|
|
1. ପରେ ସେ ଦର୍ବୀ ଓ ଲୁସ୍ତ୍ରାକୁ ମଧ୍ୟ ଆସିଲେ, ଆଉ ଦେଖ, ସେ ସ୍ଥାନରେ ତୀମଥି ନାମରେ ଜଣେ ଶିଷ୍ୟ ଥିଲେ, ସେ ଜଣେ ବିଶ୍ଵାସିନୀ ଯିହୁଦୀ ମହିଳାର।ପୁତ୍ର, କିନ୍ତୁ ତାଙ୍କର ପିତା ଜଣେ ଗ୍ରୀକ୍ ଲୋକ ।
|
1. Then G1161 came G2658 he to G1519 Derbe G1191 and G2532 Lystra G3082 : and G2532 , behold G2400 , a certain G5100 disciple G3101 was G2258 there G1563 , named G3686 Timothy G5095 , the son G5207 of a certain G5100 woman G1135 , which was a Jewess G2453 , and believed G4103 ; but G1161 his father G2962 was a Greek G1672 :
|
2. ଲୁସ୍ତ୍ରା ଓ ଇକନୀୟରେ ଥିବା ଭାଇମାନେ ତାଙ୍କ ସୁଖ୍ୟାତି କରୁଥିଲେ ।
|
2. Which G3739 was well reported of G3140 by G5259 the G3588 brethren G80 that were at G1722 Lystra G3082 and G2532 Iconium G2430 .
|
3. ତାଙ୍କୁ ସାଙ୍ଗରେ ନେଇଯିବାକୁ ପାଉଲ ଇଚ୍ଛା କଲେ, ଆଉ ସେହିସବୁ ଅଞ୍ଚଳରେ ଥିବା ଯିହୁଦୀମାନଙ୍କ ହେତୁ ତାଙ୍କୁ ଘେନିଯାଇ ସୁନ୍ନତ କଲେ; କାରଣ ତାଙ୍କର ପିତା ଜଣେ ଗ୍ରୀକ୍ ଲୋକ ବୋଲି ସମସ୍ତେ ଜାଣିଥିଲେ ।
|
3. Him G5126 would G2309 Paul G3972 have to go forth G1831 with G4862 him G846 ; and G2532 took G2983 and circumcised G4059 him G846 because of G1223 the G3588 Jews G2453 which were G5607 in G1722 those G1565 quarters G5117 : for G1063 they knew G1492 all G537 that G3754 his G848 father G3962 was G5225 a Greek G1672 .
|
4. ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ଵାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ ।
|
4. And G1161 as G5613 they went through G1279 the G3588 cities G4172 , they delivered G3860 them G846 the G3588 decrees G1378 for to keep G5442 , that were ordained G2919 of G5259 the G3588 apostles G652 and G2532 elders G4245 which G3588 were at G1722 Jerusalem G2419 .
|
5. ଏହିପ୍ରକାରେ ମଣ୍ତଳୀସମୂହ ବିଶ୍ଵାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା ।
|
5. And G3767 so G3303 were the G3588 churches G1577 established G4732 in the G3588 faith G4102 , and G2532 increased G4052 in number G706 daily G2596 G2250 .
|
6. ସେମାନେ ଆସିଆରେ ବାକ୍ୟ ପ୍ରଚାର କରିବାକୁ ପବିତ୍ର ଆତ୍ମାଙ୍କ ଦ୍ଵାରା ନିବାରିତ ହୋଇ ଫ୍ରୁଗିଆ ଓ ଗାଲାତୀୟ ଅଞ୍ଚଳ ଦେଇ ଯାତ୍ରା କଲେ,
|
6. Now G1161 when they had gone throughout G1330 Phrygia G5435 and G2532 the G3588 region G5561 of Galatia G1054 , and were forbidden G2967 of G5259 the G3588 Holy G40 Ghost G4151 to preach G2980 the G3588 word G3056 in G1722 Asia G773 ,
|
7. ଆଉ, ସେମାନେ ମୂସିଆ ନିକଟରେ ଉପସ୍ଥିତ ହୋଇ ବୀଥୂନିଆକୁ ଯିବା ପାଇଁ ଚେଷ୍ଟା କଲେ, କିନ୍ତୁ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ ।
|
7. After they were come G2064 to G2596 Mysia G3465 , they attempted G3985 to go G4198 into G2596 Bithynia G978 : but G2532 the G3588 Spirit G4151 suffered G1439 them G846 not G3756 .
