|
|
1. {ସ୍ତୁତିଗାନ} PS ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା କଲି; ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ।
|
1. To the chief Musician H5329 , A Psalm H4210 of David H1732 . I waited H6960 patiently H6960 for the LORD H3068 ; and he inclined H5186 unto H413 me , and heard H8085 my cry H7775 .
|
2. ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା କାଦୁଅରୁ ଉଠାଇ ଆଣିଲେ ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର ପାଦଗତି ଦୃଢ଼ କଲେ।
|
2. He brought me up H5927 also out of a horrible H7588 pit H4480 H953 , out of the miry H3121 clay H4480 H2916 , and set H6965 my feet H7272 upon H5921 a rock H5553 , and established H3559 my goings H838 .
|
3. ପୁଣି, ସେ ମୋ’ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ।
|
3. And he hath put H5414 a new H2319 song H7892 in my mouth H6310 , even praise H8416 unto our God H430 : many H7227 shall see H7200 it , and fear H3372 , and shall trust H982 in the LORD H3068 .
|
4. ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, ପୁଣି, ଅହଂକାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର କରେ ନାହିଁ, ସେ ଧନ୍ୟ।
|
4. Blessed H835 is that man H1397 that H834 maketh H7760 the LORD H3068 his trust H4009 , and respecteth H6437 H413 not H3808 the proud H7295 , nor such as turn aside H7750 to lies H3577 .
|
5. ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭର କୃତ ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ ଗଣନା କରାଯାଇ ନ ପାରେ।
|
5. Many H7227 , O LORD H3068 my God H430 , are thy wonderful works H6381 which thou H859 hast done H6213 , and thy thoughts H4284 which are to H413 usward : they cannot H369 be reckoned up in order H6186 unto thee H413 : if I would declare H5046 and speak H1696 of them , they are more H6105 than can be numbered H4480 H5608 .
|
6. ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ।
|
6. Sacrifice H2077 and offering H4503 thou didst not H3808 desire H2654 ; mine ears H241 hast thou opened H3738 : burnt offering H5930 and sin offering H2401 hast thou not H3808 required H7592 .
|
7. ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି।
|
7. Then H227 said H559 I, Lo H2009 , I come H935 : in the volume H4039 of the book H5612 it is written H3789 of H5921 me,
|
8. ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ; ତୁମ୍ଭ ବ୍ୟବସ୍ଥା ମୋ’ ହୃଦୟରେ ଅଛି।”
|
8. I delight H2654 to do H6213 thy will H7522 , O my God H430 : yea , thy law H8451 is within H8432 my heart H4578 .
|
9. ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ।
|
9. I have preached H1319 righteousness H6664 in the great H7227 congregation H6951 : lo H2009 , I have not H3808 refrained H3607 my lips H8193 , O LORD H3068 , thou H859 knowest H3045 .
|
10. ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ କରି ନାହିଁ; ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମହାସମାଜଠାରୁ ଗୁପ୍ତ ରଖି ନାହିଁ।
|
10. I have not H3808 hid H3680 thy righteousness H6666 within H8432 my heart H3820 ; I have declared H559 thy faithfulness H530 and thy salvation H8668 : I have not H3808 concealed H3582 thy lovingkindness H2617 and thy truth H571 from the great H7227 congregation H6951 .
|
11. ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଆପଣା ଦୟା ରୁଦ୍ଧ କର ନାହିଁ; ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ ନିରନ୍ତର ରକ୍ଷା କରୁ।
|
11. Withhold H3607 not H3808 thou H859 thy tender mercies H7356 from H4480 me , O LORD H3068 : let thy lovingkindness H2617 and thy truth H571 continually H8548 preserve H5341 me.
|
12. କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ ମୁଁ ଉପରକୁ ଅନାଇ ପାରୁ ନାହିଁ; ତାହାସବୁ ମୋ’ ମସ୍ତକର କେଶରୁ ଅଧିକ ଓ ମୋହର ହୃଦୟ ମୋତେ ପରିତ୍ୟାଗ କରିଅଛି।
|
12. For H3588 innumerable H5704 H369 H4557 evils H7451 have compassed me about H661 H5921 : mine iniquities H5771 have taken hold H5381 upon me , so that I am not H3808 able H3201 to look up H7200 ; they are more H6105 than the hairs H4480 H8185 of mine head H7218 : therefore my heart H3820 faileth H5800 me.
|
13. ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର; ହେ ସଦାପ୍ରଭୁ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ।
|
13. Be pleased H7521 , O LORD H3068 , to deliver H5337 me : O LORD H3068 , make haste H2363 to help H5833 me.
|
14. ମୋ’ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; ମୋ’ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ ଅପମାନିତ ହେଉନ୍ତୁ।
|
14. Let them be ashamed H954 and confounded H2659 together H3162 that seek after H1245 my soul H5315 to destroy H5595 it ; let them be driven H5472 backward H268 and put to shame H3637 that wish H2655 me evil H7451 .
|
15. ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ।
|
15. Let them be desolate H8074 for H5921 a reward H6118 of their shame H1322 that say H559 unto me, Aha H1889 , aha H1889 .
|
16. ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ ନିରନ୍ତର କହନ୍ତୁ, ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ।
|
16. Let all H3605 those that seek H1245 thee rejoice H7797 and be glad H8055 in thee : let such as love H157 thy salvation H8668 say H559 continually H8548 , The LORD H3068 be magnified H1431 .
|
17. ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; ତଥାପି ପ୍ରଭୁ ମୋ’ ବିଷୟ ଚିନ୍ତା କରନ୍ତି; ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ। PE
|
17. But I H589 am poor H6041 and needy H34 ; yet the Lord H136 thinketh H2803 upon me: thou H859 art my help H5833 and my deliverer H6403 ; make no H408 tarrying H309 , O my God H430 .
|