|
|
1. {ଏକ ଶାନ୍ତିର ପ୍ରତିଜ୍ଞା} PS ଆହୁରି, ଯିରିମୀୟ, ପ୍ରହରୀ ପ୍ରାଙ୍ଗଣରେ ବନ୍ଦ ଥିବା ବେଳେ ସଦାପ୍ରଭୁଙ୍କର ବାକ୍ୟ ଦ୍ୱିତୀୟ ଥର ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
|
1. Moreover the word H1697 of the LORD H3068 came H1961 unto H413 Jeremiah H3414 the second H8145 time , while he H1931 was yet H5750 shut up H6113 in the court H2691 of the prison H4307 , saying H559 ,
|
2. “ଏହି କାର୍ଯ୍ୟର ସାଧନକର୍ତ୍ତା ସଦାପ୍ରଭୁ, ଯେ ଏହା ସୁସ୍ଥିର କରିବା ନିମନ୍ତେ ନିରୂପଣ କରିଅଛନ୍ତି, ସେହି ସଦାପ୍ରଭୁ ଏହି କଥା କହନ୍ତି; ‘ସଦାପ୍ରଭୁ ତାହାଙ୍କର ନାମ;
|
2. Thus H3541 saith H559 the LORD H3068 the maker H6213 thereof , the LORD H3068 that formed H3335 it , to establish H3559 it ; the LORD H3068 is his name H8034 ;
|
3. ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମ୍ଭକୁ ଉତ୍ତର ଦେବା, ପୁଣି ତୁମ୍ଭର ଅଜ୍ଞାତ ମହତ ଓ ଦୁଷ୍କର ବିଷୟମାନ ତୁମ୍ଭକୁ ଦେଖାଇବା।’ PEPS
|
3. Call H7121 unto H413 me , and I will answer H6030 thee , and show H5046 thee great H1419 and mighty H1219 things , which thou knowest H3045 not H3808 .
|
4. କାରଣ ଏହି ନଗରର ଯେସକଳ ଗୃହ ଓ ଯିହୁଦାର ରାଜାଗଣର ଯେସକଳ ଗୃହ ବନ୍ଧ ଓ ଖଡ୍ଗ ବିରୁଦ୍ଧରେ ଆଶ୍ରୟ ସ୍ୱରୂପ ହେବା ନିମନ୍ତେ ଭଗ୍ନ ହୋଇଅଛି, ସେହି ସକଳର ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି;
|
4. For H3588 thus H3541 saith H559 the LORD H3068 , the God H430 of Israel H3478 , concerning H5921 the houses H1004 of this H2063 city H5892 , and concerning H5921 the houses H1004 of the kings H4428 of Judah H3063 , which are thrown down H5422 by H413 the mounts H5550 , and by H413 the sword H2719 ;
|
5. ‘ଲୋକମାନେ କଲ୍ଦୀୟମାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଆସନ୍ତି, ମାତ୍ର ଯେଉଁମାନଙ୍କୁ ଆମ୍ଭେ ଆପଣା କ୍ରୋଧରେ ଓ ପ୍ରଚଣ୍ଡ କୋପରେ ବଧ କରିଅଛୁ ଓ ଯେଉଁମାନଙ୍କ ସକଳ ଦୁଷ୍ଟତା ସକାଶୁ ଆମ୍ଭେ ଏହି ନଗରଠାରୁ ଆପଣା ମୁଖ ଲୁଚାଇଅଛୁ, ସେହି ଲୋକମାନଙ୍କ ଶବରେ ସେସବୁ ଗୃହ ପରିପୂର୍ଣ୍ଣ ହେବ। PEPS
|
5. They come H935 to fight H3898 with H854 the Chaldeans H3778 , but it is to fill H4390 them with H854 the dead bodies H6297 of men H120 , whom H834 I have slain H5221 in mine anger H639 and in my fury H2534 , and for H5921 all H3605 whose H834 wickedness H7451 I have hid H5641 my face H6440 from this H2063 city H4480 H5892 .
|
6. ଦେଖ, ଆମ୍ଭେ ଏହି ନଗର ପ୍ରତି ସ୍ୱାସ୍ଥ୍ୟ ଆଉ ଆରୋଗ୍ୟ ଆଣିବା, ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିବା; ପୁଣି, ଆମ୍ଭେ ସେମାନଙ୍କ ପ୍ରତି ପ୍ରଚୁର ଶାନ୍ତି ଓ ସତ୍ୟତା ପ୍ରକାଶ କରିବା।
|
6. Behold H2009 , I will bring H4608 it health H724 and cure H4832 , and I will cure H7495 them , and will reveal H1540 unto them the abundance H6283 of peace H7965 and truth H571 .
