Bible Versions
Bible Books

Psalms 124:7 (ORV) Oriya Old BSI Version

1 ସଦାପ୍ରଭୁ ୟଦି ଆମ୍ଭମାନଙ୍କର ସପକ୍ଷ ହାଇେ ଥାନ୍ତେ ତବେେ ଆମ୍ଭମାନଙ୍କ ପ୍ରତି କ'ଣ ହାଇେଥାନ୍ତା ? ଇଶ୍ରାୟେଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
2 କ'ଣ ହାଇେଥାନ୍ତା ଆମ୍ଭମାନଙ୍କର ୟଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହାଇେ ଥାନ୍ତେ। ଯେତବେେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ ?
3 ଆମ୍ଭମାନଙ୍କ ବିରୁଦ୍ଧରେ ସମାନଙ୍କେ କୋପ ପ୍ରଜ୍ଜ୍ବଳିତ ହବୋ ବେଳେ ସମାନେେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା'ନ୍ତେ।
4 ଆମ୍ଭମାନଙ୍କ ଶତ୍ରୁ ସୈନ୍ଯମାନେ ଆମ୍ଭମାନଙ୍କୁ ଜଳରାଶି ପରି ମଗ୍ନ କରିଥାନ୍ତେ। ଷୋର୍ତ ଆମ୍ଭମାନଙ୍କର ପ୍ରାଣ ଉପର ଦଇେ ୟାଇଥା'ନ୍ତା।
5 ଗଜୁର୍ଥିବା ଜଳରାଶି ଆମ୍ଭକୁ ବୁଡ଼ାଇ ଦଇେଥା'ନ୍ତା।
6 ସଦାପ୍ରଭୁଙ୍କର ପ୍ରଶଂସା କର। ସେ ଆମ୍ଭମାନଙ୍କୁ ସମାନଙ୍କେର ଦାନ୍ତର ଶିକାର ହବୋକୁ ନାହାନ୍ତି।
7 ଆମ୍ଭମାନେେ ହେଉଛୁ ଜାଲରେ ପଡ଼ିଥିବା ଚଢ଼ଇମାନଙ୍କେ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା'ନ୍ତି। ତା'ପରେ ଜାଲ ଛିଣ୍ଡିଗଲା ଆମ୍ଭମାନେେ ରକ୍ଷା ପାଇଗଲୁ।
8 ଆମ୍ଭମାନଙ୍କର ସାହାୟ୍ଯ ସଦାପ୍ରଭୁଙ୍କଠାରୁ ଆସିଲା, ୟିଏ ସ୍ବର୍ଗ ପୃଥିବୀକୁ ନିର୍ମାଣ କଲେ।
1 A Song H7892 of degrees H4609 of David H1732 L-NAME . If H3884 it had not been the LORD H3068 EDS who was on our side , now H4994 IJEC may Israel H3478 LMS say H559 ;
2 If H3884 it had not been the LORD H3068 EDS who was on our side , when men H120 rose up H6965 against H5921 PREP-1MP us :
3 Then H233 they had swallowed us up H1104 quick H2416 NMP , when their wrath H639 was kindled H2734 against us :
4 Then H233 the waters H4325 D-CMS had overwhelmed H7857 us , the stream H5158 had gone H5674 VQQ3MS over H5921 PREP our soul H5315 :
5 Then H233 the proud H2121 waters H4325 D-CMS had gone H5674 VQQ3MS over H5921 PREP our soul H5315 .
6 Blessed H1288 VWQ3MS be the LORD H3068 EDS , who hath not H7945 given H5414 us as a prey H2964 to their teeth H8127 .
7 Our soul H5315 is escaped H4422 as a bird H6833 K-GFS out of the snare H6341 of the fowlers H3369 : the snare H6341 is broken H7665 , and we H587 are escaped H4422 .
8 Our help H5828 is in the name H8034 B-CMS of the LORD H3068 EDS , who made H6213 heaven H8064 NMP and earth H776 W-NFS .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×