|
|
1. {ଅଭିବାଦନ} PS ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦାସ ଯାକୁବର ଛିନ୍ନଭିନ୍ନ ଦ୍ୱାଦଶ ଗୋଷ୍ଠୀଙ୍କୁ ନମସ୍କାର । PS
|
1. James G2385 , a servant G1401 of God G2316 and G2532 of the Lord G2962 Jesus G2424 Christ G5547 , to the G3588 twelve G1427 tribes G5443 which G3588 are scattered abroad G1722 G1290 , greeting G5463 .
|
2. {ବିଶ୍ୱାସର ପରୀକ୍ଷା} PS ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ,
|
2. My G3450 brethren G80 , count G2233 it all G3956 joy G5479 when G3752 ye fall into G4045 divers G4164 temptations G3986 ;
|
3. ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର; ପରୀକ୍ଷାସିଦ୍ଧ ବିଶ୍ୱାସ ଯେ ସହିଷ୍ଣୁତା ଉତ୍ପନ୍ନ କରେ, ଏହା ତ ଜାଣିଅଛ ।
|
3. Knowing G1097 this, that G3754 the G3588 trying G1383 of your G5216 faith G4102 worketh G2716 patience G5281 .
|
4. ଆଉ, ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ପଡ଼ି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ସହିଷ୍ଣୁତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ ।
|
4. But G1161 let patience G5281 have G2192 her perfect G5046 work G2041 , that G2443 ye may be G5600 perfect G5046 and G2532 entire G3648 , wanting G3007 nothing G3367 .
|
5. କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।
|
5. G1161 If G1487 any G5100 of you G5216 lack G3007 wisdom G4678 , let him ask G154 of G3844 God G2316 , that giveth G1325 to all G3956 men liberally G574 , and G2532 upbraideth G3679 not G3361 ; and G2532 it shall be given G1325 him G846 .
|
6. କିନ୍ତୁ ସେ କିଛିମାତ୍ର ସନ୍ଦେହ ନ କରି ବିଶ୍ୱାସ ସହ ପ୍ରାର୍ଥନା କରୁ, କାରଣ ଯେ ସନ୍ଦେହ କରେ, ସେ ବାୟୁରେ ଇତଃସ୍ତତଃ ଚାଳିତ ସମୁଦ୍ରର ତରଙ୍ଗ ସଦୃଶ ।
|
6. But G1161 let him ask G154 in G1722 faith G4102 , nothing G3367 wavering G1252 . For G1063 he that wavereth G1252 is like G1503 a wave G2830 of the sea G2281 driven with the wind G416 and G2532 tossed G4494 .
|
7. ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ;
|
7. For G1063 let not G3361 that G1565 man G444 think G3633 that G3754 he shall receive G2983 any thing G5100 of G3844 the G3588 Lord G2962 .
|
8. ସେ ତ ଦ୍ୱିମନା ଲୋକ, ଆପଣାର ସମସ୍ତ ଗତିରେ ଅସ୍ଥିର ।
|
8. A double minded G1374 man G435 is unstable G182 in G1722 all G3956 his G848 ways G3598 .
|
9. ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ,
|
9. G1161 Let the G3588 brother G80 of low degree G5011 rejoice G2744 in G1722 that he G848 is exalted G5311 :
|
10. ଧନୀ ଆପଣା ଦୀନାବସ୍ଥାରେ ଦର୍ପ କରୁ, କାରଣ ଘାସର ଫୁଲ ପରି ସେ ଝଡ଼ିପଡ଼ିବ ।
|
10. But G1161 the G3588 rich G4145 , in G1722 that he G848 is made low G5014 : because G3754 as G5613 the flower G438 of the grass G5528 he shall pass away G3928 .
