|
|
1. {ସତର୍କବାଣୀସମୂହ} PS ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ,
|
1. My son H1121 , if H518 thou be surety H6148 for thy friend H7453 , if thou hast stricken H8628 thy hand H3709 with a stranger H2114 ,
|
2. ତେବେ ତୁମ୍ଭେ ଆପଣା ମୁଖର ବାକ୍ୟରୂପ ଫାନ୍ଦରେ ପଡ଼ିଅଛ ଓ ଆପଣା ମୁଖର କଥାରେ ଧରା ଯାଇଅଛ।
|
2. Thou art snared H3369 with the words H561 of thy mouth H6310 , thou art taken H3920 with the words H561 of thy mouth H6310 .
|
3. ହେ ମୋହର ପୁତ୍ର, ତୁମ୍ଭେ ଏବେ ଏହି କର୍ମ କର, ଆପଣାକୁ ଉଦ୍ଧାର କର; ଯେହେତୁ ତୁମ୍ଭେ ଆପଣା ବନ୍ଧୁର ହସ୍ତଗତ ହୋଇଅଛ; ଯାଅ, ଆପଣାକୁ ନମ୍ର କରି ତୁମ୍ଭ ପ୍ରତିବାସୀକୁ ବାରମ୍ବାର ବିନତି କର।
|
3. Do H6213 this H2063 now H645 , my son H1121 , and deliver thyself H5337 , when H3588 thou art come H935 into the hand H3709 of thy friend H7453 ; go H1980 , humble thyself H7511 , and make sure H7292 thy friend H7453 .
|
4. ତୁମ୍ଭେ ଆପଣା ଚକ୍ଷୁକୁ ନିଦ୍ରା ଯିବାକୁ ଦିଅ ନାହିଁ, କିଅବା ଆପଣା ଚକ୍ଷୁର ପତାକୁ ଢୁଳାଇବାକୁ ଦିଅ ନାହିଁ।
|
4. Give H5414 not H408 sleep H8142 to thine eyes H5869 , nor slumber H8572 to thine eyelids H6079 .
|
5. ଆପଣାକୁ ହରିଣ ପରି ବ୍ୟାଧର ହାତରୁ, ପକ୍ଷୀ ପରି ଜାଲିଆର ହାତରୁ ଉଦ୍ଧାର କର।
|
5. Deliver thyself H5337 as a roe H6643 from the hand H4480 H3027 of the hunter , and as a bird H6833 from the hand H4480 H3027 of the fowler H3353 .
|
6. ହେ ଅଳସୁଆ, ତୁମ୍ଭେ ପିମ୍ପୁଡ଼ି ପାଖକୁ ଯାଅ, ତାହାର କ୍ରିୟା ବିବେଚନା କର ଓ ଜ୍ଞାନୀ ହୁଅ।
|
6. Go H1980 to H413 the ant H5244 , thou sluggard H6102 ; consider H7200 her ways H1870 , and be wise H2449 :
|
7. ତାହାର ବିଚାରକର୍ତ୍ତା କିମ୍ଵା ଅଧ୍ୟକ୍ଷ କିମ୍ବା ପ୍ରଭୁ କେହି ନ ଥିଲେ ହେଁ ସେ ଗ୍ରୀଷ୍ମକାଳରେ ଆପଣା ଖାଦ୍ୟ ପ୍ରସ୍ତୁତ କରେ,
|
7. Which H834 having no H369 guide H7101 , overseer H7860 , or ruler H4910 ,
|
8. ପୁଣି, ଫସଲ ସମୟରେ ଆହାର ସଞ୍ଚୟ କରେ।
|
8. Provideth H3559 her meat H3899 in the summer H7019 , and gathereth H103 her food H3978 in the harvest H7105 .
|
9. ହେ ଅଳସୁଆ, ତୁମ୍ଭେ କେତେ କାଳ ଶୋଇ ରହିଥିବ ? ତୁମ୍ଭେ କେତେବେଳେ ନିଦ୍ରା ଭାଙ୍ଗି ଉଠିବ ?
