|
|
1. ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି, ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ।
|
1. As snow H7950 in summer H7019 , and as rain H4306 in harvest H7105 , so H3651 honor H3519 is not H3808 seemly H5000 for a fool H3684 .
|
2. ଯେପରି ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ତାଳଚୋଞ୍ଚ ଉଡ଼ୁଥିବା ବେଳେ, ସେପରି ଅକାରଣରେ ଦତ୍ତ ଅଭିଶାପ ନିକଟକୁ ଆସେ ନାହିଁ।
|
2. As the bird H6833 by wandering H5110 , as the swallow H1866 by flying H5774 , so H3651 the curse H7045 causeless H2600 shall not H3808 come H935 .
|
3. ଅଶ୍ୱ ପାଇଁ କୋରଡ଼ା ଗର୍ଦ୍ଦଭ ପାଇଁ ଲଗାମ, ପୁଣି, ମୂର୍ଖର ପିଠି ପାଇଁ ବାଡ଼ି।
|
3. A whip H7752 for the horse H5483 , a bridle H4964 for the ass H2543 , and a rod H7626 for the fool H3684 's back H1460 .
|
4. ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ ନାହିଁ, ଦେଲେ ତୁମ୍ଭେ ମଧ୍ୟ ତାହାର ସମାନ ହେବ।
|
4. Answer H6030 not H408 a fool H3684 according to his folly H200 , lest H6435 thou H859 also H1571 be like H7737 unto him.
|
5. ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ, ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ।
|
5. Answer H6030 a fool H3684 according to his folly H200 , lest H6435 he be H1961 wise H2450 in his own conceit H5869 .
|
6. ମୂର୍ଖ ହାତରେ ଯେ ସମାଚାର ପଠାଏ, ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ।
|
6. He that sendeth H7971 a message H1697 by the hand H3027 of a fool H3684 cutteth off H7096 the feet H7272 , and drinketh H8354 damage H2555 .
|
7. ନେଙ୍ଗଡ଼ାର ଚରଣ ଯେପରି ନଡ଼ନଡ଼, ଅଜ୍ଞାନର ମୁଖରେ ସେପରି ହିତୋପଦେଶ-ବାକ୍ୟ।
|
7. The legs H7785 of the lame H4480 H6455 are not equal H1809 : so is a parable H4912 in the mouth H6310 of fools H3684 .
|
8. ଯେପରି ପ୍ରସ୍ତରରାଶିରେ ମଣିର ଥଳୀ, ସେପରି ସେ, ଯେ ମୂର୍ଖକୁ ସମ୍ମାନ ଦିଏ।
|
8. As he that bindeth H6887 a stone H68 in a sling H4773 , so H3651 is he that giveth H5414 honor H3519 to a fool H3684 .
|
9. ମତ୍ତ ଲୋକର ହସ୍ତରେ ଉଠାଯିବା କଣ୍ଟକ ଯେପରି, ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ସେପରି।
|
9. As a thorn H2336 goeth up H5927 into the hand H3027 of a drunkard H7910 , so is a parable H4912 in the mouth H6310 of fools H3684 .
|
10. ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ, ସେପରି ସେହି ଲୋକ, ଯେ ମୂର୍ଖକୁ ବେତନ ଦିଏ ଓ ଯେ ପଥିକକୁ ବେତନ ଦିଏ।
|
10. The great H7227 God that formed H2342 all H3605 things both rewardeth H7936 the fool H3684 , and rewardeth H7936 transgressors H5674 .
|
11. ଆପଣା ବାନ୍ତି ପ୍ରତି ଫେରିବା କୁକ୍କୁର ଯେପରି, ପୁନଃ ପୁନଃ ଆପଣା ଅଜ୍ଞାନତାର କର୍ମ କରିବା ମୂର୍ଖ ସେପରି।
|
11. As a dog H3611 returneth H7725 to H5921 his vomit H6892 , so a fool H3684 returneth H8138 to his folly H200 .
|
12. ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି ? ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି।
|
12. Seest H7200 thou a man H376 wise H2450 in his own conceit H5869 ? there is more hope H8615 of a fool H3684 than of H4480 him.
|
13. ଅଳସୁଆ କହେ, ବାଟରେ ସିଂହ ଅଛି, ସଡ଼କରେ ସିଂହ ଅଛି।
|
13. The slothful H6102 man saith H559 , There is a lion H7826 in the way H1870 ; a lion H738 is in H996 the streets H7339 .
|
14. ଯେପରି କବ୍ଜାରେ କବାଟ ବୁଲେ, ସେପରି ଅଳସୁଆ ଆପଣା ଶଯ୍ୟାରେ ଥାଇ କରେ।
|
14. As the door H1817 turneth H5437 upon H5921 his hinges H6735 , so doth the slothful H6102 upon H5921 his bed H4296 .
|
15. ଅଳସୁଆ ଥାଳୀରେ ହାତ ବୁଡ଼ାଇ ଆଉ ଥରେ ତାହା ମୁଖକୁ ନେବାକୁ ଥକିଯାଏ।
|
15. The slothful H6102 hideth H2934 his hand H3027 in his bosom H6747 ; it grieveth H3811 him to bring it again H7725 to H413 his mouth H6310 .
