|
|
1. {ଇସ୍ରାଏଲର ଶତ୍ରୁମାନଙ୍କର ପରାଜୟ ପାଇଁ ପ୍ରାର୍ଥନା} PS ହେ ପରମେଶ୍ୱର, ତୁମ୍ଭେ ମୌନୀ ହୋଇ ରୁହ ନାହିଁ; ହେ ପରମେଶ୍ୱର, ନୀରବ ଓ ନିରସ୍ତ ହୁଅ ନାହିଁ।
|
1. A Song H7892 or Psalm H4210 of Asaph H623 . Keep not thou silence H408 H1824 , O God H430 : hold not thy peace H2790 H408 , and be not H408 still H8252 , O God H410 .
|
2. କାରଣ ଦେଖ, ତୁମ୍ଭ ଶତ୍ରୁଗଣ ଗଣ୍ଡଗୋଳ କରନ୍ତି ଓ ତୁମ୍ଭଙ୍କୁ ଘୃଣା କରିବା ଲୋକମାନେ ମସ୍ତକ ଉଠାଇ ଅଛନ୍ତି।
|
2. For H3588 , lo H2009 , thine enemies H341 make a tumult H1993 : and they that hate H8130 thee have lifted up H5375 the head H7218 .
|
3. ସେମାନେ ତୁମ୍ଭ ଲୋକମାନଙ୍କ ବିରୁଦ୍ଧରେ କୁଟିଳ ମନ୍ତ୍ରଣା କରନ୍ତି ଓ ତୁମ୍ଭର ଗୁପ୍ତ ଲୋକମାନଙ୍କ ପ୍ରତିକୂଳରେ ପରସ୍ପର ପରାମର୍ଶ କରନ୍ତି।
|
3. They have taken crafty H6191 counsel H5475 against H5921 thy people H5971 , and consulted H3289 against H5921 thy hidden ones H6845 .
|
4. ସେମାନେ କହିଅଛନ୍ତି, “ଇସ୍ରାଏଲର ନାମ ଯେପରି ଆଉ ସ୍ମରଣରେ ନ ରହିବ, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କୁ ଉଚ୍ଛିନ୍ନ କରି ଆଉ ଗୋଷ୍ଠୀ ହୋଇ ଥିବାକୁ ନ ଦେଉ।”
|
4. They have said H559 , Come H1980 , and let us cut them off H3582 from being a nation H4480 H1471 ; that the name H8034 of Israel H3478 may be no H3808 more H5750 in remembrance H2142 .
|
5. କାରଣ ସେମାନେ ଏକଚିତ୍ତ ହୋଇ ପରାମର୍ଶ କରିଅଛନ୍ତି;
|
5. For H3588 they have consulted together H3289 with one consent H3820 H3162 : they are confederate H1285 H3772 against H5921 thee:
|
6. ଇଦୋମର ତମ୍ବୁ-ନିବାସୀମାନେ, ଇଶ୍ମାୟେଲୀୟମାନେ, ମୋୟାବ, ହାଗରୀୟମାନେ,
|
6. The tabernacles H168 of Edom H123 , and the Ishmaelites H3459 ; of Moab H4124 , and the Hagarenes H1905 ;
|
7. ଗବାଲ, ଅମ୍ମୋନ, ଅମାଲେକ୍ ଓ ସୋରନି ବାସୀମାନଙ୍କ ସହିତ ପଲେଷ୍ଟୀୟା, ସମସ୍ତେ ତୁମ୍ଭ ବିରୁଦ୍ଧରେ ନିୟମ ସ୍ଥାପନ କରିଅଛନ୍ତି।
|
7. Gebal H1381 , and Ammon H5983 , and Amalek H6002 ; the Philistines H6429 with H5973 the inhabitants H3427 of Tyre H6865 ;
|
8. ଅଶୂରୀୟ ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଇଅଛି; ସେମାନେ ଲୋଟର ବଂଶକୁ ସାହାଯ୍ୟ କରିଅଛନ୍ତି। ସେଲା
|
8. Assur H804 also H1571 is joined H3867 with H5973 them : they have H1961 helped H2220 the children H1121 of Lot H3876 . Selah H5542 .
