Bible Versions
Bible Books

Psalms 96:10 (ORV) Oriya Old BSI Version

1 ଆହେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର; ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର
2 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରି ତାହାଙ୍କ ନାମର ଧନ୍ୟବାଦ କର; ତାହାଙ୍କ ପରିତ୍ରାଣ ଦିନକୁ ଦିନ ପ୍ରକାଶ କର
3 ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମସ୍ତ ଗୋଷ୍ଠୀ ମଧ୍ୟରେ ତାହାଙ୍କ ଆଶ୍ଚର୍ଯ୍ୟକ୍ରିୟା ପ୍ରକାଶ କର
4 କାରଣ ସଦାପ୍ରଭୁ ମହାନ ଅତ୍ୟ; ପ୍ରଶଂସନୀୟ; ସେ ସମସ୍ତ ଦେବତା ଅପେକ୍ଷା ଭୟଯୋଗ୍ୟ
5 କାରଣ ଗୋଷ୍ଠୀବର୍ଗର ସକଳ ଦେବତା ପ୍ରତିମା ମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ତଳର ସୃଷ୍ଟିକର୍ତ୍ତା
6 ସମ୍ଭ୍ରମ ମହିମା ତାହାଙ୍କର ସମ୍ମୁଖବର୍ତ୍ତୀ; ଶକ୍ତି ଶୋଭା ତାହାଙ୍କ ଧର୍ମଧାମରେ ବିଦ୍ୟମାନ
7 ହେ ନାନା ଦେଶୀୟ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ପରାକ୍ରମର କୀର୍ତ୍ତନ କର
8 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ତାହାଙ୍କ ପ୍ରାଙ୍ଗଣକୁ ଆସ
9 ଆହେ, ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କରନ୍ତ ସମୁଦାୟ ପୃଥିବୀ, ତାହାଙ୍କ ଛାମୁରେ କମ୍ପମାନ ହୁଅ
10 ସଦାପ୍ରଭୁ ରାଜ୍ୟ କରନ୍ତି, ଏହା ଗୋଷ୍ଠୀବର୍ଗ ମଧ୍ୟରେ କୁହ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ହୋଇ ପାରେ; ସେ ଗୋଷ୍ଠୀବର୍ଗକୁ ନ୍ୟାୟରେ ବିଚାର କରିବେ
11 ଆକାଶମଣ୍ତଳ ଆନନ୍ଦିତ ହେଉ ପୃଥିବୀ ଉଲ୍ଲାସ କର; ସମୁଦ୍ର ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ;
12 କ୍ଷେତ୍ର ତନ୍ମଧ୍ୟସ୍ଥସକଳ ଜୟଧ୍ଵନି କରନ୍ତୁ; ତେବେ ବନସ୍ଥ ବୃକ୍ଷସକଳ ଆନନ୍ଦରେ ଗାନ କରିବେ;
13 ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କରିବେ; କାରଣ ସେ ଆସୁଅଛନ୍ତି; ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି; ସେ ଧର୍ମରେ ଜଗତର ଆପଣା ସତ୍ୟତାରେ ଗୋଷ୍ଠୀବର୍ଗର ବିଚାର କରିବେ
1 O sing H7891 unto the LORD H3068 a new H2319 song: H7892 sing H7891 unto the LORD, H3068 all H3605 the earth. H776
2 Sing H7891 unto the LORD, H3068 bless H1288 his name; H8034 show forth H1319 his salvation H3444 from day H4480 H3117 to day. H3117
3 Declare H5608 his glory H3519 among the heathen, H1471 his wonders H6381 among all H3605 people. H5971
4 For H3588 the LORD H3068 is great, H1419 and greatly H3966 to be praised: H1984 he H1931 is to be feared H3372 above H5921 all H3605 gods. H430
5 For H3588 all H3605 the gods H430 of the nations H5971 are idols: H457 but the LORD H3068 made H6213 the heavens. H8064
6 Honor H1935 and majesty H1926 are before H6440 him: strength H5797 and beauty H8597 are in his sanctuary. H4720
7 Give H3051 unto the LORD, H3068 O ye kindreds H4940 of the people, H5971 give H3051 unto the LORD H3068 glory H3519 and strength. H5797
8 Give H3051 unto the LORD H3068 the glory H3519 due unto his name: H8034 bring H5375 an offering, H4503 and come H935 into his courts. H2691
9 O worship H7812 the LORD H3068 in the beauty H1927 of holiness: H6944 fear H2342 before H4480 H6440 him, all H3605 the earth. H776
10 Say H559 among the heathen H1471 that the LORD H3068 reigneth: H4427 the world H8398 also H637 shall be established H3559 that it shall not H1077 be moved: H4131 he shall judge H1777 the people H5971 righteously. H4339
11 Let the heavens H8064 rejoice, H8055 and let the earth H776 be glad; H1523 let the sea H3220 roar, H7481 and the fullness H4393 thereof.
12 Let the field H7704 be joyful, H5937 and all H3605 that H834 is therein: then H227 shall all H3605 the trees H6086 of the wood H3293 rejoice H7442
13 Before H6440 the LORD: H3068 for H3588 he cometh, H935 for H3588 he cometh H935 to judge H8199 the earth: H776 he shall judge H8199 the world H8398 with righteousness, H6664 and the people H5971 with his truth. H530
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×