|
|
1. ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ ।
|
1. He H376 , that being often reproved H8433 hardeneth H7185 his neck H6203 , shall suddenly H6621 be destroyed H7665 , and that without H369 remedy H4832 .
|
2. ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ, ଲୋକମାନେ ଆନନ୍ଦ କରନ୍ତି; ମାତ୍ର ଦୁଷ୍ଟ ଲୋକ କର୍ତ୍ତୃତ୍ଵ ପାଇଲେ, ଲୋକମାନେ ଆର୍ତ୍ତସ୍ଵର କରନ୍ତି ।
|
2. When the righteous H6662 are in authority H7235 , the people H5971 rejoice H8055 : but when the wicked H7563 beareth rule H4910 , the people H5971 mourn H584 .
|
3. ଯେଉଁ ଲୋକ ଜ୍ଞାନକୁ ସ୍ନେହ କରେ, ସେ ଆପଣା ପିତାକୁ ଆନନ୍ଦିତ କରେ; ମାତ୍ର ଯେ ବେଶ୍ୟାମାନଙ୍କଠାରେ ଅନୁରକ୍ତ, ସେ ଆପଣା ସମ୍ପତ୍ତି ଉଡ଼ାଇ ଦିଏ ।
|
3. Whoso H376 loveth H157 wisdom H2451 rejoiceth H8055 his father H1 : but he that keepeth company H7462 with harlots H2181 spendeth H6 his substance H1952 .
|
4. ରାଜା ସୁବିଚାର ଦ୍ଵାରା ଦେଶ ସୁସ୍ଥିର କରେ; ମାତ୍ର ଯେ ଉପହାରପ୍ରିୟ, ସେ ତାହା ଉଜାଡ଼ି ପକାଏ ।
|
4. The king H4428 by judgment H4941 establisheth H5975 the land H776 : but he H376 that receiveth gifts H8641 overthroweth H2040 it.
|
5. ଯେଉଁ ଲୋକ ଆପଣା ପ୍ରତିବାସୀର ଚାଟୁବାଦ କରେ, ସେ ତାହାର ପାଦ ପାଇଁ ଜାଲ ପ୍ରସାରେ ।
|
5. A man H1397 that flattereth H2505 H5921 his neighbor H7453 spreadeth H6566 a net H7568 for H5921 his feet H6471 .
|
6. ମନ୍ଦ ଲୋକର ଅଧର୍ମରେ ଫାନ୍ଦ ଥାଏ; ମାତ୍ର ଧାର୍ମିକ ଗାନ ଓ ଆନନ୍ଦ କରେ ।
|
6. In the transgression H6588 of an evil H7451 man H376 there is a snare H4170 : but the righteous H6662 doth sing H7442 and rejoice H8055 .
|
7. ଧାର୍ମିକ ଲୋକ ଦୀନହୀନମାନଙ୍କ ଗୁହାରି ବିଷୟରେ ବିଜ୍ଞ; ମାତ୍ର ତାହା ଜାଣିବା ପାଇଁ ଦୁଷ୍ଟ ଲୋକର ବୁଦ୍ଧି ନାହିଁ ।
|
7. The righteous H6662 considereth H3045 the cause H1779 of the poor H1800 : but the wicked H7563 regardeth H995 not H3808 to know H1847 it .
|
8. ନିନ୍ଦକମାନେ ନଗରକୁ ପ୍ରଜ୍ଵଳିତ କରନ୍ତି; ମାତ୍ର ଜ୍ଞାନୀମାନେ କ୍ରୋଧ ନିବାରଣ କରନ୍ତି ।
|
8. Scornful H3944 men H376 bring a city into a snare H6315 H7151 : but wise H2450 men turn away H7725 wrath H639 .
|
9. ଅଜ୍ଞାନ ସହିତ ଜ୍ଞାନବାନର ବିବାଦ ହେଲେ, ସେ କ୍ରୋଧ କଲେ କି ହସିଲେ, କିଛି ଶାନ୍ତି ନାହିଁ ।
|
9. If a wise H2450 man H376 contendeth H8199 with H854 a foolish H191 man H376 , whether he rage H7264 or laugh H7832 , there is no H369 rest H5183 .
