Bible Books

5
:

1. {ପରମେଶ୍ୱରଙ୍କ ଭୟ} PS ତୁମ୍ଭେ ପରମେଶ୍ୱରଙ୍କ ଗୃହକୁ ଯିବା ବେଳେ ସାବଧାନରେ ଆପଣା ଚରଣ ରଖ; କାରଣ ମୂର୍ଖମାନଙ୍କର ବଳି ଉତ୍ସର୍ଗ କରିବା ଅପେକ୍ଷା ଶ୍ରବଣାର୍ଥେ ନିକଟବର୍ତ୍ତୀ ହେବାର ଉତ୍ତମ; ଯେଣୁ ସେମାନେ ମନ୍ଦ କର୍ମ କରନ୍ତି ବୋଲି ଜାଣନ୍ତି ନାହିଁ।
1. Keep H8104 thy foot H7272 when H834 thou goest H1980 to H413 the house H1004 of God H430 , and be more ready H7126 to hear H8085 , than to give H4480 H5414 the sacrifice H2077 of fools H3684 : for they consider H3045 not H369 that H3588 they do H6213 evil H7451 .
2. ତୁମ୍ଭେ ଆପଣା ମୁଖରେ ଅବିବେକୀ ହୁଅ ନାହିଁ
ପରମେଶ୍ୱରଙ୍କ ସାକ୍ଷାତରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ହେଉ;
କାରଣ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି ତୁମ୍ଭେ ପୃଥିବୀରେ ଅଛ;
ଏହେତୁ ତୁମ୍ଭେ କଥା କହିବା ପୁର୍ବରୁ ଭଲ ଭାବରେ ଚିନ୍ତା କର।
2. Be not H408 rash H926 with H5921 thy mouth H6310 , and let not H408 thine heart H3820 be hasty H4116 to utter H3318 any thing H1697 before H6440 God H430 : for H3588 God H430 is in heaven H8064 , and thou H859 upon H5921 earth H776 : therefore H5921 H3651 let thy words H1697 be H1961 few H4592 .
3. କାରଣ କାର୍ଯ୍ୟର ବାହୁଲ୍ୟରେ ସ୍ୱପ୍ନ ହୁଏ;
ପୁଣି ବାକ୍ୟର ବାହୁଲ୍ୟରେ ମୂର୍ଖର ରବ ହୁଏ।
3. For H3588 a dream H2472 cometh H935 through the multitude H7230 of business H6045 ; and a fool H3684 's voice H6963 is known by multitude H7230 of words H1697 .
4. ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ,
ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ;
କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ;
ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର।
4. When H834 thou vowest H5087 a vow H5088 unto God H430 , defer H309 not H408 to pay H7999 it; for H3588 he hath no H369 pleasure H2656 in fools H3684 : pay H7999 H853 that which H834 thou hast vowed H5087 .
5. ମାନତ କରି ପରିଶୋଧ କରିବା ଅପେକ୍ଷା
ତୁମ୍ଭର ମାନତ କରିବାର ଭଲ। PEPS
5. Better H2896 is it that H834 thou shouldest not H3808 vow H5087 , than that thou shouldest vow H4480 H7945 H5087 and not H3808 pay H7999 .
6. ତୁମ୍ଭ ଶରୀରକୁ ପାପ କରାଇବା ପାଇଁ ତୁମ୍ଭ ମୁଖକୁ ଦିଅ ନାହିଁ; କିଅବା ଏହା ଭୁଲବଶତଃ ହେଲା ବୋଲି ଦୂତ ସାକ୍ଷାତରେ କୁହ ନାହିଁ; କାହିଁକି ପରମେଶ୍ୱର ତୁମ୍ଭ ରବରେ କ୍ରୁଦ୍ଧ ହୋଇ ତୁମ୍ଭ ହସ୍ତର କାର୍ଯ୍ୟ ବିନାଶ କରିବେ ?
6. Suffer H5414 not H408 H853 thy mouth H6310 to cause H853 thy flesh H1320 to sin H2398 ; neither H408 say H559 thou before H6440 the angel H4397 , that H3588 it H1931 was an error H7684 : wherefore H4100 should God H430 be angry H7107 at H5921 thy voice H6963 , and destroy H2254 H853 the work H4639 of thine hands H3027 ?
