|
|
1. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଫାରୋ ନିକଟକୁ ଯାଇ ତାହାକୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭର ସେବା କରିବା ନିମନ୍ତେ ଆମ୍ଭ ଲୋକମାନଙ୍କୁ ଛାଡ଼ି ଦିଅ ।
|
1. And the LORD H3068 spoke H559 unto H413 Moses H4872 , Go H935 unto H413 Pharaoh H6547 , and say H559 unto H413 him, Thus H3541 saith H559 the LORD H3068 , Let H853 my people H5971 go H7971 , that they may serve H5647 me.
|
2. ଯେବେ ତୁମ୍ଭେ ସେମାନଙ୍କୁ ଛାଡ଼ି ଦେବା ପାଇଁ ଅସମ୍ମତ ହେବ, ତେବେ ଦେଖ, ଆମ୍ଭେ ବେଙ୍ଗ ଦ୍ଵାରା ତୁମ୍ଭର ସମସ୍ତ ଦେଶକୁ ଦଣ୍ତ ଦେବା ।
|
2. And if H518 thou H859 refuse H3986 to let them go H7971 , behold H2009 , I H595 will smite H5062 H853 all H3605 thy borders H1366 with frogs H6854 :
|
3. ନଦୀ ବେଙ୍ଗରେ ପରିପୂର୍ଣ୍ଣ ହେବ, ତହିଁରେ ସେସମସ୍ତ ବେଙ୍ଗ ଉଠି ତୁମ୍ଭ ଗୃହରେ ଓ ଶୟନାଗାରରେଓ ଶଯ୍ୟାରେ ଓ ତୁମ୍ଭ ଦାସମାନଙ୍କ ଗୃହରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ତନ୍ଦୁରରେ ଓ ତୁମ୍ଭ ଅଟା ଦଳିବା ପାତ୍ରରେ ପ୍ରବେଶ କରିବେ;
|
3. And the river H2975 shall bring forth frogs abundantly H8317 H6854 , which shall go up H5927 and come H935 into thine house H1004 , and into thy bedchamber H2315 H4904 , and upon H5921 thy bed H4296 , and into the house H1004 of thy servants H5650 , and upon thy people H5971 , and into thine ovens H8574 , and into thy kneading troughs H4863 :
|
4. ପୁଣି ତୁମ୍ଭର ଓ ତୁମ୍ଭ ଲୋକମାନଙ୍କର ଓ ଦାସମାନଙ୍କ ଉପରକୁ ଉଠିବେ ।
|
4. And the frogs H6854 shall come up H5927 both on thee , and upon thy people H5971 , and upon all H3605 thy servants H5650 .
|
5. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ କୁହ, ତୁମ୍ଭେ ନଦୀ, ନାଳ ଓ ପୁଷ୍କରିଣୀ ଉପରେ ଆପଣାର ସଯଷ୍ଟି ହସ୍ତ ବିସ୍ତାର କରି ମିସର ଦେଶ ଉପରେ ବେଙ୍ଗ ଅଣାଅ।
|
5. And the LORD H3068 spoke H559 unto H413 Moses H4872 , Say H559 unto H413 Aaron H175 , Stretch forth H5186 H853 thine hand H3027 with thy rod H4294 over H5921 the streams H5104 , over H5921 the rivers H2975 , and over H5921 the ponds H98 , and cause H853 frogs H6854 to come up H5927 upon H5921 the land H776 of Egypt H4714 .
|
6. ତହିଁରେ ହାରୋଣ ମିସରର ସମସ୍ତ ଜଳ ଉପରେ ଆପଣା ହସ୍ତ ବିସ୍ତାର କରନ୍ତେ, ବେଙ୍ଗସମୂହ ଉଠି ମିସର ଦେଶରେ ବ୍ୟାପିଗଲେ।
|
6. And Aaron H175 stretched out H5186 H853 his hand H3027 over H5921 the waters H4325 of Egypt H4714 ; and the frogs H6854 came up H5927 , and covered H3680 H853 the land H776 of Egypt H4714 .
|
7. ସେତେବେଳେ ମନ୍ତ୍ରଜ୍ଞମାନେ ଆପଣାମାନଙ୍କ ମାୟାରେ ସେପ୍ରକାର କରି ମିସର ଦେଶ ଉପରେ ବେଙ୍ଗ ଆଣିଲେ।
|
7. And the magicians H2748 did H6213 so H3651 with their enchantments H3909 , and brought up H5927 H853 frogs H6854 upon H5921 the land H776 of Egypt H4714 .
