|
|
1. {ସଦାପ୍ରଭୁ ଆମର ରକ୍ଷାକର୍ତ୍ତା} PS ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ।
|
1. He that dwelleth H3427 in the secret place H5643 of the most High H5945 shall abide H3885 under the shadow H6738 of the Almighty H7706 .
|
2. ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।”
|
2. I will say H559 of the LORD H3068 , He is my refuge H4268 and my fortress H4686 : my God H430 ; in him will I trust H982 .
|
3. କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ।
|
3. Surely H3588 he H1931 shall deliver H5337 thee from the snare H4480 H6341 of the fowler H3353 , and from the noisome pestilence H4480 H1698 H1942 .
|
4. ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ।
|
4. He shall cover H5526 thee with his feathers H84 , and under H8478 his wings H3671 shalt thou trust H2620 : his truth H571 shall be thy shield H6793 and buckler H5507 .
|
5. ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର,
|
5. Thou shalt not H3808 be afraid H3372 for the terror H4480 H6343 by night H3915 ; nor for the arrow H4480 H2671 that flieth H5774 by day H3119 ;
|
6. ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ।
|
6. Nor for the pestilence H4480 H1698 that walketh H1980 in darkness H652 ; nor for the destruction H4480 H6986 that wasteth H7736 at noonday H6672 .
|
7. ତୁମ୍ଭ ପାର୍ଶ୍ୱରେ ସହସ୍ର ଓ ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; ମାତ୍ର ତାହା ତୁମ୍ଭ କତିକୁ ଆସିବ ନାହିଁ।
|
7. A thousand H505 shall fall H5307 at thy side H4480 H6654 , and ten thousand H7233 at thy right hand H4480 H3225 ; but it shall not H3808 come nigh H5066 H413 thee.
|
8. ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ।
|
8. Only H7535 with thine eyes H5869 shalt thou behold H5027 and see H7200 the reward H8011 of the wicked H7563 .
|
9. କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ। ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ।
|
9. Because H3588 thou H859 hast made H7760 the LORD H3068 , which is my refuge H4268 , even the most High H5945 , thy habitation H4583 ;
|
10. ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ।
|
10. There shall no H3808 evil H7451 befall H579 H413 thee, neither H3808 shall any plague H5061 come nigh H7126 thy dwelling H168 .
|
11. କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ।
|
11. For H3588 he shall give his angels H4397 charge H6680 over thee , to keep H8104 thee in all H3605 thy ways H1870 .
|
12. ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ।
|
12. They shall bear thee up H5375 in H5921 their hands H3709 , lest H6435 thou dash H5062 thy foot H7272 against a stone H68 .
|
13. ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ।
|
13. Thou shalt tread H1869 upon H5921 the lion H7826 and adder H6620 : the young lion H3715 and the dragon H8577 shalt thou trample under feet H7429
|
14. ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା।
|
14. Because H3588 he hath set his love H2836 upon me , therefore will I deliver H6403 him : I will set him on high H7682 , because H3588 he hath known H3045 my name H8034 .
|
15. ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା।
|
15. He shall call upon H7121 me , and I will answer H6030 him: I H595 will be with H5973 him in trouble H6869 ; I will deliver H2502 him , and honor H3513 him.
|
16. ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। PE
|
16. With long H753 life H3117 will I satisfy H7646 him , and show H7200 him my salvation H3444 .
|