|
|
1. “ମୋ’ ଯୌବନଠାରୁ ମୋ’ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି,” ଇସ୍ରାଏଲ ଏବେ କୁହନ୍ତୁ;
|
1. A Song H7892 of degrees H4609 . Many a time H7227 have they afflicted H6887 me from my youth H4480 H5271 , may Israel H3478 now H4994 say H559 :
|
2. “ମୋ’ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋ’ ଉପରେ ଜୟୀ ହୋଇ ନାହାନ୍ତି।
|
2. Many a time H7227 have they afflicted H6887 me from my youth H4480 H5271 : yet H1571 they have not H3808 prevailed H3201 against me.
|
3. କୃଷକମାନେ ମୋ’ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।
|
3. The plowers H2790 plowed H2790 upon H5921 my back H1354 : they made long H748 their furrows H4618 .
|
4. ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।” * ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତି କରିଅଛନ୍ତି।” ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି।
|
4. The LORD H3068 is righteous H6662 : he hath cut asunder H7112 the cords H5688 of the wicked H7563 .
|
5. ସିୟୋନକୁ ଘୃଣା କରିବା ଲୋକସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।
|
5. Let them all H3605 be confounded H954 and turned H5472 back H268 that hate H8130 Zion H6726 .
|
6. ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
|
6. Let them be H1961 as the grass H2682 upon the housetops H1406 , which withereth H3001 before H7945 H6927 it groweth up H8025 :
|
7. ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ, ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
|
7. Wherewith the mower H7114 filleth H4390 not H7945 H3808 his hand H3709 ; nor he that bindeth H6014 sheaves his bosom H2683 .
|
8. “କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,” ଏହା ପଥିକମାନେ କହନ୍ତି ନାହିଁ। PE
|
8. Neither H3808 do they which go by H5674 say H559 , The blessing H1293 of the LORD H3068 be upon H413 you : we bless H1288 you in the name H8034 of the LORD H3068 .
|