|
7. ଆଉ, ଆମ୍ଭେ ଯିହୁଦାର ବନ୍ଦୀତ୍ୱାବସ୍ଥା ଓ ଇସ୍ରାଏଲର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ପୁଣି ଆଦ୍ୟ କାଳର ନ୍ୟାୟ ସେମାନଙ୍କୁ ଗଠନ କରିବା। PEPS
|
7. And I will cause H853 the captivity H7622 of Judah H3063 and the captivity H7622 of Israel H3478 to return H7725 , and will build H1129 them , as at the first H7223 .
|
8. ପୁଣି, ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି; ସେସବୁରୁ ଆମ୍ଭେ ସେମାନଙ୍କୁ ଶୁଚି କରିବା ଓ ସେମାନେ ଆପଣାମାନଙ୍କର ଯେଉଁ ଅଧର୍ମାଚରଣ ଦ୍ୱାରା ଆମ୍ଭ ବିରୁଦ୍ଧରେ ପାପ କରିଅଛନ୍ତି ଓ ଯଦ୍ଦ୍ୱାରା ସେମାନେ ଆମ୍ଭର ଆଜ୍ଞା-ଲଙ୍ଘନ କରିଅଛନ୍ତି, ଆମ୍ଭେ ସେସବୁ କ୍ଷମା କରିବା।
|
8. And I will cleanse H2891 them from all H4480 H3605 their iniquity H5771 , whereby H834 they have sinned H2398 against me ; and I will pardon H5545 all H3605 their iniquities H5771 , whereby H834 they have sinned H2398 , and whereby H834 they have transgressed H6586 against me.
|
9. ପୁଣି, ଆମ୍ଭେ ସେମାନଙ୍କ ପ୍ରତି ଯେସକଳ ମଙ୍ଗଳ କରିବା, ତାହା ପୃଥିବୀସ୍ଥ ସକଳ ଗୋଷ୍ଠୀ ଶ୍ରବଣ କରିବେ, ସେମାନଙ୍କ ସମ୍ମୁଖରେ ଏହି ନଗର ଆମ୍ଭ ପକ୍ଷରେ ଆନନ୍ଦଜନକ କୀର୍ତ୍ତି, ପ୍ରଶଂସା ଓ ଗୌରବ ସ୍ୱରୂପ ହେବ, ଆଉ ଆମ୍ଭେ ତାହା ପାଇଁ ଯେସବୁ ମଙ୍ଗଳ ଓ ଶାନ୍ତି ଆୟୋଜନ କରିବା, ତହିଁ ସକାଶୁ ସେମାନେ ଭୀତ ଓ କମ୍ପିତ ହେବେ।’ ” PEPS
|
9. And it shall be H1961 to me a name H8034 of joy H8342 , a praise H8416 and an honor H8597 before all H3605 the nations H1471 of the earth H776 , which H834 shall hear H8085 H853 all H3605 the good H2896 that H834 I H595 do unto H6213 them : and they shall fear H6342 and tremble H7264 for H5921 all H3605 the goodness H2896 and for H5921 all H3605 the prosperity H7965 that H834 I H595 procure H6213 unto it.