|
11. ଯେଣୁ ସୂର୍ଯ୍ୟ ସତାପରେ ଉଦୟ ହୁଅନ୍ତେ, ଘାସ ଯେପରି ଶୁଖିଯାଏ ଓ ତାହାର ଫୁଲ ଝଡ଼ିପଡ଼େ ପୁଣି, ତାହାର ରୂପର ସୌନ୍ଦର୍ଯ୍ୟ ନାଶ ହୁଏ, ସେହିପରି ଧନୀ ଲୋକ ହିଁ ଆପଣାର ସବୁ ଗତିରେ ଝାଉଁଳି ପଡ଼ିବ ।
|
11. For G1063 the G3588 sun G2246 is no sooner risen G393 with G4862 a burning heat G2742 , but G2532 it withereth G3583 the G3588 grass G5528 , and G2532 the G3588 flower G438 thereof G846 falleth G1601 , and G2532 the G3588 grace G2143 of the G3588 fashion G4383 of it G846 perisheth G622 : so G3779 also G2532 shall the G3588 rich man G4145 fade away G3133 in G1722 his G848 ways G4197 .
|
12. ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, କାରଣ ପ୍ରଭୁ ଆପଣା ଲୋକମାନଙ୍କୁ ଯେଉଁ ଜୀବନରୂପ ମୁକୁଟ ଦେବାକୁ ପ୍ରତିଜ୍ଞା କରିଅଛନ୍ତି, ପରୀକ୍ଷାସିଦ୍ଧ ହେଲା ଉତ୍ତାରେ ସେହି ଲୋକ ସେହି ମୁକୁଟ ପ୍ରାପ୍ତ ହେବ ।
|
12. Blessed G3107 is the man G435 that G3739 endureth G5278 temptation G3986 : for G3754 when he is G1096 tried G1384 , he shall receive G2983 the G3588 crown G4735 of life G2222 , which G3739 the G3588 Lord G2962 hath promised G1861 to them that love G25 him G846 .
|
13. କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ ।
|
13. Let no man G3367 say G3004 when he is tempted G3985 , I am tempted G3985 of G575 God G2316 : for G1063 God G2316 cannot be tempted G2076 G551 with evil G2556 , neither G1161 tempteth G3985 he G848 any man G3762 :
|
14. କିନ୍ତୁ ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ;
|
14. But G1161 every man G1538 is tempted G3985 , when he is drawn away G1828 of G5259 his own G2398 lust G1939 , and G2532 enticed G1185 .
|
15. ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ ।
|
15. Then G1534 when lust G1939 hath conceived G4815 , it bringeth forth G5088 sin G266 : and G1161 sin G266 , when it is finished G658 , bringeth forth G616 death G2288 .
|
16. ହେ ମୋହର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ ।
|
16. Do not G3361 err G4105 , my G3450 beloved G27 brethren G80 .
|
17. ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ, ଅର୍ଥାତ୍, ଜ୍ୟୋତିଃର୍ଗଣର ପିତାଙ୍କଠାରୁ ଆସେ, ଯାହାଙ୍କଠାରେ କୌଣସି ପରିବର୍ତ୍ତନ ବା ଲେଶମାତ୍ର ବିକାର ନାହିଁ ।
|
17. Every G3956 good G18 gift G1394 and G2532 every G3956 perfect G5046 gift G1434 is G2076 from above G509 , and cometh down G2597 from G575 the G3588 Father G3962 of lights G5457 , with G3844 whom G3739 is G1762 no G3756 variableness G3883 , neither G2228 shadow G644 of turning G5157 .
|
18. ଆମ୍ଭେମାନେ ଯେପରି ତାହାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ଏକ ପ୍ରକାର ପ୍ରଥମ ଫଳ ସ୍ୱରୂପ ହେଉ, ଏଥି ନିମନ୍ତେ ସେ ଆପଣା ଇଚ୍ଛାନୁସାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଜନ୍ମ ଦେଲେ । PS
|
18. Of his own will G1014 begat G616 he us G2248 with the word G3056 of truth G225 , that we G2248 should be G1511 a kind G5100 of firstfruits G536 of his G848 creatures G2938 .