|
8. ସେମାନେ ମୂସିଆ ପାଖ ଦେଇ ତ୍ରୋୟାକୁ ଆସିଲେ ।
|
8. And G1161 they passing by G3928 Mysia G3465 came down G2597 to G1519 Troas G5174 .
|
9. ଆଉ, ରାତ୍ରିକାଳରେ ପାଉଲ ଗୋଟିଏ ଦର୍ଶନ ପାଇଲେ, ମାକିଦନିଆର ଜଣେ ଲୋକ ଠିଆ ହୋଇ ତାଙ୍କୁ ବିନତି କରି କହୁଅଛି, ମାକିଦନିଆକୁ ପାର ହୋଇ ଆସି ଆମ୍ଭମାନଙ୍କର ଉପକାର କର ।
|
9. And G2532 a vision G3705 appeared G3700 to Paul G3972 in G1223 the G3588 night G3571 ; there stood G2258 G2476 a man G435 of Macedonia G3110 , and G2532 prayed G3870 him G846 , saying G3004 , Come over G1224 into G1519 Macedonia G3109 , and help G997 us G2254 .
|
10. ସେ ଏହି ଦର୍ଶନ ପାଇଲା ପରେ ଆମ୍ଭେମାନେ ତତ୍କ୍ଷଣାତ୍ ମାକିଦନିଆକୁ ଯିବା ପାଇଁ ଚେଷ୍ଟା କଲୁ, କାରଣ ସେମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବାକୁ ଈଶ୍ଵର ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି ବୋଲି ଆମ୍ଭେମାନେ ବୁଝିଲୁ ।
|
10. And G1161 after G5613 he had seen G1492 the G3588 vision G3705 , immediately G2112 we endeavored G2212 to go G1831 into G1519 Macedonia G3109 , assuredly gathering G4822 that G3754 the G3588 Lord G2962 had called G4341 us G2248 for to preach the gospel G2097 unto them G846 .
|
11. ତେଣୁ ତ୍ରୋୟାରୁ ଜାହାଜରେ ଆମ୍ଭେମାନେ ସଳଖ ପଥରେ ସାମଥ୍ରାକୀକୁ ଓ ପରଦିନ ନିୟାପଲିକୁ ଗଲୁ ।
|
11. Therefore G3767 loosing G321 from G575 Troas G5174 , we came with a straight course G2113 to G1519 Samothracia G4543 , and G5037 the G3588 next G1966 day to G1519 Neapolis G3496 ;
|
12. ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆର ସେହି ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ ।
|
12. And G5037 from thence G1564 to G1519 Philippi G5375 , which G3748 is G2076 the chief G4413 city G4172 of that part G3310 of Macedonia G3109 , and a colony G2862 : and G1161 we were G2258 in G1722 that G5026 city G4172 abiding G1304 certain G5100 days G2250 .
|
13. ବିଶ୍ରାମବାରରେ ଆମ୍ଭେମାନେ ନଗରଦ୍ଵାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କୁ କଥା କହିବାକୁ ଲାଗିଲୁ ।
|
13. And G5037 on G2250 the G3588 sabbath G4521 we went G1831 out G1854 of the G3588 city G4172 by G3844 a river side G4215 , where G3757 prayer G4335 was wont G3543 to be made G1511 ; and G2532 we sat down G2523 , and spake G2980 unto the G3588 women G1135 which resorted G4905 thither.
|
14. ପୁଣି, ଥୁୟାଥୀରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ଵର-ଭକ୍ତା ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ । ସେ ଯେପରି ପାଉଲଙ୍କର କଥିତ ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାଙ୍କର ହୃଦୟ ଫିଟାଇ ଦେଲେ ।
|
14. And G2532 a certain G5100 woman G1135 named G3686 Lydia G3070 , a seller of purple G4211 , of the city G4172 of Thyatira G2363 , which worshipped G4576 God G2316 , heard G191 us : whose G3739 heart G2588 the G3588 Lord G2962 opened G1272 , that she attended G4337 unto the things which were spoken G2980 of G5259 Paul G3972 .
