take H3947 the box H6378 of oil H8081 , and pour H3332 it on H5921 his head H7218 , and say H559 , Thus H3541 saith H559 the LORD H3068 , I have anointed H4886 thee king H4428 over H413 Israel H3478 . Then open H6605 the door H1817 , and flee H5127 , and tarry H2442 not H3808 .
4. ତହିଁରେ ସେ ଯୁବା, ଅର୍ଥାତ୍, ସେହି ଯୁବା ଭବିଷ୍ୟଦ୍ବକ୍ତା ରାମୋତ୍-ଗିଲୀୟଦକୁ ଗଲେ
4. So the young man H5288 , even the young man H5288 the prophet H5030 , went H1980 to Ramoth H7433 -gilead.
5. ଆଉ ସେ ଉପସ୍ଥିତ ହେବା ବେଳେ ଦେଖ, ସେନାପତିମାନେ ବସିଅଛନ୍ତି; ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ ମୋହର ଏକ କାର୍ଯ୍ୟ ଅଛି ତହୁଁ ଯେହୂ କହିଲେ, ଆମ୍ଭ ସମସ୍ତଙ୍କ ମଧ୍ୟରୁ କାହାଠାରେ? ତହିଁରେ ସେ କହିଲେ, ହେ ସେନାପତି, ତୁମ୍ଭଠାରେ
5. And when he came H935 , behold H2009 , the captains H8269 of the host H2428 were sitting H3427 ; and he said H559 , I have an errand H1697 to H413 thee , O captain H8269 . And Jehu H3058 said H559 , Unto H413 which H4310 of all H4480 H3605 us? And he said H559 , To H413 thee , O captain H8269 .
6. ଏଥିରେ ସେ ଉଠି ଗୃହ ଭିତରକୁ ଗଲେ; ତହୁଁ ଭବିଷ୍ୟଦ୍ବକ୍ତା ତାଙ୍କର ମସ୍ତକରେ ତୈଳ ଢାଳି ତାଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ସଦାପ୍ରଭୁଙ୍କ ଲୋକ, ଅର୍ଥାତ୍, ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ
6. And he arose H6965 , and went H935 into the house H1004 ; and he poured H3332 the oil H8081 on H413 his head H7218 , and said H559 unto him, Thus H3541 saith H559 the LORD H3068 God H430 of Israel H3478 , I have anointed H4886 thee king H4428 over H413 the people H5971 of the LORD H3068 , even over H413 Israel H3478 .
7. ପୁଣି ଆମ୍ଭେ ଯେପରି ଈଷେବଲ୍ ହସ୍ତରୁ ଆମ୍ଭ ଦାସ ଭବିଷ୍ୟଦ୍-ବକ୍ତାଗଣର ରକ୍ତର ସଦାପ୍ରଭୁଙ୍କ ଦାସସମୂହର ରକ୍ତର ପରିଶୋଧ ନେବୁ, ଏଥିପାଇଁ ତୁମ୍ଭେ ଆପଣା ପ୍ରଭୁ ଆହାବର ବଂଶକୁ ଆଘାତ କରିବ
7. And thou shalt smite H5221 H853 the house H1004 of Ahab H256 thy master H113 , that I may avenge H5358 the blood H1818 of my servants H5650 the prophets H5030 , and the blood H1818 of all H3605 the servants H5650 of the LORD H3068 , at the hand H4480 H3027 of Jezebel H348 .
