|
|
1. {ଇସ୍ରାଏଲର ଉଦ୍ଧାର} PS ସେହି ଦିନ ସଦାପ୍ରଭୁ ଆପଣାର ନିର୍ଦ୍ଧୟ, ବୃହତ ଓ ଶକ୍ତିଶାଳୀ ଖଡ୍ଗ ଦ୍ୱାରା ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବୀୟାଥନକୁ ପ୍ରତିଫଳ ଦେବେ; ଆଉ, ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ।
|
1. In that H1931 day H3117 the LORD H3068 with his sore H7186 and great H1419 and strong H2389 sword H2719 shall punish H6485 H5921 leviathan H3882 the piercing H1281 serpent H5175 , even leviathan H3882 that crooked H6129 serpent H5175 ; and he shall slay H2026 H853 the dragon H8577 that H834 is in the sea H3220 .
|
2. ସେହି ଦିନରେ ଏକ ଦ୍ରାକ୍ଷାକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର।
|
2. In that H1931 day H3117 sing H6031 ye unto her , A vineyard H3754 of red wine H2531 .
|
3. “ଆମ୍ଭେ ସଦାପ୍ରଭୁ ତାହା ରକ୍ଷା କରୁ; ଆମ୍ଭେ ନିମିଷକୁ ନିମିଷ ତହିଁରେ ଜଳ ସେଚନ କରିବା; କେହି ଯେପରି ତାହାର କ୍ଷତି ନ କରେ, ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା।
|
3. I H589 the LORD H3068 do keep H5341 it ; I will water H8248 it every moment H7281 : lest H6435 any hurt H6485 H5921 it , I will keep H5341 it night H3915 and day H3117 .
|
4. ଆମ୍ଭଠାରେ କ୍ରୋଧ ନାହିଁ; ଆଃ, ଯଦି କାନକୋଳି ଓ କଣ୍ଟକ ବୃକ୍ଷସବୁ ଯୁଦ୍ଧରେ ଆମ୍ଭର ବିପକ୍ଷ ହୁଅନ୍ତେ ! ତେବେ ଆମ୍ଭେ ଆକ୍ରମଣ କରି ସେହି ସବୁକୁ ଏକାବେଳେ ଦଗ୍ଧ କରନ୍ତୁ।
|
4. Fury H2534 is not H369 in me: who H4310 would set H5414 the briers H8068 and thorns H7898 against me in battle H4421 ? I would go H6585 through them , I would burn H6702 them together H3162 .
|
5. ନଚେତ୍ ଆମ୍ଭ ସଙ୍ଗେ ମିଳନ କରିବା ପାଇଁ ସେ ଆମ୍ଭ ପରାକ୍ରମର ଅବଲମ୍ବନ କରୁ; ହଁ, ସେ ଆମ୍ଭ ସଙ୍ଗେ ମିଳନ କରୁ।
|
5. Or H176 let him take hold H2388 of my strength H4581 , that he may make H6213 peace H7965 with me; and he shall make H6213 peace H7965 with me.
|
6. ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ; ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ।”
|
6. He shall cause them that come H935 of Jacob H3290 to take root H8327 : Israel H3478 shall blossom H6692 and bud H6524 , and fill H4390 the face H6440 of the world H8398 with fruit H8570 .
|
7. ତାହାର ପ୍ରହାରକାରୀମାନଙ୍କୁ ସେ ଯେପରି ପ୍ରହାର କଲେ, ସେହିପରି ସେ କି ତାହାକୁ ପ୍ରହାର କରିଅଛନ୍ତି ? ଅବା, ତାହା ଦ୍ୱାରା ହତ ଲୋକମାନଙ୍କ ତୁଲ୍ୟ ସେ କି ହତ ହୋଇଅଛି ?
|
7. Hath he smitten H5221 him , as he smote H4347 those that smote H5221 him? or is he slain H2026 according to the slaughter H2027 of them that are slain H2026 by him?
