Bible Books

9
:
2

ORV
1. ଏହିସବୁ କର୍ମ ସମାପ୍ତ ହେଲା ଉତ୍ତାରେ ଅଧିପତିମାନେ ଆମ୍ଭ ନିକଟକୁ ଆସି କହିଲେ, ଇସ୍ରାଏଲ-ଲୋକମାନେ ଯାଜକମାନେ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ କରି ସେମାନଙ୍କର, ଅର୍ଥାତ୍, କିଣାନୀୟ, ହିତ୍ତୀୟ, ପରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଇମୋରୀୟ- ମାନଙ୍କର ଘୃଣାଯୋଗ୍ୟ କର୍ମାନୁସାରେ କରୁଅଛନ୍ତି
1. Now when these things H428 were done H3615 , the princes H8269 came H5066 to H413 me, saying H559 , The people H5971 of Israel H3478 , and the priests H3548 , and the Levites H3881 , have not H3808 separated themselves H914 from the people H4480 H5971 of the lands H776 , doing according to their abominations H8441 , even of the Canaanites H3669 , the Hittites H2850 , the Perizzites H6522 , the Jebusites H2983 , the Ammonites H5984 , the Moabites H4125 , the Egyptians H4713 , and the Amorites H567 .
2. କାରଣ ସେମାନେ ଆପଣାମାନଙ୍କ ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କର କନ୍ୟାଗଣକୁ ଗ୍ରହଣ କରିଅଛନ୍ତି; ଏହି ରୂପେ ପବିତ୍ର-ବଂଶ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି; ଆହୁରି, ଏହି ଅପରାଧରେ ଅଧିପତି ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହୋଇଅଛି
2. For H3588 they have taken H5375 of their daughters H4480 H1323 for themselves , and for their sons H1121 : so that the holy H6944 seed H2233 have mingled themselves H6148 with the people H5971 of those lands H776 : yea , the hand H3027 of the princes H8269 and rulers H5461 hath been H1961 chief H7223 in this H2088 trespass H4604 .
3. ତହିଁରେ ମୁଁ ଏହି କଥା ଶୁଣନ୍ତେ, ଆପଣା ବସ୍ତ୍ର ଚୋଗା ଚିରି ଆପଣା ମସ୍ତକ ଦାଢ଼ିର କେଶ ଛିଣ୍ତାଇ ବିସ୍ମିତ ହୋଇ ବସିଲି
3. And when I heard H8085 H853 this H2088 thing H1697 , I rent H7167 H853 my garment H899 and my mantle H4598 , and plucked off H4803 the hair H4480 H8181 of my head H7218 and of my beard H2206 , and sat down H3427 astonished H8074 .
4. ସେତେବେଳେ ନିର୍ବାସିତ ଲୋକମାନଙ୍କ ଅପରାଧ ହେତୁରୁ ଇସ୍ରାଏଲର ପରମେଶ୍ଵରଙ୍କ ବାକ୍ୟରେ କମ୍ପିତ ପ୍ରତ୍ୟେକ ଲୋକ ମୋର ନିକଟରେ ଏକତ୍ରିତ ହେଲେ; ପୁଣି, ମୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସିଲି
4. Then were assembled H622 unto H413 me every one H3605 that trembled H2730 at the words H1697 of the God H430 of Israel H3478 , because H5921 of the transgression H4604 of those that had been carried away H1473 ; and I H589 sat H3427 astonished H8074 until H5704 the evening H6153 sacrifice H4503 .
5. ତହୁଁ ସନ୍ଧ୍ୟାକାଳୀନ ବଳିଦାନ ସମୟରେ ମୁଁ ଆପଣା ମନୋଦୁଃଖରୁ ଉଠିଲି, ମୋʼ ଦେହରେ ମୋହର ଚିରା ବସ୍ତ୍ର ଚୋଗା ଥିଲା; ପୁଣି, ମୁଁ ଆପଣା ଆଣ୍ଠୁ ପାତି ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ଆଡ଼େ ହସ୍ତ ବିସ୍ତାର କରି କହିଲି,
5. And at the evening H6153 sacrifice H4503 I arose up H6965 from my heaviness H4480 H8589 ; and having rent H7167 my garment H899 and my mantle H4598 , I fell H3766 upon H5921 my knees H1290 , and spread out H6566 my hands H3709 unto H413 the LORD H3068 my God H430 ,
6. ହେ ମୋହର ପରମେଶ୍ଵର, ମୁଁ ଲଜ୍ଜିତ ଅଛି, ହେ ମୋହର ପରମେଶ୍ଵର, ମୁଁ ତୁମ୍ଭ ଆଡ଼େ ମୁଖ ଟେକିବାକୁ ବିଷଣ୍ଣ ଅଛି; କାରଣ ଆମ୍ଭମାନଙ୍କ ଅପରାଧ ଆମ୍ଭମାନଙ୍କ ମସ୍ତକର ଊର୍ଦ୍ଧ୍ଵରେ ବଢ଼ି ଉଠିଅଛି ଆମ୍ଭମାନଙ୍କ ଦୋଷ ଗଗନସ୍ପର୍ଶୀ⇧ ହୋଇଅଛି
6. And said H559 , O my God H430 , I am ashamed H954 and blush H3637 to lift up H7311 my face H6440 to H413 thee , my God H430 : for H3588 our iniquities H5771 are increased H7235 over H4605 our head H7218 , and our trespass H819 is grown up H1431 unto H5704 the heavens H8064 .
7. ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଅତିଶୟ ଦୋଷୀ ହୋଇଅଛୁ; ଆପଣାମାନଙ୍କ ଅପରାଧ ସକାଶୁ ଆଜିର ନ୍ୟାୟ ଆମ୍ଭେମାନେ, ଆମ୍ଭମାନଙ୍କ ରାଜଗଣ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀୟ ରାଜଗଣ ହସ୍ତରେ, ଖଡ଼୍‍ଗରେ, ବନ୍ଦୀତ୍ଵରେ ଲୁଟରେ ମୁଖ-ବିଷଣ୍ଣତାରେ ସମର୍ପିତ ହୋଇଅଛୁ
7. Since the days H4480 H3117 of our fathers H1 have we H587 been in a great H1419 trespass H819 unto H5704 this H2088 day H3117 ; and for our iniquities H5771 have we H587 , our kings H4428 , and our priests H3548 , been delivered H5414 into the hand H3027 of the kings H4428 of the lands H776 , to the sword H2719 , to captivity H7628 , and to a spoil H961 , and to confusion H1322 of face H6440 , as it is this H2088 day H3117 .
8. ପୁଣି, ଆମ୍ଭମାନଙ୍କ ପରମେଶ୍ଵର ଯେପରି ଆମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ କରିବେ ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କୁ କିଞ୍ଚିତ୍ ଆଶ୍ଵାସ ଦେବେ, ଏଥିପାଇଁ ରକ୍ଷାର୍ଥେ ଆମ୍ଭମାନଙ୍କୁ ଅବଶିଷ୍ଟ ରଖିବାକୁ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦେବାକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପ୍ରକାଶିତ ହୋଇଅଛି
8. And now H6258 for a little H4592 space H7281 grace H8467 hath been H1961 showed from H4480 H854 the LORD H3068 our God H430 , to leave H7604 us a remnant to escape H6413 , and to give H5414 us a nail H3489 in his holy H6944 place H4725 , that our God H430 may lighten H215 our eyes H5869 , and give H5414 us a little H4592 reviving H4241 in our bondage H5659 .
9. କାରଣ ଆମ୍ଭେମାନେ ବନ୍ଦୀ ଲୋକ ଅଟୁ ତଥାପି ଆମ୍ଭମାନଙ୍କ ବନ୍ଦୀ ଅବସ୍ଥାରେ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି, ମାତ୍ର ଆମ୍ଭମାନଙ୍କୁ ଆଶ୍ଵାସ ଦେବା ପାଇଁ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ଗୃହ ସ୍ଥାପନ କରିବା ପାଇଁ ତହିଁର ଭଗ୍ନସ୍ଥାନ ପୁନର୍ନିର୍ମାଣ କରିବା ପାଇଁ, ପୁଣି ଯିହୁଦା ଯିରୂଶାଲମରେ ଆମ୍ଭମାନଙ୍କୁ ଏକ ପ୍ରାଚୀର ଦେବା ପାଇଁ ସେ ପାରସ୍ୟ-ରାଜଗଣ ଦୃଷ୍ଟିରେ ଆମ୍ଭମାନଙ୍କ ପ୍ରତି ଦୟା ପ୍ରକାଶ କରିଅଛନ୍ତି
9. For H3588 we H587 were bondmen H5650 ; yet our God H430 hath not H3808 forsaken H5800 us in our bondage H5659 , but hath extended H5186 mercy H2617 unto H5921 us in the sight H6440 of the kings H4428 of Persia H6539 , to give H5414 us a reviving H4241 , to set up H7311 H853 the house H1004 of our God H430 , and to repair H5975 H853 the desolations H2723 thereof , and to give H5414 us a wall H1447 in Judah H3063 and in Jerusalem H3389 .
10. ଏବେ ହେ ଆମ୍ଭମାନଙ୍କ ପରମେଶ୍ଵର, ଏଥି ଉତ୍ତାରେ ଆମ୍ଭେମାନେ ଆଉ କଅଣ କହିବା?
