|
|
1. {ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳତା} PS ହେ ପରମେଶ୍ୱର, ତୁମ୍ଭେ ମୋହର ପରମେଶ୍ୱର; ବ୍ୟାକୁଳରେ ମୁଁ ତୁମ୍ଭର ଅନ୍ୱେଷଣ କରିବି; ଜଳଶୂନ୍ୟ ଶୁଷ୍କ ଓ ଶ୍ରାନ୍ତିକର ଦେଶରେ ମୋ’ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ ଓ ମୋ’ ଶରୀର ତୁମ୍ଭ ପାଇଁ ଲାଳସା କରେ।
|
1. A Psalm H4210 of David H1732 , when he was H1961 in the wilderness H4057 of Judah H3063 . O God H430 , thou H859 art my God H410 ; early will I seek H7836 thee : my soul H5315 thirsteth H6770 for thee , my flesh H1320 longeth H3642 for thee in a dry H6723 and thirsty H5889 land H776 , where no H1097 water H4325 is;
|
2. ତେଣୁ ତୁମ୍ଭ ପରାକ୍ରମ ଓ ଗୌରବ ଦେଖିବା ପାଇଁ ମୁଁ ପବିତ୍ର ସ୍ଥାନରେ ତୁମ୍ଭ ପ୍ରତି ଚାହିଁ ରହିଅଛି।
|
2. To see H7200 thy power H5797 and thy glory H3519 , so H3651 as I have seen H2372 thee in the sanctuary H6944 .
|
3. କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ; ମୋହର ଓଷ୍ଠାଧର ତୁମ୍ଭର ପ୍ରଶଂସା କରିବ।
|
3. Because H3588 thy lovingkindness H2617 is better H2896 than life H4480 H2416 , my lips H8193 shall praise H7623 thee.
|
4. ଏହିରୂପେ ମୁଁ ଯାବଜ୍ଜୀବନ ତୁମ୍ଭର ଧନ୍ୟବାଦ କରିବି; ମୁଁ ତୁମ୍ଭ ନାମରେ ଆପଣା ହସ୍ତ ଉଠାଇବି;
|
4. Thus H3651 will I bless H1288 thee while I live H2416 : I will lift up H5375 my hands H3709 in thy name H8034 .
|
5. ଯେପରି ମେଦ ଓ ମଜ୍ଜାରେ, ସେପରି ମୋହର ପ୍ରାଣ ପରିତୃପ୍ତ ହେବ ଓ ମୋ’ ମୁଖ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବ।
|
5. My soul H5315 shall be satisfied H7646 as H3644 with marrow H2459 and fatness H1880 ; and my mouth H6310 shall praise H1984 thee with joyful H7445 lips H8193 :
|
6. ମୁଁ ଶଯ୍ୟା ଉପରେ ତୁମ୍ଭଙ୍କୁ ସ୍ମରଣ କରିବା ବେଳେ ରାତ୍ରିର ପ୍ରହରକୁ ପ୍ରହର ତୁମ୍ଭ ବିଷୟ ଧ୍ୟାନ କରେ।
|
6. When H518 I remember H2142 thee upon H5921 my bed H3326 , and meditate H1897 on thee in the night watches H821 .
|
7. କାରଣ ତୁମ୍ଭେ ମୋହର ସହାୟ ହୋଇଅଛ, ଆଉ ତୁମ୍ଭ ପକ୍ଷର ଛାୟାରେ ମୁଁ ଉଲ୍ଲାସ କରିବି।
|
7. Because H3588 thou hast been H1961 my help H5833 , therefore in the shadow H6738 of thy wings H3671 will I rejoice H7442 .
|
8. ମୋହର ପ୍ରାଣ ତୁମ୍ଭ ପଛେ ପଛେ ଲାଗିଥାଏ; ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରି ରଖେ।
|
8. My soul H5315 followeth hard H1692 after H310 thee : thy right hand H3225 upholdeth H8551 me.
|
9. ମାତ୍ର ଯେଉଁମାନେ ମୋ’ ପ୍ରାଣନାଶର ଚେଷ୍ଟା କରନ୍ତି, ସେମାନେ ପୃଥିବୀର ଅଧଃସ୍ଥାନକୁ ଯିବେ।
|
9. But those H1992 that seek H1245 my soul H5315 , to destroy H7722 it , shall go H935 into the lower parts H8482 of the earth H776 .
|
10. ସେମାନେ ଖଡ୍ଗର ପରାକ୍ରମରେ ସମର୍ପିତ ହେବେ; ସେମାନେ ଶୃଗାଳର ଖାଦ୍ୟ ହେବେ।
|
10. They shall fall H5064 by H5921 H3027 the sword H2719 : they shall be H1961 a portion H4521 for foxes H7776 .
|
11. ମାତ୍ର ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ; ତାହାଙ୍କ ନାମରେ ଶପଥକାରୀ ପ୍ରତ୍ୟେକ ଲୋକ ଦର୍ପ କରିବେ; କାରଣ ମିଥ୍ୟାବାଦୀମାନଙ୍କ ମୁଖ ରୁଦ୍ଧ ହେବ। PE
|
11. But the king H4428 shall rejoice H8055 in God H430 ; every one H3605 that sweareth H7650 by him shall glory H1984 : but H3588 the mouth H6310 of them that speak H1696 lies H8267 shall be stopped H5534 .
|