|
|
1. {ପରମେଶ୍ୱର ସର୍ବୋପରିସ୍ଥ ରାଜା} PS ପରମେଶ୍ୱର ପରମେଶ୍ୱରଙ୍କ ମଣ୍ଡଳୀ ମଧ୍ୟରେ ବସଅଛିନ୍ତି; ସେ ଦେବତାମାନଙ୍କ * ଦେବତାମାନଙ୍କ ଦୂତଗଣ କିଅବା ସ୍ବର୍ଗର ଆରାଧକମାନଙ୍କୁ ବିଚାର କରନ୍ତି।
|
1. A Psalm H4210 of Asaph H623 . God H430 standeth H5324 in the congregation H5712 of the mighty H410 ; he judgeth H8199 among H7130 the gods H430 .
|
2. ତୁମ୍ଭେମାନେ କେତେ କାଳ ଅନ୍ୟାୟ ବିଚାର କରିବ ? ଓ ଦୁଷ୍ଟମାନଙ୍କର ମୁଖାପେକ୍ଷା କରିବ ? ସେଲା
|
2. How long H5704 H4970 will ye judge H8199 unjustly H5766 , and accept H5375 the persons H6440 of the wicked H7563 ? Selah H5542 .
|
3. ତୁମ୍ଭେମାନେ ଦରିଦ୍ର ଓ ପିତୃହୀନମାନଙ୍କର ବିଚାର କର; ଦୁଃଖୀ ଓ ଅକିଞ୍ଚନମାନଙ୍କ ପ୍ରତି ନ୍ୟାୟ ବ୍ୟବହାର କର।
|
3. Defend H8199 the poor H1800 and fatherless H3490 : do justice H6663 to the afflicted H6041 and needy H7326 .
|
4. ଦରିଦ୍ର ଓ ଦୀନହୀନମାନଙ୍କୁ ରକ୍ଷା କର; ଦୁଷ୍ଟଗଣର ହସ୍ତରୁ ସେମାନଙ୍କୁ ଉଦ୍ଧାର କର।
|
4. Deliver H6403 the poor H1800 and needy H34 : rid H5337 them out of the hand H4480 H3027 of the wicked H7563 .
|
5. ସେମାନେ ଜାଣନ୍ତି ନାହିଁ କିଅବା ବୁଝନ୍ତି ନାହିଁ; ସେମାନେ ଅନ୍ଧକାରରେ ଏଣେତେଣେ ଭ୍ରମଣ କରନ୍ତି; ପୃଥିବୀର ସକଳ ଭିତ୍ତିମୂଳ ବିଚଳିତ ହୁଏ।
|
5. They know H3045 not H3808 , neither H3808 will they understand H995 ; they walk on H1980 in darkness H2825 : all H3605 the foundations H4146 of the earth H776 are out of course H4131 .
|
6. ମୁଁ କହିଲି, “ତୁମ୍ଭେମାନେ ଈଶ୍ୱରଗଣ ଓ ତୁମ୍ଭେ ସମସ୍ତେ ସର୍ବୋପରିସ୍ଥଙ୍କ ସନ୍ତାନ।
|
6. I H589 have said H559 , Ye are gods H430 ; and all H3605 of you H859 are children H1121 of the most High H5945 .
|
7. ତଥାପି ତୁମ୍ଭେମାନେ ମନୁଷ୍ୟ ପରି ମରିବ ଓ ଜଣେ ଅଧିପତି ତୁଲ୍ୟ ପତିତ ହେବ।”
|
7. But H403 ye shall die H4191 like men H120 , and fall H5307 like one H259 of the princes H8269 .
|
8. ହେ ପରମେଶ୍ୱର, ଉଠ, ପୃଥିବୀର ବିଚାର କର; କାରଣ ତୁମ୍ଭେ ସବୁ ଗୋଷ୍ଠୀମାନଙ୍କୁ ଅଧିକାର କରିବ। PE
|
8. Arise H6965 , O God H430 , judge H8199 the earth H776 : for H3588 thou H859 shalt inherit H5157 all H3605 nations H1471 .
|