|
16. ସାତ ଜଣ ସୁବିଚାରସିଦ୍ଧ ଉତ୍ତରକାରୀ ଅପେକ୍ଷା ଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ।
|
16. The sluggard H6102 is wiser H2450 in his own conceit H5869 than seven H4480 H7651 men that can render H7725 a reason H2940 .
|
17. ଯେଉଁ ଲୋକ ପଥରେ ଯାଉ ଯାଉ ଆପଣାର ଅସମ୍ପର୍କୀୟ ବିବାଦରେ ରାଗାନ୍ୱିତ ହୁଏ, ସେ କୁକ୍କୁର କାନ ଧରିବା ଲୋକ ତୁଲ୍ୟ।
|
17. He that passeth by H5674 , and meddleth H5674 with H5921 strife H7379 belonging not H3808 to him, is like one that taketh H2388 a dog H3611 by the ears H241 .
|
18. ଅଗ୍ନିବାଣ, ତୀର ଓ ମୃତ୍ୟୁୁ ନିକ୍ଷେପକାରୀ ବାତୁଳ ଯେପରି;
|
18. As a mad H3856 man who casteth H3384 firebrands H2131 , arrows H2671 , and death H4194 ,
|
19. ଆପଣା ପ୍ରତିବାସୀକୁ ଯେଉଁ ଲୋକ ଭୁଲାଇ କହେ, ମୁଁ କ’ଣ କୌତୁକ କରୁ ନାହିଁ ? ସେ ସେପରି।
|
19. So H3651 is the man H376 that deceiveth H7411 H853 his neighbor H7453 , and saith H559 , Am not H3808 I H589 in sport H7832 ?
|
20. କାଷ୍ଠ ଶେଷ ହେଲେ ଅଗ୍ନି ନିଭି ଯାଏ, କର୍ଣ୍ଣେଜପ ନ ଥିଲେ କଳି ନିବୃତ୍ତ ହୁଏ।
|
20. Where no H657 wood H6086 is, there the fire H784 goeth out H3518 : so where there is no H369 talebearer H5372 , the strife H4066 ceaseth H8367 .
|
21. ଯେପରି ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାର ଓ ଅଗ୍ନିକୁ କାଷ୍ଠ, ସେପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ।
|
21. As coals H6352 are to burning coals H1513 , and wood H6086 to fire H784 ; so is a contentious H4079 man H376 to kindle H2787 strife H7379 .
|
22. କର୍ଣ୍ଣେଜପର ବାକ୍ୟ ଅମୃତ ତୁଲ୍ୟ, ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ।
|
22. The words H1697 of a talebearer H5372 are as wounds H3859 , and they H1992 go down H3381 into the innermost parts H2315 of the belly H990 .
|
23. ଅନୁରାଗୀ ଓଷ୍ଠ ଓ ମନ୍ଦ ହୃଦୟ ରୂପା ଖାଦରେ ମଣ୍ଡିତ ମୃତ୍ତିକାପାତ୍ର ତୁଲ୍ୟ।
|
23. Burning H1814 lips H8193 and a wicked H7451 heart H3820 are like a potsherd H2789 covered H6823 with silver H3701 dross H5509 .
|
24. ଘୃଣାକାରୀ ଆପଣା ଓଷ୍ଠରେ କପଟ କରେ, ମାତ୍ର ମନରେ ପ୍ରବଞ୍ଚନା ରଖେ।
|
24. He that hateth H8130 dissembleth H5234 with his lips H8193 , and layeth up H7896 deceit H4820 within H7130 him;
|
25. ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ, ଯେହେତୁ ତାହାର ହୃଦୟରେ ସାତଟା ଘୃଣ୍ୟ ବିଷୟ ଥାଏ।
|
25. When H3588 he speaketh H6963 fair H2603 , believe H539 him not H408 : for H3588 there are seven H7651 abominations H8441 in his heart H3820 .
|
26. ତାହାର ଘୃଣା କପଟରେ ଆପଣାକୁ ଆବୃତ କଲେ ହେଁ ତାହାର ମନ୍ଦତା ସଭାରେ ପ୍ରକାଶ ପାଇବ।
|
26. Whose hatred H8135 is covered H3680 by deceit H4860 , his wickedness H7451 shall be showed H1540 before the whole congregation H6951 .
|
27. ଯେ ଖାତ ଖୋଳେ, ସେ ଆପେ ତହିଁ ଭିତରେ ପଡ଼ିବ; ପୁଣି, ଯେ ପଥର ଗଡ଼ାଏ, ତାହା ତାହାର ଉପରକୁ ନେଉଟିବ।
|
27. Whoso diggeth H3738 a pit H7845 shall fall H5307 therein : and he that rolleth H1556 a stone H68 , it will return H7725 upon H413 him.
|
28. ମିଥ୍ୟାବାଦୀ-ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ; ପୁଣି, ଚାଟୁବାଦୀ ମୁଖ ସର୍ବନାଶ ଜନ୍ମାଏ। PE
|
28. A lying H8267 tongue H3956 hateth H8130 those that are afflicted H1790 by it ; and a flattering H2509 mouth H6310 worketh H6213 ruin H4072 .
|