|
|
1. ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗୁନ୍ଥେ; ମାତ୍ର ଅଜ୍ଞାନ ସ୍ୱହସ୍ତରେ ତାହା ଭାଙ୍ଗି ପକାଏ।
|
1. Every wise H2454 woman H802 buildeth H1129 her house H1004 : but the foolish H200 plucketh it down H2040 with her hands H3027 .
|
2. ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ; ମାତ୍ର ବିପଥଗାମୀ ତାହାଙ୍କୁ ତୁଚ୍ଛ କରେ।
|
2. He that walketh H1980 in his uprightness H3476 feareth H3372 the LORD H3068 : but he that is perverse H3868 in his ways H1870 despiseth H959 him.
|
3. ଅଜ୍ଞାନର ମୁଖରେ ଅହଙ୍କାରର ଠେଙ୍ଗା ଥାଏ; ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ।
|
3. In the mouth H6310 of the foolish H191 is a rod H2415 of pride H1346 : but the lips H8193 of the wise H2450 shall preserve H8104 them.
|
4. ଗୋରୁ ନ ଥିଲେ, କୁଣ୍ଡ ନିର୍ମଳ ଥାଏ; ପୁଣି, ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ।
|
4. Where no H369 oxen H504 are , the crib H18 is clean H1249 : but much H7230 increase H8393 is by the strength H3581 of the ox H7794 .
|
5. ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ; କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ।
|
5. A faithful H529 witness H5707 will not H3808 lie H3576 : but a false H8267 witness H5707 will utter H6315 lies H3577 .
|
6. ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ; ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ।
|
6. A scorner H3887 seeketh H1245 wisdom H2451 , and findeth it not H369 : but knowledge H1847 is easy H7043 unto him that understandeth H995 .
|
7. ମୂର୍ଖ ନିକଟକୁ ଗଲେ, ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ।
|
7. Go H1980 from the presence H4480 H5048 of a foolish H3684 man H376 , when thou perceivest H3045 not H1077 in him the lips H8193 of knowledge H1847 .
|
8. ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ; ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର।
|
8. The wisdom H2451 of the prudent H6175 is to understand H995 his way H1870 : but the folly H200 of fools H3684 is deceit H4820 .
|
9. ଅଜ୍ଞାନମାନେ ଦୋଷକୁ କୌତୁକ ମଣନ୍ତି; ମାତ୍ର ସରଳ ଲୋକମାନଙ୍କ ମଧ୍ୟରେ ଅନୁଗ୍ରହ ଥାଏ।
|
9. Fools H191 make a mock H3887 at sin H817 : but among H996 the righteous H3477 there is favor H7522 .
|
10. ଅନ୍ତଃକରଣ ଆପଣାର ତିକ୍ତତା ଜାଣେ; ପୁଣି, ଅପରିଚିତ ଲୋକ ତାହାର ଆନନ୍ଦରେ ଭାଗୀ ହୁଏ ନାହିଁ।
|
10. The heart H3820 knoweth H3045 his own H5315 bitterness H4787 ; and a stranger H2114 doth not H3808 intermeddle H6148 with his joy H8057 .
|
11. ଦୁଷ୍ଟମାନଙ୍କ ଗୃହ ନିପାତ ହେବ; ମାତ୍ର ସରଳ ଲୋକମାନଙ୍କ ତମ୍ବୁ ଉନ୍ନତ ହେବ।
|
11. The house H1004 of the wicked H7563 shall be overthrown H8045 : but the tabernacle H168 of the upright H3477 shall flourish H6524 .
|
12. ମନୁଷ୍ୟର ଦୃଷ୍ଟିରେ କୌଣସି କୌଣସି ପଥ ସରଳ ଦେଖାଯାଏ; ମାତ୍ର ତାହାର ଶେଷରେ ମୃତ୍ୟୁୁର ପଥ ଥାଏ।
|
12. There is H3426 a way H1870 which seemeth right H3477 unto H6440 a man H376 , but the end H319 thereof are the ways H1870 of death H4194 .
|
13. ହାସ୍ୟକାଳରେ ମଧ୍ୟ ମନୋଦୁଃଖ ହୁଏ; ପୁଣି, ଆନନ୍ଦର ଶେଷ ଶୋକ।
|
13. Even H1571 in laughter H7814 the heart H3820 is sorrowful H3510 ; and the end H319 of that mirth H8057 is heaviness H8424 .
|
14. ଅନ୍ତଃକରଣରେ ବିପଥଗାମୀ ଆପଣା ଆଚରଣର ଫଳରେ ପରିପୂର୍ଣ୍ଣ ହେବ; ପୁଣି, ଉତ୍ତମ ଲୋକ ଆପଣାରୁ ପରିତୃପ୍ତ ହେବ।
|
14. The backslider H5472 in heart H3820 shall be filled H7646 with his own ways H4480 H1870 : and a good H2896 man H376 shall be satisfied from H4480 H5921 himself.