10. And now H6258 , O our God H430 , what H4100 shall we say H559 after H310 this H2063 ? for H3588 we have forsaken H5800 thy commandments H4687 ,
11. ତୁମ୍ଭେ ଆପଣା ଦାସ ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଆଜ୍ଞା କରି କହିଥିଲ, ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କ ଅଶୌଚ ଦ୍ଵାରା ଅଶୁଚି ଦେଶ ଅଟେ, ସେମାନଙ୍କର ଘୃଣାଯୋଗ୍ୟ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ଅଶୌଚରେ ପରିପୂର୍ଣ୍ଣ କରିଅଛି
11. Which H834 thou hast commanded H6680 by H3027 thy servants H5650 the prophets H5030 , saying H559 , The land H776 , unto which H834 ye H859 go H935 to possess H3423 it , is an unclean H5079 land H776 with the filthiness H5079 of the people H5971 of the lands H776 , with their abominations H8441 , which H834 have filled H4390 it from one end H4480 H6310 to H413 another H6310 with their uncleanness H2932 .
12. ଏହେତୁ ତୁମ୍ଭେମାନେ ଆପଣାମାନଙ୍କ କନ୍ୟାଗଣଙ୍କୁ ସେମାନଙ୍କ ପୁତ୍ରଗଣ ସହିତ ବିବାହ ଦିଅ ନାହିଁ, ଅବା ତୁମ୍ଭମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣଙ୍କୁ ଗ୍ରହଣ କର ନାହିଁ, କିଅବା ସେମାନଙ୍କ ଶାନ୍ତି ବା ଉନ୍ନତି କଦାପି ଚେଷ୍ଟା କର ନାହିଁ; ତହିଁରେ ତୁମ୍ଭମାନେ ବଳବାନ ହେବ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ସଦାକାଳ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିଯିବ; ମାତ୍ର ଆମ୍ଭେମାନେ ତୁମ୍ଭର ଏହି ଆଜ୍ଞାସବୁ ପରିତ୍ୟାଗ କରିଅଛୁ
12. Now H6258 therefore give H5414 not H408 your daughters H1323 unto their sons H1121 , neither H408 take H5375 their daughters H1323 unto your sons H1121 , nor H3808 seek H1875 their peace H7965 or their wealth H2896 forever H5704 H5769 : that H4616 ye may be strong H2388 , and eat H398 H853 the good H2898 of the land H776 , and leave it for an inheritance H3423 to your children H1121 forever H5704 H5769 .
13. ଏଣୁ ହେ ଆମ୍ଭମାନଙ୍କ ପରମେଶ୍ଵର, ଆମ୍ଭମାନଙ୍କ ଦୁଷ୍କର୍ମ ମହାଦୋଷ ସକାଶୁ ଆମ୍ଭମାନଙ୍କ ପ୍ରତି ଏହିସବୁ ଘଟିଲେ ହେଁ ତୁମ୍ଭେ ଯେ ଆମ୍ଭମାନଙ୍କ ଅପରାଧର ଉଚିତ ଦଣ୍ତରୁ ଊଣା ଦଣ୍ତ ଆମ୍ଭମାନଙ୍କୁ ଦେଇଅଛ ଆମ୍ଭମାନଙ୍କର ଏପରି ଅବଶିଷ୍ଟ ଲୋକ ରଖିଅଛ,
13. And after H310 all H3605 that is come H935 upon H5921 us for our evil H7451 deeds H4639 , and for our great H1419 trespass H819 , seeing H3588 that thou H859 our God H430 hast punished H2820 us less H4295 than our iniquities H4480 H5771 deserve , and hast given H5414 us such deliverance H6413 as this H2063 ;
14. ଏହା ଦେଖି ଆମ୍ଭେମାନେ କʼଣ ପୁନର୍ବାର ତୁମ୍ଭର ଆଜ୍ଞା ଲଙ୍ଘନ କରିବୁ ଏହି ଘୃଣାଯୋଗ୍ୟ କର୍ମକାରୀ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ କୁଟୁମ୍ଵିତା କରିବୁ? କଲେ ତୁମ୍ଭେ କʼଣ ଆମ୍ଭମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ କ୍ରୁଦ୍ଧ ନୋହିବ? ତହିଁରେ କେହି ଅବଶିଷ୍ଟ କି ରକ୍ଷିତ ରହିବେ ନାହିଁ
14. Should we again H7725 break H6565 thy commandments H4687 , and join in affinity H2859 with the people H5971 of these H428 abominations H8441 ? wouldest not H3808 thou be angry H599 with us till H5704 thou hadst consumed H3615 us , so that there should be no H369 remnant H7611 nor escaping H6413 ?
15. ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ଵର, ତୁମ୍ଭେ ଧର୍ମମୟ ଅଟ; କାରଣ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇ ଅବଶିଷ୍ଟ ଅଛୁ; ଦେଖ, ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ⇧ ଦୋଷୀ ହୋଇଅଛୁ; କାରଣ ତହିଁ ସକାଶୁ କେହି ତୁମ୍ଭ ଛାମୁରେ ଠିଆ ହୋଇ ପାରେ ନାହିଁ
15. O LORD H3068 God H430 of Israel H3478 , thou H859 art righteous H6662 : for H3588 we remain H7604 yet escaped H6413 , as it is this H2063 day H3117 : behold H2009 , we are before H6440 thee in our trespasses H819 : for H3588 we cannot H369 stand H5975 before H6440 thee because H5921 of this H2088 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×