8. କାରଣ ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ ଆମ୍ଭେ ଇସ୍ରାଏଲ ମଧ୍ୟରେ ଆହାବ ସମ୍ପର୍କୀୟ ପ୍ରତ୍ୟେକ ପୁଂସନ୍ତାନକୁ ବଦ୍ଧ କି ମୁକ୍ତ ଲୋକକୁ ଉଚ୍ଛିନ୍ନ କରିବା
8. For the whole H3605 house H1004 of Ahab H256 shall perish H6 : and I will cut off H3772 from Ahab H256 him that pisseth H8366 against the wall H7023 , and him that is shut up H6113 and left H5800 in Israel H3478 :
9. ଆଉ ଆମ୍ଭେ ଆହାବ-ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ତୁଲ୍ୟ ଅହୀୟର ପୁତ୍ର ବାଶାର ବଂଶ ତୁଲ୍ୟ କରିବା
9. And I will make H5414 H853 the house H1004 of Ahab H256 like the house H1004 of Jeroboam H3379 the son H1121 of Nebat H5028 , and like the house H1004 of Baasha H1201 the son H1121 of Ahijah H281 :
10. ପୁଣି କୁକ୍କୁରମାନେ ଈଷେବଲ୍‍କୁ ଯିଷ୍ରିୟେଲ ଭୂମିରେ ଖାଇବେ ତାହାକୁ କବର ଦେବା ପାଇଁ କେହି ଥିବ ତହୁଁ ଭବିଷ୍ୟଦ୍ବକ୍ତା ଦ୍ଵାର ଫିଟାଇ ପଳାଇଗଲେ
10. And the dogs H3611 shall eat H398 Jezebel H348 in the portion H2506 of Jezreel H3157 , and there shall be none H369 to bury H6912 her . And he opened H6605 the door H1817 , and fled H5127 .
11. ତହିଁରେ ଯେହୂ ବାହାର ହୋଇ ଆପଣା ପ୍ରଭୁର ଦାସମାନଙ୍କ ନିକଟକୁ ଆସନ୍ତେ, ଜଣେ ତାଙ୍କୁ ପଚାରିଲା, ସବୁ ମଙ୍ଗଳ ତ? ସେ ବାତୁଳଟି କାହିଁକି ତୁମ୍ଭ କତିକି ଆସିଥିଲା? ତହିଁରେ ସେ ସେମାନଙ୍କୁ କହିଲେ, ସେ ଲୋକକୁ ତାହାର କଥା କଅଣ, ତୁମ୍ଭେମାନେ ଜାଣ
11. Then Jehu H3058 came forth H3318 to H413 the servants H5650 of his lord H113 : and one said H559 unto him, Is all well H7965 ? wherefore H4069 came H935 this H2088 mad H7696 fellow to H413 thee? And he said H559 unto H413 them, Ye H859 know H3045 the man H376 , and H853 his communication H7879 .
12. ଏଥିରେ ସେମାନେ କହିଲେ, ମିଛ; ଏବେ ଆମ୍ଭମାନଙ୍କୁ କୁହ ତହୁଁ ସେ କହିଲେ, ସେ ମୋତେ ଏପରି ଏପରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ତୁମ୍ଭକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କଲୁ
12. And they said H559 , It is false H8267 ; tell H5046 us now H4994 . And he said H559 , Thus H2063 and thus H2063 spoke H559 he to H413 me, saying H559 , Thus H3541 saith H559 the LORD H3068 , I have anointed H4886 thee king H4428 over H413 Israel H3478 .
13. ତହୁଁ ସେମାନେ ପ୍ରତ୍ୟେକେ ଶୀଘ୍ର ଆପଣା ଆପଣା ବସ୍ତ୍ର ନେଇ ସୋପାନ ଉପରେ ଯେହୂଙ୍କର ତଳେ ରଖିଲେ ତୂରୀ ବଜାଇ କହିଲେ, ଯେହୂ ରାଜା ହେଲେ
13. Then they hasted H4116 , and took H3947 every man H376 his garment H899 , and put H7760 it under H8478 him on H413 the top H1634 of the stairs H4609 , and blew H8628 with trumpets H7782 , saying H559 , Jehu H3058 is king H4427 .
14. ଏଥିରେ ନିମ୍ଶିଙ୍କର ପୌତ୍ର ଯିହୋଶାଫଟଙ୍କର ପୁତ୍ର ଯେହୂ ଯୋରାମ୍ଙ୍କ ବିରୁଦ୍ଧରେ ଚକ୍ରା; କଲେ (ସେସମୟରେ ଯୋରାମ୍ ସମସ୍ତ ଇସ୍ରାଏଲ ଅରାମର ରାଜା ହସାୟେଲଠାରୁ ରାମୋତ୍-ଗିଲୀୟଦ ରକ୍ଷା କରୁଥିଲେ
14. So Jehu H3058 the son H1121 of Jehoshaphat H3092 the son H1121 of Nimshi H5250 conspired H7194 against H413 Joram H3141 . (Now Joram H3141 had H1961 kept H8104 Ramoth H7433 -gilead, he H1931 and all H3605 Israel H3478 , because H4480 H6440 of Hazael H2371 king H4428 of Syria H758 .