|
15. ନିର୍ବୋଧ ଲୋକ ସବୁ କଥା ବିଶ୍ୱାସ କରେ; ମାତ୍ର ଚତୁର ଲୋକ ଆପଣାର ସବୁ ଗତି ଭଲ କରି ବୁଝେ।
|
15. The simple H6612 believeth H539 every H3605 word H1697 : but the prudent H6175 man looketh well H995 to his going H838 .
|
16. ଜ୍ଞାନୀ ଲୋକ ସତର୍କ ଥାଏ * ସତର୍କ ଥାଏ ସଦାପ୍ରଭୁଙ୍କୁ ଭୟ କରେ ଓ ମନ୍ଦକୁ ଛାଡ଼ି ଦିଏ; ମାତ୍ର ମୂର୍ଖ ଲୋକ ଦାମ୍ଭିକଭାବ ବହି ଦୁଃସାହସୀ ହୁଏ।
|
16. A wise H2450 man feareth H3373 , and departeth H5493 from evil H4480 H7451 : but the fool H3684 rageth H5674 , and is confident H982 .
|
17. ଯେ ହଠାତ୍ କ୍ରୋଧୀ, ସେ ଅଜ୍ଞାନର କର୍ମ କରେ; ପୁଣି, କୁକଳ୍ପନାକାରୀ ନିର୍ବୋଧ ମନୁଷ୍ୟ ଘୃଣାର ପାତ୍ର।
|
17. He that is soon H7116 angry H639 dealeth H6213 foolishly H200 : and a man H376 of wicked devices H4209 is hated H8130 .
|
18. ଅସତର୍କ ଲୋକମାନେ ଅଜ୍ଞାନତାରୂପ ଅଧିକାର ପା’ନ୍ତି; ମାତ୍ର ଚତୁର ଲୋକେ ଜ୍ଞାନରୂପ ମୁକୁଟରେ ବିଭୂଷିତ ହୁଅନ୍ତି।
|
18. The simple H6612 inherit H5157 folly H200 : but the prudent H6175 are crowned H3803 with knowledge H1847 .
|
19. ମନ୍ଦ ଲୋକେ ଉତ୍ତମ ଲୋକମାନଙ୍କ ଛାମୁରେ ଓ ଦୁଷ୍ଟମାନେ ଧାର୍ମିକଗଣର ଦ୍ୱାରରେ ଦଣ୍ଡବତ କରନ୍ତି।
|
19. The evil H7451 bow H7817 before H6440 the good H2896 ; and the wicked H7563 at H5921 the gates H8179 of the righteous H6662 .
|
20. ଦରିଦ୍ର ଆପଣା ପ୍ରତିବାସୀର ହିଁ ଘୃଣିତ ହୁଏ; ମାତ୍ର ଧନବାନର ଅନେକ ବନ୍ଧୁ ଥା’ନ୍ତି।
|
20. The poor H7326 is hated H8130 even H1571 of his own neighbor H7453 : but the rich H6223 hath many H7227 friends H157 .
|
21. ଯେଉଁ ଲୋକ ପ୍ରତିବାସୀକୁ ତୁଚ୍ଛ ବୋଧ କରେ, ସେ ପାପ କରେ; ମାତ୍ର ଯେଉଁ ଜନ ଦରିଦ୍ରକୁ ଦୟା କରେ, ସେ ଧନ୍ୟ।
|
21. He that despiseth H936 his neighbor H7453 sinneth H2398 : but he that hath mercy on H2603 the poor H6035 , happy H835 is he.
|
22. ଅନିଷ୍ଟ ଚିନ୍ତାକାରୀଗଣ କ’ଣ ଭ୍ରାନ୍ତ ହୁଅନ୍ତି ନାହିଁ ? ମାତ୍ର ମଙ୍ଗଳ ଚିନ୍ତାକାରୀଗଣ ପ୍ରତି ଦୟା ଓ ସତ୍ୟତା ବର୍ତ୍ତେ।
|
22. Do they not H3808 err H8582 that devise H2790 evil H7451 ? but mercy H2617 and truth H571 shall be to them that devise H2790 good H2896 .
|
23. ସବୁ ପ୍ରକାର ପରିଶ୍ରମରେ ଫଳ ଅଛି; ପୁଣି, ଓଷ୍ଠାଧରର କଥାମାତ୍ର କେବଳ ଦରିଦ୍ରତାରେ ପ୍ରବର୍ତ୍ତାଏ।
|
23. In all H3605 labor H6089 there is H1961 profit H4195 : but the talk H1697 of the lips H8193 tendeth only H389 to penury H4270 .
