|
|
1. {ଇସ୍ରାଏଲର ବିପତ୍ତି} PS “ତୁମ୍ଭେ ଆପଣା ମୁଖରେ ତୂରୀ ଦିଅ; ଶତ୍ରୁ ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି; କାରଣ ଲୋକମାନେ ଆମ୍ଭର ନିୟମ ଲଙ୍ଘନ କରିଅଛନ୍ତି ଓ ଆମ୍ଭ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ କରିଅଛନ୍ତି।
|
1. Set the trumpet H7782 to H413 thy mouth H2441 . He shall come as an eagle H5404 against H5921 the house H1004 of the LORD H3068 , because H3282 they have transgressed H5674 my covenant H1285 , and trespassed H6586 against H5921 my law H8451 .
|
2. ସେମାନେ ଆମ୍ଭ ନିକଟରେ କ୍ରନ୍ଦନ କରି କହିବେ, ‘ହେ ଆମ୍ଭର ପରମେଶ୍ୱର, ଆମ୍ଭେମାନେ ଇସ୍ରାଏଲ, ତୁମ୍ଭଙ୍କୁ ଜାଣୁ।’
|
2. Israel H3478 shall cry H2199 unto me , My God H430 , we know H3045 thee.
|
3. ଯାହା ଉତ୍ତମ, ତାହା ଇସ୍ରାଏଲ ଅଗ୍ରାହ୍ୟ କରିଅଛି; ଶତ୍ରୁ ତାହାର ପଛେ ପଛେ ଗୋଡ଼ାଇବ।
|
3. Israel H3478 hath cast off H2186 the thing that is good H2896 : the enemy H341 shall pursue H7291 him.
|
4. ସେମାନେ ରାଜାଗଣକୁ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭ ଦ୍ୱାରା ନୁହେଁ; ସେମାନେ ଅଧିପତିଗଣ ନିଯୁକ୍ତ କରିଅଛନ୍ତି, ମାତ୍ର ଆମ୍ଭେ ତାହା ଜାଣିଲୁ ନାହିଁ। ସେମାନେ ଯେପରି ଉଚ୍ଛିନ୍ନ ହେବେ, ଏଥିପାଇଁ ଆପଣା ନିମନ୍ତେ ରୂପା ଓ ସୁନାରେ ସେମାନେ ପ୍ରତିମାଗଣ ନିର୍ମାଣ କରିଅଛନ୍ତି।”
|
4. They H1992 have set up kings H4427 , but not H3808 by H4480 me : they have made princes H8323 , and I knew H3045 it not H3808 : of their silver H3701 and their gold H2091 have they made H6213 them idols H6091 , that H4616 they may be cut off H3772 .
|
5. ହେ ଶମରୀୟା, ସେ ତୁମ୍ଭର ଗୋବତ୍ସ ପ୍ରତିମାକୁ ଅଗ୍ରାହ୍ୟ କରିଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହୋଇଅଛି ! ସେମାନେ କେତେ କାଳ ଉତ୍ତାରେ ନିର୍ଦ୍ଦୋଷତା ପ୍ରାପ୍ତ ହେବେ ?
|
5. Thy calf H5695 , O Samaria H8111 , hath cast thee off H2186 ; mine anger H639 is kindled H2734 against them : how long H5704 H4970 will it be ere H3808 they attain H3201 to innocency H5356 ?
|
6. କାରଣ ଏହା ହିଁ ଇସ୍ରାଏଲଠାରୁ ହୋଇଅଛି, ଶିଳ୍ପକାର ଏହା ନିର୍ମାଣ କରିଅଛି, ତାହା ଈଶ୍ୱର ନୁହେଁ; ହଁ, ଶମରୀୟାର ଗୋବତ୍ସ ଖଣ୍ଡ ଖଣ୍ଡ ହୋଇ ଭଗ୍ନ ହେବ।
|
6. For H3588 from Israel H4480 H3478 was it H1931 also : the workman H2796 made H6213 it H1931 ; therefore it is not H3808 God H430 : but H3588 the calf H5695 of Samaria H8111 shall be H1961 broken in pieces H7616 .
|
7. କାରଣ ସେମାନେ ବାୟୁ ବୁଣନ୍ତି ଓ ଘୂର୍ଣ୍ଣିବାୟୁରୂପ ଶସ୍ୟ କାଟିବେ। ତାହାର ଉଠିଆ କ୍ଷେତ ନାହିଁ; ପତ୍ର ଖାଦ୍ୟ ଉତ୍ପନ୍ନ କରିବ ନାହିଁ; ଯଦି ଉତ୍ପନ୍ନ କରିବେ, ବିଦେଶୀୟମାନେ ତାହା ଗ୍ରାସ କରିବେ।
|
7. For H3588 they have sown H2232 the wind H7307 , and they shall reap H7114 the whirlwind H5492 : it hath no H369 stalk H7054 : the bud H6780 shall yield H6213 no H1097 meal H7058 : if so be H194 it yield H6213 , the strangers H2114 shall swallow it up H1104 .