|
8. ତୁମ୍ଭେ ତାହାକୁ ବାହାର କରିବା ବେଳେ ପରିତ୍ରାଣକ୍ରମେ ତାହା ସଙ୍ଗେ ବିବାଦ କରୁଅଛ; ସେ ପୂର୍ବୀୟ ବାୟୁ ଦିନରେ ନିଜ ପ୍ରବଳ ବାୟୁ ଦ୍ୱାରା ତାହାକୁ ସ୍ଥାନାନ୍ତରିତ କରିଅଛନ୍ତି।
|
8. In measure H5432 , when it shooteth forth H7971 , thou wilt debate H7378 with it : he stayeth H1898 his rough H7186 wind H7307 in the day H3117 of the east wind H6921 .
|
9. ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି; ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ, ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ ପ୍ରତିମାସବୁ ଆଉ ଉଠିବେ ନାହିଁ।
|
9. By this H2063 therefore H3651 shall the iniquity H5771 of Jacob H3290 be purged H3722 ; and this H2088 is all H3605 the fruit H6529 to take away H5493 his sin H2403 ; when he maketh H7760 all H3605 the stones H68 of the altar H4196 as chalkstones H68 H1615 that are beaten in sunder H5310 , the groves H842 and images H2553 shall not H3808 stand up H6965 .
|
10. କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି; ସେହି ସ୍ଥାନରେ ଗୋବତ୍ସ ଚରିବ ଓ ଶୟନ କରିବ, ପୁଣି, ବୃକ୍ଷର ଶାଖାସବୁ ଗ୍ରାସ କରିବ।
|
10. Yet H3588 the defensed H1219 city H5892 shall be desolate H910 , and the habitation H5116 forsaken H7971 , and left H5800 like a wilderness H4057 : there H8033 shall the calf H5695 feed H7462 , and there H8033 shall he lie down H7257 , and consume H3615 the branches H5585 thereof.
|
11. ତହିଁର ଡାଳସବୁ ଶୁଷ୍କ ହେଲେ ଭଙ୍ଗା ଯିବ; ସ୍ତ୍ରୀମାନେ ଆସି ତହିଁରେ ଅଗ୍ନି ଲଗାଇବେ; କାରଣ ସେହି ଲୋକମାନେ ବୁଦ୍ଧିହୀନ; ଏହେତୁ ଯେ ସେମାନଙ୍କୁ ନିର୍ମାଣ କଲେ, ସେ ସେମାନଙ୍କ ପ୍ରତି ଦୟା କରିବେ ନାହିଁ ଓ ଯେ ସେମାନଙ୍କୁ ଗଢ଼ିଲେ, ସେ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।
|
11. When the boughs H7105 thereof are withered H3001 , they shall be broken off H7665 : the women H802 come H935 , and set them on fire H215 H853 : for H3588 it is a people H5971 of no H3808 understanding H998 : therefore H5921 H3651 he H1931 that made H6213 them will not H3808 have mercy H7355 on them , and he that formed H3335 them will show them no favor H2603 H3808 .
|
12. ସେହି ଦିନ ସଦାପ୍ରଭୁ ପ୍ଲାବିତ ନଦୀ ସୀମା ମିସରର ସ୍ରୋତ ପର୍ଯ୍ୟନ୍ତ ଆପଣା ଫଳ ଝାଡ଼ିବେ, ପୁଣି, ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ଏକ ଏକ ହୋଇ ସଂଗୃହୀତ ହେବ।
|
12. And it shall come to pass H1961 in that H1931 day H3117 , that the LORD H3068 shall beat off H2251 from the channel H4480 H7641 of the river H5104 unto H5704 the stream H5158 of Egypt H4714 , and ye H859 shall be gathered H3950 one H259 by one H259 , O ye children H1121 of Israel H3478 .
|
13. ଆଉ, ସେହି ଦିନରେ ଏକ ବୃହତ ତୂରୀ ବାଜିବ; ପୁଣି, ଅଶୂର ଦେଶରେ ନଷ୍ଟକଳ୍ପ ଓ ମିସର ଦେଶରେ ତାଡ଼ିତ ଲୋକମାନେ ଆସିବେ; ପୁଣି, ସେମାନେ ଯିରୂଶାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ। PE
|
13. And it shall come to pass H1961 in that H1931 day H3117 , that the great H1419 trumpet H7782 shall be blown H8628 , and they shall come H935 which were ready to perish H6 in the land H776 of Assyria H804 , and the outcasts H5080 in the land H776 of Egypt H4714 , and shall worship H7812 the LORD H3068 in the holy H6944 mount H2022 at Jerusalem H3389 .
|