|
|
1. {ପ୍ରଭାତକାଳୀନ ପ୍ରାର୍ଥନା} PS ହେ ସଦାପ୍ରଭୁ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି। ମୋ’ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ।
|
1. A Psalm H4210 of David H1732 , when he fled H1272 from H4480 H6440 Absalom H53 his son H1121 . LORD H3068 , how H4100 are they increased H7231 that trouble H6862 me! many H7227 are they that rise up H6965 against H5921 me.
|
2. ଅନେକେ ମୋ’ ପ୍ରାଣ ବିଷୟରେ କହନ୍ତି, “ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପରିତ୍ରାଣ * ପରିତ୍ରାଣ କିମ୍ବା ସାହାଯ୍ୟ ନାହିଁ।” ସେଲା
|
2. Many H7227 there be which say H559 of my soul H5315 , There is no H369 help H3444 for him in God H430 . Selah H5542 .
|
3. ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ; ମୋହର ଗୌରବ ଓ ମୋ’ ମସ୍ତକ ଉଠାଇବା କର୍ତ୍ତା ଅଟ।
|
3. But thou H859 , O LORD H3068 , art a shield H4043 for H1157 me ; my glory H3519 , and the lifter up H7311 of mine head H7218 .
|
4. ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। ସେଲା
|
4. I cried H7121 unto H413 the LORD H3068 with my voice H6963 , and he heard H6030 me out of his holy H6944 hill H4480 H2022 . Selah H5542 .
|
5. ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି।
|
5. I H589 laid me down H7901 and slept H3462 ; I awaked H6974 ; for H3588 the LORD H3068 sustained H5564 me.
|
6. ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ।
|
6. I will not H3808 be afraid H3372 of ten thousands H4480 H7233 of people H5971 , that H834 have set H7896 themselves against H5921 me round about H5439 .
|
7. ହେ ସଦାପ୍ରଭୁ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର। କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ; ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ।
|
7. Arise H6965 , O LORD H3068 ; save H3467 me , O my God H430 : for H3588 thou hast smitten H5221 H853 all H3605 mine enemies H341 upon the cheek bone H3895 ; thou hast broken H7665 the teeth H8127 of the ungodly H7563 .
|
8. ପରିତ୍ରାଣ † ପରିତ୍ରାଣ କିମ୍ବା ବିଜୟ ସଦାପ୍ରଭୁଙ୍କର ଅଧିକାର; ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। ସେଲା PE
|
8. Salvation H3444 belongeth unto the LORD H3068 : thy blessing H1293 is upon H5921 thy people H5971 . Selah H5542 .
|