Bible Books

:

ORV
1. ହେ ବିନ୍ୟାମୀନ-ସନ୍ତାନଗଣ, ତୁମ୍ଭେମାନେ ରକ୍ଷା ପାଇବା ପାଇଁ ଯିରୂଶାଲମ ମଧ୍ୟରୁ ପଳାୟନ କର, ତକୋୟ (ନଗର)ରେ ତୂରୀ ବଜାଅ ବୈଥ୍ହ-କେରମରେ ଧ୍ଵଜା ଟେକ; କାରଣ ଉତ୍ତର ଦିଗରୁ ଅମଙ୍ଗଳ ମହାବିନାଶ ନିରୀକ୍ଷଣ କରୁଅଛି
1. O ye children H1121 of Benjamin H1144 , gather yourselves to flee H5756 out of the midst H4480 H7130 of Jerusalem H3389 , and blow H8628 the trumpet H7782 in Tekoa H8620 , and set up H5375 a sign of fire H4864 in H5921 Beth H1021 -haccerem: for H3588 evil H7451 appeareth H8259 out of the north H4480 H6828 , and great H1419 destruction H7667 .
2. ସୁନ୍ଦରୀ ସୁକୁମାରୀ ସିୟୋନ କନ୍ୟାକୁ ଆମ୍ଭେ ସଂହାର କରିବା
2. I have likened H1819 the daughter H1323 of Zion H6726 to a comely H5000 and delicate H6026 woman .
3. ମେଷପାଳକମାନେ ଆପଣା ଆପଣା ପଲ ସଙ୍ଗେ ନେଇ ତାହା ନିକଟକୁ ଆସିବେ; ସେମାନେ ତାହା ବିରୁଦ୍ଧରେ ଚତୁର୍ଦ୍ଦିଗରେ ଆପଣା ଆପଣା ତମ୍ଵୁ ସ୍ଥାପନ କରିବେ; ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ପଲ ଚରାଇବେ
3. The shepherds H7462 with their flocks H5739 shall come H935 unto H413 her ; they shall pitch H8628 their tents H168 against H5921 her round about H5439 ; they shall feed H7462 every one H376 in H854 his place H3027 .
4. ତୁମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ ଆୟୋଜନ କର; ଉଠ, ଆମ୍ଭେମାନେ ମଧ୍ୟାହ୍ନ କାଳରେ ଯାତ୍ରା କରୁ, ହାୟ ହାୟ, କାରଣ ଦିନ ଅବସାନ ହେଉଅଛି, ସନ୍ଧ୍ୟାକାଳର ଛାୟା ଦୀର୍ଘ ହେଉଅଛି
4. Prepare H6942 ye war H4421 against H5921 her; arise H6965 , and let us go up H5927 at noon H6672 . Woe H188 unto us! for H3588 the day H3117 goeth away H6437 , for H3588 the shadows H6752 of the evening H6153 are stretched out H5186 .
5. ଉଠ, ଆମ୍ଭେମାନେ ରାତ୍ରିରେ ଯାତ୍ରା କରୁ ତାହାର ଅଟ୍ଟାଳିକାସବୁ ବିନାଶ କରୁ
5. Arise H6965 , and let us go H5927 by night H3915 , and let us destroy H7843 her palaces H759 .
6. କାରଣ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହିଅଛନ୍ତି, ତୁମ୍ଭେମାନେ ବୃକ୍ଷ କାଟି ଯିରୂଶାଲମର ପ୍ରତିକୂଳରେ ବନ୍ଧ ବାନ୍ଧ; ସେହି ନଗର ପ୍ରତିଫଳ ପାଇବାର ଯୋଗ୍ୟ; ତାହାର ଭିତର ସମ୍ପୂର୍ଣ୍ଣ ଉପଦ୍ରବମୟ
6. For H3588 thus H3541 hath the LORD H3068 of hosts H6635 said H559 , Hew ye down H3772 trees H6097 , and cast H8210 a mount H5550 against H5921 Jerusalem H3389 : this H1931 is the city H5892 to be visited H6485 ; she is wholly H3605 oppression H6233 in the midst H7130 of her.