|
9. How long H5704 H4970 wilt thou sleep H7901 , O sluggard H6102 ? when H4970 wilt thou arise H6965 out of thy sleep H4480 H8142 ?
|
10. ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
|
10. Yet a little H4592 sleep H8142 , a little H4592 slumber H8572 , a little H4592 folding H2264 of the hands H3027 to sleep H7901 :
|
11. ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭର ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।
|
11. So shall thy poverty H7389 come H935 as one that traveleth H1980 , and thy want H4270 as an armed H4043 man H376 .
|
12. ବେଲିଆଲ୍ ସନ୍ତାନ, * ବେଲିଆଲ୍ ସନ୍ତାନ, ବେକାର ବ୍ୟକ୍ତି ଅପରାଧୀ ମନୁଷ୍ୟ; ସେ ସର୍ବଦା କୁଟିଳ ମୁଖ କରି ଚାଲେ;
|
12. A naughty H1100 person H120 , a wicked H205 man H376 , walketh H1980 with a froward H6143 mouth H6310 .
|
13. ସେ ଆଖିରେ ଠାରଇ, ସେ ଗୋଡ଼ରେ କଥା କହଇ, ସେ ଅଙ୍ଗୁଳି ଦ୍ୱାରା ସଙ୍କେତ କରେ;
|
13. He winketh H7169 with his eyes H5869 , he speaketh H4448 with his feet H7272 , he teacheth H3384 with his fingers H676 ;
|
14. ତାହାର ଅନ୍ତଃକରଣରେ କୁଟିଳତା ଥାଏ, ସେ ସର୍ବଦା ଅନିଷ୍ଟ ଚିନ୍ତା କରେ; ସେ କଳିର ବୀଜ ବୁଣେ।
|
14. Frowardness H8419 is in his heart H3820 , he deviseth H2790 mischief H7451 continually H3605 H6256 ; he soweth H7971 discord H4066 .
|
15. ଏଣୁ ତାହାର ବିପଦ ହଠାତ୍ ଉପସ୍ଥିତ ହେବ, ପୁଣି, ସେ ପ୍ରତିକାର ବିନା ଅକସ୍ମାତ୍ ଭଗ୍ନ ହେବ।
|
15. Therefore H5921 H3651 shall his calamity H343 come H935 suddenly H6597 ; suddenly H6621 shall he be broken H7665 without H369 remedy H4832 .
|
16. ଛଅଗୋଟି ବିଷୟକୁ ସଦାପ୍ରଭୁ ଘୃଣା କରନ୍ତି; ସପ୍ତବସ୍ତୁ ମଧ୍ୟ ତାହାଙ୍କର ଘୃଣାଯୋଗ୍ୟ।
|
16. These H2007 six H8337 things doth the LORD H3068 hate H8130 : yea, seven H7651 are an abomination H8441 unto him H5315 :
|
17. ଅହଙ୍କାର-ଦୃଷ୍ଟି, ମିଥ୍ୟାବାଦୀ-ଜିହ୍ୱା ଓ ନିର୍ଦ୍ଦୋଷର ରକ୍ତପାତକାରୀ-ହସ୍ତ;
|
17. A proud H7311 look H5869 , a lying H8267 tongue H3956 , and hands H3027 that shed H8210 innocent H5355 blood H1818 ,
|
18. ଅନିଷ୍ଟ ଚିନ୍ତକ ଅନ୍ତଃକରଣ, କୁକର୍ମ କରିବାକୁ ବେଗଗାମୀ ଚରଣ;
|
18. A heart H3820 that deviseth H2790 wicked H205 imaginations H4284 , feet H7272 that be swift H4116 in running H7323 to mischief H7451 ,
|
19. ମିଥ୍ୟାସାକ୍ଷୀ ଯେ ମିଥ୍ୟା କହେ ଓ ଯେ ଭାଇମାନଙ୍କ ମଧ୍ୟରେ କଳିର ବୀଜ ବୁଣେ। PS
|
19. A false H8267 witness H5707 that speaketh H6315 lies H3577 , and he that soweth H7971 discord H4090 among H996 brethren H251 .