|
10. ରକ୍ତପାତପ୍ରିୟ ଲୋକମାନେ ସିଦ୍ଧ ବ୍ୟକ୍ତିକି ଘୃଣା କରନ୍ତି; ପୁଣି, ସେମାନେ ସରଳ ଲୋକର ପ୍ରାଣ ଖୋଜନ୍ତି ।
|
10. The bloodthirsty H376 H1818 hate H8130 the upright H8535 : but the just H3477 seek H1245 his soul H5315 .
|
11. ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ; ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷା; କରେ ।
|
11. A fool H3684 uttereth H3318 all H3605 his mind H7307 : but a wise H2450 man keepeth H7623 it in till afterwards H268 .
|
12. ଶାସନକର୍ତ୍ତା ଯେବେ ମିଥ୍ୟା କଥାରେ କାନ ଡେରେ, ତେବେ ତାହାର ସେବକ ସବୁ ଦୁଷ୍ଟ ହୁଅନ୍ତି ।
|
12. If a ruler H4910 hearken H7181 to H5921 lies H1697 H8267 , all H3605 his servants H8334 are wicked H7563 .
|
13. ଦରିଦ୍ର ଓ ଉପଦ୍ରବୀ ଏକତ୍ର ମିଳନ୍ତି, ସଦାପ୍ରଭୁ ଉଭୟର ଚକ୍ଷୁ ଦୀପ୍ତିମାନ କରନ୍ତି ।
|
13. The poor H7326 and the deceitful H8501 man H376 meet together H6298 : the LORD H3068 lighteneth H215 both H8147 their eyes H5869 .
|
14. ଯେଉଁ ରାଜା ବିଶ୍ଵସ୍ତ ରୂପେ ଦୀନହୀନମାନଙ୍କର ବିଚାର କରେ, ତାହାର ସିଂହାସନ ସଦାକାଳ ସୁସ୍ଥିର ହେବ ।
|
14. The king H4428 that faithfully H571 judgeth H8199 the poor H1800 , his throne H3678 shall be established H3559 forever H5703 .
|
15. ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ; ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ, ସେ ତାହାର ମାତାକୁ ଲଜ୍ଜା ଦିଏ ।
|
15. The rod H7626 and reproof H8433 give H5414 wisdom H2451 : but a child H5288 left H7971 to himself bringeth his mother H517 to shame H954 .
|
16. ଦୁଷ୍ଟ ଲୋକମାନେ ବର୍ଦ୍ଧିଷ୍ଣୁ ହେଲେ, ଅଧର୍ମ ବଢ଼େ; ମାତ୍ର ଧାର୍ମିକମାନେ ସେମାନଙ୍କର ନିପାତ ଦେଖିବେ ।
|
16. When the wicked H7563 are multiplied H7235 , transgression H6588 increaseth H7235 : but the righteous H6662 shall see H7200 their fall H4658 .
|
17. ଆପଣା ପୁତ୍ରକୁ ଶାସ୍ତି ଦେଲେ, ସେ ତୁମ୍ଭକୁ ଶାନ୍ତି ଦେବ; ପୁଣି, ସେ ତୁମ୍ଭ ପ୍ରାଣକୁ ସୁଖ ଦେବ ।
|
17. Correct H3256 thy son H1121 , and he shall give thee rest H5117 ; yea , he shall give H5414 delight H4574 unto thy soul H5315 .
|
18. (ଈଶ୍ଵରୀୟ) ପ୍ରତ୍ୟାଦେଶ ଅଭାବରେ ଲୋକମାନେ ବିନଷ୍ଟ ହୁଅନ୍ତି; ମାତ୍ର ଯେଉଁ ଲୋକ ବ୍ୟବସ୍ଥା ପାଳେ, ସେ ଧନ୍ୟ ।
|
18. Where there is no H369 vision H2377 , the people H5971 perish H6544 : but he that keepeth H8104 the law H8451 , happy H835 is he.
