Bible Books

6
:
1

1. {ଯିହୁଦା ଇସ୍ରାଏଲର ମିଥ୍ୟା ଅନୁତାପ} PS ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଯାଉ;
କାରଣ ସେ ବିଦୀର୍ଣ୍ଣ କରିଅଛନ୍ତି ସେ ଆମ୍ଭମାନଙ୍କୁ ସୁସ୍ଥ କରିବେ;
ସେ ପ୍ରହାର କରିଅଛନ୍ତି ସେ ଆମ୍ଭମାନଙ୍କ କ୍ଷତ ବାନ୍ଧିବେ।
1. Come H1980 , and let us return H7725 unto H413 the LORD H3068 : for H3588 he H1931 hath torn H2963 , and he will heal H7495 us ; he hath smitten H5221 , and he will bind us up H2280 .
2. ଦୁଇ ଦିନ ଉତ୍ତାରେ ସେ ଆମ୍ଭମାନଙ୍କୁ ସଂଜୀବିତ କରିବେ;
ତୃତୀୟ ଦିନରେ ଆମ୍ଭମାନଙ୍କୁ ଉଠାଇବେ ଆମ୍ଭେମାନେ ତାହାଙ୍କ ଛାମୁରେ ବଞ୍ଚିବୁ।
2. After two days H4480 H3117 will he revive H2421 us : in the third H7992 day H3117 he will raise us up H6965 , and we shall live H2421 in his sight H6440 .
3. ପୁଣି, ଆମ୍ଭେମାନେ ଜ୍ଞାତ ହେଉ,
ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ତାହାଙ୍କ ପଶ୍ଚାତ୍‍ଗମନ କରୁ;
ତାହାଙ୍କର ଉଦୟ ପ୍ରତ୍ୟୁଷ ତୁଲ୍ୟ ନିଶ୍ଚିତ;
ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ,
ଭୂମି ସେଚନକାରୀ ଶେଷ ବୃଷ୍ଟି ତୁଲ୍ୟ ଆସିବେ।
3. Then shall we know H3045 , if we follow on H7291 to know H3045 H853 the LORD H3068 : his going forth H4161 is prepared H3559 as the morning H7837 ; and he shall come H935 unto us as the rain H1653 , as the latter H4456 and former rain H3138 unto the earth H776 .
4. ହେ ଇଫ୍ରୟିମ, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ?
ହେ ଯିହୁଦା, ଆମ୍ଭେ ତୁମ୍ଭ ପ୍ରତି କଅଣ କରିବା ?
କାରଣ ତୁମ୍ଭମାନଙ୍କର ଧର୍ମ ପ୍ରାତଃ କାଳୀନ ମେଘ ତୁଲ୍ୟ
ପ୍ରତ୍ୟୁଷରେ ଅନ୍ତର୍ହିତ ହେବା କାକର ତୁଲ୍ୟ।
4. O Ephraim H669 , what H4100 shall I do H6213 unto thee? O Judah H3063 , what H4100 shall I do H6213 unto thee? for your goodness H2617 is as a morning H1242 cloud H6051 , and as the early H7925 dew H2919 it goeth away H1980 .
5. ଏଥିପାଇଁ ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ସେମାନଙ୍କୁ ଚ୍ଛେଦନ କରିଅଛୁ;
ଆମ୍ଭେ ଆପଣା ମୁଖ ନିର୍ଗତ ବାକ୍ୟ ଦ୍ୱାରା ସେମାନଙ୍କୁ ବଧ କରିଅଛୁ
ତୁମ୍ଭର ଦଣ୍ଡାଜ୍ଞାସକଳ ନିର୍ଗତ ହେବା ଦୀପ୍ତି ତୁଲ୍ୟ ଅଟେ।
5. Therefore H5921 H3651 have I hewed H2672 them by the prophets H5030 ; I have slain H2026 them by the words H561 of my mouth H6310 : and thy judgments H4941 are as the light H216 that goeth forth H3318 .
6. କାରଣ ବଳିଦାନ ନୁହେଁ, ମାତ୍ର ଦୟା
ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାଞ୍ଛା କରୁ।
6. For H3588 I desired H2654 mercy H2617 , and not H3808 sacrifice H2077 ; and the knowledge H1847 of God H430 more than burnt offerings H4480 H5930 .
7. ମାତ୍ର ଆଦମର ତୁଲ୍ୟ ସେମାନେ ନିୟମ ଲଙ୍ଘନ କରିଅଛନ୍ତି;
ସେହି ସ୍ଥାନରେ ସେମାନେ ଆମ୍ଭ ବିରୁଦ୍ଧରେ ବିଶ୍ୱାସ ଘାତକତା କରିଅଛନ୍ତି।
7. But they H1992 like men H120 have transgressed H5674 the covenant H1285 : there H8033 have they dealt treacherously H898 against me.
8. ଗିଲୀୟଦ ଅଧର୍ମାଚାରୀମାନଙ୍କ ନଗର, ତାହା ରକ୍ତରେ ଦାଗଯୁକ୍ତ ହୋଇଅଛି।
8. Gilead H1568 is a city H7151 of them that work H6466 iniquity H205 , and is polluted H6121 with blood H4480 H1818 .
9. ପୁଣି, ଡକାୟତ ଦଳ ଯେପରି ମନୁଷ୍ୟର ଅପେକ୍ଷାରେ ଥାଆନ୍ତି,
ସେପରି ଯାଜକ ଦଳ ଶିଖିମ ଆଡ଼େ ଯିବା ପଥରେ ନରହତ୍ୟା କରନ୍ତି;
ହଁ, ସେମାନେ ଭ୍ରଷ୍ଟାଚରଣ କରିଅଛନ୍ତି।
9. And as troops of robbers H1416 wait H2442 for a man H376 , so the company H2267 of priests H3548 murder H7523 in the way H1870 by consent H7926 : for H3588 they commit H6213 lewdness H2154 .
10. ଆମ୍ଭେ ଇସ୍ରାଏଲ ବଂଶ ମଧ୍ୟରେ ଅତି ଭୟଙ୍କର ଏକ ବିଷୟ ଦେଖିଅଛୁ,
ସେହି ସ୍ଥାନରେ ଇଫ୍ରୟିମ ମଧ୍ୟରେ ବେଶ୍ୟାବୃତ୍ତି ଦେଖାଯାଏ, ଇସ୍ରାଏଲ ଅଶୁଚି ହୋଇଅଛି।
10. I have seen H7200 a horrible thing H8186 in the house H1004 of Israel H3478 : there H8033 is the whoredom H2184 of Ephraim H669 , Israel H3478 is defiled H2930 .
11. ଆହୁରି ହେ ଯିହୁଦା,
ଆମ୍ଭେ ଯେତେବେଳେ ଆପଣା ଲୋକମାନଙ୍କୁ ବନ୍ଦୀତ୍ୱରୁ ଫେରାଇ ଆଣିବା,
ସେତେବେଳେ ତୁମ୍ଭ ପାଇଁ (ଦଣ୍ଡରୂପ) ଶସ୍ୟଚ୍ଛେଦନ ସମୟ ନିରୂପିତ ଅଛି। PE
11. Also H1571 , O Judah H3063 , he hath set H7896 a harvest H7105 for thee , when I returned H7725 the captivity H7622 of my people H5971 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×