|
20. {ବ୍ୟଭିଚାର ବିରୁଦ୍ଧରେ ସତର୍କବାଣୀ} PS ହେ ମୋହର ପୁତ୍ର, ତୁମ୍ଭେ ଆପଣା ପିତାର ଆଜ୍ଞା ପାଳନ କର, ପୁଣି, ଆପଣା ମାତାର ଆଦେଶ ପରିତ୍ୟାଗ କର ନାହିଁ।
|
20. My son H1121 , keep H5341 thy father H1 's commandment H4687 , and forsake H5203 not H408 the law H8451 of thy mother H517 :
|
21. ତାହା ସର୍ବଦା ତୁମ୍ଭ ହୃଦୟରେ ବାନ୍ଧି ରଖ, ଆପଣା ଗଳଦେଶରେ ବାନ୍ଧ।
|
21. Bind H7194 them continually H8548 upon H5921 thine heart H3820 , and tie H6029 them about H5921 thy neck H1621 .
|
22. ତୁମ୍ଭେ ଚାଲିବା ବେଳେ ତାହା ତୁମ୍ଭକୁ ପଥ ଦେଖାଇବ, ଆଉ ଶୋଇବା ବେଳେ ତାହା ତୁମ୍ଭର ପ୍ରହରୀ ହେବ; ତୁମ୍ଭେ ଜାଗିବା ବେଳେ ତାହା ତୁମ୍ଭ ସଙ୍ଗେ ଆଳାପ କରିବ।
|
22. When thou goest H1980 , it shall lead H5148 thee H853 ; when thou sleepest H7901 , it shall keep H8104 H5921 thee ; and when thou awakest H6974 , it H1931 shall talk H7878 with thee.
|
23. ଯେହେତୁ ସେହି ଆଜ୍ଞା ପ୍ରଦୀପ; ଓ ସେହି ଆଦେଶ ଆଲୁଅ; ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ;
|
23. For H3588 the commandment H4687 is a lamp H5216 ; and the law H8451 is light H216 ; and reproofs H8433 of instruction H4148 are the way H1870 of life H2416 :
|
24. ସେ ତୁମ୍ଭକୁ ଦୁଷ୍ଟା ସ୍ତ୍ରୀଠାରୁ ଓ ପରସ୍ତ୍ରୀର ଜିହ୍ୱାର ଚାଟୁବାଦରୁ ରକ୍ଷା କରିବ।
|
24. To keep H8104 thee from the evil H7451 woman H4480 H802 , from the flattery H4480 H2513 of the tongue H3956 of a strange woman H5237 .
|
25. ତୁମ୍ଭ ଅନ୍ତଃକରଣରେ ତାହାର ସୌନ୍ଦର୍ଯ୍ୟକୁ ଲୋଭ କର ନାହିଁ; ଅବା ତାହାର କଟାକ୍ଷରେ ତୁମ୍ଭକୁ ଧରିବାକୁ ତାକୁ ଦିଅ ନାହିଁ।
|
25. Lust H2530 not H408 after her beauty H3308 in thine heart H3824 ; neither H408 let her take H3947 thee with her eyelids H6079 .
|
26. ଯେହେତୁ ବେଶ୍ୟା ସକାଶୁ ଅନ୍ନ-ଅଭାବ ଘଟେ, ଆଉ ବ୍ୟଭିଚାରିଣୀ ସ୍ତ୍ରୀ ମନୁଷ୍ୟର ମହାମୂଲ୍ୟ ପ୍ରାଣକୁ ଧରିବା ପାଇଁ ମୃଗୟା କରେ।
|
26. For H3588 by means H1157 of a whorish H2181 woman H802 a man is brought to H5704 a piece H3603 of bread H3899 : and the adulteress H802 H376 will hunt H6679 for the precious H3368 life H5315 .
|
27. କେହି ଯେବେ ଆପଣା ବକ୍ଷଃସ୍ଥଳରେ ନିଆଁ ରଖେ, ତେବେ ତାହାର ବସ୍ତ୍ର କ’ଣ ପୋଡ଼ି ଯିବ ନାହିଁ ?
