|
|
1. {ସଦାପ୍ରଭୁଙ୍କର ଭୟଙ୍କର ଦିନ} PS “କାରଣ ଦେଖ, ସେହିଦିନ ଆସୁଅଛି, ତାହା ଅଗ୍ନିକୁଣ୍ଡ ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ,” ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି।
|
1. For H3588 , behold H2009 , the day H3117 cometh H935 , that shall burn H1197 as an oven H8574 ; and all H3605 the proud H2086 , yea , and all H3605 that do H6213 wickedly H7564 , shall be H1961 stubble H7179 : and the day H3117 that cometh H935 shall burn them up H3857 H853 , saith H559 the LORD H3068 of hosts H6635 , that H834 it shall leave H5800 them neither H3808 root H8328 nor branch H6057 .
|
2. ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ।
|
2. But unto you that fear H3373 my name H8034 shall the Sun H8121 of righteousness H6666 arise H2224 with healing H4832 in his wings H3671 ; and ye shall go forth H3318 , and grow up H6335 as calves H5695 of the stall H4770 .
|
3. “ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେହି ଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ,” ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।
|
3. And ye shall tread down H6072 the wicked H7563 ; for H3588 they shall be H1961 ashes H665 under H8478 the soles H3709 of your feet H7272 in the day H3117 that H834 I H589 shall do H6213 this , saith H559 the LORD H3068 of hosts H6635 .
|
4. “ଆମ୍ଭେ ହୋରେବରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନସକଳ ଆଦେଶ କଲୁ, ଆମ୍ଭ ଦାସ ମୋଶାଙ୍କର ସେହି ବ୍ୟବସ୍ଥା ତୁମ୍ଭେମାନେ ସ୍ମରଣ କର।
|
4. Remember H2142 ye the law H8451 of Moses H4872 my servant H5650 , which H834 I commanded unto H6680 him in Horeb H2722 for H5921 all H3605 Israel H3478 , with the statutes H2706 and judgments H4941 .
|
5. ଦେଖ, ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରେରଣ କରିବା।
|
5. Behold H2009 , I H595 will send H7971 you H853 Elijah H452 the prophet H5030 before H6440 the coming H935 of the great H1419 and dreadful H3372 day H3117 of the LORD H3068 :
|
6. ପୁଣି, ଆମ୍ଭେ ଆସି ଯେପରି ପୃଥିବୀକୁ ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେହି ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ। PE
|
6. And he shall turn H7725 the heart H3820 of the fathers H1 to H5921 the children H1121 , and the heart H3820 of the children H1121 to H5921 their fathers H1 , lest H6435 I come H935 and smite H5221 H853 the earth H776 with a curse H2764 .
|