15. ମାତ୍ର ଯୋରାମ୍ ରାଜା ଅରାମର ରାଜା ହସାୟେଲ ସଙ୍ଗେ ଯୁଦ୍ଧ କରିବା ବେଳେ ଅରାମୀୟ ଲୋକମାନେ ତାଙ୍କୁ ଯେଉଁ କ୍ଷତବିକ୍ଷତ କରିଥିଲେ, ତହିଁରୁ ସେ ସୁସ୍ଥ ହେବା ନିମନ୍ତେ ଯିଷ୍ରିୟେଲକୁ ଫେରି ଯାଇଥିଲେ) ପୁଣି ଯେହୂ କହିଲେ, ଯେବେ ତୁମ୍ଭମାନଙ୍କ ମତ, ତେବେ ଯିଷ୍ରିୟେଲରେ ଏହା ଜଣାଇବା ପାଇଁ କାହାରିକୁ ନଗରର ବାହାରକୁ ପଳାଇ ଯିବାକୁ ଦିଅ
15. But king H4428 Joram H3088 was returned H7725 to be healed H7495 in Jezreel H3157 of H4480 the wounds H4347 which H834 the Syrians H761 had given H5221 him , when he fought H3898 with H854 Hazael H2371 king H4428 of Syria H758 .) And Jehu H3058 said H559 , If H518 it be H3426 your minds H5315 , then let none H408 go forth H3318 nor escape H6412 out of H4480 the city H5892 to go H1980 to tell H5046 it in Jezreel H3157 .
16. ତହିଁରେ ଯେହୂ ରଥରେ ଚଢ଼ି ଯିଷ୍ରିୟେଲକୁ ଗଲେ; କାରଣ ସେସ୍ଥାନରେ ଯୋରାମ୍ ଶଯ୍ୟାଗତ ହୋଇଥିଲେ ପୁଣି ଯିହୁଦାର ରାଜା ଅହସୀୟ ଯୋରାମ୍ଙ୍କୁ ଦେଖିବାକୁ ଆସିଥିଲେ
16. So Jehu H3058 rode in a chariot H7392 , and went H1980 to Jezreel H3157 ; for H3588 Joram H3141 lay H7901 there H8033 . And Ahaziah H274 king H4428 of Judah H3063 was come down H3381 to see H7200 H853 Joram H3141 .
17. ସେତେବେଳେ ପ୍ରହରୀ ଯିଷ୍ରିୟେଲ-ଦୁର୍ଗ ଉପରେ ଠିଆ ହୋଇଥିଲା, ପୁଣି ଯେହୂ ଆସୁ ଆସୁ ପ୍ରହରୀ ତାଙ୍କର ଲୋକଦଳକୁ ନିରୀକ୍ଷଣ କରି କହିଲା, ମୁଁ ଏକ ଦଳ ଲୋକ ଦେଖୁଅଛି ତହିଁରେ ଯୋରାମ୍ କହିଲେ, ଜଣେ ଅଶ୍ଵାରୋହୀକି ନେଇ ସେମାନଙ୍କୁ ଭେଟିବା ପାଇଁ ପଠାଅ ସେ ପଚାରୁ, କୁଶଳ କି?
17. And there stood H5975 a watchman H6822 on H5921 the tower H4026 in Jezreel H3157 , and he spied H7200 H853 the company H8229 of Jehu H3058 as he came H935 , and said H559 , I H589 see H7200 a company H8229 . And Joram H3088 said H559 , Take H3947 a horseman H7395 , and send H7971 to meet H7122 them , and let him say H559 , Is it peace H7965 ?