|
9. ମିଦୀୟନ ଦେଶ ପ୍ରତି, କୀଶୋନ୍ ନଦୀ ନିକଟରେ ସୀଷରା ପ୍ରତି, ଯାବୀନ୍ ପ୍ରତି ଯେରୂପ, ସେରୂପ ସେମାନଙ୍କ ପ୍ରତି କର।
|
9. Do H6213 unto them as unto the Midianites H4080 ; as to Sisera H5516 , as to Jabin H2985 , at the brook H5158 of Kison H7028 :
|
10. ସେମାନେ ଐନ୍-ଦୋର ନିକଟରେ ବିନଷ୍ଟ ହେଲେ; ସେମାନେ ଭୂମି ପାଇଁ ଖତ ସ୍ୱରୂପ ହେଲେ।
|
10. Which perished H8045 at Endor H5874 : they became H1961 as dung H1828 for the earth H127 .
|
11. ତୁମ୍ଭେ ସେମାନଙ୍କ ପ୍ରଧାନବର୍ଗକୁ ଓରେବ୍ ଓ ସେବ୍ର ସମାନ, ସେମାନଙ୍କ ଅଧିପତି ସମସ୍ତଙ୍କୁ ହିଁ ସେବହ ଓ ସଲମୁନ୍ନର ସମାନ କର;
|
11. Make H7896 their nobles H5081 like Oreb H6159 , and like Zeeb H2062 : yea, all H3605 their princes H5257 as Zebah H2078 , and as Zalmunna H6759 :
|
12. ସେମାନେ କହିଲେ, “ଆସ, ଆମ୍ଭେମାନେ ପରମେଶ୍ୱରଙ୍କ ନିବାସ-ସ୍ଥାନସବୁ ଆପଣା ଆପଣା ଅଧିକାରରେ ନେଉ।”
|
12. Who H834 said H559 , Let us take H3423 to ourselves H853 the houses H4999 of God H430 in possession.
|
13. ହେ ମୋହର ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଘୂର୍ଣ୍ଣାୟମାନ ଧୂଳି ପରି, ବାୟୁ ସମ୍ମୁଖରେ କୁଟା ପରି କର।
|
13. O my God H430 , make H7896 them like a wheel H1534 ; as the stubble H7179 before H6440 the wind H7307 .
|
14. ଯେଉଁ ଅଗ୍ନି ବନକୁ ଦଗ୍ଧ କରେ ଓ ଯେଉଁ ଅଗ୍ନିଶିଖା ପର୍ବତଗଣକୁ ପ୍ରଜ୍ୱଳିତ କରେ;
|
14. As the fire H784 burneth H1197 a wood H3293 , and as the flame H3852 setteth the mountains on fire H2022 H3857 ;
|
15. ତାହା ପରି ତୁମ୍ଭେ ଆପଣା ଝଡ଼ ଦ୍ୱାରା ସେମାନଙ୍କ ପଛେ ପଛେ ଗୋଡ଼ାଅ ଓ ଆପଣା ପ୍ରଚଣ୍ଡ ବତାସ ଦ୍ୱାରା ସେମାନଙ୍କୁ ଭୟଗ୍ରସ୍ତ କର।
|
15. So H3651 persecute H7291 them with thy tempest H5591 , and make them afraid H926 with thy storm H5492 .
|
16. ହେ ସଦାପ୍ରଭୁ, ସେମାନେ ଯେପରି ତୁମ୍ଭ ନାମ ଅନ୍ୱେଷଣ କରିବେ, ଏଥିପାଇଁ ସେମାନଙ୍କ ମୁଖକୁ ଲଜ୍ଜାରେ ପୂର୍ଣ୍ଣ କର;
|
16. Fill H4390 their faces H6440 with shame H7036 ; that they may seek H1245 thy name H8034 , O LORD H3068 .
|
17. ସେମାନେ ସଦାକାଳ ଲଜ୍ଜିତ ଓ ବିହ୍ୱଳ ହେଉନ୍ତୁ; ସେମାନେ ହତାଶ ଓ ବିନଷ୍ଟ ହେଉନ୍ତୁ;
|
17. Let them be confounded H954 and troubled H926 forever H5704 H5703 ; yea , let them be put to shame H2659 , and perish H6 :
|
18. ତହିଁରେ ସଦାପ୍ରଭୁ ନାମରେ ଖ୍ୟାତ ଯେ ତୁମ୍ଭେ, କେବଳ ତୁମ୍ଭେ ଯେ ସମୁଦାୟ ଭୂମଣ୍ଡଳରେ ସର୍ବୋପରିସ୍ଥ ଅଟ, ଏହା ସେମାନେ ଜାଣି ପାରିବେ। PE
|
18. That men may know H3045 that H3588 thou H859 , whose name H8034 alone H905 is JEHOVAH H3068 , art the most high H5945 over H5921 all H3605 the earth H776 .
|