|
|
1. {ଈଶ୍ୱରଙ୍କ କରୁଣା} PS “ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ; ତୁମ୍ଭେମାନେ ଆସ, କିଣ ଓ ଭୋଜନ କର; ହଁ, ଆସ, ଅର୍ଥ ଓ ମୂଲ୍ୟ ବିନା ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
|
1. Ho H1945 , every one H3605 that thirsteth H6771 , come H1980 ye to the waters H4325 , and he that H834 hath no H369 money H3701 ; come H1980 ye, buy H7666 , and eat H398 ; yea, come H1980 , buy H7666 wine H3196 and milk H2461 without H3808 money H3701 and without H3808 price H4242 .
|
2. ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।
|
2. Wherefore H4100 do ye spend H8254 money H3701 for that which is not H3808 bread H3899 ? and your labor H3018 for that which satisfieth H7654 not H3808 ? hearken diligently H8085 H8085 unto H413 me , and eat H398 ye that which is good H2896 , and let your soul H5315 delight itself H6026 in fatness H1880 .
|
3. କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ; ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ, ଅର୍ଥାତ୍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା।
|
3. Incline H5186 your ear H241 , and come H1980 unto H413 me: hear H8085 , and your soul H5315 shall live H2421 ; and I will make H3772 an everlasting H5769 covenant H1285 with you, even the sure H539 mercies H2617 of David H1732 .
|
4. ଦେଖ, ଆମ୍ଭେ ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।”
|
4. Behold H2005 , I have given H5414 him for a witness H5707 to the people H3816 , a leader H5057 and commander H6680 to the people H3816 .
|
5. ଦେଖ, ଯେଉଁ ଗୋଷ୍ଠୀକୁ ତୁମ୍ଭେ ଜାଣୁ ନାହଁ, ତାହାକୁ ତୁମ୍ଭେ ଆହ୍ୱାନ କରିବ ଓ ଯେଉଁ ଗୋଷ୍ଠୀ ତୁମ୍ଭକୁ ଜାଣିଲା ନାହିଁ, ସେ ତୁମ୍ଭ ନିକଟକୁ ଦୌଡ଼ିବ, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ସକାଶୁ ଏହା ଘଟିବ; କାରଣ ସେ ତୁମ୍ଭଙ୍କୁ ଗୌରବାନ୍ୱିତ କରିଅଛନ୍ତି।
|
5. Behold H2005 , thou shalt call H7121 a nation H1471 that thou knowest H3045 not H3808 , and nations H1471 that knew H3045 not H3808 thee shall run H7323 unto H413 thee because H4616 of the LORD H3068 thy God H430 , and for the Holy One H6918 of Israel H3478 ; for H3588 he hath glorified H6286 thee.
|
6. ଯେପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି, ସେପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର, ଯେପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି, ସେପର୍ଯ୍ୟନ୍ତ ତାହାଙ୍କଠାରେ ପ୍ରାର୍ଥନା କର।
|
6. Seek H1875 ye the LORD H3068 while he may be found H4672 , call H7121 ye upon him while he is H1961 near H7138 :
|
7. ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ; ପୁଣି, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ; ଆଉ, ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ।
|
7. Let the wicked H7563 forsake H5800 his way H1870 , and the unrighteous H205 man H376 his thoughts H4284 : and let him return H7725 unto H413 the LORD H3068 , and he will have mercy H7355 upon him ; and to H413 our God H430 , for H3588 he will abundantly H7235 pardon H5545 .
|
8. ଯେହେତୁ ସଦାପ୍ରଭୁ କହନ୍ତି, “ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ।”
|
8. For H3588 my thoughts H4284 are not H3808 your thoughts H4284 , neither H3808 are your ways H1870 my ways H1870 , saith H5002 the LORD H3068 .
|
9. “କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେହିପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ।
|
9. For H3588 as the heavens H8064 are higher H1361 than the earth H4480 H776 , so H3651 are my ways higher H1361 H1870 than your ways H4480 H1870 , and my thoughts H4284 than your thoughts H4480 H4284 .
|
10. ଯେହେତୁ ଯେପରି ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରି ଯାଏ ନାହିଁ, ମାତ୍ର ଭୂମିକୁ ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀକୁ ବୀଜ ଓ ଭୋଜନକାରୀକୁ ଭକ୍ଷ୍ୟ ଦିଏ;
|
10. For H3588 as H834 the rain H1653 cometh down H3381 , and the snow H7950 from H4480 heaven H8064 , and returneth H7725 not H3808 thither H8033 , but H3588 H518 watereth H7301 H853 the earth H776 , and maketh it bring forth H3205 and bud H6779 , that it may give H5414 seed H2233 to the sower H2232 , and bread H3899 to the eater H398 :
|
11. ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ସେହିପରି ହେବ; ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରି ଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ, ତାହା ସିଦ୍ଧ କରିବା ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ, ତହିଁରେ କୃତାର୍ଥ ହେବ।
|
11. So H3651 shall my word H1697 be H1961 that H834 goeth forth H3318 out of my mouth H4480 H6310 : it shall not H3808 return H7725 unto H413 me void H7387 , but H3588 H518 it shall accomplish H6213 H853 that which H834 I please H2654 , and it shall prosper H6743 in the thing whereto H834 I sent H7971 it.
|
12. ଏଣୁ ତୁମ୍ଭେମାନେ ଆନନ୍ଦରେ ବାହାର ହୋଇ ଶାନ୍ତିରେ ଆଗେ ଆଗେ ନିଆଯିବ; ପର୍ବତ ଓ ଉପପର୍ବତଗଣ ତୁମ୍ଭମାନଙ୍କ ସମ୍ମୁଖରେ ଉଚ୍ଚସ୍ୱରରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷସକଳ କରତାଳି ଦେବେ।
|
12. For H3588 ye shall go out H3318 with joy H8057 , and be led forth H2986 with peace H7965 : the mountains H2022 and the hills H1389 shall break forth H6476 before H6440 you into singing H7440 , and all H3605 the trees H6086 of the field H7704 shall clap H4222 their hands H3709 .
|
13. କଣ୍ଟକ ବୃକ୍ଷ ବଦଳରେ ଦେବଦାରୁ ଓ କାନକୋଳି କଣ୍ଟା ବଦଳରେ ମେହେନ୍ଦି ବୃକ୍ଷ ଉତ୍ପନ୍ନ ହେବ; ପୁଣି, ତାହା ସଦାପ୍ରଭୁଙ୍କର କୀର୍ତ୍ତି ସ୍ୱରୂପ ଓ ଅକ୍ଷୟ ନିତ୍ୟସ୍ଥାୟୀ ଚିହ୍ନ ସ୍ୱରୂପ ହେବ।” PE
|
13. Instead H8478 of the thorn H5285 shall come up H5927 the fir tree H1265 , and instead H8478 of the brier H5636 shall come up H5927 the myrtle tree H1918 : and it shall be H1961 to the LORD H3068 for a name H8034 , for an everlasting H5769 sign H226 that shall not H3808 be cut off H3772 .
|