18. ତହିଁରେ ଜଣେ ଅଶ୍ଵ ଚଢ଼ି ତାଙ୍କୁ ଭେଟିବାକୁ ଯାଇ କହିଲା, ରାଜା ପଚାରୁଅଛନ୍ତି, କୁଶଳ କି? ତହିଁରେ ଯେହୂ କହିଲେ, କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ ଏଥିରେ ପ୍ରହରୀ ଜଣାଇ କହିଲା, ଦୂତ ସେମାନଙ୍କ ନିକଟକୁ ଗଲା, ମାତ୍ର ସେ ଫେରି ଆସୁ ନାହିଁ
18. So there went H1980 one on horseback H7392 H5483 to meet H7122 him , and said H559 , Thus H3541 saith H559 the king H4428 , Is it peace H7965 ? And Jehu H3058 said H559 , What H4100 hast thou to do with peace H7965 ? turn H5437 thee behind H413 H310 me . And the watchman H6822 told H5046 , saying H559 , The messenger H4397 came H935 to H5704 them H1992 , but he cometh not again H7725 H3808 .
19. ତହୁଁ ସେ ଦ୍ଵିତୀୟ ଜଣକୁ ଅଶ୍ଵରେ ପଠାନ୍ତେ, ସେ ସେମାନଙ୍କ ନିକଟକୁ ଯାଇ କହିଲା, ରାଜା ପଚାରୁଅଛନ୍ତି, କୁଶଳ କି? ପୁଣି ଯେହୂ ଉତ୍ତର କଲେ, କୁଶଳରେ ତୁମ୍ଭର କଅଣ ଅଛି? ତୁମ୍ଭେ ମୋʼ ପଛକୁ ଯାଅ
19. Then he sent out H7971 a second H8145 on horseback H7392 H5483 , which came H935 to H413 them , and said H559 , Thus H3541 saith H559 the king H4428 , Is it peace H7965 ? And Jehu H3058 answered H559 , What H4100 hast thou to do with peace H7965 ? turn H5437 thee behind H413 H310 me.
20. ଏଥିରେ ପ୍ରହରୀ ଜଣାଇ କହିଲା, ସେ ଜଣ ହିଁ ସେମାନଙ୍କ ନିକଟକୁ ଗଲା, ଆଉ ସେ ଫେରି ଆସୁ ନାହିଁ; ପୁଣି ରଥଚାଳନ ନିମ୍ଶିର ପୁତ୍ର ଯେହୂର ଚାଳନ ପରି; କାରଣ ସେ ଅତି ପ୍ରଚଣ୍ତ ବେଗରେ ଚଳାଏ
20. And the watchman H6822 told H5046 , saying H559 , He came H935 even H5704 unto H413 them , and cometh not again H7725 H3808 : and the driving H4491 is like the driving H4491 of Jehu H3058 the son H1121 of Nimshi H5250 ; for H3588 he driveth H5090 furiously H7697 .
21. ତେବେ ଯୋରାମ୍ କହିଲେ, ରଥ ପ୍ରସ୍ତୁତ କର ତହିଁରେ ସେମାନେ ତାଙ୍କର ରଥ ପ୍ରସ୍ତୁତ କଲେ ପୁଣି ଇସ୍ରାଏଲର ରାଜା ଯୋରାମ୍ ଯିହୁଦାର ରାଜା ଅହସୀୟ ଆପଣା ଆପଣା ରଥରେ ବାହାରିଲେ, ଆଉ ସେମାନେ ଯେହୂଙ୍କୁ ଭେଟିବାକୁ ଯାଇ ଯିଷ୍ରିୟେଲୀୟ ନାବୋତର ଭୂମିରେ ତାଙ୍କୁ ଦେଖିଲେ
21. And Joram H3088 said H559 , Make ready H631 . And his chariot H7393 was made ready H631 . And Joram H3088 king H4428 of Israel H3478 and Ahaziah H274 king H4428 of Judah H3063 went out H3318 , each H376 in his chariot H7393 , and they went out H3318 against H7122 Jehu H3058 , and met H4672 him in the portion H2513 of Naboth H5022 the Jezreelite H3158 .
22. ପୁଣି ଯୋରାମ୍ ଯେହୂଙ୍କୁ ଦେଖନ୍ତେ, ତାଙ୍କୁ ପଚାରିଲେ, ଯେହୂ କୁଶଳ କି? ତହିଁରେ; ସେ ଉତ୍ତର କଲେ, ଯେଯାଏ ତୁମ୍ଭ ମାତା ଈଷେବଲ୍ର ଏତେ ବ୍ୟଭିଚାର ମାୟାବିତ୍ଵ ଅଛି, ସେଯାଏ କି କୁଶଳ?
