Bible Books

:

1. {ମନ୍ଦିରର ସଂଗୀତ ଶିଳ୍ପୀଗଣ} PS ଆହୁରି ଆସଫର ହେମନର ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ସେନାପତିମାନେ କେତେକଙ୍କୁ ବୀଣା, ନେବଲ କରତାଳ ଦ୍ୱାରା ଭବିଷ୍ୟଦ୍‍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି, ଆପଣା ଆପଣା ସେବାନୁସାରେ କର୍ମକାରୀମାନଙ୍କ ସଂଖ୍ୟା ଏହି।
1. Moreover David H1732 and the captains H8269 of the host H6635 separated H914 to the service H5656 of the sons H1121 of Asaph H623 , and of Heman H1968 , and of Jeduthun H3038 , who should prophesy H5012 with harps H3658 , with psalteries H5035 , and with cymbals H4700 : and the number H4557 of the workmen H376 H4399 according to their service H5656 was H1961 :
2. ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର ଯୋଷେଫ ନଥନୀୟ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
2. Of the sons H1121 of Asaph H623 ; Zaccur H2139 , and Joseph H3130 , and Nethaniah H5418 , and Asarelah H841 , the sons H1121 of Asaph H623 under H5921 the hands H3027 of Asaph H623 , which prophesied H5012 according to H5921 the order H3027 of the king H4428 .
3. ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ସରୀ ଯିଶାଇୟ, ହଶବୀୟ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ୱାରା ସଦାପ୍ରଭୁଙ୍କର ଧନ୍ୟବାଦ ପ୍ରଶଂସା କରି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲେ।
3. Of Jeduthun H3038 : the sons H1121 of Jeduthun H3038 ; Gedaliah H1436 , and Zeri H6874 , and Jeshaiah H3470 , Hashabiah H2811 , and Mattithiah H4993 , six H8337 , under H5921 the hands H3027 of their father H1 Jeduthun H3038 , who prophesied H5012 with a harp H3658 , to H5921 give thanks H3034 and to praise H1984 the LORD H3068 .
4. ହେମନର କଥା; ହେମନର ସନ୍ତାନ ବୁକ୍‍କୀୟ, ମତ୍ତନୀୟ, ଉଷୀୟେଲ, ଶବୂୟେଲ ଯିରେମୋତ୍‍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍‍ତି ରୋମାମ୍‍ତି-ଏଷର୍‍, ଯଶ୍‍ବକାଶା, ମଲ୍ଲୋଥି, ହୋଥୀର୍‍, ମହସୀୟୋତ୍‍;
4. Of Heman H1968 : the sons H1121 of Heman H1968 ; Bukkiah H1232 , Mattaniah H4983 , Uzziel H5816 , Shebuel H7619 , and Jerimoth H3406 , Hananiah H2608 , Hanani H2607 , Eliathah H448 , Giddalti H1437 , and Romamti H7320 -ezer, Joshbekashah H3436 , Mallothi H4413 , Hothir H1956 , and Mahazioth H4238 :
5. ଏସମସ୍ତେ ଶୃଙ୍ଗଧ୍ୱନି କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ। ପରମେଶ୍ୱର ହେମନକୁ ଚଉଦ ପୁତ୍ର ତିନି କନ୍ୟା ଦେଲେ।
5. All H3605 these H428 were the sons H1121 of Heman H1968 the king H4428 's seer H2374 in the words H1697 of God H430 , to lift up H7311 the horn H7161 . And God H430 gave H5414 to Heman H1968 fourteen H702 H6240 sons H1121 and three H7969 daughters H1323 .
6. ଏସମସ୍ତେ ପରମେଶ୍ୱରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ବୀଣା ଦ୍ୱାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍‍ ହେମନ ରାଜାଜ୍ଞାଧୀନ ଥିଲେ।
6. All H3605 these H428 were under H5921 the hands H3027 of their father H1 for song H7892 in the house H1004 of the LORD H3068 , with cymbals H4700 , psalteries H5035 , and harps H3658 , for the service H5656 of the house H1004 of God H430 , according to H5921 the king H4428 's order H3027 to Asaph H623 , Jeduthun H3038 , and Heman H1968 .
7. ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ନିପୁଣ ଏସମସ୍ତେ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ।
7. So the number H4557 of them, with H5973 their brethren H251 that were instructed H3925 in the songs H7892 of the LORD H3068 , even all H3605 that were cunning H995 , was H1961 two hundred H3967 fourscore H8084 and eight H8083 .
8. ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ।
8. And they cast H5307 lots H1486 , ward H4931 against H5980 ward , as well the small H6996 as the great H1419 , the teacher H995 as H5973 the scholar H8527 .
9. ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ୱିତୀୟ ଗଦଲୀୟ ପକ୍ଷରେ; ସେ ତାହାର ଭ୍ରାତା ପୁତ୍ରମାନେ ବାର ଜଣ ଥିଲେ।
9. Now the first H7223 lot H1486 came forth H3318 for Asaph H623 to Joseph H3130 : the second H8145 to Gedaliah H1436 , who H1931 with his brethren H251 and sons H1121 were twelve H8147 H6240 :
10. ତୃତୀୟ ସକ୍କୁର ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ।
10. The third H7992 to Zaccur H2139 , he , his sons H1121 , and his brethren H251 , were twelve H8147 H6240 :
11. ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
11. The fourth H7243 to Izri H3340 , he , his sons H1121 , and his brethren H251 , were twelve H8147 H6240 :
12. ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ।
12. The fifth H2549 to Nethaniah H5418 , he , his sons H1121 , and his brethren H251 , were twelve H8147 H6240 :
13. ଷଷ୍ଠ ବୁକ୍‍କୀୟ ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ।
13. The sixth H8345 to Bukkiah H1232 , he , his sons H1121 , and his brethren H251 , were twelve H8147 H6240 :
14. ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ।
14. The seventh H7637 to Jesharelah H3480 , he , his sons H1121 , and his brethren H251 , were twelve H8147 H6240 :
15. ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
15. The eighth H8066 to Jeshaiah H3470 , he , his sons H1121 , and his brethren H251 , were twelve H8147 H6240 :
16. ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ।
16. The ninth H8671 to Mattaniah H4983 , he , his sons H1121 , and his brethren H251 , were twelve H8147 H6240 :
17. ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
17. The tenth H6224 to Shimei H8096 , he , his sons H1121 , and his brethren H251 , were twelve H8147 H6240 :
18. ଏକାଦଶ ଅସରେଲ୍‍ ପକ୍ଷରେ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
18. The eleventh H6249 H6240 to Azareel H5832 , he , his sons H1121 , and his brethren H251 , were twelve H8147 H6240 :
19. ଦ୍ୱାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
19. The twelfth H8147 H6240 to Hashabiah H2811 , he , his sons H1121 , and his brethren H251 , were twelve H8147 H6240 :
20. ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
20. The thirteenth H7969 H6240 to Shubael H7619 , he , his sons H1121 , and his brethren H251 , were twelve H8147 H6240 :
21. ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
21. The fourteenth H702 H6240 to Mattithiah H4993 , he , his sons H1121 , and his brethren H251 , were twelve H8147 H6240 :
22. ପଞ୍ଚଦଶ ପାଇଁ ଯେରେମୋତ୍‍, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
22. The fifteenth H2568 H6240 to Jeremoth H3406 , he , his sons H1121 , and his brethren H251 , were twelve H8147 H6240 :
23. ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
23. The sixteenth H8337 H6240 to Hananiah H2608 , he , his sons H1121 , and his brethren H251 , were twelve H8147 H6240 :
24. ସପ୍ତଦଶ ପାଇଁ ଯଶ୍‍ବକାଶା, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
24. The seventeenth H7651 H6240 to Joshbekashah H3436 , he , his sons H1121 , and his brethren H251 , were twelve H8147 H6240 :
25. ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
25. The eighteenth H8083 H6240 to Hanani H2607 , he , his sons H1121 , and his brethren H251 , were twelve H8147 H6240 :
26. ଊନବିଂଶ ପାଇଁ ମଲ୍ଲୋଥି, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
26. The nineteenth H8672 H6240 to Mallothi H4413 , he , his sons H1121 , and his brethren H251 , were twelve H8147 H6240 :
27. ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
27. The twentieth H6242 to Eliathah H448 , he , his sons H1121 , and his brethren H251 , were twelve H8147 H6240 :
28. ଏକବିଂଶ ପାଇଁ ହୋଥୀର୍‍, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
28. The one H259 and twentieth H6242 to Hothir H1956 , he , his sons H1121 , and his brethren H251 , were twelve H8147 H6240 :
29. ଦ୍ୱାବିଂଶ ପାଇଁ ଗିଦ୍ଦଲ୍‍ତି, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
29. The two H8147 and twentieth H6242 to Giddalti H1437 , he , his sons H1121 , and his brethren H251 , were twelve H8147 H6240 :
30. ତ୍ରୟୋବିଂଶ ପାଇଁ ମହସୀୟୋତ୍‍, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ;
30. The three H7969 and twentieth H6242 to Mahazioth H4238 , he , his sons H1121 , and his brethren H251 , were twelve H8147 H6240 :
31. ଚତୁର୍ବିଂଶ ପାଇଁ ରୋମାମ୍‍ତି-ଏଷର୍‍, ତାହାର ପୁତ୍ର ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ। PE
31. The four H702 and twentieth H6242 to Romamti H7320 -ezer, he , his sons H1121 , and his brethren H251 , were twelve H8147 H6240 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×