|
8. ତହୁଁ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଆମ୍ଭଠାରୁ ଓ ଆମ୍ଭ ଲୋକଙ୍କଠାରୁ ଏହିସବୁ ବେଙ୍ଗ ଦୂର କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; ତହିଁରେ ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନଙ୍କୁ ଛାଡ଼ି ଦେବା ।
|
8. Then Pharaoh H6547 called H7121 for Moses H4872 and Aaron H175 , and said H559 , Entreat H6279 H413 the LORD H3068 , that he may take away H5493 the frogs H6854 from H4480 me , and from my people H4480 H5971 ; and I will let H853 the people H5971 go H7971 , that they may do sacrifice H2076 unto the LORD H3068 .
|
9. ତେବେ ମୋଶା ଫାରୋଙ୍କୁ କହିଲେ, ମୋʼ ଉପରେ ଦର୍ପ କର; ବେଙ୍ଗ ସବୁ ଯେପରି ଆପଣଙ୍କଠାରୁ ଓ ଆପଣଙ୍କ ଗୃହରୁ ଉଚ୍ଛିନ୍ନ ହୋଇ କେବଳ ନଦୀରେ ରହନ୍ତି, ଆପଣଙ୍କ ଓ ଆପଣଙ୍କ ଦାସମାନଙ୍କ ଓ ଲୋକସମସ୍ତଙ୍କ ନିମନ୍ତେ ସଦାପ୍ରଭୁଙ୍କ ଛାମୁରେ କେବେ ଏହି ପ୍ରାର୍ଥନା କରିବି?
|
9. And Moses H4872 said H559 unto Pharaoh H6547 , Glory H6286 over H5921 me: when H4970 shall I entreat H6279 for thee , and for thy servants H5650 , and for thy people H5971 , to destroy H3772 the frogs H6854 from H4480 thee and thy houses H4480 H1004 , that they may remain H7604 in the river H2975 only H7535 ?
|
10. ସେ କହିଲେ, କାଲି କର । ସେତେବେଳେ ମୋଶା କହିଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ତୁଲ୍ୟ କେହି ନାହିଁ, ଏହା ଯେପରି ଆପଣ ଜ୍ଞାତ ହୁଅନ୍ତି, ଏଥିପାଇଁ ଆପଣଙ୍କ ବାକ୍ୟାନୁସାରେ ହେଉ ।
|
10. And he said H559 , Tomorrow H4279 . And he said H559 , Be it according to thy word H1697 : that H4616 thou mayest know H3045 that H3588 there is none H369 like unto the LORD H3068 our God H430 .
|
11. ବେଙ୍ଗମାନେ ଆପଣଙ୍କଠାରୁ ଓ ଆପଣଙ୍କ ଗୃହ, ଦାସ ଓ ସମସ୍ତ ଲୋକଙ୍କଠାରୁ ଦୂର ହୋଇ କେବଳ ନଦୀରେ ରହିବେ ।
|
11. And the frogs H6854 shall depart H5493 from H4480 thee and from thy houses H4480 H1004 , and from thy servants H4480 H5650 , and from thy people H4480 H5971 ; they shall remain H7604 in the river H2975 only H7535 .
|
12. ଅନନ୍ତର ମୋଶା ଓ ହାରୋଣ ଫାରୋଙ୍କ ନିକଟରୁ ବାହାରକୁ ଗଲେ; ପୁଣି ମୋଶା ଫାରୋଙ୍କ ବିରୁଦ୍ଧରେ ଆନୀତ ବେଙ୍ଗ ବିଷୟରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
|
12. And Moses H4872 and Aaron H175 went out H3318 from H4480 H5973 Pharaoh H6547 : and Moses H4872 cried H6817 unto H413 the LORD H3068 because of H5921 H1697 the frogs H6854 which H834 he had brought H7760 against Pharaoh H6547 .
|
13. ତହିଁରେ ସଦାପ୍ରଭୁ ମୋଶାଙ୍କ ବାକ୍ୟାନୁସାରେ କରନ୍ତେ, ଗୃହରେ, ପ୍ରାଙ୍ଗଣରେ ଓ କ୍ଷେତ୍ରରେ ସମସ୍ତ ବେଙ୍ଗ ମଲେ ।
|
13. And the LORD H3068 did H6213 according to the word H1697 of Moses H4872 ; and the frogs H6854 died H4191 out of H4480 the houses H1004 , out of H4480 the villages H2691 , and out of H4480 the fields H7704 .
