|
|
1. {ଜନ୍ମାନ୍ଧକୁ ଦୃଷ୍ଟି ପ୍ରଦାନ} PS ସେ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ ।
|
1. And G2532 as Jesus passed by G3855 , he saw G1492 a man G444 which was blind G5185 from G1537 his birth G1079 .
|
2. ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା ? ନିଜେ ନା ଏହାର ପିତାମାତା ?
|
2. And G2532 his G846 disciples G3101 asked G2065 him G846 , saying G3004 , Master G4461 , who G5101 did sin G264 , this man G3778 , or G2228 his G846 parents G1118 , that G2443 he was born G1080 blind G5185
|
3. ଯୀଶୁ ଉତ୍ତର ଦେଲେ, ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ୱରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି ।
|
3. Jesus G2424 answered G611 , Neither G3777 hath this man G3778 sinned G264 , nor G3777 his G846 parents G1118 : but G235 that G2443 the G3588 works G2041 of God G2316 should be made manifest G5319 in G1722 him G846 .
|
4. ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରି ପାରେ ନାହିଁ, ଏପରି ରାତ୍ରି ଆସୁଅଛି ।
|
4. I G1691 must G1163 work G2038 the G3588 works G2041 of him that sent G3992 me G3165 , while G2193 it is G2076 day G2250 : the night G3571 cometh G2064 , when G3753 no man G3762 can G1410 work G2038 .
|
5. ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ ।
|
5. As long as G3752 I am G5600 in G1722 the G3588 world G2889 , I am G1510 the light G5457 of the G3588 world G2889 .
|
6. ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, ଯାଅ,
|
6. When he had thus G5023 spoken G2036 , he spat G4429 on the ground G5476 , and G2532 made G4160 clay G4081 of G1537 the G3588 spittle G4427 , and G2532 he anointed G2025 the G3588 eyes G3788 of the G3588 blind man G5185 with the G3588 clay G4081 ,
|
7. ଶିଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) ପୋଖରୀରେ ଧୋଇ ହୁଅ । ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା ।
|
7. And G2532 said G2036 unto him G846 , Go G5217 , wash G3538 in G1519 the G3588 pool G2861 of Siloam G4611 , ( which G3739 is by interpretation G2059 , Sent G649 .) He went his way G565 therefore G3767 , and G2532 washed G3538 , and G2532 came G2064 seeing G991 .
|
8. ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କ'ଣ ସେହି ନୁହେଁ ?
|
8. The G3588 neighbors G1069 therefore G3767 , and G2532 they which before G4386 had seen G2334 him G846 that G3754 he was G2258 blind G5185 , said G3004 , Is G2076 not G3756 this G3778 he that sat G2521 and G2532 begged G4319 ?
|
9. କେହି କେହି କହିଲେ, ଏ ସେ; ଆଉ କେହି କେହି କହିଲେ, ନା, ଏ ତାହା ପରି । ସେ କହିଲା, ମୁଁ ସେହି ।
|
9. Some G243 said G3004 , This G3778 is G2076 he G1161 : others G243 said, He is G2076 like G3664 him G846 : but he G1565 said G3004 , I G1473 am G1510 he.
|
10. ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା ?
|
10. Therefore G3767 said G3004 they unto him G846 , How G4459 were thine G4675 eyes G3788 opened G455 ?
|
11. ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶିଲୋହକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି ।
|
11. He G1565 answered G611 and G2532 said G2036 , A man G444 that is called G3004 Jesus G2424 made G4160 clay G4081 , and G2532 anointed G2025 mine G3450 eyes G3788 , and G2532 said G2036 unto me G3427 , Go G5217 to G1519 the G3588 pool G2861 of Siloam G4611 , and G2532 wash G3538 : and G1161 I went G565 and G2532 washed G3538 , and G2532 I received sight G308 .
|
12. ସେମାନେ ତାହାକୁ ପଚାରିଲେ, ସେ କାହିଁ ? ସେ କହିଲା, ମୁଁ ଜାଣେ ନାହିଁ ।
|
12. Then G3767 said G2036 they unto him G846 , Where G4226 is G2076 he G1565 ? He said G3004 , I know G1492 not G3756 .
|
13. ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ ।
|
13. They brought G71 to G4314 the G3588 Pharisees G5330 him G846 that aforetime G4218 was blind G5185 .
|
14. ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର ।
|
14. And G1161 it was G2258 the sabbath day G4521 when G3753 Jesus G2424 made G4160 the G3588 clay G4081 , and G2532 opened G455 his G846 eyes G3788 .
|
15. ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ । ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି ।
|
15. Then G3767 again G3825 the G3588 Pharisees G5330 also G2532 asked G2065 him G846 how G4459 he had received his sight G308 G1161 . He G3588 said G2036 unto them G846 , He put G2007 clay G4081 upon G1909 mine G3450 eyes G3788 , and G2532 I washed G3538 , and G2532 do see G991 .