22. And it came to pass H1961 , when Joram H3088 saw H7200 H853 Jehu H3058 , that he said H559 , Is it peace H7965 , Jehu H3058 ? And he answered H559 , What H4100 peace H7965 , so long as H5704 the whoredoms H2183 of thy mother H517 Jezebel H348 and her witchcrafts H3785 are so many H7227 ?
23. ଏଥିରେ ଯୋରାମ୍ ଆପଣା ହସ୍ତ ଫେରାଇ ପଳାଇଲେ ଅହସୀୟଙ୍କୁ କହିଲେ, ହେ ଅହସୀୟ, ଶଠତା ହେଲା
23. And Joram H3088 turned H2015 his hands H3027 , and fled H5127 , and said H559 to H413 Ahaziah H274 , There is treachery H4820 , O Ahaziah H274 .
24. ତହୁଁ ଯେହୂ ଆପଣାର ସମ୍ପୂର୍ଣ୍ଣ ବଳରେ ଧନୁ ଟାଣି ଯୋରାମ୍ଙ୍କର ଦୁଇ ବାହୁ ମଧ୍ୟକୁ ମାରନ୍ତେ, ତୀର ତାଙ୍କ ହୃଦୟ ଦେଇ ବାହାରି ଗଲା, ତହିଁରେ ସେ ଆପଣା ରଥରେ ନଇଁ ପଡ଼ିଲେ
24. And Jehu H3058 drew a bow H7198 with his full H4390 strength H3027 , and smote H5221 H853 Jehoram H3088 between H996 his arms H2220 , and the arrow H2678 went out H3318 at his heart H4480 H3820 , and he sunk down H3766 in his chariot H7393 .
25. ତେବେ ଯେହୂ ଆପଣା ସେନାପତି ବିଦ୍କରକୁ କହିଲେ, ତାହାକୁ ଉଠାଇ ନେଇ ଯିଷ୍ରିୟେଲୀୟ ନାବୋତର କ୍ଷେତ୍ରଭୂମିରେ ପକାଇଦିଅ; କାରଣ ମୁଁ ତୁମ୍ଭେ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ୍ଗମନ କରିବା ବେଳେ ସଦାପ୍ରଭୁ କିପ୍ରକାରେ ତାହା ଉପରେ ଏହି ଭାରୋକ୍ତି ଥୋଇଥିଲେ, ଏହା ସ୍ମରଣ କର;
25. Then said H559 Jehu to H413 Bidkar H920 his captain H7991 , Take up H5375 , and cast H7993 him in the portion H2513 of the field H7704 of Naboth H5022 the Jezreelite H3158 : for H3588 remember H2142 how that , when I H589 and thou H859 H853 rode H7392 together H6776 after H310 Ahab H256 his father H1 , the LORD H3068 laid H5375 H853 this H2088 burden H4853 upon H5921 him;
26. ଯଥା, ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚୟ ଗତ କାଲି ନାବୋତର ରକ୍ତ ତାହାର ପୁତ୍ରମାନଙ୍କ ରକ୍ତ ଦେଖିଲୁ; ପୁଣି ଆମ୍ଭେ ଏହି ଭୂମିରେ ତୁମ୍ଭକୁ ପ୍ରତିଫଳ ଦେବା, ଏହା ସଦାପ୍ରଭୁଙ୍କ ଉକ୍ତି ଏହେତୁ ତୁମ୍ଭେ ସଦାପ୍ରଭୁଙ୍କ ଉକ୍ତି ଅନୁସାରେ ତାହାକୁ ନେଇ ସେହି କ୍ଷେତ୍ରଭୂମିରେ ପକାଇଦିଅ
26. Surely H518 H3808 I have seen H7200 yesterday H570 H853 the blood H1818 of Naboth H5022 , and the blood H1818 of his sons H1121 , saith H5002 the LORD H3068 ; and I will requite H7999 thee in this H2063 plat H2513 , saith H5002 the LORD H3068 . Now H6258 therefore take H5375 and cast H7993 him into the plat H2513 of ground , according to the word H1697 of the LORD H3068 .