|
8. ଇସ୍ରାଏଲ ଗ୍ରାସିତ ହୋଇଅଛି; ଏବେ ସେମାନେ ଅପ୍ରୀତିକର ପାତ୍ର ତୁଲ୍ୟ ନାନା ଗୋଷ୍ଠୀ ମଧ୍ୟରେ ଅଛନ୍ତି।
|
8. Israel H3478 is swallowed up H1104 : now H6258 shall they be H1961 among the Gentiles H1471 as a vessel H3627 wherein is no H369 pleasure H2656 .
|
9. କାରଣ ସେମାନେ ବନ୍ୟ ଗର୍ଦ୍ଦଭ ତୁଲ୍ୟ ଏକାକୀ ହୋଇ ଅଶୂରକୁ ଯାଇ ଅଛନ୍ତି; ଇଫ୍ରୟିମ ପ୍ରେମିକଗଣକୁ ବେତନ ଦେଇ ରଖିଅଛି।
|
9. For H3588 they H1992 are gone up H5927 to Assyria H804 , a wild ass H6501 alone H909 by himself: Ephraim H669 hath hired H8566 lovers H158 .
|
10. ହଁ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଲୋକମାନଙ୍କୁ ବେତନ ଦେଲେ ମଧ୍ୟ ଏବେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା; ସେମାନେ ଅଧିପତିଗଣଙ୍କ ରାଜାର ଭାର ସକାଶୁ ନ୍ୟୁନ ହେବାକୁ ଲାଗିଲେଣି।
|
10. Yea H1571 , though H3588 they have hired H8566 among the nations H1471 , now H6258 will I gather H6908 them , and they shall sorrow H2490 a little H4592 for the burden H4480 H4853 of the king H4428 of princes H8269 .
|
11. କାରଣ ଇଫ୍ରୟିମ ପାପ ଚେଷ୍ଟାରେ ଅନେକ ଯଜ୍ଞବେଦି କରିଅଛି, ଯଜ୍ଞବେଦିସବୁ ତାହା ପକ୍ଷରେ ପାପର କାରଣ ହୋଇଅଛି।
|
11. Because H3588 Ephraim H669 hath made many H7235 altars H4196 to sin H2398 , altars H4196 shall be H1961 unto him to sin H2398 .
|
12. ଆମ୍ଭେ ଦଶସହସ୍ର ବିଧିରେ ଆମ୍ଭର ବ୍ୟବସ୍ଥା ତାହା ପାଇଁ ଲେଖିଲେ ମଧ୍ୟ ସେହିସବୁ ବିଦେଶୀୟ କଥା ତୁଲ୍ୟ ଗଣିତ ହୁଏ।
|
12. I have written H3789 to him the great things H7230 of my law H8451 , but they were counted H2803 as H3644 a strange thing H2114 .
|
13. ସେମାନେ ଆମ୍ଭ ଉଦ୍ଦେଶ୍ୟରେ ଉପହାରାର୍ଥକ ବଳି ନିମନ୍ତେ ମାଂସ ବଳିଦାନ କରି ତାହା ଭୋଜନ କରନ୍ତି; ମାତ୍ର ସଦାପ୍ରଭୁ ସେମାନଙ୍କୁ ଗ୍ରାହ୍ୟ କରନ୍ତି ନାହିଁ। ଏବେ ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପର ପ୍ରତିଫଳ ଦେବେ; ସେମାନେ ପୁନର୍ବାର ମିସରକୁ ଫେରି ଯିବେ।
|
13. They sacrifice H2076 flesh H1320 for the sacrifices H2077 of mine offerings H1890 , and eat H398 it; but the LORD H3068 accepteth H7521 them not H3808 ; now H6258 will he remember H2142 their iniquity H5771 , and visit H6485 their sins H2403 : they H1992 shall return H7725 to Egypt H4714 .
|
14. କାରଣ ଇସ୍ରାଏଲ ଆପଣା ସୃଷ୍ଟିକର୍ତ୍ତାଙ୍କୁ ପାସୋରିଅଛି ଓ ନାନା ଅଟ୍ଟାଳିକା ନିର୍ମାଣ କରିଅଛି ଓ ଯିହୁଦା ଅନେକ ପ୍ରାଚୀର ବେଷ୍ଟିତ ନଗର ପ୍ରସ୍ତୁତ କରିଅଛି, ମାତ୍ର ଆମ୍ଭେ ତାହାର ନଗରସକଳର ଉପରେ ଅଗ୍ନି ନିକ୍ଷେପ କରିବା ଓ ତାହା ତହିଁର ଦୁର୍ଗସକଳ ଗ୍ରାସ କରିବ। PE
|
14. For Israel H3478 hath forgotten H7911 H853 his Maker H6213 , and buildeth H1129 temples H1964 ; and Judah H3063 hath multiplied H7235 fenced H1219 cities H5892 : but I will send H7971 a fire H784 upon his cities H5892 , and it shall devour H398 the palaces H759 thereof.
|