|
27. Can a man H376 take H2846 fire H784 in his bosom H2436 , and his clothes H899 not H3808 be burned H8313 ?
|
28. ଅବା କେହି ଯେବେ ଜ୍ୱଳନ୍ତା ଅଙ୍ଗାର ଉପରେ ଚାଲେ, ତେବେ ତାହାର ପାଦରେ କ’ଣ ଫୋଟକା ହେବ ନାହିଁ ?
|
28. Can H518 one H376 go H1980 upon H5921 hot coals H1513 , and his feet H7272 not H3808 be burned H3554 ?
|
29. ଆପଣା ପ୍ରତିବାସୀର ସ୍ତ୍ରୀଠାରେ ଯେଉଁ ବ୍ୟକ୍ତି ଗମନ କରେ, ସେ ତଦ୍ରୂପ; ଯେ ତାହାକୁ ଛୁଏଁ, ସେ ଅଦଣ୍ଡିତ ନୋହିବ।
|
29. So H3651 he that goeth in H935 to H413 his neighbor H7453 's wife H802 ; whosoever H3605 toucheth H5060 her shall not H3808 be innocent H5352 .
|
30. ଚୋର କ୍ଷୁଧିତ ହୋଇ ପ୍ରାଣରକ୍ଷାର୍ଥେ ଯଦି ଚୋରି କରେ, ତେବେ ଲୋକେ ତାହାକୁ ତୁଚ୍ଛ କରନ୍ତି ନାହିଁ।
|
30. Men do not H3808 despise H936 a thief H1590 , if H3588 he steal H1589 to satisfy H4390 his soul H5315 when H3588 he is hungry H7456 ;
|
31. ମାତ୍ର ସେ ଧରା ପଡ଼ିଲେ, ତାକୁ ସାତ ଗୁଣ ଫେରାଇ ଦେବାକୁ ହେବ; ଆପଣା ଗୃହର ସର୍ବସ୍ୱ ତାକୁ ଦେବାକୁ ପଡ଼ିବ।
|
31. But if he be found H4672 , he shall restore H7999 sevenfold H7659 ; he shall give H5414 H853 all H3605 the substance H1952 of his house H1004 .
|
32. ଜଣେ ବ୍ୟଭିଚାରୀ ପୁରୁଷ ନିତାନ୍ତ ନିର୍ବୋଧ; ଯେ ନିଜ ପ୍ରାଣ ନାଶ କରିବ, ସେ ହିଁ ତାହା କରେ।
|
32. But whoso committeth adultery H5003 with a woman H802 lacketh H2638 understanding H3820 : he H1931 that doeth H6213 it destroyeth H7843 his own soul H5315 .
|
33. ସେ ଆଘାତ ଓ ଅପମାନ ପାଇବ; ପୁଣି, ତାହାର କଳଙ୍କ ମାର୍ଜିତ ହେବ ନାହିଁ।
|
33. A wound H5061 and dishonor H7036 shall he get H4672 ; and his reproach H2781 shall not H3808 be wiped away H4229 .
|
34. ଯେହେତୁ ସ୍ତ୍ରୀ ବିଷୟକ ଈର୍ଷା ମନୁଷ୍ୟର ପ୍ରଚଣ୍ଡ କ୍ରୋଧର ବିଷୟ; ପ୍ରତିହିଂସା କରିବା ବେଳେ ସେ କିଛି କ୍ଷମା କରିବ ନାହିଁ।
|
34. For H3588 jealousy H7068 is the rage H2534 of a man H1397 : therefore he will not H3808 spare H2550 in the day H3117 of vengeance H5359 .
|
35. ସେ କୌଣସି ପ୍ରାୟଶ୍ଚିତ୍ତକୁ ଗ୍ରାହ୍ୟ କରିବ ନାହିଁ; କିଅବା ତୁମ୍ଭେ ବହୁତ ଲାଞ୍ଚ ଦେଲେ ହେଁ ସେ ମାନିବ ନାହିଁ। PE
|
35. He will not H3808 regard H6440 H5375 any H3605 ransom H3724 ; neither H3808 will he rest content H14 , though H3588 thou givest many H7235 gifts H7810 .
|