|
14. ତହୁଁ ଲୋକମାନେ ସେସବୁକୁ ଏକତ୍ର କରି ଗଦା କରନ୍ତେ, ଦେଶ ଦୁର୍ଗନ୍ଧମୟ ହେଲା ।
|
14. And they gathered them together H6651 H853 upon heaps H2563 H2563 : and the land H776 stank H887 .
|
15. ମାତ୍ର ଫାରୋ ବିପଦର ନିବୃତ୍ତି ଦେଖି ସଦାପ୍ରଭୁଙ୍କ ବାକ୍ୟପ୍ରମାଣେ ଆପଣା ହୃଦୟ ଭାରୀ କଲେ ଓ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ ।
|
15. But when Pharaoh H6547 saw H7200 that H3588 there was H1961 respite H7309 , he hardened H3513 H853 his heart H3820 , and hearkened H8085 not H3808 unto H413 them; as H834 the LORD H3068 had said H1696 .
|
16. ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, ହାରୋଣକୁ କୁହ, ସମସ୍ତ ମିସର ଦେଶରେ ଯେପରି ଉକୁଣିଆ ପୋକ ହୁଅଇ, ଏଥିପାଇଁ ତୁମ୍ଭେ ଆପଣା ଯଷ୍ଟି ଉଠାଇ ଭୂମିର ଧୂଳିରେ ପ୍ରହାର କର ।
|
16. And the LORD H3068 said H559 unto H413 Moses H4872 , Say H559 unto H413 Aaron H175 , Stretch out H5186 H853 thy rod H4294 , and smite H5221 H853 the dust H6083 of the land H776 , that it may become H1961 lice H3654 throughout all H3605 the land H776 of Egypt H4714 .
|
17. ତହିଁରେ ସେମାନେ ସେପ୍ରକାର କଲେ; ହାରୋଣ ସଯଷ୍ଟି ହସ୍ତ ବିସ୍ତାର କରି ଭୂମିର ଧୂଳିରେ ପ୍ରହାର କରନ୍ତେ, ମନୁଷ୍ୟ ଓ ପଶୁମାନଙ୍କଠାରେ ଉକୁଣିଆ ପୋକ ହେଲା; ପୁଣି ମିସର ଦେଶର ଭୂମିସ୍ଥ ସମସ୍ତ ଧୂଳି ଉକୁଣିଆ ପୋକ ହେଲା ।
|
17. And they did H6213 so H3651 ; for Aaron H175 stretched out H5186 H853 his hand H3027 with his rod H4294 , and smote H5221 H853 the dust H6083 of the earth H776 , and it became H1961 lice H3654 in man H120 , and in beast H929 ; all H3605 the dust H6083 of the land H776 became H1961 lice H3654 throughout all H3605 the land H776 of Egypt H4714 .
|
18. ସେତେବେଳେ ମନ୍ତ୍ରଜ୍ଞମାନେ ଆପଣା ଆପଣା ମାୟାରେ ସେପ୍ରକାର ଉକୁଣିଆ ପୋକ ଉତ୍ପନ୍ନ କରିବାକୁ ଯନି କଲେ, ମାତ୍ର ପାରିଲେ ନାହିଁ; ତହିଁରେ ମନୁଷ୍ୟ ଓ ପଶୁମାନଙ୍କ ଉପରେ ଉକୁଣିଆ ପୋକ ହେଲା ।
|
18. And the magicians H2748 did H6213 so H3651 with their enchantments H3909 to bring forth H3318 H853 lice H3654 , but they could H3201 not H3808 : so there were H1961 lice H3654 upon man H120 , and upon beast H929 .
|
19. ତେବେ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ଏ ତ ପରମେଶ୍ଵରଙ୍କ ଅଙ୍ଗୁଳିକୃତ କର୍ମ; ତଥାପି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଫାରୋଙ୍କର ହୃଦୟ କଠିନ ହେଲା, ପୁଣି ସେ ସେମାନଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ ।
|
19. Then the magicians H2748 said H559 unto H413 Pharaoh H6547 , This H1931 is the finger H676 of God H430 : and Pharaoh H6547 's heart H3820 was hardened H2388 , and he hearkened H8085 not H3808 unto H413 them; as H834 the LORD H3068 had said H1696 .
|
20. ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଛିଡ଼ା ହୁଅ; ଦେଖ, ସେ ଜଳ ନିକଟକୁ ଆସିଲେ, ତୁମ୍ଭେ ତାହାକୁ ଏହି କଥା କହିବ, ସଦାପ୍ରଭୁ କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ ।
|
20. And the LORD H3068 said H559 unto H413 Moses H4872 , Rise up early H7925 in the morning H1242 , and stand H3320 before H6440 Pharaoh H6547 ; lo H2009 , he cometh forth H3318 to the water H4325 ; and say H559 unto H413 him, Thus H3541 saith H559 the LORD H3068 , Let my people H5971 go H7971 , that they may serve H5647 me.