|
15. ପୁଣି, ସେ ଓ ତାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣ-ମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ଵସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋର ଗୃହକୁ ଆସି ବାସ କରନ୍ତୁ; ଆଉ, ସେ ଆମ୍ଭମାନଙ୍କୁ ବଳାଇଲେ ।
|
15. And G1161 when G5613 she was baptized G907 , and G2532 her G848 household G3624 , she besought G3870 us, saying G3004 , If G1487 ye have judged G2919 me G3165 to be G1511 faithful G4103 to the G3588 Lord G2962 , come G1525 into G1519 my G3450 house G3624 , and abide G3306 there. And G2532 she constrained G3849 us G2248 .
|
16. ଦିନେ ଆମ୍ଭେମାନେ ପ୍ରାର୍ଥନାସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାʼର ଭାଗ୍ୟଗଣନା ଦ୍ଵାରା ତାʼର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା ।
|
16. And G1161 it came to pass G1096 , as we G2257 went G4198 to G1519 prayer G4335 , a certain G5100 damsel G3814 possessed G2192 with a spirit G4151 of divination G4436 met G528 us G2254 , which G3748 brought G3930 her G848 masters G2962 much G4183 gain G2039 by soothsaying G3132 :
|
17. ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରାତ୍ପର ଈଶ୍ଵରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉ ଅଛନ୍ତି ।
|
17. The same G3778 followed G2628 Paul G3972 and G2532 us G2254 , and cried G2896 , saying G3004 , These G3778 men G444 are G1526 the servants G1401 of the G3588 most high G5310 God G2316 , which G3748 show G2605 unto us G2254 the way G3598 of salvation G4991 .
|
18. ସେ ଅନେକ ଦିନ ପର୍ଯ୍ୟନ୍ତ ଏହା କଲା । କିନ୍ତୁ ପାଉଲ ବିରକ୍ତ ହୋଇ ବୁଲିପଡ଼ି ସେହି ଆତ୍ମାକୁ କହିଲେ, ତାʼଠାରୁ ବାହାରିଯିବାକୁ ମୁଁ ତୋତେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଦେଉଅଛି । ଏଥିରେ ସେ ସେହି ମୁହୂର୍ତ୍ତରେ ବାହାରିଗଲା ।
|
18. And G1161 this G5124 did G4160 she G1909 many G4183 days G2250 . But G1161 Paul G3972 , being grieved G1278 , turned G1994 and G2532 said G2036 to the G3588 spirit G4151 , I command G3853 thee G4671 in G1722 the G3588 name G3686 of Jesus G2424 Christ G5547 to come G1831 out of G575 her G846 . And G2532 he came out G1831 the G3588 same G846 hour G5610 .
|
19. କିନ୍ତୁ ତାʼର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ ।
|
19. And G1161 when her G848 masters G2962 saw G1492 that G3754 the G3588 hope G1680 of their G848 gains G2039 was gone G1831 , they caught G1949 Paul G3972 and G2532 Silas G4609 , and drew G1670 them into G1519 the G3588 marketplace G58 unto G1909 the G3588 rulers G758 ,
|
20. ଆଉ, ସେମାନେ ସେମାନଙ୍କୁ ବିଚାରକର୍ତ୍ତାମାନଙ୍କ ନିକଟକୁ ଆଣି କହିଲେ, ଏହି ଲୋକଗୁଡ଼ାକ ଯିହୁଦୀ, ଏମାନେ ଆମ୍ଭମାନଙ୍କ ନଗରରେ ଗୋଳମାଳ କରୁଅଛନ୍ତି ।
|
20. And G2532 brought G4317 them G846 to the G3588 magistrates G4755 , saying G2036 , These G3778 men G444 , being G5225 Jews G2453 , do exceedingly trouble G1613 our G2257 city G4172 ,
|
21. ଆମ୍ଭ ରୋମୀୟ ଲୋକମାନଙ୍କର ଯେଉଁସବୁ ରୀତିନୀତି ଗ୍ରହଣ ବା ପାଳନ କରିବା ବିଧିସଙ୍ଗତ ନୁହେଁ, ତାହା ଏମାନେ ପ୍ରଚାର କରୁଅଛନ୍ତି ।
|
21. And G2532 teach G2605 customs G1485 , which G3739 are not lawful G1832 G3756 for us G2254 to receive G3858 , neither G3761 to observe G4160 , being G5607 Romans G4514 .