7. ଯେପରି ନିର୍ଝର ଜଳ ନିର୍ଗତ କରେ, ସେପରି ସେ ଆପଣା ଦୁଷ୍ଟତା ନିର୍ଗତ କରେ; ତାହା ମଧ୍ୟରେ ଦୌରାତ୍ମ୍ୟ ଅପହରଣ ଶୁଣାଯାଏ; ପୁଣି, ପୀଡ଼ା କ୍ଷତ ନିରନ୍ତର ଆମ୍ଭ ସାକ୍ଷାତରେ ଥାଏ
7. As a fountain H953 casteth out H6979 her waters H4325 , so H3651 she casteth H6979 out her wickedness H7451 : violence H2555 and spoil H7701 is heard H8085 in her; before H5921 H6440 me continually H8548 is grief H2483 and wounds H4347 .
8. ହେ ଯିରୂଶାଲମ, ତୁମ୍ଭେ ଶିକ୍ଷା ଗ୍ରହଣ କର, ନୋହିଲେ ଆମ୍ଭର ପ୍ରାଣ ତୁମ୍ଭଠାରୁ ବିଭିନ୍ନ ହେବ ଆମ୍ଭେ ତୁମ୍ଭକୁ ଉଚ୍ଛିନ୍ନ, ବସତିହୀନ ସ୍ଥାନ କରିବା
8. Be thou instructed H3256 , O Jerusalem H3389 , lest H6435 my soul H5315 depart H3363 from H4480 thee; lest H6435 I make H7760 thee desolate H8077 , a land H776 not H3808 inhabited H3427 .
9. ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ସେମାନେ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କୁ ଦ୍ରାକ୍ଷାଫଳ ପରି ସମ୍ପୂର୍ଣ୍ଣ ରୂପେ ତୋଳି ନେବେ; ତୁମ୍ଭେ ଦ୍ରାକ୍ଷାଫଳ ସଂଗ୍ରହକାରୀର ନ୍ୟାୟ ପୁନଃ ପୁନଃ ଆପଣା ହସ୍ତ ଟୋକାଇରେ ଦିଅ
9. Thus H3541 saith H559 the LORD H3068 of hosts H6635 , They shall throughly glean H5953 H5953 the remnant H7611 of Israel H3478 as a vine H1612 : turn back H7725 thine hand H3027 as a grape gatherer H1219 into H5921 the baskets H5552 .
10. ସେମାନେ ଯେପରି ଶୁଣିବେ, ଏଥିପାଇଁ ମୁଁ କାହାକୁ କହିବି କାହାକୁ ସାକ୍ଷ୍ୟ ଦେବି? ଦେଖ, ସେମାନଙ୍କର କର୍ଣ୍ଣ ଅସୁନ୍ନତ ସେମାନେ ଶୁଣି ପାରନ୍ତି ନାହିଁ; ଦେଖ, ସଦାପ୍ରଭୁଙ୍କର ବାକ୍ୟ ସେମାନଙ୍କ ନିକଟରେ ତୁଚ୍ଛନୀୟ ହୋଇଅଛି; ତହିଁରେ ସେମାନଙ୍କର କିଛି ଆହ୍ଲାଦ ନାହିଁ
10. To H5921 whom H4310 shall I speak H1696 , and give warning H5749 , that they may hear H8085 ? behold H2009 , their ear H241 is uncircumcised H6189 , and they cannot H3201 H3808 hearken H7181 : behold H2009 , the word H1697 of the LORD H3068 is H1961 unto them a reproach H2781 ; they have no H3808 delight H2654 in it.
11. ଏହେତୁ ମୁଁ ସଦାପ୍ରଭୁଙ୍କ କ୍ରୋଧରେ ପରିପୂର୍ଣ୍ଣ ହୋଇଅଛି; ମୁଁ ତାହା ସମ୍ଭାଳି ରଖିବାରେ କ୍ଳା; ହୋଇଅଛି; ସଡ଼କରେ ବାଳକମାନଙ୍କ ଉପରେ ଯୁବାମାନଙ୍କ ସଭାରେ ତାହା ଏକାବେଳେ ଢାଳି ପକାଅ; କାରଣ ସ୍ଵାମୀ ଭାର୍ଯ୍ୟା ବୃଦ୍ଧ ଜରାଗ୍ରସ୍ତ ସମସ୍ତେ ଧରାଯିବେ
11. Therefore I am full H4392 of H854 the fury H2534 of the LORD H3068 ; I am weary H3811 with holding H3557 in : I will pour it out H8210 upon H5921 the children H5768 abroad H2351 , and upon H5921 the assembly H5475 of young men H970 together H3162 : for H3588 even H1571 the husband H376 with H5973 the wife H802 shall be taken H3920 , the aged H2205 with H5973 him that is full H4390 of days H3117 .
