|
|
1. {ହୋଶେୟଙ୍କର ଭାର୍ଯ୍ୟା କ୍ରୟ} PS ଏଥିଉତ୍ତାରେ ସଦାପ୍ରଭୁ ଆମ୍ଭକୁ କହିଲେ, “ଇସ୍ରାଏଲ ସନ୍ତାନଗଣ ଅନ୍ୟ ଦେବଗଣର ପ୍ରତି ଫେରିଲେ ମଧ୍ୟ ଓ ଦ୍ରାକ୍ଷାଚକ୍ତି ଭଲ ପାଇଲେ ମଧ୍ୟ ସଦାପ୍ରଭୁ ଯେଉଁପରି ସେମାନଙ୍କୁ ପ୍ରେମ କରନ୍ତି, ସେହିପରି ତୁମ୍ଭେ ପୁନଶ୍ଚ ଯାଇ ଆପଣା ମିତ୍ରର ପ୍ରିୟତମା ଅଥଚ ବ୍ୟଭିଚାରିଣୀ ଏକ ସ୍ତ୍ରୀକୁ ପ୍ରେମ କର।”
|
1. Then said H559 the LORD H3068 unto H413 me, Go H1980 yet H5750 , love H157 a woman H802 beloved H157 of her friend H7453 , yet an adulteress H5003 , according to the love H160 of the LORD H3068 toward H853 the children H1121 of Israel H3478 , who H1992 look H6437 to H413 other H312 gods H430 , and love H157 flagons H809 of wine H6025 .
|
2. ତହିଁରେ ମୁଁ ପନ୍ଦର ରୌପ୍ୟ ମୁଦ୍ରା, ଏକ ହୋମର ଓ ଅର୍ଦ୍ଧ ହୋମର ଯବ ଦେଇ ସେ ସ୍ତ୍ରୀକୁ କିଣିଲି;
|
2. So I bought H3739 her to me for fifteen H2568 H6240 pieces of silver H3701 , and for a homer H2563 of barley H8184 , and a half homer H3963 of barley H8184 :
|
3. ଆଉ, ମୁଁ ତାହାକୁ କହିଲି, “ତୁମ୍ଭେ ଅନେକ ଦିନ ପର୍ଯ୍ୟନ୍ତ ମୋ’ ନିମନ୍ତେ ରହିବ; ତୁମ୍ଭେ ବେଶ୍ୟାବୃତ୍ତି କରିବ ନାହିଁ ଓ ତୁମ୍ଭେ ଅନ୍ୟ କୌଣସି ପୁରୁଷର ଭାର୍ଯ୍ୟା ହେବ ନାହିଁ ଓ ମୁଁ ମଧ୍ୟ ତୁମ୍ଭ ପ୍ରତି ସେହିପରି ବ୍ୟବହାର କରିବି। PEPS
|
3. And I said H559 unto H413 her , Thou shalt abide H3427 for me many H7227 days H3117 ; thou shalt not H3808 play the harlot H2181 , and thou shalt not H3808 be H1961 for another man H376 : so will I H589 also H1571 be for H413 thee.
|
4. କାରଣ ଇସ୍ରାଏଲ ସନ୍ତାନଗଣ ଅନେକ ଦିନ ପର୍ଯ୍ୟନ୍ତ ରାଜାହୀନ, ଅଧିପତିହୀନ, ଯଜ୍ଞହୀନ, ସ୍ତମ୍ଭହୀନ ଓ ଏଫୋଦ ଅବା ଠାକୁରହୀନ ହୋଇ ରହିବେ;
|
4. For H3588 the children H1121 of Israel H3478 shall abide H3427 many H7227 days H3117 without H369 a king H4428 , and without H369 a prince H8269 , and without H369 a sacrifice H2077 , and without H369 an image H4676 , and without H369 an ephod H646 , and without teraphim H8655 :
|
5. ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଫେରି ଆସିବେ ଓ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ଓ ଆପଣାମାନଙ୍କର ରାଜା ଦାଉଦଙ୍କୁ ଅନ୍ଵେଷଣ କରିବେ; ଆଉ, ଶେଷ କାଳରେ ସେମାନେ ଭୟଯୁକ୍ତ ହୋଇ ସଦାପ୍ରଭୁଙ୍କ ନିକଟକୁ ଓ ତାହାଙ୍କ ଅନୁଗ୍ରହର ନିକଟକୁ ଆସିବେ।” PE
|
5. Afterward H310 shall the children H1121 of Israel H3478 return H7725 , and seek H1245 H853 the LORD H3068 their God H430 , and David H1732 their king H4428 ; and shall fear H6342 H413 the LORD H3068 and his goodness H2898 in the latter H319 days H3117 .
|