27. ମାତ୍ର ଯିହୁଦାର ରାଜା ଅହସୀୟ ଏହା ଦେଖି ଉଦ୍ୟାନ-ଗୃହର ପଥ ଦେଇ ପଳାଇଲେ ତହିଁରେ ଯେହୂ ତାଙ୍କର ପଛେ ପଛେ ଯାଇ କହିଲେ, ତାହାକୁ ମଧ୍ୟ ରଥରେ ଆଘାତ କର; ତହୁଁ ସେମାନେ ଯିବ୍ଲୀୟମ୍ ନିକଟସ୍ଥ ଗୂର୍ ନାମକ ଉଠାଣି ନିକଟରେ ତାଙ୍କୁ ଆଘାତ କଲେ ଆଉ ସେ ମଗିଦ୍ଦୋକୁ ପଳାଇ ସେଠାରେ ମଲେ
27. But when Ahaziah H274 the king H4428 of Judah H3063 saw H7200 this , he fled H5127 by the way H1870 of the garden H1588 house H1004 . And Jehu H3058 followed H7291 after H310 him , and said H559 , Smite H5221 him also H1571 in H413 the chariot H4818 . And they did so at the going up H4608 to Gur H1483 , which H834 is by H854 Ibleam H2991 . And he fled H5127 to Megiddo H4023 , and died H4191 there H8033 .
28. ତହୁଁ ତାଙ୍କର ଦାସମାନେ ତାଙ୍କୁ ରଥରେ ଯିରୂଶାଲମକୁ ନେଇଗଲେ ଦାଉଦ-ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କର କବରରେ ତାଙ୍କୁ କବର ଦେଲେ
28. And his servants H5650 carried him in a chariot H7392 H853 to Jerusalem H3389 , and buried H6912 him in his sepulcher H6900 with H5973 his fathers H1 in the city H5892 of David H1732 .
29. ଆହାବଙ୍କର ପୁତ୍ର ଯୋରାମ୍ଙ୍କର ଅଧିକାରର ଏକାଦଶ ବର୍ଷରେ ଅହସୀୟ ଯିହୁଦା ଉପରେ ରାଜ୍ୟ କରିବାକୁ ଆରମ୍ଭ କରିଥିଲେ
29. And in the eleventh H259 H6240 year H8141 of Joram H3141 the son H1121 of Ahab H256 began Ahaziah H274 to reign H4427 over H5921 Judah H3063 .
30. ଏଉତ୍ତାରେ ଯେହୂ ଯିଷ୍ରିୟେଲରେ ଉପସ୍ଥିତ ହୁଅନ୍ତେ, ଈଷେବଲ୍ ତାହା ଶୁଣିଲା; ତହୁଁ ସେ ଆପଣା ଚକ୍ଷୁରେ ଅଞ୍ଜନ ଦେଇ ଆପଣା ମସ୍ତକ ଭୂଷିତ କରି ଝରକା ନିକଟରେ ବାହାରକୁ ଅନାଇଲା
30. And when Jehu H3058 was come H935 to Jezreel H3157 , Jezebel H348 heard H8085 of it ; and she painted H7760 H6320 her face H5869 , and tired H3190 H853 her head H7218 , and looked out H8259 at H1157 a window H2474 .
31. ପୁଣି ଯେହୂ ଦ୍ଵାରରେ ପ୍ରବେଶ କରିବା ବେଳେ ଈଷେବଲ୍ କହିଲା, ହେ ଆପଣା ପ୍ରଭୁର ହତ୍ୟାକାରୀ ସିମ୍ରି, କୁଶଳ କି?
31. And as Jehu H3058 entered in H935 at the gate H8179 , she said H559 , Had Zimri H2174 peace H7965 , who slew H2026 his master H113 ?