|
19. କଥାମାତ୍ରରେ ଦାସର ଦମନ ହୁଏ ନାହିଁ; ଯେହେତୁ ସେ ବୁଝିଲେ ହେଁ ମନୋଯୋଗ କରେ ନାହିଁ ।
|
19. A servant H5650 will not H3808 be corrected H3256 by words H1697 : for though H3588 he understand H995 he will not H369 answer H4617 .
|
20. ତୁମ୍ଭେ କି କଥାରେ ଚଞ୍ଚଳ ଲୋକକୁ ଦେଖୁଅଛ? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି ।
|
20. Seest H2372 thou a man H376 that is hasty H213 in his words H1697 ? there is more hope H8615 of a fool H3684 than of H4480 him.
|
21. ଯେ ପିଲାଦିନୁ ଆପଣା ଦାସକୁ ଗେହ୍ଲା କରି ପାଳେ, ଶେଷରେ ସେହି ଦାସ ତାହାର ପୁତ୍ର ହୋଇ ଉଠେ ।
|
21. He that delicately bringeth up H6445 his servant H5650 from a child H4480 H5290 shall have him become H1961 his son H4497 at the length H319 .
|
22. କ୍ରୋଧୀ ଲୋକ ବିବାଦ ଜନ୍ମାଏ, ପୁଣି ରାଗାନ୍ଧ ଲୋକ ବହୁତ ଅଧର୍ମ କରେ ।
|
22. An angry H639 man H376 stirreth up H1624 strife H4066 , and a furious H2534 man H1167 aboundeth H7227 in transgression H6588 .
|
23. ମନୁଷ୍ୟର ଅହଙ୍କାର ତାହାକୁ ନତ କରିବ; ମାତ୍ର ଯାହାର ଆତ୍ମା ବିନତ, ସେ ସମ୍ମାନ ପାଇବ ।
|
23. A man H120 's pride H1346 shall bring him low H8213 : but honor H3519 shall uphold H8551 the humble H8217 in spirit H7307 .
|
24. ଚୋରର ଭାଗୀ ଆପଣା ପ୍ରାଣକୁ ଘୃଣା କରେ, ସେ ରାଣ (କରାଇବାର କଥା) ଶୁଣେ, କିନ୍ତୁ କିଛି ପ୍ରକାଶ କରେ ନାହିଁ ।
|
24. Whoso is partner H2505 with H5973 a thief H1590 hateth H8130 his own soul H5315 : he heareth H8085 cursing H423 , and betrayeth H5046 it not H3808 .
|
25. ଲୋକଭୟ ଫାନ୍ଦଜନକ; ମାତ୍ର ସଦାପ୍ରଭୁଙ୍କ ଠାରେ ଯେ ନିର୍ଭର ରଖେ, ସେ ସୁରକ୍ଷିତ ହେବ ।
|
25. The fear H2731 of man H120 bringeth H5414 a snare H4170 : but whoso putteth his trust H982 in the LORD H3068 shall be safe H7682 .
|
26. ଅନେକେ ଶାସନକର୍ତ୍ତାର ଅନୁଗ୍ରହ ଚାହାନ୍ତିନ୍ତ ମାତ୍ର ମନୁଷ୍ୟର ବିଚାର ସଦାପ୍ରଭୁଙ୍କଠାରୁ ହୁଏ ।
|
26. Many H7227 seek H1245 the ruler H4910 's favor H6440 ; but every man H376 's judgment H4941 cometh from the LORD H4480 H3068 .
|
27. ଅଧର୍ମକାରୀ ଲୋକ ଧାର୍ମିକର ଘୃଣା ବିଷୟ, ପୁଣି ସରଳପଥଗାମୀ ଦୁଷ୍ଟ ଲୋକର ଘୃଣା ବିଷୟ ହୁଏ ।
|
27. An unjust H5766 man H376 is an abomination H8441 to the just H6662 : and he that is upright H3477 in the way H1870 is abomination H8441 to the wicked H7563 .
|