|
22. ସେଥିରେ ଲୋକସମୂହ ମଧ୍ୟ ସେମାନଙ୍କ ବିରୁଦ୍ଧରେ ଉଠିଲେ, ପୁଣି ବିଚାରକର୍ତ୍ତାମାନେ ସେମାନଙ୍କର ବସ୍ତ୍ର କାଢ଼ିପକାଇ ସେମାନଙ୍କୁ ବେତ୍ରାଘାତ କରିବା ପାଇଁ ଆଜ୍ଞା ଦେଲେ ।
|
22. And G2532 the G3588 multitude G3793 rose up together G4911 against G2596 them G846 : and G2532 the G3588 magistrates G4755 rent off G4048 their G846 clothes G2440 , and commanded G2753 to beat G4463 them.
|
23. ସେମାନେ ସେମାନଙ୍କୁ ବହୁତ ପ୍ରହାର କରାଇଲା ଉତ୍ତାରେ କାରାଗାରରେ ନିକ୍ଷେପ କରି ସେମାନଙ୍କୁ ସାବଧାନରେ ରକ୍ଷା କରିବା ନିମନ୍ତେ କାରାରକ୍ଷକଙ୍କୁ ଦୃଢ଼ ଆଜ୍ଞା ଦେଲେ ।
|
23. And G5037 when they had laid G2007 many G4183 stripes G4127 upon them G846 , they cast G906 them into G1519 prison G5438 , charging G3853 the G3588 jailer G1200 to keep G5083 them G846 safely G806 :
|
24. ସେ ଏହିପ୍ରକାର ଦୃଢ଼ ଆଜ୍ଞା ପ୍ରାପ୍ତ ହୋଇ ସେମାନଙ୍କୁ ଭିତର କାରାଗାରରେ ନିକ୍ଷେପ କରି ସେମାନଙ୍କ ପାଦରେ ହରିକାଠ ଲଗାଇଦେଲେ ।
|
24. Who G3739 , having received G2983 such G5108 a charge G3852 , thrust G906 them G846 into G1519 the G3588 inner G2082 prison G5438 , and G2532 made their feet fast G805 G846 G4228 in G1519 the G3588 stocks G3586 .
|
25. କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ ।
|
25. And G1161 at G2596 midnight G3317 Paul G3972 and G2532 Silas G4609 prayed G4336 , and G2532 sang praises G5214 unto God G2316 : and G1161 the G3588 prisoners G1198 heard G1874 them G846 .
|
26. ସେତେବେଳେ ହଠାତ୍ ଏପରି ମହାଭୂମିକମ୍ପ ହେଲା ଯେ, କାରାଗାରର ଭିତ୍ତିମୂଳ କମ୍ପିବାକୁ ଲାଗିଲା, ଆଉ ତତ୍କ୍ଷଣାତ୍ ସମସ୍ତ ଦ୍ଵାର ମେଲା ହୋଇଗଲା, ପୁଣି ପ୍ରତ୍ୟେକ ଜଣର ବନ୍ଧନ ଫିଟିଗଲା ।
|
26. And G1161 suddenly G869 there was G1096 a great G3173 earthquake G4578 , so that G5620 the G3588 foundations G2310 of the G3588 prison G1201 were shaken G4531 : and G5037 immediately G3916 all G3956 the G3588 doors G2374 were opened G455 , and G2532 every one G3956 's bands G1199 were loosed G447 .
