Bible Books

:
7

ORV
1. ଦାଉଦଙ୍କର ଗୀତ ମୋହର ଶୈଳ ସ୍ଵରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ମୋʼ ହସ୍ତକୁ ଯୁଦ୍ଧ ଶିଖାନ୍ତି ମୋʼ ଅଙ୍ଗୁଳିକି ସଂଗ୍ରାମ ଶିଖାନ୍ତି
1. A Psalm of David H1732 . Blessed H1288 be the LORD H3068 my strength H6697 , which teacheth H3925 my hands H3027 to war H7128 , and my fingers H676 to fight H4421 :
2. ସେ ମୋହର ସ୍ନେହପୂର୍ଣ୍ଣ କରୁଣା ମୋହର ଗଡ଼, ମୋହର ଉଚ୍ଚ ଦୁର୍ଗ ମୋହର ଉଦ୍ଧାରକର୍ତ୍ତା, ମୋହର ଢାଲ ସେ ମୋହର ଆଶ୍ରୟଭୂମି; ସେ ମୋʼ ଲୋକମାନଙ୍କୁ ମୋʼ ପଦତଳେ ବଶୀଭୂତ କରନ୍ତି
2. My goodness H2617 , and my fortress H4686 ; my high tower H4869 , and my deliverer H6403 ; my shield H4043 , and he in whom I trust H2620 ; who subdueth H7286 my people H5971 under H8478 me.
3. ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ? ମନୁଷ୍ୟ-ସନ୍ତାନ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର?
3. LORD H3068 , what H4100 is man H120 , that thou takest knowledge H3045 of him! or the son H1121 of man H582 , that thou makest account H2803 of him!
4. ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ; ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ
4. Man H120 is like H1819 to vanity H1892 : his days H3117 are as a shadow H6738 that passeth away H5674 .
5. ହେ ସଦାପ୍ରଭୋ, ଆପଣା ଗଗନମଣ୍ତଳ ନୁଆଁଇ ତଳକୁ ଆସ; ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ
5. Bow H5186 thy heavens H8064 , O LORD H3068 , and come down H3381 : touch H5060 the mountains H2022 , and they shall smoke H6225 .
6. ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର; ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର
6. Cast forth H1299 lightning H1300 , and scatter H6327 them : shoot out H7971 thine arrows H2671 , and destroy H2000 them.
7. ଊର୍ଦ୍ଧ୍ଵରୁ ଆପଣା ହସ୍ତ ବଢ଼ାଅ; ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର; ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ
7. Send H7971 thine hand H3027 from above H4480 H4791 ; rid H6475 me , and deliver H5337 me out of great H7227 waters H4480 H4325 , from the hand H4480 H3027 of strange H5236 children H1121 ;
8. ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର
8. Whose H834 mouth H6310 speaketh H1696 vanity H7723 , and their right hand H3225 is a right hand H3225 of falsehood H8267 .
9. ହେ ପରମେଶ୍ଵର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି; ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି
9. I will sing H7891 a new H2319 song H7892 unto thee , O God H430 : upon a psaltery H5035 and an instrument of ten strings H6218 will I sing praises H2167 unto thee.
10. ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଦାସ ଦାଉଦକୁ କ୍ଷତିକାରକ ଖଡ଼୍‍ଗରୁ ରକ୍ଷା କରନ୍ତି
10. It is he that giveth H5414 salvation H8668 unto kings H4428 : who delivereth H6475 H853 David H1732 his servant H5650 from the hurtful H7451 sword H4480 H2719 .
11. ମୋତେ ରକ୍ଷା କର ଯେଉଁମାନଙ୍କର ମୁଖ ଅସାର କଥା କହଇ, ପୁଣି ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ, ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର
11. Rid H6475 me , and deliver H5337 me from the hand H4480 H3027 of strange H5236 children H1121 , whose H834 mouth H6310 speaketh H1696 vanity H7723 , and their right hand H3225 is a right hand H3225 of falsehood H8267 :
12. ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନା-ବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;
12. That H834 our sons H1121 may be as plants H5195 grown up H1431 in their youth H5271 ; that our daughters H1323 may be as corner stones H2106 , polished H2404 after the similitude H8403 of a palace H1964 :
13. ଆମ୍ଭମାନଙ୍କ ଭଣ୍ତାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ; ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଅୟୁତ ଅୟୁତ ଶାବକ ପ୍ରସବ କରିବେ;
13. That our garners H4200 may be full H4392 , affording H6329 all manner of store H4480 H2177 H413 H2177 : that our sheep H6629 may bring forth thousands H503 and ten thousands H7231 in our streets H2351 :
14. ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ; କୌଣସି ଭଗ୍ନଦଶା ବହିର୍ଗମନ ଘଟିବ ନାହିଁ, ପୁଣି ଆମ୍ଭମାନଙ୍କ ଛକ ସ୍ଥାନରେ କୌଣସି କୋଳାହଳ ହେବ ନାହିଁ;
14. That our oxen H441 may be strong to labor H5445 ; that there be no H369 breaking in H6556 , nor H369 going out H3318 ; that there be no H369 complaining H6682 in our streets H7339 .
15. ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ; ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ଵର, ସେ ଧନ୍ୟଣ!
15. Happy H835 is that people H5971 , that is in such a case H7945 H3602 : yea , happy H835 is that people H5971 , whose God H430 is the LORD H7945 H3068 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×