|
24. ଜ୍ଞାନୀମାନଙ୍କ ମୁକୁଟ ସେମାନଙ୍କର ଧନ; ପୁଣି, ମୂର୍ଖମାନଙ୍କର ଅଜ୍ଞାନତା କେବଳ ଅଜ୍ଞାନତା।
|
24. The crown H5850 of the wise H2450 is their riches H6239 : but the foolishness H200 of fools H3684 is folly H200 .
|
25. ସତ୍ୟ ସାକ୍ଷୀ ଅନ୍ୟର ଜୀବନକୁ ରକ୍ଷା କରେ; ମାତ୍ର ମିଥ୍ୟାବାଦୀ ପ୍ରବଞ୍ଚନାଜନକ।
|
25. A true H571 witness H5707 delivereth H5337 souls H5315 : but a deceitful H4820 witness speaketh H6315 lies H3577 .
|
26. ସଦାପ୍ରଭୁ ବିଷୟକ ଭୟ ଦୃଢ଼ ବିଶ୍ୱାସଭୂମି; ଆଉ, ତାହାଙ୍କ ସନ୍ତାନମାନେ ଆଶ୍ରୟ ସ୍ଥାନ ପାଇବେ।
|
26. In the fear H3374 of the LORD H3068 is strong H5797 confidence H4009 : and his children H1121 shall have H1961 a place of refuge H4268 .
|
27. ମୃତ୍ୟୁୁର ଫାନ୍ଦରୁ ଫେରାଇବା ପାଇଁ ସଦାପ୍ରଭୁ ବିଷୟକ ଭୟ ଜୀବନର ଝର ସ୍ୱରୂପ।
|
27. The fear H3374 of the LORD H3068 is a fountain H4726 of life H2416 , to depart H5493 from the snares H4480 H4170 of death H4194 .
|
28. ପ୍ରଜା ବାହୁଲ୍ୟରେ ରାଜାର ସମ୍ଭ୍ରମ; ପୁଣି, ପ୍ରଜା ଅଭାବରେ ଭୂପତିର ବିନାଶ।
|
28. In the multitude H7230 of people H5971 is the king H4428 's honor H1927 : but in the want H657 of people H3816 is the destruction H4288 of the prince H7333 .
|
29. ଯେ କ୍ରୋଧ କରିବାରେ ଧୀର, ସେ ବଡ଼ ବୁଦ୍ଧିମାନ; ପୁଣି, ହଠାତ୍ କ୍ରୋଧୀ ଅଜ୍ଞାନତାରୂପ ଧ୍ୱଜା ଟେକେ।
|
29. He that is slow H750 to wrath H639 is of great H7227 understanding H8394 : but he that is hasty H7116 of spirit H7307 exalteth H7311 folly H200 .
|
30. ଶାନ୍ତ ଅନ୍ତଃକରଣ ଦେହର ଜୀବନ ସ୍ୱରୂପ; ପୁଣି, ଈର୍ଷା ହାଡ଼ର କ୍ଷୟ ସ୍ୱରୂପ।
|
30. A sound H4832 heart H3820 is the life H2416 of the flesh H1320 : but envy H7068 the rottenness H7538 of the bones H6106 .
|
31. ଯେଉଁ ଲୋକ ଦୀନହୀନ ପ୍ରତି ଉପଦ୍ରବ କରେ, ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ; ପୁଣି, ଯେ ଦରିଦ୍ରକୁ ଦୟା କରେ, ସେ ତାହାଙ୍କୁ ଆଦର କରେ।
|
31. He that oppresseth H6231 the poor H1800 reproacheth H2778 his Maker H6213 : but he that honoreth H3513 him hath mercy H2603 on the poor H34 .
|
32. ଦୁଷ୍ଟ ଲୋକ ଆପଣା ମନ୍ଦକର୍ମରେ ବିନାଶ ହୁଏ, ମାତ୍ର ମରଣକାଳରେ ଧାର୍ମିକର ଆଶ୍ରୟ ଥାଏ।
|
32. The wicked H7563 is driven away H1760 in his wickedness H7451 : but the righteous H6662 hath hope H2620 in his death H4194 .
|
33. ଜ୍ଞାନ ବୁଦ୍ଧିମାନର ହୃଦୟରେ ଥାଏ; ପୁଣି, ମୂର୍ଖର ଆନ୍ତରିକ ଭାବ ଜଣାଯିବ।
|
33. Wisdom H2451 resteth H5117 in the heart H3820 of him that hath understanding H995 : but that which is in the midst H7130 of fools H3684 is made known H3045 .
|
34. ଧାର୍ମିକତା ରାଜ୍ୟର ଉନ୍ନତି ଜନ୍ମାଏ; ମାତ୍ର ପାପ ନରଗଣର ଅପମାନ।
|
34. Righteousness H6666 exalteth H7311 a nation H1471 : but sin H2403 is a reproach H2617 to any people H3816 .
|
35. ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହପାତ୍ର; ପୁଣି, ଯେ ଲଜ୍ଜା ଜନ୍ମାଏ, ତାହା ପ୍ରତି ସେ କ୍ରୋଧ କରନ୍ତି। PE
|
35. The king H4428 's favor H7522 is toward a wise H7919 servant H5650 : but his wrath H5678 is H1961 against him that causeth shame H954 .
|