|
21. ପୁଣି ଯେବେ ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝାଙ୍କ ପଠାଇବା ଯେ, ତଦ୍ଦ୍ଵାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ ।
|
21. Else H3588 , if H518 thou wilt not H369 let H853 my people H5971 go H7971 , behold H2009 , I will send H7971 H853 swarms H6157 of flies upon thee , and upon thy servants H5650 , and upon thy people H5971 , and into thy houses H1004 : and the houses H1004 of the Egyptians H4714 shall be full H4390 of H853 swarms H6157 of flies , and also H1571 the ground H127 whereon H834 H5921 they H1992 are .
|
22. ପୁଣି ପୃଥିବୀ ମଧ୍ୟରେ କେବଳ ଆମ୍ଭେ ସଦାପ୍ରଭୁ ଅଟୁ, ଏହା ତୁମ୍ଭକୁ ଜଣାଇବା ନିମନ୍ତେ ସେହି ଦିନ ଆମ୍ଭ ଲୋକମାନଙ୍କ ନିବାସ ସ୍ଥାନ ଗୋଶନ ପ୍ରଦେଶ ଭିନ୍ନ କରିବା; ସେଠାରେ ଦଂଶକାଦିର ଝାଙ୍କ ହେବ ନାହିଁ ।
|
22. And I will sever H6395 in that H1931 day H3117 H853 the land H776 of Goshen H1657 , in H5921 which H834 my people H5971 dwell H5975 , that no H1115 swarms H6157 of flies shall be H1961 there H8033 ; to the end H4616 thou mayest know H3045 that H3588 I H589 am the LORD H3068 in the midst H7130 of the earth H776 .
|
23. ଆମ୍ଭେ ଆପଣା ଲୋକମାନଙ୍କ ଓ ତୁମ୍ଭ ଲୋକମାନଙ୍କ ମଧ୍ୟରେ ବିଶେଷ କରିବା; କାଲି ଏହି ଚିହ୍ନ ହେବ।
|
23. And I will put H7760 a division H6304 between H996 my people H5971 and thy people H5971 : tomorrow H4279 shall this H2088 sign H226 be H1961 .
|
24. ଅନନ୍ତର ସଦାପ୍ରଭୁ ସେହି ପ୍ରକାର କଲେ; ତହିଁରେ ଫାରୋଙ୍କର ଓ ତାଙ୍କ ଦାସମାନଙ୍କ ଗୃହରେ ଦଂଶକାଦିର ବୃହତ୍ ଝାଙ୍କ ଉପସ୍ଥିତ ହେଲା; ପୁଣି ସମୁଦାୟ ମିସର ଦେଶ ଦଂଶକାଦି ହେତୁରୁ ନଷ୍ଟ ହେଲା ।
|
24. And the LORD H3068 did H6213 so H3651 ; and there came H935 a grievous H3515 swarm H6157 of flies into the house H1004 of Pharaoh H6547 , and into his servants H5650 ' houses H1004 , and into all H3605 the land H776 of Egypt H4714 : the land H776 was corrupted H7843 by reason of H4480 H6440 the swarm H6157 of flies .
|
25. ସେତେବେଳେ ଫାରୋ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଯାଇ ଦେଶ ମଧ୍ୟରେ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କର ।
|
25. And Pharaoh H6547 called H7121 for H413 Moses H4872 and for Aaron H175 , and said H559 , Go H1980 ye, sacrifice H2076 to your God H430 in the land H776 .
|
26. ତହିଁରେ ମୋଶା କହିଲେ, ତାହା କରିବା ଉପଯୁକ୍ତ ନୁହେଁ; କାରଣ ତାହା କଲେ, ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ମିସ୍ରୀୟମାନଙ୍କର ଘୃଣାଜନକ ବଳିଦାନ କରିବାକୁ ହେବ; ଦେଖ, ମିସ୍ରୀୟମାନଙ୍କ ଚକ୍ଷୁଗୋଚରରେ ସେମାନଙ୍କର ଘୃଣାଜନକ ବଳିଦାନ କଲେ, ସେମାନେ କି ଆମ୍ଭମାନଙ୍କୁ ପଥର ପକାଇ ମାରିବେ ନାହିଁଣ?
|
26. And Moses H4872 said H559 , It is not H3808 meet H3559 so H3651 to do H6213 ; for H3588 we shall sacrifice H2076 the abomination H8441 of the Egyptians H4714 to the LORD H3068 our God H430 : lo H2005 , shall we sacrifice H2076 H853 the abomination H8441 of the Egyptians H4714 before their eyes H5869 , and will they not H3808 stone H5619 us?
