Bible Books

:
1

1. {ସ୍ତୁତିଗାନ} PS ହେ ସକଳ ଦେଶ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ୱନି କର।
1. A Psalm H4210 of praise H8426 . Make a joyful noise H7321 unto the LORD H3068 , all H3605 ye lands H776 .
2. ଆନନ୍ଦରେ ସଦାପ୍ରଭୁଙ୍କର ସେବା କର;
ଗାନ କରି ତାହାଙ୍କ ଛାମୁକୁ ଆସ।
2. Serve H5647 the H853 LORD H3068 with gladness H8057 : come H935 before his presence H6440 with singing H7445 .
3. ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ;
ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି ଆମ୍ଭେମାନେ ତାହାଙ୍କର ଅଟୁ;
ଆମ୍ଭେମାନେ ତାହାଙ୍କର ଲୋକ ତାହାଙ୍କ ଚରାସ୍ଥାନର ମେଷ।
3. Know H3045 ye that H3588 the LORD H3068 he H1931 is God H430 : it is he H1931 that hath made H6213 us , and not H3808 we ourselves H587 ; we are his people H5971 , and the sheep H6629 of his pasture H4830 .
4. ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ
ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର;
ତାହାଙ୍କର ସ୍ତବ କର ତାହାଙ୍କ ନାମର ଗୁଣାନୁବାଦ କର।
4. Enter H935 into his gates H8179 with thanksgiving H8426 , and into his courts H2691 with praise H8416 : be thankful H3034 unto him, and bless H1288 his name H8034 .
5. କାରଣ ସଦାପ୍ରଭୁ ମଙ୍ଗଳମୟ; ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ;
ଆଉ, ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। PE
5. For H3588 the LORD H3068 is good H2896 ; his mercy H2617 is everlasting H5769 ; and his truth H530 endureth to H5704 all generations H1755 H1755 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×