7. କାରଣ ସ୍ୱପ୍ନ ଅସାରତାର ବାହୁଲ୍ୟ ବହୁ ବାକ୍ୟ ଦ୍ୱାରା ଏହିପରି ଘଟେ; ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ଭୟ କର। ସମ୍ମାନ, ସମ୍ପଦର ଅସାରତା PEPS
7. For H3588 in the multitude H7230 of dreams H2472 and many H7235 words H1697 there are also divers vanities H1892 : but H3588 fear H3372 thou H853 God H430 .
8. ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାରପୂର୍ବକ ବିଚାର ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ; କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି; ପୁଣି, ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି।
8. If H518 thou seest H7200 the oppression H6233 of the poor H7326 , and violent perverting H1499 of judgment H4941 and justice H6664 in a province H4082 , marvel H8539 not H408 at H5921 the matter H2656 : for H3588 he that is higher H1364 than H4480 H5921 the highest H1364 regardeth H8104 ; and there be higher H1364 than H5921 they.
9. ଆହୁରି, ପୃଥିବୀର ଫଳ ସମସ୍ତଙ୍କ ନିମନ୍ତେ; କ୍ଷେତ୍ର ଦ୍ୱାରା ରାଜା ଆପେ ସେବିତ ହୁଅନ୍ତି।
9. Moreover the profit H3504 of the earth H776 is for all H3605 : the king H4428 himself is served H5647 by the field H7704 .
10. ଯେଉଁ ଲୋକ ରୂପା ଭଲ ପାଏ, ସେ ରୂପାରେ ତୃପ୍ତ ହେବ ନାହିଁ;
କିଅବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ, ସେ ଆୟବୃଦ୍ଧିରେ ତୃପ୍ତ ହେବ ନାହିଁ;
ଏହା ହିଁ ଅସାର।
10. He that loveth H157 silver H3701 shall not H3808 be satisfied H7646 with silver H3701 ; nor he H4310 that loveth H157 abundance H1995 with increase H8393 : this H2088 is also H1571 vanity H1892 .
11. ସମ୍ପତ୍ତି ବୃଦ୍ଧି ପାଇଲେ, ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି;
ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ ?
11. When goods H2896 increase H7235 , they are increased H7231 that eat H398 them : and what H4100 good H3788 is there to the owners H1167 thereof, saving H3588 H518 the beholding H7200 of them with their eyes H5869 ?
12. ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ;
ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ।
12. The sleep H8142 of a laboring man H5647 is sweet H4966 , whether H518 he eat H398 little H4592 or H518 much H7235 : but the abundance H7647 of the rich H6223 will not H369 suffer H5117 him to sleep H3462 .
13. ଧନ ଅଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ,
ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି;
13. There is H3426 a sore H2470 evil H7451 which I have seen H7200 under H8478 the sun H8121 , namely , riches H6239 kept H8104 for the owners H1167 thereof to their hurt H7451 .
14. ଆଉ, ଦୁର୍ଘଟଣା ଦ୍ୱାରା ସେହିସବୁ ଧନ କ୍ଷୟ ପାଏ;
ପୁଣି, ସେ ପୁତ୍ର ଜାତ କଲେ, ତାହା ହସ୍ତରେ କିଛି ଥାଏ।
14. But those H1931 riches H6239 perish H6 by evil H7451 travail H6045 : and he begetteth H3205 a son H1121 , and there is nothing H369 H3972 in his hand H3027 .
15. ସେ ଆପଣା ମାତୃଗର୍ଭରୁ ଯେପରି ଆସିଲା,
ସେପରି ଉଲଙ୍ଗ ହୋଇ ଆସିବା ପରି ଫେରିଯିବ,
ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ୱହସ୍ତରେ ଯାହା ବହି ନେଇ ପାରିବ,
ଏପରି କିଛି ସଙ୍ଗେ ନେବ ନାହିଁ।
15. As H834 he came forth H3318 of his mother H517 's womb H4480 H990 , naked H6174 shall he return H7725 to go H1980 as he came H7945 H935 , and shall take H5375 nothing H3808 H3972 of his labor H5999 , which he may carry way H7945 H1980 in his hand H3027 .
