Bible Books

:
5

ORV
1. ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା
1. And he said H559 unto H413 me, Son H1121 of man H120 , stand H5975 upon H5921 thy feet H7272 , and I will speak H1696 unto thee.
2. ସେ କଥା କହିବା ବେଳେ ଆତ୍ମା ମୋʼ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ; ତହିଁରେ ଯେ ମୋʼ ସଙ୍ଗେ କଥା କହିଲେ, ତାହାଙ୍କ ବାକ୍ୟ ମୁଁ ଶୁଣିଲି
2. And the spirit H7307 entered H935 into me when H834 he spoke H1696 unto H413 me , and set H5975 me upon H5921 my feet H7272 , that I heard H8085 H853 him that spoke H1696 unto H413 me.
3. ପୁଣି, ସେ ମୋତେ କହିଲେ,ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ଇସ୍ରାଏଲର ସନ୍ତାନଗଣର ନିକଟକୁ, ଯେଉଁମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି, ସେହି ବିଦ୍ରୋହୀ ଗୋଷ୍ଠୀୟମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ସେମାନେ ସେମାନଙ୍କର ପିତୃପୁରୁଷମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି, ଆଜି ପର୍ଯ୍ୟନ୍ତ ହିଁ କରୁଅଛନ୍ତି
3. And he said H559 unto H413 me, Son H1121 of man H120 , I H589 send H7971 thee H853 to H413 the children H1121 of Israel H3478 , to H413 a rebellious H4775 nation H1471 that H834 hath rebelled H4775 against me: they H1992 and their fathers H1 have transgressed H6586 against me, even unto H5704 this H2088 very H6106 day H3117 .
4. ସେହି ସନ୍ତାନମାନେ ନିର୍ଲଜ୍ଜମୁଖ କଠିନଚିତ୍ତ; ଆମ୍ଭେ ସେମାନଙ୍କ ନିକଟକୁ ତୁମ୍ଭକୁ ପ୍ରେରଣ କରୁଅଛୁ; ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି
4. For they are impudent H7186 H6440 children H1121 and stiffhearted H2389 H3820 . I H589 do send H7971 thee unto H413 them ; and thou shalt say H559 unto H413 them, Thus H3541 saith H559 the Lord H136 GOD H3069 .
5. ସେମାନେ ବିଦ୍ରୋହୀ-ବଂଶ, ଏଣୁ ଶୁଣନ୍ତୁ ଅବା ଶୁଣନ୍ତୁ, ତଥାପି ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍ବକ୍ତା ଉପସ୍ଥିତ ହୋଇଅଛି ବୋଲି ଜ୍ଞାତ ହେବେ
5. And they H1992 , whether H518 they will hear H8085 , or whether H518 they will forbear H2308 , ( for H3588 they H1992 are a rebellious H4805 house H1004 ,) yet shall know H3045 that H3588 there hath been H1961 a prophet H5030 among H8432 them.
6. ହେ ମନୁଷ୍ୟ-ସନ୍ତାନ, ସତ୍ୟ, ସେମାନେ ତୁମ୍ଭ ନିକଟରେ କାନକୋଳି କଣ୍ଟକ ତୁଲ୍ୟ ଅଟନ୍ତି ତୁମ୍ଭେ କଙ୍କଡ଼ାବିଛାମାନଙ୍କ ମଧ୍ୟରେ ବାସ କରୁଅଛ, ତଥାପି ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ କଥାରେ ଭୀତ ହୁଅ ନାହିଁ; ସେମାନେ ବିଦ୍ରୋହୀ-ବଂଶ ହେଲେ ହେଁ ତୁମ୍ଭେ ସେମାନଙ୍କ କଥାରେ ଭୀତ ହୁଅ ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍ବିଗ୍ନ ହୁଅ ନାହିଁ
6. And thou H859 , son H1121 of man H120 , be not afraid H3372 H408 of H4480 them, neither H408 be afraid H3372 of their words H4480 H1697 , though H3588 briers H5621 and thorns H5544 be with H854 thee , and thou H859 dost dwell H3427 among H413 scorpions H6137 : be not afraid H3372 H408 of their words H4480 H1697 , nor H408 be dismayed H2865 at their looks H4480 H6440 , though H3588 they H1992 be a rebellious H4805 house H1004 .
7. ସେମାନେ ଅତ୍ୟ; ବିଦ୍ରୋହୀ, ଏହେତୁ ସେମାନେ ଶୁଣନ୍ତୁ, ଅବା ଶୁଣନ୍ତୁ, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟସବୁ କୁହ
7. And thou shalt speak H1696 H853 my words H1697 unto H413 them, whether H518 they will hear H8085 , or whether H518 they will forbear H2308 : for H3588 they H1992 are most rebellious H4805 .
8. ମାତ୍ର ହେ ମନୁଷ୍ୟ-ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା କହୁ, ତାହା ତୁମ୍ଭେ ଶୁଣ; ତୁମ୍ଭେ ସେହି ବିଦ୍ରୋହୀ-ବଂଶ ତୁଲ୍ୟ ବିଦ୍ରୋହୀ ହୁଅ ନାହିଁ; ଆପଣା ମୁଖ ଫିଟାଅ, ଆମ୍ଭେ ତୁମ୍ଭକୁ ଯାହା ଦେଉ, ତାହା ଭୋଜନ କର
8. But thou H859 , son H1121 of man H120 , hear H8085 H853 what H834 I H589 say H1696 unto H413 thee; Be H1961 not H408 thou rebellious H4805 like that rebellious H4805 house H1004 : open H6475 thy mouth H6310 , and eat H398 H853 that H834 I H589 give H5414 H413 thee.
9. ତହିଁରେ ମୁଁ ଅନାନ୍ତେ, ଦେଖ, ଖଣ୍ତେ ହସ୍ତ ମୋʼ ଆଡ଼େ ପ୍ରସାରିତ ହେଲା, ଆଉ ଦେଖ, ତହିଁ ମଧ୍ୟରେ ଏକଖଣ୍ତ ନଳାକାର ପୁସ୍ତକ ଥିଲା;
9. And when I looked H7200 , behold H2009 , a hand H3027 was sent H7971 unto H413 me; and, lo H2009 , a roll H4039 of a book H5612 was therein;
10. ଆଉ, ସେ ମୋʼ ସମ୍ମୁଖରେ ତାହା ପ୍ରସାର କଲେ; ପୁଣି, ତାହା ଭିତରେ ବାହାରେ ଲେଖା ହୋଇଥିଲା; ଆଉ, ତହିଁ ମଧ୍ୟରେ ବିଳାପ, ଶୋକ ସନ୍ତାପର କଥା ଲିଖିତ ଥିଲା
10. And he spread H6566 it before H6440 me ; and it H1931 was written H3789 within H6440 and without H268 : and there was written H3789 therein H413 lamentations H7015 , and mourning H1899 , and woe H1958 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×