12. ପୁଣି, ସେମାନଙ୍କର ଗୃହ ସେମାନଙ୍କର କ୍ଷେତ୍ର ସେମାନଙ୍କର ଭାର୍ଯ୍ୟା ଏକାବେଳେ ଅନ୍ୟମାନଙ୍କର ହେବ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦେଶନିବାସୀମାନଙ୍କ ଉପରେ ଆପଣା ହସ୍ତ ବିସ୍ତାର କରିବା
12. And their houses H1004 shall be turned H5437 unto others H312 , with their fields H7704 and wives H802 together H3162 : for H3588 I will stretch out H5186 H853 my hand H3027 upon H5921 the inhabitants H3427 of the land H776 , saith H5002 the LORD H3068 .
13. ଯେହେତୁ ସେମାନଙ୍କର କ୍ଷୁଦ୍ରଠାରୁ ଅତ୍ୟ; ମହାନ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକେ ଲୋଭାସକ୍ତ; ପୁଣି ଭବିଷ୍ୟଦ୍-ବକ୍ତାଠାରୁ ଯାଜକ ପର୍ଯ୍ୟନ୍ତ ପ୍ରତ୍ୟେକେ ମିଥ୍ୟାଚରଣ କରନ୍ତି
13. For H3588 from the least H4480 H6996 of them even unto H5704 the greatest H1419 of them every one H3605 is given to H1214 covetousness H1215 ; and from the prophet H4480 H5030 even unto H5704 the priest H3548 every one H3605 dealeth H6213 falsely H8267 .
14. ଆହୁରି, ଶାନ୍ତି ଥିଲେ ହେଁ ସେମାନେ ଶାନ୍ତି ଶାନ୍ତି ବୋଲି କହି ଆମ୍ଭ ଲୋକମାନଙ୍କ କ୍ଷତ ହାଲୁକା ଭାବରେ ସୁସ୍ଥ କରିଅଛନ୍ତି
14. They have healed H7495 also H853 the hurt H7667 of the daughter of my people H5971 slightly H5921 H7043 , saying H559 , Peace H7965 , peace H7965 ; when there is no H369 peace H7965 .
15. ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ
15. Were they ashamed H954 when H3588 they had committed H6213 abomination H8441 ? nay H1571 , they were not H3808 at all ashamed H954 H954 , neither H3808 could H3045 they blush H3637 : therefore H3651 they shall fall H5307 among them that fall H5307 : at the time H6256 that I visit H6485 them they shall be cast down H3782 , saith H559 the LORD H3068 .
16. ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପଥମାନର ମଧ୍ୟରେ ଠିଆହୋଇ ଦେଖ, ଆଉ ପୁରାତନ ପଥମାନର ବିଷୟ ପଚାରି କୁହ, ଉତ୍ତମ ପଥ କାହିଁ? ତହିଁରେ ଗମନ କର; ତେବେ ତୁମ୍ଭେମାନେ ଆପଣା ଆପଣା ପ୍ରାଣରେ ବିଶ୍ରାମ ପାଇବ; ମାତ୍ର ସେମାନେ କହିଲେ, ଆମ୍ଭେମାନେ ତହିଁରେ ଗମନ କରିବା ନାହିଁ
16. Thus H3541 saith H559 the LORD H3068 , Stand H5975 ye in H5921 the ways H1870 , and see H7200 , and ask H7592 for the old H5769 paths H5410 , where H335 H2088 is the good H2896 way H1870 , and walk H1980 therein , and ye shall find H4672 rest H4771 for your souls H5315 . But they said H559 , We will not H3808 walk H1980 therein .
17. ପୁଣି, ଆମ୍ଭେ ତୁମ୍ଭମାନଙ୍କ ଉପରେ ପ୍ରହରୀଗଣ ନିଯୁକ୍ତ କରି କହିଲୁ, ତୂରୀର ଶଦ୍ଦ ଶୁଣ; ମାତ୍ର ସେମାନେ କହିଲେ, ଆମ୍ଭେମାନେ ଶୁଣିବା ନାହିଁ
17. Also I set H6965 watchmen H6822 over H5921 you, saying , Hearken H7181 to the sound H6963 of the trumpet H7782 . But they said H559 , We will not H3808 hearken H7181 .
