Bible Books

:

1. ଆମୋସର ପୁତ୍ର ଯିଶାଇୟ, ଯିହୁଦା ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ
1. The word H1697 that H834 Isaiah H3470 the son H1121 of Amoz H531 saw H2372 concerning H5921 Judah H3063 and Jerusalem H3389 .
2. ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ, ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ,ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ; ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ
2. And it shall come to pass H1961 in the last H319 days H3117 , that the mountain H2022 of the LORD H3068 's house H1004 shall be H1961 established H3559 in the top H7218 of the mountains H2022 , and shall be exalted H5375 above the hills H4480 H1389 ; and all H3605 nations H1471 shall flow H5102 unto H413 it.
3. ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ, ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ଵରଙ୍କ ଗୃହକୁ ଯାଉ; ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା; କାରଣ ସିୟୋନଠାରୁ ବ୍ୟବସ୍ଥା ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ
3. And many H7227 people H5971 shall go H1980 and say H559 , Come H1980 ye , and let us go up H5927 to H413 the mountain H2022 of the LORD H3068 , to H413 the house H1004 of the God H430 of Jacob H3290 ; and he will teach H3384 us of his ways H4480 H1870 , and we will walk H1980 in his paths H734 : for H3588 out of Zion H4480 H6726 shall go forth H3318 the law H8451 , and the word H1697 of the LORD H3068 from Jerusalem H4480 H3389 .
4. ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଅନେକ ଗୋଷ୍ଠୀ ସମ୍ଵନ୍ଧରେ ନିଷ୍ପତ୍ତି କରିବେ; ତହିଁରେ ସେମାନେ ଆପଣା ଖଡ଼୍‍ଗ ଭାଙ୍ଗି ନଙ୍ଗଳର ଫାଳ କରିବେ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦା ନିର୍ମାଣ କରିବେ; ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ଼୍‍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ
4. And he shall judge H8199 among H996 the nations H1471 , and shall rebuke H3198 many H7227 people H5971 : and they shall beat H3807 their swords H2719 into plowshares H855 , and their spears H2595 into pruning hooks H4211 : nation H1471 shall not H3808 lift up H5375 sword H2719 against H413 nation H1471 , neither H3808 shall they learn H3925 war H4421 any more H5750 .
5. ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ
5. O house H1004 of Jacob H3290 , come H1980 ye , and let us walk H1980 in the light H216 of the LORD H3068 .
6. କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ, ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି, ପୁଣି ସେମାନେ ବିଦେଶୀୟ ସନ୍ତାନ-ଗଣ ସହିତ ହସ୍ତ ତାଳି ଦିଅନ୍ତି
6. Therefore H3588 thou hast forsaken H5203 thy people H5971 the house H1004 of Jacob H3290 , because H3588 they be replenished H4390 from the east H4480 H6924 , and are soothsayers H6049 like the Philistines H6430 , and they please themselves H5606 in the children H3206 of strangers H5237 .
7. ସେମାନଙ୍କ ଦେଶ ମଧ୍ୟ ରୂପା ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ; ଆହୁରି, ସେମାନଙ୍କ ଦେଶ ଅଶ୍ଵରେ ପରିପୂର୍ଣ୍ଣ ସେମାନଙ୍କ ରଥର ସୀମା ନାହିଁ
7. Their land H776 also is full H4390 of silver H3701 and gold H2091 , neither H369 is there any end H7097 of their treasures H214 ; their land H776 is also full H4390 of horses H5483 , neither H369 is there any end H7097 of their chariots H4818 :
8. ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ; ସେମାନେ ଆପଣାମାନଙ୍କ ଅଙ୍ଗୁଳିନିର୍ମିତ ସ୍ଵହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି
8. Their land H776 also is full H4390 of idols H457 ; they worship H7812 the work H4639 of their own hands H3027 , that which H834 their own fingers H676 have made H6213 :
9. ସାମାନ୍ୟ ଲୋକ ଅଧୋମୁଖ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ
9. And the mean man H120 boweth down H7817 , and the great man H376 humbleth H8213 himself : therefore forgive H5375 them not H408 .
10. ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ଵ ତାହାଙ୍କ ମହିମାର ତେଜରୁ, ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ
10. Enter H935 into the rock H6697 , and hide H2934 thee in the dust H6083 , for H4480 H6440 fear H6343 of the LORD H3068 , and for the glory H4480 H1926 of his majesty H1347 .
11. ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ, ପୁଣି ସେଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ
11. The lofty H1365 looks H5869 of man H120 shall be humbled H8213 , and the haughtiness H7312 of men H376 shall be bowed down H7817 , and the LORD H3068 alone H905 shall be exalted H7682 in that H1931 day H3117 .
12. କାରଣ ଅହଙ୍କାରୀ, ଗର୍ବିତ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ;
12. For H3588 the day H3117 of the LORD H3068 of hosts H6635 shall be upon H5921 every H3605 one that is proud H1343 and lofty H7311 , and upon H5921 every H3605 one that is lifted up H5375 ; and he shall be brought low H8213 :
13. ଅର୍ଥାତ୍, (ସେଦିନ) ଲିବାନୋନର ଉଚ୍ଚ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ;
13. And upon H5921 all H3605 the cedars H730 of Lebanon H3844 , that are high H7311 and lifted up H5375 , and upon H5921 all H3605 the oaks H437 of Bashan H1316 ,
14. ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ;
14. And upon H5921 all H3605 the high H7311 mountains H2022 , and upon H5921 all H3605 the hills H1389 that are lifted up H5375 ,
15. ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ;
15. And upon H5921 every H3605 high H1364 tower H4026 , and upon H5921 every H3605 fenced H1219 wall H2346 ,
16. ତର୍ଶୀଶ୍ର ସକଳ ଜାହାଜର ପ୍ରତିକୂଳ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ
16. And upon H5921 all H3605 the ships H591 of Tarshish H8659 , and upon H5921 all H3605 pleasant H2532 pictures H7914 .
17. ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ମନୁଷ୍ୟ-ମାନଙ୍କର ଅହଙ୍କାର ଅବନତ ହେବ; ଆଉ ସେଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ
17. And the loftiness H1365 of man H120 shall be bowed down H7817 , and the haughtiness H7312 of men H376 shall be made low H8213 : and the LORD H3068 alone H905 shall be exalted H7682 in that H1931 day H3117 .
18. ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ
18. And the idols H457 he shall utterly H3632 abolish H2498 .
19. ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକି ଅତିଶୟ କମ୍ପିତ କରିବାକୁ ଉଠିବେ, ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ଵ ମହିମାର ତେଜରୁ ଶୈଳର ଗୁମ୍ପା ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ
19. And they shall go H935 into the holes H4631 of the rocks H6697 , and into the caves H4247 of the earth H6083 , for H4480 H6440 fear H6343 of the LORD H3068 , and for the glory H4480 H1926 of his majesty H1347 , when he ariseth H6965 to shake terribly H6206 the earth H776 .
20. ସଦାପ୍ରଭୁ ପୃଥିବୀକି ଅତିଶୟ କମ୍ପିତ କରିବା ପାଇଁ ଉଠିଲେ, ତାହାଙ୍କ ଭୟାନକତ୍ଵ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ଵର ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ;
20. In that H1931 day H3117 a man H120 shall cast H7993 H853 his idols H457 of silver H3701 , and his idols H457 of gold H2091 , which H834 they made H6213 each one for himself to worship H7812 , to the moles H2661 H6512 and to the bats H5847 ;
21. ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ସ୍ଵର୍ଣ୍ଣମୟ ପ୍ରତିମାଗଣକୁ ସେଦିନ ମୂଷିକ ଚାମଚିକାଗଣର ନିକଟରେ ପକାଇ ଦେବ
21. To go H935 into the clefts H5366 of the rocks H6697 , and into the tops H5585 of the ragged rocks H5553 , for H4480 H6440 fear H6343 of the LORD H3068 , and for the glory H4480 H1926 of his majesty H1347 , when he ariseth H6965 to shake terribly H6206 the earth H776 .
22. ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷା; ହୁଅ; କାରଣ ସେ କାହା ମଧ୍ୟରେ ଗଣ୍ୟ?
22. Cease H2308 ye from H4480 man H120 , whose H834 breath H5397 is in his nostrils H639 : for H3588 wherein H4100 is he H1931 to be accounted H2803 of?
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×