Bible Books

:
1

1. ଏଥିରେ ଆୟୁବ ଉତ୍ତର କରି କହିଲା, “ଆଜି ମଧ୍ୟ ମୋହର ବିଳାପ ବିଦ୍ରୋହଭାବ-ବିଶିଷ୍ଟ;
1. Then Job H347 answered H6030 and said H559 ,
2. ମୋହର ଅଭିଯୋଗ ଅପେକ୍ଷା ମୋହର ପୀଡ଼ା ଭାରୀ।
2. Even H1571 today H3117 is my complaint H7879 bitter H4805 : my stroke H3027 is heavier H3513 than H5921 my groaning H585 .
3. ଆହା, ମୁଁ କେଉଁଠାରେ ତାହାଙ୍କର ଉଦ୍ଦେଶ୍ୟ ପାଇବି, ଯେବେ ଏହା ଜାଣନ୍ତି, ଯେବେ ତାହାଙ୍କ ଆସନ ନିକଟରେ ଉପସ୍ଥିତ ହୋଇ ପାରନ୍ତି !
3. Oh that H4310 H5414 I knew H3045 where I might find H4672 him! that I might come H935 even to H5704 his seat H8499 !
4. ତେବେ ମୁଁ ତାହାଙ୍କ ଛାମୁରେ ଆପଣା ଗୁହାରି ନିବେଦନ କରନ୍ତି ଯୁକ୍ତିରେ ଆପଣା ମୁଖ ପୂର୍ଣ୍ଣ କରନ୍ତି।
4. I would order H6186 my cause H4941 before H6440 him , and fill H4390 my mouth H6310 with arguments H8433 .
5. ସେ ମୋତେ ଯେଉଁ କଥା ଉତ୍ତର ଦିଅନ୍ତେ, ତାହା ଜାଣନ୍ତି ସେ ଯାହା ମୋତେ କହନ୍ତେ, ତାହା ବୁଝନ୍ତି।
5. I would know H3045 the words H4405 which he would answer H6030 me , and understand H995 what H4100 he would say H559 unto me.
6. ସେ କ’ଣ ଆପଣା ମହାପରାକ୍ରମରେ ମୋ’ ସଙ୍ଗେ ବିରୋଧ କରିବେ ? ନା; ମାତ୍ର ସେ ମୋ’ ପ୍ରତି ମନୋଯୋଗ କରିବେ।
6. Will he plead H7378 against H5978 me with his great H7230 power H3581 ? No H3808 ; but H389 he H1931 would put H7760 strength in me.
7. ସେଠାରେ ସରଳ ଲୋକ ତାହାଙ୍କ ସଙ୍ଗେ ଯୁକ୍ତି କରି ପାରିବ, ତହିଁରେ ମୁଁ ଆପଣା ବିଚାରକର୍ତ୍ତାଠାରୁ ଚିରକାଳ ଉଦ୍ଧାର ପାଇବି।
7. There H8033 the righteous H3477 might dispute H3198 with H5973 him ; so should I be delivered H6403 forever H5331 from my judge H4480 H8199 .
8. ଦେଖ, ମୁଁ ପୂର୍ବ ଆଡକୁ ଯାଏ, ମାତ୍ର ସେ ସେଠାରେ ନାହାନ୍ତି ପଶ୍ଚିମ ଆଡକୁ ଯାଏ, ମାତ୍ର ତାହାଙ୍କୁ ଦେଖି ପାରେ ନାହିଁ;
8. Behold H2005 , I go H1980 forward H6924 , but he is not H369 there ; and backward H268 , but I cannot H3808 perceive H995 him:
9. ସେ କାର୍ଯ୍ୟ କଲା ବେଳେ ଉତ୍ତର ଦିଗକୁ ଯାଏ, ମାତ୍ର ତାହାଙ୍କର ଦର୍ଶନ ପାଇ ପାରେ; ସେ ଦକ୍ଷିଣ ଦିଗରେ ଆପଣାକୁ ଗୋପନ କରନ୍ତି, ତେଣୁ ତାହାଙ୍କୁ ଦେଖି ପାରେ।
9. On the left hand H8040 , where he doth work H6213 , but I cannot H3808 behold H2372 him : he hideth H5848 himself on the right hand H3225 , that I cannot H3808 see H7200 him :
