Bible Books

:
1

1. {ସ୍ତୁତି ଭଜନ} PS ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର
ଭକ୍ତମାନଙ୍କ ସମାଜରେ ତାହାଙ୍କର ପ୍ରଶଂସା ଗାନ କର।
1. Praise H1984 ye the LORD H3050 . Sing H7891 unto the LORD H3068 a new H2319 song H7892 , and his praise H8416 in the congregation H6951 of saints H2623 .
2. ଇସ୍ରାଏଲ ଆପଣା ନିର୍ମାଣକର୍ତ୍ତାଙ୍କଠାରେ ଆନନ୍ଦ କରୁ;
ସିୟୋନର ସନ୍ତାନଗଣ ଆପଣାମାନଙ୍କ ରାଜାଙ୍କଠାରେ ଉଲ୍ଲସିତ ହେଉନ୍ତୁ।
2. Let Israel H3478 rejoice H8055 in him that made H6213 him : let the children H1121 of Zion H6726 be joyful H1523 in their King H4428 .
3. ସେମାନେ ନୃତ୍ୟ କରି ତାହାଙ୍କ ନାମର ପ୍ରଶଂସା କରନ୍ତୁ;
ସେମାନେ ଦାରା ବୀଣା ବଜାଇ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରନ୍ତୁ।
3. Let them praise H1984 his name H8034 in the dance H4234 : let them sing praises H2167 unto him with the timbrel H8596 and harp H3658 .
4. କାରଣ ସଦାପ୍ରଭୁ ଆପଣା ଲୋକଙ୍କଠାରେ ସନ୍ତୋଷ ପାଆନ୍ତି;
ସେ ନମ୍ର ଲୋକମାନଙ୍କୁ ପରିତ୍ରାଣରେ ସୁଶୋଭିତ କରିବେ।
4. For H3588 the LORD H3068 taketh pleasure H7521 in his people H5971 : he will beautify H6286 the meek H6035 with salvation H3444 .
5. ଭକ୍ତଗଣ ବିଜୟରେ * ବିଜୟରେ ଗୌରବରେ ଉଲ୍ଲସିତ ହେଉନ୍ତୁ;
ସେମାନେ ଆନନ୍ଦ ହେତୁ ଆପଣା ଆପଣା ଶଯ୍ୟାରେ ଗାନ କରନ୍ତୁ।
ସେମାନଙ୍କ କଣ୍ଠରେ ପରମେଶ୍ୱରଙ୍କ ଉଚ୍ଚ ପ୍ରଶଂସା ଥାଉ;
5. Let the saints H2623 be joyful H5937 in glory H3519 : let them sing aloud H7442 upon H5921 their beds H4904 .
6. ପୁଣି, ସେମାନଙ୍କ ହସ୍ତରେ ଦ୍ୱିବିଧ ଖଡ୍ଗ ଥାଉ।
6. Let the high H7318 praises of God H410 be in their mouth H1627 , and a twoedged H6374 sword H2719 in their hand H3027 ;
7. ଗୋଷ୍ଠୀୟମାନଙ୍କୁ ପ୍ରତିଫଳ ଦେବା ପାଇଁ,
ଜନବୃନ୍ଦଙ୍କୁ ଶାସ୍ତି ଦେବା ପାଇଁ,
7. To execute H6213 vengeance H5360 upon the heathen H1471 , and punishments H8433 upon the people H3816 ;
8. ସେମାନଙ୍କ ରାଜାଗଣକୁ ଶିକୁଳିରେ
ସେମାନଙ୍କ ପ୍ରଧାନବର୍ଗକୁ ଲୌହବେଡ଼ିରେ ବାନ୍ଧିବା ପାଇଁ,
8. To bind H631 their kings H4428 with chains H2131 , and their nobles H3513 with fetters H3525 of iron H1270 ;
9. ସେମାନଙ୍କ ପ୍ରତିକୂଳରେ ଲିଖିତ ବିଚାର ନିଷ୍ପନ୍ନ କରିବା ପାଇଁ,
ତାହାଙ୍କ ଭକ୍ତବୃନ୍ଦର ଏହି ମର୍ଯ୍ୟାଦା।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। PE
9. To execute H6213 upon them the judgment H4941 written H3789 : this H1931 honor H1926 have all H3605 his saints H2623 . Praise H1984 ye the LORD H3050 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×