|
27. ଏଣୁକରି ଆମ୍ଭେମାନେ ତିନି ଦିନର ବାଟ ପ୍ରାନ୍ତରକୁ ଯାଇ ଆମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ଵର ଯେଉଁ ଆଜ୍ଞା ଦେବେ, ତଦନୁସାରେ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ।
|
27. We will go H1980 three H7969 days H3117 ' journey H1870 into the wilderness H4057 , and sacrifice H2076 to the LORD H3068 our God H430 , as H834 he shall command H559 H413 us.
|
28. ତହୁଁ ଫାରୋ କହିଲେ, ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ିଦେବା, ତୁମ୍ଭେମାନେ ପ୍ରାନ୍ତରକୁ ଯାଇ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ବଳିଦାନ କର; ମାତ୍ର ବହୁ ଦୂରକୁ ଯାଅ ନାହିଁ, ପୁଣି ଆମ୍ଭ ନିମନ୍ତେ ପ୍ରାର୍ଥନା କର।
|
28. And Pharaoh H6547 said H559 , I H595 will let you go H7971 , that ye may sacrifice H2076 to the LORD H3068 your God H430 in the wilderness H4057 ; only H7535 ye shall not H3808 go H1980 very far away H7368 H7368 : entreat H6279 for H1157 me.
|
29. ଅନନ୍ତର ମୋଶା କହିଲେ, ଦେଖ, ମୁଁ ଆପଣଙ୍କ ନିକଟରୁ ଯାଇ ସଦାପ୍ରଭୁଙ୍କ ଛାମୁରେ ପ୍ରାର୍ଥନା କରିବି, ତହିଁରେ ଆପଣଙ୍କର ଓ ଆପଣଙ୍କ ଦାସମାନଙ୍କ ଓ ଆପଣଙ୍କ ଲୋକମାନଙ୍କ ନିକଟରୁ କାଲି ସମସ୍ତ ଦଂଶକ-ଝାଙ୍କ ଦୂର ହୋଇଯିବେ; ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲୋକମାନଙ୍କୁ ଛାଡ଼ିଦେବା ବିଷୟରେ ଫାରୋ ପୁନର୍ବାର ପ୍ରବଞ୍ଚନା କରିବେ ନାହିଁ ।
|
29. And Moses H4872 said H559 , Behold H2009 , I H595 go out H3318 from H4480 H5973 thee , and I will entreat H6279 H413 the LORD H3068 that the swarms H6157 of flies may depart H5493 from Pharaoh H4480 H6547 , from his servants H4480 H5650 , and from his people H4480 H5971 , tomorrow H4279 : but H7535 let not H408 Pharaoh H6547 deal deceitfully H2048 any more H3254 in not H1115 letting H853 the people H5971 go H7971 to sacrifice H2076 to the LORD H3068 .
|
30. ତହୁଁ ମୋଶା ଫାରୋଙ୍କ ନିକଟରୁ ବାହାରକୁ ଯାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
|
30. And Moses H4872 went out H3318 from H4480 H5973 Pharaoh H6547 , and entreated H6279 H413 the LORD H3068 .
|
31. ତହିଁରେ ସଦାପ୍ରଭୁ ମୋଶାଙ୍କ ପ୍ରାର୍ଥନାନୁସାରେ ଫାରୋଙ୍କଠାରୁ, ତାଙ୍କ ଦାସଗଣ ଓ ଲୋକ ସମସ୍ତଙ୍କଠାରୁ ସମସ୍ତ ଦଂଶକାଦି ଝାଙ୍କ ଦୂର କଲେ; ଗୋଟିଏ ଅବଶିଷ୍ଟ ରହିଲା ନାହିଁ ।
|
31. And the LORD H3068 did H6213 according to the word H1697 of Moses H4872 ; and he removed H5493 the swarms H6157 of flies from Pharaoh H4480 H6547 , from his servants H4480 H5650 , and from his people H4480 H5971 ; there remained H7604 not H3808 one H259 .
|
32. ଏଥର ମଧ୍ୟ ଫାରୋ ଆପଣା ହୃଦୟ ଭାରୀ କଲେ ଓ ଲୋକମାନଙ୍କୁ ଛାଡ଼ି ଦେଲେ ନାହିଁ ।
|
32. And Pharaoh H6547 hardened H3513 H853 his heart H3820 at this H2063 time H6471 also H1571 , neither H3808 would he let H853 the people H5971 go H7971 .
|