16. ପୁଣି, ସେ ଯେପରି ଆସିଲା, ସର୍ବତୋଭାବେ ଯେ ସେପରି ଯିବ,
ଏହା ହିଁ ବ୍ୟାଧି ସ୍ୱରୂପ ଅନିଷ୍ଟ;
ଏଣୁ ବାୟୁ ନିମନ୍ତେ ସେ ପରିଶ୍ରମ କଲେ, ତାହାର କି ଲାଭ ?
16. And this H2090 also H1571 is a sore H2470 evil H7451 , that in all H3605 points H5980 as he came H7945 H935 , so H3651 shall he go H1980 : and what H4100 profit H3504 hath he that hath labored H7945 H5998 for the wind H7307 ?
17. ଆହୁରି, ସେ ଯାବଜ୍ଜୀବନ ଅନ୍ଧକାରରେ ଆହାର କରେ, * ଆହାର କରେ, ଅର୍ଥାତ୍ ବିତାଏ
ପୁଣି ସେ ଅତିଶୟ ବିରକ୍ତ ହୁଏ,
ଆଉ ତାହାକୁ ପୀଡ଼ା କୋପ ଘଟେ। PEPS
17. All H3605 his days H3117 also H1571 he eateth H398 in darkness H2822 , and he hath much H7235 sorrow H3707 and wrath H7110 with his sickness H2483 .
18. ଦେଖ, ଭୋଜନ ପାନ କରିବାର ପରମେଶ୍ୱରଙ୍କ ଦତ୍ତ ପରମାୟୁ ମଧ୍ୟରେ ମନୁଷ୍ୟ ସୂର୍ଯ୍ୟ ତଳେ ଯେଉଁ ଯେଉଁ ପରିଶ୍ରମ କରେ, ସେହି ସମସ୍ତ ପରିଶ୍ରମରେ ସୁଖଭୋଗ କରିବାର, ଏହା ହିଁ ତାହା ପକ୍ଷରେ ଉତ୍ତମ ମନୋହର ବୋଲି ମୁଁ ଦେଖିଅଛି; କାରଣ ଏହା ହିଁ ତାହାର ଅଂଶ।
18. Behold H2009 that which H834 I H589 have seen H7200 : it is good H2896 and comely H3303 for one to eat H398 and to drink H8354 , and to enjoy H7200 the good H2896 of all H3605 his labor H5999 that he taketh H7945 H5998 under H8478 the sun H8121 all H4557 the days H3117 of his life H2416 , which H834 God H430 giveth H5414 him: for H3588 it H1931 is his portion H2506 .
19. ଆହୁରି, ପରମେଶ୍ୱର କୌଣସି ବ୍ୟକ୍ତିଙ୍କୁ ଧନ ସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ, ଆପଣା ଅଂଶ ଗ୍ରହଣ କରିବାକୁ ଆପଣା ପରିଶ୍ରମରେ ଆନନ୍ଦ କରିବାକୁ କ୍ଷମତା ଦେଲେ, ଏହା ହିଁ ପରମେଶ୍ୱରଙ୍କ ଦାନ।
19. Every H3605 man H120 also H1571 to whom H834 God H430 hath given H5414 riches H6239 and wealth H5233 , and hath given him power H7980 to eat H398 thereof H4480 , and to take H5375 H853 his portion H2506 , and to rejoice H8055 in his labor H5999 ; this H2090 is the gift H4991 of God H430 .
20. ଯେହେତୁ ସେ ଆପଣା ପରମାୟୁର ଦିନସବୁ ଅଧିକ ସ୍ମରଣ କରିବ ନାହିଁ; କାରଣ ପରମେଶ୍ୱର ତାହାର ହୃଦୟରେ ଆନନ୍ଦ ଜନ୍ମାଇ ତାହାକୁ ଉତ୍ତର ଦିଅନ୍ତି। PE
20. For H3588 he shall not H3808 much H7235 remember H2142 H853 the days H3117 of his life H2416 ; because H3588 God H430 answereth H6030 him in the joy H8057 of his heart H3820 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×