|
|
1. {ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା} PS ହେ ସଦାପ୍ରଭୁ, ମୋହର ପ୍ରାର୍ଥନା ଶୁଣ ଓ ମୋ’ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।
|
1. A Prayer H8605 of the afflicted H6041 , when H3588 he is overwhelmed H5848 , and poureth out H8210 his complaint H7879 before H6440 the LORD H3068 . Hear H8085 my prayer H8605 , O LORD H3068 , and let my cry H7775 come H935 unto H413 thee.
|
2. ମୋ’ ସଙ୍କଟ ଦିନରେ ମୋ’ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ; ମୋ’ ପ୍ରତି ଆପଣା କର୍ଣ୍ଣ ଡେର; ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।
|
2. Hide H5641 not H408 thy face H6440 from H4480 me in the day H3117 when I am in trouble H6862 ; incline H5186 thine ear H241 unto H413 me : in the day H3117 when I call H7121 answer H6030 me speedily H4116 .
|
3. କାରଣ ମୋ’ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।
|
3. For H3588 my days H3117 are consumed H3615 like smoke H6227 , and my bones H6106 are burned H2787 as H3644 a hearth H4168 .
|
4. ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି, ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।
|
4. My heart H3820 is smitten H5221 , and withered H3001 like grass H6212 ; so H3588 that I forget H7911 to eat H4480 H398 my bread H3899 .
|
5. ମୋହର ହାହାକାର ଶବ୍ଦ ସକାଶୁ ମୋ’ ଅସ୍ଥିସବୁ ମୋ’ ମାଂସରେ ଲାଗି ରହେ।
|
5. By reason of the voice H4480 H6963 of my groaning H585 my bones H6106 cleave H1692 to my skin H1320 .
|
6. ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର * ପାଣିଭେଳା ପକ୍ଷୀର ଶାଗୁଣା କିଅବା ପେଚା ତୁଲ୍ୟ; ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।
|
6. I am like H1819 a pelican H6893 of the wilderness H4057 : I am H1961 like an owl H3563 of the desert H2723 .
|
7. ମୁଁ ଉଜାଗର ରହେ ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;
|
7. I watch H8245 , and am H1961 as a sparrow H6833 alone H909 upon H5921 the house top H1406 .
|
8. ମୋ’ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି; ମୋ’ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋ’ ନାମ ନେଇ ଅଭିଶାପ ଦିଅନ୍ତି।
|
8. Mine enemies H341 reproach H2778 me all H3605 the day H3117 ; and they that are mad H1984 against me are sworn H7650 against me.
|
9. କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।
|
9. For H3588 I have eaten H398 ashes H665 like bread H3899 , and mingled H4537 my drink H8249 with weeping H1065 ,
|
10. ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି; ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।
|
10. Because H4480 H6440 of thine indignation H2195 and thy wrath H7110 : for H3588 thou hast lifted me up H5375 , and cast me down H7993 .
|
11. ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।
|
11. My days H3117 are like a shadow H6738 that declineth H5186 ; and I H589 am withered H3001 like grass H6212 .
|
12. ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।
|
12. But thou H859 , O LORD H3068 , shalt endure H3427 forever H5769 ; and thy remembrance H2143 unto all generations H1755 H1755 .
|
13. ତୁମ୍ଭେ ଉଠି ସିୟୋନକୁ ଦୟା କରିବ; କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ, ନିରୂପିତ ସମୟ ଉପସ୍ଥିତ।
|
13. Thou H859 shalt arise H6965 , and have mercy upon H7355 Zion H6726 : for H3588 the time H6256 to favor H2603 her, yea H3588 , the set time H4150 , is come H935 .
|
14. ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।
|
14. For H3588 thy servants H5650 take pleasure in H7521 H853 her stones H68 , and favor H2603 the dust H6083 thereof.
|
15. ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।
|
15. So the heathen H1471 shall fear H3372 H853 the name H8034 of the LORD H3068 , and all H3605 the kings H4428 of the earth H776 H853 thy glory H3519 .
|
16. କାରଣ ସଦାପ୍ରଭୁ ସିୟୋନକୁ ପୁନଃର୍ନିର୍ମାଣ କରିଅଛନ୍ତି ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;
|
16. When H3588 the LORD H3068 shall build up H1129 Zion H6726 , he shall appear H7200 in his glory H3519 .
|
17. ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।
|
17. He will regard H6437 H413 the prayer H8605 of the destitute H6199 , and not H3808 despise H959 H853 their prayer H8605 .
|
18. ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ; ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।
|
18. This H2063 shall be written H3789 for the generation H1755 to come H314 : and the people H5971 which shall be created H1254 shall praise H1984 the LORD H3050 .
|
19. କାରଣ ବନ୍ଦୀର ହାହାକାର ଶୁଣିବାକୁ, ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;
|
19. For H3588 he hath looked down H8259 from the height H4480 H4791 of his sanctuary H6944 ; from heaven H4480 H8064 did the LORD H3068 behold H5027 H413 the earth H776 ;
|
20. ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି; ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;
|
20. To hear H8085 the groaning H603 of the prisoner H615 ; to loose H6605 those that are appointed H1121 to death H8546 ;
|
21. ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,
|
21. To declare H5608 the name H8034 of the LORD H3068 in Zion H6726 , and his praise H8416 in Jerusalem H3389 ;
|
22. ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;
|
22. When the people H5971 are gathered H6908 together H3162 , and the kingdoms H4467 , to serve H5647 H853 the LORD H3068 .
|
23. ସଦାପ୍ରଭୁ ଜୀବନର ପଥ † ପଥ ଅର୍ଥାତ୍ ଯୁବକ ଥିବା ସମୟରେ ମଧ୍ୟରେ ମୋର ବଳ ହ୍ରାସ କଲେ, ସେ ମୋହର ଆୟୁ ଊଣା କଲେ।
|
23. He weakened H6031 my strength H3581 in the way H1870 ; he shortened H7114 my days H3117 .
|
24. ମୁଁ କହିଲି, ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ; ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।
|
24. I said H559 , O my God H410 , take H5927 me not H408 away in the midst H2677 of my days H3117 : thy years H8141 are throughout all generations H1755 H1755 .
|
25. ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ; ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।
|
25. Of old H6440 hast thou laid the foundation H3245 of the earth H776 : and the heavens H8064 are the work H4639 of thy hands H3027 .
|
26. ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ; ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ; ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।
|
26. They H1992 shall perish H6 , but thou H859 shalt endure H5975 : yea, all H3605 of them shall wax old H1086 like a garment H899 ; as a vesture H3830 shalt thou change H2498 them , and they shall be changed H2498 :
|
27. ମାତ୍ର ତୁମ୍ଭେ ସେହି ଅଟ ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।
|
27. But thou H859 art the same H1931 , and thy years H8141 shall have no H3808 end H8552 .
|
28. ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ। PE
|
28. The children H1121 of thy servants H5650 shall continue H7931 , and their seed H2233 shall be established H3559 before H6440 thee.
|