|
10. ସଦାପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଏହି ଯେଉଁ ସ୍ଥାନକୁ ‘ଧ୍ୱଂସିତ, ନରଶୂନ୍ୟ ଓ ପଶୁଶୂନ୍ୟ,’ ବୋଲି କହୁଅଛ, ସେଠାରେ, ଅର୍ଥାତ୍, ଧ୍ୱଂସିତ, ନରଶୂନ୍ୟ, ନିବାସୀ ବିହୀନ ଓ ପଶୁଶୂନ୍ୟ ଯିହୁଦାର ନଗରସମୂହରେ ଓ ଯିରୂଶାଲମର ସକଳ ସଡ଼କରେ
|
10. Thus H3541 saith H559 the LORD H3068 ; Again H5750 there shall be heard H8085 in this H2088 place H4725 , which H834 ye H859 say H559 shall be desolate H2720 without H4480 H369 man H120 and without H4480 H369 beast H929 , even in the cities H5892 of Judah H3063 , and in the streets H2351 of Jerusalem H3389 , that are desolate H8074 , without H4480 H369 man H120 , and without H4480 H369 inhabitant H3427 , and without H4480 H369 beast H929 ,
|
11. ଆନନ୍ଦଧ୍ୱନି, ହର୍ଷନାଦ, ବରର ରବ ଓ କନ୍ୟାର ରବ,ପୁଣି ‘ସୈନ୍ୟାଧିପତି ସଦାପ୍ରଭୁଙ୍କର ଧନ୍ୟବାଦ କର, କାରଣ ସଦାପ୍ରଭୁ ମଙ୍ଗଳମୟ ଓ ତାହାଙ୍କର କରୁଣା ସଦାକାଳସ୍ଥାୟୀ’ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର ରବ ଓ ସଦାପ୍ରଭୁଙ୍କ ଗୃହକୁ ଧନ୍ୟବାଦରୂପ ବଳି ଆଣିବା ଲୋକମାନଙ୍କର ରବ ପୁନର୍ବାର ଶୁଣାଯିବ। କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ପୂର୍ବ କାଳର ନ୍ୟାୟ ଦେଶର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା।’ ” PEPS
|
11. The voice H6963 of joy H8342 , and the voice H6963 of gladness H8057 , the voice H6963 of the bridegroom H2860 , and the voice H6963 of the bride H3618 , the voice H6963 of them that shall say H559 , Praise H3034 H853 the LORD H3068 of hosts H6635 : for H3588 the LORD H3068 is good H2896 ; for H3588 his mercy H2617 endureth forever H5769 : and of them that shall bring H935 the sacrifice of praise H8426 into the house H1004 of the LORD H3068 . For H3588 I will cause to return H7725 H853 the captivity H7622 of the land H776 , as at the first H7223 , saith H559 the LORD H3068 .
|
12. ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି; “ଏହି ନରଶୂନ୍ୟ ଓ ପଶୁଶୂନ୍ୟ ଧ୍ୱଂସସ୍ଥାନରେ ଓ ତହିଁର ସକଳ ନଗରରେ, ପୁନର୍ବାର ପଶୁପାଳକମାନଙ୍କର ବସତି ସ୍ଥାନ ହେବ, ସେମାନେ ସେସ୍ଥାନରେ ଆପଣା ଆପଣା ପଲମାନଙ୍କୁ ବିଶ୍ରାମ କରାଇବେ।”
|
12. Thus H3541 saith H559 the LORD H3068 of hosts H6635 ; Again H5750 in this H2088 place H4725 , which is desolate H2720 without H4480 H369 man H120 and without H5704 beast H929 , and in all H3605 the cities H5892 thereof , shall be H1961 a habitation H5116 of shepherds H7462 causing their flocks H6629 to lie down H7257 .
|
13. ସଦାପ୍ରଭୁ କହନ୍ତି, “ପାର୍ବତୀୟ ଦେଶର ନଗରସମୂହରେ, ନିମ୍ନ ଭୂମିର ନଗରମାନରେ ଓ ଦକ୍ଷିଣ ଦିଗସ୍ଥ ସକଳ ନଗରରେ ଓ ବିନ୍ୟାମୀନ୍ ଦେଶରେ ଓ ଯିରୂଶାଲମର ଚତୁର୍ଦ୍ଦିଗସ୍ଥ ଅଞ୍ଚଳରେ ଓ ଯିହୁଦାର ନଗରମାନରେ, ମେଷଗଣନାକାରୀ ଲୋକର ହସ୍ତାଧୀନରେ ମେଷପଲ ପୁନର୍ବାର ଗତାୟାତ କରିବେ।” PS
|
13. In the cities H5892 of the mountains H2022 , in the cities H5892 of the vale H8219 , and in the cities H5892 of the south H5045 , and in the land H776 of Benjamin H1144 , and in the places about H5439 Jerusalem H3389 , and in the cities H5892 of Judah H3063 , shall the flocks H6629 pass H5674 again H5750 under H5921 the hands H3027 of him that telleth H4487 them , saith H559 the LORD H3068 .
|
14. {ଦାଉଦଙ୍କ ସହ ଅନନ୍ତକାଳୀନ ନିୟମ} PS ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସମ୍ବନ୍ଧରେ ଯେଉଁ ମଙ୍ଗଳ ବାକ୍ୟ କହିଅଛୁ, ଆମ୍ଭର ତାହା ସଫଳ କରିବାର ସମୟ ଆସୁଅଛି।
|
14. Behold H2009 , the days H3117 come H935 , saith H5002 the LORD H3068 , that I will perform H6965 H853 that good H2896 thing H1697 which H834 I have promised H1696 unto H413 the house H1004 of Israel H3478 and to H5704 the house H1004 of Judah H3063 .
