|
|
1. ପ୍ରଧାନ ବାଦକାର ନିମନ୍ତେ ଶମୀନୀତ୍ ସ୍ଵରରେ ଦାଉଦଙ୍କର ଗୀତ । ସଦାପ୍ରଭୋ, ସାହାଯ୍ୟ କର, କାରଣ ଧାର୍ମିକ ଲୋକ ଲୋପ ପାଉଅଛି; ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ବିଶ୍ଵସ୍ତ ଲୋକର ହ୍ରାସ ହେଉଅଛି ।
|
1. To the chief Musician H5329 upon H5921 Sheminith H8067 , A Psalm H4210 of David H1732 . Help H3467 , LORD H3068 ; for H3588 the godly man H2623 ceaseth H1584 ; for H3588 the faithful H539 fail H6461 from among the children H4480 H1121 of men H120 .
|
2. ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀ ସଙ୍ଗେ ଅସାର କଥା କହନ୍ତି । ସେମାନେ ଚାଟୁବାଦୀ ଓଷ୍ଠାଧରରେ ଓ ଦ୍ଵିଧାଚିତ୍ତରେ କଥା କହନ୍ତି ।
|
2. They speak H1696 vanity H7723 every one H376 with H854 his neighbor H7453 : with flattering H2513 lips H8193 and with a double heart H3820 H3820 do they speak H1696 .
|
3. ସଦାପ୍ରଭୁ ଚାଟୁବାଦୀ ଓଷ୍ଠାଧରସବୁ ଓ ଦର୍ପବାଦୀ ଜିହ୍ଵା ଉଚ୍ଛିନ୍ନ କରିବେ;
|
3. The LORD H3068 shall cut off H3772 all H3605 flattering H2513 lips H8193 , and the tongue H3956 that speaketh H1696 proud things H1419 :
|
4. ସେମାନେ କହନ୍ତି, ଆମ୍ଭେମାନେ ଜିହ୍ଵା ଦ୍ଵାରା ପ୍ରବଳ ହେବା; ଆମ୍ଭମାନଙ୍କ ଓଷ୍ଠାଧର ଆମ୍ଭମାନଙ୍କ ନିଜର; ଆମ୍ଭମାନଙ୍କ ଉପରେ କର୍ତ୍ତା କିଏ?
|
4. Who H834 have said H559 , With our tongue H3956 will we prevail H1396 ; our lips H8193 are our own: who H4310 is lord H113 over us?
|
5. ଦୁଃଖୀଲୋକ ଲୁଟିତ ହେବାରୁ, ଦୀନହୀନ କାତରୋକ୍ତି କରିବାରୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ସେମାନେ ଯାହା ପ୍ରତି ଫୁତ୍କାର କରନ୍ତି, ତାହାକୁ ଆମ୍ଭେ ନିରାପଦରେ ରଖିବା ।
|
5. For the oppression H4480 H7701 of the poor H6041 , for the sighing H4480 H603 of the needy H34 , now H6258 will I arise H6965 , saith H559 the LORD H3068 ; I will set H7896 him in safety H3468 from him that puffeth H6315 at him.
|
6. ସଦାପ୍ରଭୁଙ୍କ ବାକ୍ୟସବୁ ନିର୍ମଳ ବାକ୍ୟ, ତାହା ମୃତ୍ତିକାର ଉହ୍ମାଇରେ ପରୀକ୍ଷିତ ସାତଥର ପରିଷ୍କୃତ ରୂପା ତୁଲ୍ୟ ।
|
6. The words H565 of the LORD H3068 are pure H2889 words H565 : as silver H3701 tried H6884 in a furnace H5948 of earth H776 , purified H2212 seven H7659 times.
|
7. ହେ ସଦାପ୍ରଭୋ, ତୁମ୍ଭେ ସେମାନଙ୍କୁ ରକ୍ଷା କରିବ, ତୁମ୍ଭେ ବର୍ତ୍ତମାନ ଲୋକମାନଙ୍କଠାରୁ ସେମାନଙ୍କୁ ସଦାକାଳ ଉଦ୍ଧାର କରିବ ।
|
7. Thou H859 shalt keep H8104 them , O LORD H3068 , thou shalt preserve H5341 them from H4480 this H2098 generation H1755 forever H5769 .
|
8. ମନୁଷ୍ୟ-ସନ୍ତାନଗଣ ମଧ୍ୟରେ ଅଧମତା ଉଚ୍ଚୀକୃତ ହେବା ବେଳେ ଦୁଷ୍ଟମାନେ ଚତୁର୍ଦ୍ଦିଗରେ ଭ୍ରମଣ କରନ୍ତି ।
|
8. The wicked H7563 walk H1980 on every side H5439 , when the vilest H2149 men H120 are exalted H7311 .
|