|
27. ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ଵାର ମେଲା ହେବା ଦେଖି ବନ୍ଦୀମାନେ ପଳାଇ ଯାଇଅଛନ୍ତି ବୋଲି ମନେ କରି, ଖଣ୍ତା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ ।
|
27. And G1161 the G3588 keeper of the prison G1200 awaking out of his sleep G1096 G1853 , and G2532 seeing G1492 the G3588 prison G5438 doors G2374 open G455 , he drew out G4685 his sword G3162 , and would G3195 have killed G337 himself G1438 , supposing G3543 that the G3588 prisoners G1198 had been fled G1628 .
|
28. କିନ୍ତୁ ପାଉଲ ଉଚ୍ଚସ୍ଵରରେ ଡାକି କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ ।
|
28. But G1161 Paul G3972 cried G5455 with a loud G3173 voice G5456 , saying G3004 , Do G4238 thyself G4572 no G3367 harm G2556 : for G1063 we are G2070 all G537 here G1759 .
|
29. ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,
|
29. Then G1161 he called G154 for a light G5457 , and sprang in G1530 , and G2532 came G1096 trembling G1790 , and fell down before G4363 Paul G3972 and G2532 Silas G4609 ,
|
30. ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କଅଣ କରିବାକୁ ହେବ?
|
30. And G2532 brought G4254 them G846 out G1854 , and said G5346 , Sirs G2962 , what G5101 must G1163 I G3165 do G4160 to G2443 be saved G4982 ?
|
31. ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ଵାସ କର, ତାହାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ ।
|
31. And G1161 they G3588 said G2036 , Believe G4100 on G1909 the G3588 Lord G2962 Jesus G2424 Christ G5547 , and G2532 thou G4771 shalt be saved G4982 , and G2532 thy G4675 house G3624 .
|
32. ପରେ ସେମାନେ ତାଙ୍କୁ ଓ ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ଈଶ୍ଵରଙ୍କ ବାକ୍ୟ କହିଲେ ।
|
32. And G2532 they spake G2980 unto him G846 the G3588 word G3056 of the G3588 Lord G2962 , and G2532 to all G3956 that G3588 were in G1722 his G848 house G3614 .
|
33. ଆଉ, ସେ ସେମାନଙ୍କୁ ରାତ୍ରିର ସେହି ଘଡ଼ିରେ ଘେନିଯାଇ ସେମାନଙ୍କ ପ୍ରହାରର କ୍ଷତସବୁ ଧୋଇଦେଲେ, ପୁଣି, ସେ ଓ ତାଙ୍କର ସମସ୍ତେ ସେହିକ୍ଷଣି ବାପ୍ତିଜିତ ହେଲେ ।
|
33. And G2532 he took G3880 them G846 the G3588 same G1565 hour G5610 of the G3588 night G3571 , and washed G3068 their G575 stripes G4127 ; and G2532 was baptized G907 , he G846 and G2532 all G3956 his G846 , straightway G3916 .
|
34. ସେଥିରେ ସେ ସେମାନଙ୍କୁ ଆପଣା ଗୃହକୁ ଘେନିଯାଇ ଖାଦ୍ୟ ପରିବେଷଣ କଲେ, ଆଉ ସମସ୍ତ ପରିବାର ସହିତ ଈଶ୍ଵରଙ୍କଠାରେ ବିଶ୍ଵାସ କରି ଅତ୍ୟ; ଆନନ୍ଦିତ ହେଲେ ।
|
34. And G5037 when he had brought G321 them G846 into G1519 his G848 house G3624 , he set meat before G3908 G5132 them, and G2532 rejoiced G21 , believing G4100 in God G2316 with all his house G3832 .
|
35. ସକାଳ ହୁଅନ୍ତେ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଏହା କହି ପଠାଇଲେ, ସେହି ଲୋକମାନଙ୍କୁ ଛାଡ଼ିଦିଅ ।
|
35. And G1161 when it was G1096 day G2250 , the G3588 magistrates G4755 sent G649 the G3588 sergeants G4465 , saying G3004 , Let those men go G630 G1565 G444 .