|
15. ସେସକଳ ଦିନରେ ଓ ସେହି ସମୟରେ ଆମ୍ଭେ ଦାଉଦ ବଂଶରେ ଧର୍ମରୂପ ଏକ ଶାଖା ଉତ୍ପନ୍ନ କରାଇବା; ପୁଣି, ସେ ଦେଶରେ ନ୍ୟାୟ ବିଚାର ଓ ଧର୍ମ ପ୍ରଚଳିତ କରିବେ।
|
15. In those H1992 days H3117 , and at that H1931 time H6256 , will I cause the Branch H6780 of righteousness H6666 to grow up H6779 unto David H1732 ; and he shall execute H6213 judgment H4941 and righteousness H6666 in the land H776 .
|
16. ସେହି ସକଳ ଦିନରେ ଯିହୁଦା ପରିତ୍ରାଣ ପାଇବ ଓ ଯିରୂଶାଲମ ନିରାପଦରେ ବାସ କରିବ, ଆଉ ‘ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ,’ ଏହି ନାମରେ ସେ ବିଖ୍ୟାତ ହେବେ।” PEPS
|
16. In those H1992 days H3117 shall Judah H3063 be saved H3467 , and Jerusalem H3389 shall dwell H7931 safely H983 : and this H2088 is the name wherewith H834 she shall be called H7121 , The LORD H3068 our righteousness H6664 .
|
17. କାରଣ ସଦାପ୍ରଭୁ ଏହି କଥା କହନ୍ତି: “ଇସ୍ରାଏଲ ବଂଶୀୟ ସିଂହାସନରେ ଉପବିଷ୍ଟ ହେବା ପାଇଁ ଦାଉଦ ସମ୍ପର୍କୀୟ ପୁରୁଷର ଅଭାବ କଦାପି ହେବ ନାହିଁ,
|
17. For H3588 thus H3541 saith H559 the LORD H3068 ; David H1732 shall never H3808 want H3772 a man H376 to sit H3427 upon H5921 the throne H3678 of the house H1004 of Israel H3478 ;
|
18. କିଅବା ଆମ୍ଭ ସମ୍ମୁଖରେ ହୋମ ଉତ୍ସର୍ଗ, ଭକ୍ଷ୍ୟ ନୈବେଦ୍ୟ ଦାହ ଓ ନିତ୍ୟ ବଳିଦାନ କରିବା ପାଇଁ ଲେବୀୟ ଯାଜକମାନଙ୍କ ସମ୍ପର୍କୀୟ ଲୋକର ଅଭାବ ହେବ ନାହିଁ।” PEPS
|
18. Neither H3808 shall the priests H3548 the Levites H3881 want H3772 a man H376 before H4480 H6440 me to offer H5927 burnt offerings H5930 , and to kindle H6999 meat offerings H4503 , and to do H6213 sacrifice H2077 continually H3605 H3117 .
|
19. ଏଥିଉତ୍ତାରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
|
19. And the word H1697 of the LORD H3068 came H1961 unto H413 Jeremiah H3414 , saying H559 ,
|
20. “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଯଦି ଦିବସ ସମ୍ବନ୍ଧୀୟ ଆମ୍ଭର ନିୟମ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ଏରୂପ ଭଗ୍ନ କରିପାର ଯେ, ଯଥା ସମୟରେ ଦିବସ କି ରାତ୍ରି ନ ହୁଏ;
|
20. Thus H3541 saith H559 the LORD H3068 ; If H518 ye can break H6565 H853 my covenant H1285 of the day H3117 , and my covenant H1285 of the night H3915 , and that there should not H1115 be H1961 day H3119 and night H3915 in their season H6256 ;
|
21. ତେବେ ଆମ୍ଭ ଦାସ ଦାଉଦର ସିଂହାସନରେ ବସି ରାଜ୍ୟ କରିବା ପାଇଁ ତାହାର ସନ୍ତାନର ଅଭାବ ହେବ ନାହିଁ ବୋଲି ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଅଛି, ତାହା ମଧ୍ୟ ଭଗ୍ନ କରାଯାଇ ପାରିବ; ଆଉ, ଆମ୍ଭର ପରିଚାରକ ଲେବୀୟ ଯାଜକମାନଙ୍କ ସହିତ ଆମ୍ଭର ନିୟମ ମଧ୍ୟ ଭଗ୍ନ କରାଯାଇ ପାରିବ।
|
21. Then may also H1571 my covenant H1285 be broken H6565 with H854 David H1732 my servant H5650 , that he should not have H4480 H1961 a son H1121 to reign H4427 upon H5921 his throne H3678 ; and with H854 the Levites H3881 the priests H3548 , my ministers H8334 .