32. ଏଥିରେ ଯେହୂ ଝରକା ଆଡ଼େ ଆପଣା ମୁଖ ଉଠାଇ କହିଲେ, କିଏ ମୋʼ ପକ୍ଷରେ ଅଛି? କିଏ? ତହୁଁ ତାଙ୍କ ଆଡ଼କୁ ଦୁଇ ବା ତିନି ନପୁଂସକ ଅନାଇଲେ
32. And he lifted up H5375 his face H6440 to H413 the window H2474 , and said H559 , Who H4310 is on my side H854 ? who H4310 ? And there looked out H8259 to H413 him two H8147 or three H7969 eunuchs H5631 .
33. ଏଥିରେ ସେ କହିଲେ, ତାକୁ ତଳକୁ ପକାଇଦିଅ ତହୁଁ ସେମାନେ ତାକୁ ତଳକୁ ପକାଇଦେଲେ; ପୁଣି ତାହାର କିଛି ରକ୍ତ ପ୍ରାଚୀର ଅଶ୍ଵମାନଙ୍କ ଉପରେ ଛିଟ୍କି ପଡ଼ିଲା ସେ ତାକୁ ପାଦତଳେ ଦଳିଲେ
33. And he said H559 , Throw her down H8058 . So they threw her down H8058 : and some of her blood H4480 H1818 was sprinkled H5137 on H413 the wall H7023 , and on H413 the horses H5483 : and he trod her under foot H7429 .
34. ଏଉତ୍ତାରେ ଯେହୂ ଭିତରକୁ ଯାଇ ଭୋଜନପାନ କଲେ; ଆଉ ସେ କହିଲେ, ଏବେ ସେହି ଶାପଗ୍ରସ୍ତା ସ୍ତ୍ରୀର ବିଷୟ ବୁଝ ତାକୁ କବର ଦିଅ; କାରଣ ସେ ରାଜକନ୍ୟା
34. And when he was come in H935 , he did eat H398 and drink H8354 , and said H559 , Go, see H6485 now H4994 H853 this H2063 cursed H779 woman , and bury H6912 her: for H3588 she H1931 is a king H4428 's daughter H1323 .
35. ଏଥିରେ ସେମାନେ ତାକୁ କବର ଦେବାକୁ ଗଲେ; ମାତ୍ର ତାହା ମୁଣ୍ତର ଖପୁରୀ ପାଦ ହାତ-ପାପୁଲି ଛଡ଼ା ଆଉ କିଛି ପାଇଲେ ନାହିଁ
35. And they went H1980 to bury H6912 her : but they found H4672 no more H3808 of her than H3588 H518 the skull H1538 , and the feet H7272 , and the palms H3709 of her hands H3027 .
36. ଏହେତୁ ସେମାନେ ଫେରି ଆସି ତାଙ୍କୁ ଜଣାଇଲେ ତହିଁରେ ସେ କହିଲେ, ସଦାପ୍ରଭୁଙ୍କ ବାକ୍ୟ, ସେ ଆପଣା ଦାସ ତିଶ୍ବୀୟ ଏଲୀୟଙ୍କ ଦ୍ଵାରା ଏହା କହିଥିଲେ, ଯଥା, ଯିଷ୍ରିୟେଲୀୟ ଭୂମିରେ କୁକ୍କୁରମାନେ ଈଷେବଲର ମାଂସ ଖାଇବେ;
36. Wherefore they came again H7725 , and told H5046 him . And he said H559 , This H1931 is the word H1697 of the LORD H3068 , which H834 he spoke H1696 by H3027 his servant H5650 Elijah H452 the Tishbite H8664 , saying H559 , In the portion H2506 of Jezreel H3157 shall dogs H3611 eat H398 H853 the flesh H1320 of Jezebel H348 :
37. ଆଉ ଯିଷ୍ରିୟେଲୀୟ ଭୂମିରେ ଈଷେବଲ୍ର ଶବ କ୍ଷେତ୍ର ଉପରେ ଖତ ପରି ହେବ; ତହିଁରେ ଈଷେବଲ୍ ବୋଲି ଲୋକେ କହିବେ ନାହିଁ
37. And the carcass H5038 of Jezebel H348 shall be H1961 as dung H1828 upon H5921 the face H6440 of the field H7704 in the portion H2506 of Jezreel H3157 ; so that H834 they shall not H3808 say H559 , This H2063 is Jezebel H348 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×