|
36. ଏଥିରେ କାରାରକ୍ଷକ ପାଉଲଙ୍କୁ ଏହି କଥା କହି ଜଣାଇଲେ, ଆପଣମାନଙ୍କୁ ଛାଡ଼ିଦେବା ନିମନ୍ତେ ବିଚାରକର୍ତ୍ତାମାନେ ଲୋକ ପଠାଇ ଅଛନ୍ତି । ଏଣୁ ଏବେ ବାହାରିଆସି ଶାନ୍ତିରେ ଚାଲିଯାଉନ୍ତୁ ।
|
36. And G1161 the G3588 keeper of the prison G1200 told G518 this G5128 saying G3056 to G4314 Paul G3972 , The G3588 magistrates G4755 have sent G649 to G2443 let you go G630 : now G3568 therefore G3767 depart G1831 , and go G4198 in G1722 peace G1515 .
|
37. କିନ୍ତୁ ପାଉଲ ସେମାନଙ୍କୁ କହିଲେ, ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ବିଚାର ନ କରି ସେମାନେ ପ୍ରକାଶରେ ଆମ୍ଭମାନଙ୍କୁ ପ୍ରହାର କଲା ପରେ କାରାଗାରରେ ପକାଇ ଅଛନ୍ତି, ଆଉ ଏବେ କି ଗୋପନରେ ଆମ୍ଭମାନଙ୍କୁ ଛାଡ଼ି ଦେଉଅଛନ୍ତି? ତାହା ହେବ ନାହିଁ, ମାତ୍ର ସେମାନେ ନିଜେ ଆସି ଆମ୍ଭମାନଙ୍କୁ ବାହାରକୁ ଘେନିଯାଉନ୍ତୁ ।
|
37. But G1161 Paul G3972 said G5346 unto G4314 them G846 , They have beaten G1194 us G2248 openly G1219 uncondemned G178 , being G5225 Romans G4514 , and G444 have cast G906 us into G1519 prison G5438 ; and G2532 now G3568 do they thrust us out G1544 G2248 privily G2977 ? nay G3756 verily G1063 ; but G235 let them come G2064 themselves G848 and fetch us out G1806 G2248 .
|
38. ସେଥିରେ ପଦାତିକମାନେ ବିଚାରକର୍ତ୍ତାମାନଙ୍କୁ ଏହିସମସ୍ତ କଥା ଜଣାଇଲେ, ପୁଣି ସେମାନେ ଯେ ରୋମୀୟ ଲୋକ, ଏହା ଶୁଣି ସେମାନେ ଭୟ କଲେ,
|
38. And G1161 the G3588 sergeants G4465 told G312 these G5023 words G4487 unto the G3588 magistrates G4755 : and G2532 they feared G5399 , when they heard G191 that G3754 they were G1526 Romans G4514 .
|
39. ଆଉ, ସେମାନେ ଆସି ସେମାନଙ୍କୁ ବିନତି କଲେ, ପୁଣି ସେମାନଙ୍କୁ ବାହାର କରି ଆଣି ନଗରରୁ ବାହାରିଯିବା ନିମନ୍ତେ ସେମାନଙ୍କୁ ଅନୁରୋଧ କଲେ ।
|
39. And G2532 they came G2064 and besought G3870 them G846 , and G2532 brought them out G1806 , and desired G2065 them to depart out G1831 of the G3588 city G4172 .
|
40. ସେଥିରେ ସେମାନେ କାରାଗାରରୁ ବାହାରିଯାଇ ଲୂଦିଆଙ୍କ ଗୃହରେ ପ୍ରବେଶ କଲେ, ଆଉ ଭାଇମାନଙ୍କ ସାଙ୍ଗରେ ସାକ୍ଷାତ କରି ସେମାନଙ୍କୁ ଉତ୍ସାହ ଦେଲା ଉତ୍ତାରେ ପ୍ରସ୍ଥାନ କଲେ ।
|
40. And G1161 they went G1831 out of G1537 the G3588 prison G5438 , and entered G1525 into G1519 the house of Lydia G3070 : and G2532 when they had seen G1492 the G3588 brethren G80 , they comforted G3870 them G846 , and G2532 departed G1831 .
|