18. ଏହେତୁ ହେ ନାନା ଦେଶୀୟମାନେ, ତୁମ୍ଭେମାନେ ଶୁଣ, ଆଉ ହେ ମଣ୍ତଳୀ, ସେମାନଙ୍କ ମଧ୍ୟରେ କଅଣ ଅଛି, ତାହା ଜ୍ଞାତ ହୁଅ
18. Therefore H3651 hear H8085 , ye nations H1471 , and know H3045 , O congregation H5712 , H853 what H834 is among them.
19. ହେ ପୃଥିବୀ, ଶୁଣନ୍ତ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପରେ ଅମଙ୍ଗଳ, ଅର୍ଥାତ୍, ସେମାନଙ୍କ କଳ୍ପନାସମୂହର ଫଳ⇧ ବର୍ତ୍ତାଇବା, କାରଣ ସେମାନେ ଆମ୍ଭ ବାକ୍ୟରେ ମନୋଯୋଗ କରିନାହାନ୍ତି ଆମ୍ଭର ବ୍ୟବସ୍ଥା ସେମାନେ ଅଗ୍ରାହ୍ୟ କରିଅଛନ୍ତି
19. Hear H8085 , O earth H776 : behold H2009 , I H595 will bring H935 evil H7451 upon H413 this H2088 people H5971 , even the fruit H6529 of their thoughts H4284 , because H3588 they have not H3808 hearkened H7181 unto H5921 my words H1697 , nor to my law H8451 , but rejected H3988 it.
20. ଶିବା ଦେଶରୁ କୁନ୍ଦୁରୁ ଦୂର ଦେଶରୁ ସୁଗନ୍ଧି ବଚ ଆସିବାର ଫଳ କଅଣ? ତୁମ୍ଭମାନଙ୍କର ହୋମବଳିସବୁ ଗ୍ରାହ୍ୟ ନୁହେଁ, କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ
20. To what H4100 purpose H2088 cometh H935 there to me incense H3828 from Sheba H4480 H7614 , and the sweet H2896 cane H7070 from a far H4801 country H4480 H776 ? your burnt offerings H5930 are not H3808 acceptable H7522 , nor H3808 your sacrifices H2077 sweet H6149 unto me.
21. ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗରେ ନାନା ବିଘ୍ନ ଥୋଇବା; ତଦ୍ଦ୍ଵାରା ପିତୃଗଣ ପୁତ୍ରଗଣ ଏକ ସଙ୍ଗେ ଝୁଣ୍ଟି ପଡ଼ିବେ; ପ୍ରତିବାସୀ ତାହାର ମିତ୍ର ବିନଷ୍ଟ ହେବେ
21. Therefore H3651 thus H3541 saith H559 the LORD H3068 , Behold H2009 , I will lay H5414 stumblingblocks H4383 before H413 this H2088 people H5971 , and the fathers H1 and the sons H1121 together H3162 shall fall H3782 upon them ; the neighbor H7934 and his friend H7453 shall perish H6 .
22. ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦେଶରୁ ଏକ ଜନବୃନ୍ଦ ଆସୁଅଛନ୍ତି ପୃଥିବୀର ପ୍ରା; ଭାଗରୁ ଏକ ମହାଗୋଷ୍ଠୀ ଉତ୍ତେଜିତ ହେବେ
22. Thus H3541 saith H559 the LORD H3068 , Behold H2009 , a people H5971 cometh H935 from the north H6828 country H4480 H776 , and a great H1419 nation H1471 shall be raised H5782 from the sides H4480 H3411 of the earth H776 .
23. ସେମାନେ ଧନୁ ବର୍ଚ୍ଛା ଧରନ୍ତି; ସେମାନେ ନିଷ୍ଠୁର ଦୟାହୀନ; ସେମାନଙ୍କର ରବ ସମୁଦ୍ର ପରି ଗର୍ଜନ କରେ ସେମାନେ ଅଶ୍ଵାରୋହଣ କରନ୍ତି; ଆଗୋ ସିୟୋନର କନ୍ୟେ, ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନଙ୍କର ପ୍ରତ୍ୟେକେ ଯୋଦ୍ଧା ପରି ସସଜ୍ଜ ହେଉଅଛନ୍ତି
23. They shall lay hold H2388 on bow H7198 and spear H3591 ; they H1931 are cruel H394 , and have no H3808 mercy H7355 ; their voice H6963 roareth H1993 like the sea H3220 ; and they ride H7392 upon H5921 horses H5483 , set in array H6186 as men H376 for war H4421 against H5921 thee , O daughter H1323 of Zion H6726 .