10. ମାତ୍ର ମୁଁ ଯେଉଁ ପଥ ଅବଲମ୍ବନ କରେ, ସେ ତାହା ଜାଣନ୍ତି; ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି।
10. But H3588 he knoweth H3045 the way H1870 that I take H5978 : when he hath tried H974 me , I shall come forth H3318 as gold H2091 .
11. ମୋହର ପାଦ ତାହାଙ୍କର ପଦଚିହ୍ନ ଦୃଢ଼ ରୂପେ ଧରିଅଛି; ମୁଁ ତାହାଙ୍କ ପଥ ରକ୍ଷା କରିଅଛି ବିପଥଗାମୀ ହୋଇ ନାହିଁ।
11. My foot H7272 hath held H270 his steps H838 , his way H1870 have I kept H8104 , and not H3808 declined H5186 .
12. ମୁଁ ତାହାଙ୍କ ଓଷ୍ଠାଧର-ନିର୍ଗତ ଆଜ୍ଞାରୁ ବିମୁଖ ହୋଇ ନାହିଁ; ମୁଁ ଆପଣା ଆବଶ୍ୟକ ଆହାର ଅପେକ୍ଷା ଅଧିକ ତାହାଙ୍କ ମୁଖର ବାକ୍ୟ ସଞ୍ଚୟ କରିଅଛି।
12. Neither H3808 have I gone back H4185 from the commandment H4687 of his lips H8193 ; I have esteemed H6845 the words H561 of his mouth H6310 more than my necessary H4480 H2706 food .
13. ମାତ୍ର ସେ ଏକମନା ହୋଇଅଛନ୍ତି, ଆଉ କିଏ ତାହାଙ୍କୁ ଫେରାଇ ପାରିବ ? ପୁଣି, ସେ ଯାହା ଇଚ୍ଛା କରନ୍ତି, ତାହା ହିଁ କରନ୍ତି।
13. But he H1931 is in one H259 mind , and who H4310 can turn H7725 him? and what his soul H5315 desireth H183 , even that he doeth H6213 .
14. କାରଣ ମୋ’ ପାଇଁ ଯାହା ନିରୂପିତ, ତାହା ସେ ସଫଳ କରନ୍ତି ତାହାଙ୍କର ଏହି ପ୍ରକାର ଅନେକ କର୍ମ ଅଛି।
14. For H3588 he performeth H7999 the thing that is appointed H2706 for me : and many H7227 such H2007 things are with H5973 him.
15. ଏନିମନ୍ତେ ମୁଁ ତାହାଙ୍କ ସାକ୍ଷାତରେ ବ୍ୟାକୁଳ ହେଉଅଛି; ମୁଁ ବିବେଚନା କଲେ, ତାହାଙ୍କ ସକାଶେ ଭୀତ ହେଉଅଛି।
15. Therefore H5921 H3651 am I troubled H926 at his presence H4480 H6440 : when I consider H995 , I am afraid H6342 of H4480 him.
16. କାରଣ ପରମେଶ୍ୱର ମୋ’ ହୃଦୟକୁ କ୍ଷୀଣ କରିଅଛନ୍ତି ସର୍ବଶକ୍ତିମାନ ମୋତେ ବ୍ୟାକୁଳ କରିଅଛନ୍ତି;
16. For God H410 maketh my heart soft H7401 H3820 and the Almighty H7706 troubleth H926 me:
17. ଯେଣୁ ମୁଁ ଅନ୍ଧକାର ପୂର୍ବରୁ ଉଚ୍ଛିନ୍ନ ନୋହିଲି, କିଅବା ସେ ମୋ’ ମୁଖରୁ ନିବିଡ଼ ଅନ୍ଧକାର ଆଚ୍ଛନ୍ନ କଲେ ନାହିଁ। PE
17. Because H3588 I was not H3808 cut off H6789 before H4480 H6440 the darkness H2822 , neither hath he covered H3680 the darkness H652 from my face H4480 H6440 .
Copy Rights © 2023: biblelanguage.in; This is the Non-Profitable Bible Word analytical Website, Mainly for the Indian Languages. :: About Us .::. Contact Us
×

Alert

×