|
19. {ବାକ୍ୟର ଶ୍ରୋତା ଏବଂ କାର୍ଯ୍ୟକାରୀ} PS ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ । ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି, କ୍ରୋଧ କରିବାରେ ଧୀର ହେଉ,
|
19. Wherefore G5620 , my G3450 beloved G27 brethren G80 , let every G3956 man G444 be G2077 swift G5036 to hear G191 , slow G1021 to speak G2980 , slow G1021 to G1519 wrath G3709 :
|
20. କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ ।
|
20. For G1063 the wrath G3709 of man G435 worketh G2716 not G3756 the righteousness G1343 of God G2316 .
|
21. ଅତଏବ, ତୁମ୍ଭେମାନେ ସମସ୍ତ ଅଶୁଚିତା ଓ ସବୁପ୍ରକାର ଦୁଷ୍ଟତା ପରିତ୍ୟାଗ କରି ଯେଉଁ ରୋପିତ ବାକ୍ୟ ତୁମ୍ଭମାନଙ୍କ ଆତ୍ମାକୁ ପରିତ୍ରାଣ କରିବା ନିମନ୍ତେ ସମର୍ଥ, ତାହା ନମ୍ର ଭାବରେ ଗ୍ରହଣ କର ।
|
21. Wherefore G1352 lay apart G659 all G3956 filthiness G4507 and G2532 superfluity G4050 of naughtiness G2549 , and receive G1209 with G1722 meekness G4240 the G3588 engrafted G1721 word G3056 , which is able G1410 to save G4982 your G5216 souls G5590 .
|
22. କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ ।
|
22. But G1161 be G1096 ye doers G4163 of the word G3056 , and G2532 not G3361 hearers G202 only G3440 , deceiving G3884 your own selves G1438 .
|
23. କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
|
23. For G3754 if any G1536 be G2076 a hearer G202 of the word G3056 , and G2532 not G3756 a doer G4163 , he G3778 is like unto G1503 a man G435 beholding G2657 his G846 natural G1078 face G4383 in G1722 a glass G2072 :
|
24. ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲିଯାଇ, ସେ କି ପ୍ରକାର ଲୋକ, ତାହା ସେହିକ୍ଷଣି ଭୁଲିଯାଏ ।
|
24. For G1063 he beholdeth G2657 himself G1438 , and G2532 goeth his way G565 , and G2532 straightway G2112 forgetteth G1950 what manner of man G3697 he was G2258 .
|
25. କିନ୍ତୁ ଯେ ସିଦ୍ଧ, ଅର୍ଥାତ୍, ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ, ପୁଣି, ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ।
|
25. But G1161 whoso looketh G3879 into G1519 the perfect G5046 law G3551 of G3588 liberty G1657 , and G2532 continueth G3887 therein, he G3778 being G1096 not G3756 a forgetful G1953 hearer G202 , but G235 a doer G4163 of the work G2041 , this man G3778 shall be G2071 blessed G3107 in G1722 his G848 deed G4162 .
|
26. ଯଦି କେହି ଆପଣାକୁ ଧର୍ମପରାୟଣ ବୋଲି ମନେ କରେ, ଆଉ ଆପଣା ଜିହ୍ୱାକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ, ତାହାର ଧର୍ମପରାୟଣତା ବୃଥା ।
|
26. If any man G1536 among G1722 you G5213 seem G1380 to be G1511 religious G2357 , and bridleth G5468 not G3361 his G848 tongue G1100 , but G235 deceiveth G538 his own G848 heart G2588 , this man G5127 's religion G2356 is vain G3152 .
|
27. ଅନାଥ ଓ ବିଧବାମାନଙ୍କୁ ସେମାନଙ୍କ ଦୁଃଖାବସ୍ଥାରେ ସଂଖୋଳିବା ପୁଣି, ସଂସାରରୁ ଆପଣାକୁ ନିଷ୍କଳଙ୍କ ରୂପେ ରକ୍ଷା କରିବା, ଏହା ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ବିଶୁଦ୍ଧ ଓ ନିର୍ମଳ ଧର୍ମପରାୟଣତା ଅଟେ । PE
|
27. Pure G2513 religion G2356 and G2532 undefiled G283 before G3844 God G2316 and G2532 the Father G3962 is G2076 this G3778 , To visit G1980 the fatherless G3737 and G2532 widows G5503 in G1722 their G846 affliction G2347 , and to keep G5083 himself G1438 unspotted G784 from G575 the G3588 world G2889 .
|