24. ଆମ୍ଭେମାନେ ସେ ବିଷୟର ଜନରବ ଶୁଣିଅଛୁ; ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ; ଯନ୍ତ୍ରଣା ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରା; କରିଅଛି
24. We have heard H8085 H853 the fame H8089 thereof : our hands H3027 wax feeble H7503 : anguish H6869 hath taken hold H2388 of us, and pain H2427 , as of a woman in travail H3205 .
25. ବାହାର ହୋଇ କ୍ଷେତ୍ରକୁ ଯାଅ ନାହିଁ, ଅଥବା ପଥରେ ଗମନ କର ନାହିଁ; କାରଣ ଚାରିଆଡ଼େ ଶତ୍ରୁର ଖଡ଼୍‍ଗ ଆଶଙ୍କା ଅଛି
25. Go not forth H408 H3318 into the field H7704 , nor H408 walk H1980 by the way H1870 ; for H3588 the sword H2719 of the enemy H341 and fear H4032 is on every side H4480 H5439 .
26. ଆଗୋ ମୋର ଲୋକମାନଙ୍କର କନ୍ୟେ, ତୁମ୍ଭେ ଚଟ ପିନ୍ଧ, ଭସ୍ମରେ ଗଡ଼; ଅଦ୍ଵିତୀୟ ପୁତ୍ର ଲାଗି ଶୋକ ତୁଲ୍ୟ ତୁମ୍ଭେ ଶୋକ ଅତିଶୟ ବିଳାପ କର⇧; କାରଣ ବିନାଶକ ଅକସ୍ମାତ୍ ଆମ୍ଭମାନଙ୍କୁ ଆକ୍ରମଣ କରିବ
26. O daughter H1323 of my people H5971 , gird H2296 thee with sackcloth H8242 , and wallow thyself H6428 in ashes H665 : make H6213 thee mourning H60 , as for an only son H3173 , most bitter H8563 lamentation H4553 : for H3588 the spoiler H7703 shall suddenly H6597 come H935 upon H5921 us.
27. ତୁମ୍ଭେ ଯେପରି ଆମ୍ଭ ଲୋକମାନଙ୍କର ପଥ ଜ୍ଞାତ ହୋଇ ପରୀକ୍ଷା କରି ପାରିବ, ଏଥିପାଇଁ ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭକୁ ଏକ ଉଚ୍ଚ ଗୃହ ଦୁର୍ଗସ୍ଵରୂପ କରିଅଛୁ
27. I have set H5414 thee for a tower H969 and a fortress H4013 among my people H5971 , that thou mayest know H3045 and try H974 H853 their way H1870 .
28. ସେସମସ୍ତେ ଦାରୁଣ ଅବାଧ୍ୟ, ଚାରିଆଡ଼େ ନିନ୍ଦା ଘେନି ବୁଲନ୍ତି; ସେମାନେ ପିତ୍ତଳ ଲୁହା ପରି⇧; ସେସମସ୍ତେ ଭ୍ରଷ୍ଟାଚାରୀ
28. They are all H3605 grievous H5493 revolters H5637 , walking H1980 with slanders H7400 : they are brass H5178 and iron H1270 ; they H1992 are all H3605 corrupters H7843 .
29. ଭାଟି ପ୍ରଚଣ୍ତ ରୂପେ ତାତୁଛି; ସୀସା ଅଗ୍ନିରେ କ୍ଷୟ ପାଇଅଛି; ସେମାନେ ବୃଥାରେ ଖାଦ ବାହାର କରିବା କାର୍ଯ୍ୟରେ ଲାଗିଅଛନ୍ତି; କାରଣ ଦୁଷ୍ଟମାନେ ଉତ୍ପାଟିତ ହେଉ ନାହାନ୍ତି
29. The bellows H4647 are burned H2787 , the lead H5777 is consumed H8552 of the fire H4480 H784 ; the founder H6884 melteth H6884 in vain H7723 : for the wicked H7451 are not H3808 plucked away H5423 .
30. ସଦାପ୍ରଭୁ ସେମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି, ଏଣୁ ଲୋକେ ସେମାନଙ୍କୁ ଅଗ୍ରାହ୍ୟ ରୂପା ବୋଲି କହିବେ
30. Reprobate H3988 silver H3701 shall men call H7121 them, because H3588 the LORD H3068 hath rejected H3988 them.
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×