|
22. ଆକାଶମଣ୍ଡଳସ୍ଥ ସୈନ୍ୟଗଣର ସଂଖ୍ୟା ଯେପରି ଗଣାଯାଇ ନ ପାରେ, କିଅବା ସମୁଦ୍ରର ବାଲି ଯେପରି ମପାଯାଇ ନ ପାରେ, ସେପରି ଆମ୍ଭେ ଆପଣାର ଦାସ ଦାଉଦର ବଂଶକୁ ଓ ଆମ୍ଭର ପରିଚର୍ଯ୍ୟାକାରୀ ଲେବୀୟମାନଙ୍କୁ ବୃଦ୍ଧି କରିବା।’ ” PEPS
|
22. As H834 the host H6635 of heaven H8064 cannot H3808 be numbered H5608 , neither H3808 the sand H2344 of the sea H3220 measured H4058 : so H3651 will I multiply H7235 H853 the seed H2233 of David H1732 my servant H5650 , and the Levites H3881 that minister unto H8334 me.
|
23. ଆଉ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
|
23. Moreover the word H1697 of the LORD H3068 came H1961 to H413 Jeremiah H3414 , saying H559 ,
|
24. “ଏହି ଲୋକମାନେ ଯାହା କହିଅଛନ୍ତି, ତାହା କି ତୁମ୍ଭେ ବିବେଚନା କରୁ ନାହଁ ? ସେମାନେ କହିଅଛନ୍ତି, ‘ସଦାପ୍ରଭୁ ଆପଣାର ମନୋନୀତ ଦୁଇ ଗୋଷ୍ଠୀଙ୍କୁ ଅଗ୍ରାହ୍ୟ କରିଅଛନ୍ତି।’ ଏହିରୂପେ ସେମାନେ ଆମ୍ଭ ଲୋକମାନଙ୍କୁ ତୁଚ୍ଛ ଜ୍ଞାନ କରନ୍ତି, ସେମାନଙ୍କ ସାକ୍ଷାତରେ ସେମାନେ ଏକ ଗୋଷ୍ଠୀ ହୋଇ ଯେପରି ଆଉ ରହିବେ ନାହିଁ।” PEPS
|
24. Considerest H7200 thou not H3808 what H4100 this H2088 people H5971 have spoken H1696 , saying H559 , The two H8147 families H4940 which H834 the LORD H3068 hath chosen H977 , he hath even cast them off H3988 ? thus they have despised H5006 my people H5971 , that they should be no H4480 H1961 more H5750 a nation H1471 before H6440 them.
|
25. ସଦାପ୍ରଭୁ ଏହି କଥା କହନ୍ତି, “ଯେବେ ଦିବସ ଓ ରାତ୍ରି ସମ୍ବନ୍ଧୀୟ ଆମ୍ଭର ନିୟମ ସ୍ଥିର ନ ରହେ, ଆମ୍ଭେ ଯଦି ଆକାଶର ଓ ପୃଥିବୀର ବିଧିସକଳ ନିରୂପଣ କରି ନ ଥାଉ,
|
25. Thus H3541 saith H559 the LORD H3068 ; If H518 my covenant H1285 be not H3808 with day H3119 and night H3915 , and if I have not H3808 appointed H7760 the ordinances H2708 of heaven H8064 and earth H776 ;
|
26. ତାହାହେଲେ ଆମ୍ଭେ ଯାକୁବର ଓ ଆମ୍ଭ ଦାସ ଦାଉଦର ବଂଶକୁ ଅଗ୍ରାହ୍ୟ କରି ଅବ୍ରହାମର, ଇସ୍ହାକର ଓ ଯାକୁବର ବଂଶ ଉପରେ ଶାସନକର୍ତ୍ତା କରିବା ପାଇଁ ତାହାର ବଂଶରୁ ଲୋକ ଗ୍ରହଣ କରିବା ନାହିଁ। ଆମ୍ଭେ ସେମାନଙ୍କୁ ବନ୍ଦୀତ୍ୱାବସ୍ଥାରୁ ଫେରାଇ ଆଣିବା ଓ ସେମାନଙ୍କ ପ୍ରତି ଦୟା କରିବା।” PE
|
26. Then H1571 will I cast away H3988 the seed H2233 of Jacob H3290 , and David H1732 my servant H5650 , so that I will not take H4480 H3947 any of his seed H4480 H2233 to be rulers H4910 over H413 the seed H2233 of Abraham H85 , Isaac H3446 , and Jacob H3290 : for H3588 I will cause H853 their captivity H7622 to return H7725 , and have mercy H7355 on them.
|