|
16. ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ । ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟ କର୍ମସବୁ କରି ପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ।
|
16. Therefore G3767 said G3004 some G5100 of G1537 the G3588 Pharisees G5330 , This G3778 man G444 is G2076 not G3756 of G3844 God G2316 , because G3754 he keepeth G5083 not G3756 the G3588 sabbath day G4521 . Others G243 said G3004 , How G4459 can G1410 a man G444 that is a sinner G268 do G4160 such G5108 miracles G4592 ? And G2532 there was G2258 a division G4978 among G1722 them G846 .
|
17. ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତା' ବିଷୟରେ କ'ଣ କହୁଛୁ ? ସେ କହିଲା, ସେ ଜଣେ ଭାବବାଦୀ ।
|
17. They say G3004 unto the G3588 blind man G5185 again G3825 , What G5101 sayest G3004 thou G4771 of G4012 him G846 , that G3754 he hath opened G455 thine G4675 eyes G3788 G1161 ? He G3588 said G2036 , He is G2076 a prophet G4396 .
|
18. ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୂଦୀମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ ।
|
18. But G3767 the G3588 Jews G2453 did not G3756 believe G4100 concerning G4012 him G846 , that G3754 he had been G2258 blind G5185 , and G2532 received his sight G308 , until G2193 G3755 they called G5455 the G3588 parents G1118 of him G846 that had received his sight G308 .
|
19. ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କ'ଣ ତୁମ୍ଭମାନଙ୍କର ସେହି ପୁଅ ? ତାହାହେଲେ ସେ କିପରି ଏବେ ଦେଖୁଅଛି ?
|
19. And G2532 they asked G2065 them G846 , saying G3004 , Is G2076 this G3778 your G5216 son G5207 , who G3739 ye G5210 say G3004 was G3754 born G1080 blind G5185 ? how G4459 then G3767 doth he now G737 see G991 ?
|
20. ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ;
|
20. His G846 parents G1118 answered G611 them G846 and G2532 said G2036 , We know G1492 that G3754 this G3778 is G2076 our G2257 son G5207 , and G2532 that G3754 he was born G1080 blind G5185 :
|
21. କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହିଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ ।
|
21. But G1161 by what means G4459 he now G3568 seeth G991 , we know G1492 not G3756 ; or G2228 who G5101 hath opened G455 his G846 eyes G3788 , we G2249 know G1492 not G3756 : he G846 is of age G2192 G2244 ; ask G2065 him G846 : he G846 shall speak G2980 for G4012 himself G848 .
|
22. ତାହାର ପିତାମାତା ଯିହୂଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୂଦୀମାନେ ଏକମତ ହୋଇଥିଲେ ।
|
22. These G5023 words spake G2036 his G846 parents G1118 , because G3754 they feared G5399 the G3588 Jews G2453 : for G1063 the G3588 Jews G2453 had agreed G4934 already G2235 , that G2443 if G1437 any man G5100 did confess G3670 that he G846 was Christ G5547 , he should be G1096 put out of the synagogue G656 .
|
23. ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ ।
|
23. Therefore G1223 G5124 said G2036 his G846 parents G1118 , He is of age G2192 G2244 ; ask G2065 him G846 .
|
24. ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ୱରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ ।
|
24. Then G3767 again G1537 G1208 called G5455 they the G3588 man G444 that G3739 was G2258 blind G5185 , and G2532 said G2036 unto him G846 , Give G1325 God G2316 the praise G1391 : we G2249 know G1492 that G3754 this G3778 man G444 is G2076 a sinner G268 .
|
25. ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି ।
|
25. He G1565 answered G611 G3767 and G2532 said G2036 , Whether G1487 he be G2076 a sinner G268 or no, I know G1492 not G3756 : one thing G1520 I know G1492 , that G3754 , whereas I was G5607 blind G5185 , now G737 I see G991 .
|
26. ତେଣୁ ସେମାନେ ତାକୁ କହିଲେ, ସେ ତୋତେ କ'ଣ କଲା ? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା ?
|
26. Then G1161 said G2036 they to him G846 again G3825 , What G5101 did G4160 he to thee G4671 ? how G4459 opened G455 he thine G4675 eyes G3788 ?
|
27. ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି ? ଆପଣମାନେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି ?
|
27. He answered G611 them G846 , I have told G2036 you G5213 already G2235 , and G2532 ye did not G3756 hear G191 : wherefore G5101 would G2309 ye hear G191 it again G3825 ? will G2309 G3361 ye G5210 also G2532 be G1096 his G846 disciples G3101 ?
|
28. ସେଥିରେ ସେମାନେ ତାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ ।
|
28. Then G3767 they reviled G3058 him G846 , and G2532 said G2036 , Thou G4771 art G1488 his G1565 disciple G3101 ; but G1161 we G2249 are G2070 Moses G3475 ' disciples G3101 .
|
29. ଆମ୍ଭେମାନେ ଜାଣୁ ଯେ, ଈଶ୍ୱର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ ।
|
29. We G2249 know G1492 that G3754 God G2316 spake G2980 unto Moses G3475 : as for G1161 this G5126 fellow, we know G1492 not G3756 from whence G4159 he is G2076 .
|
30. ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା ।
|
30. The G3588 man G444 answered G611 and G2532 said G2036 unto them G846 , Why G1063 herein G1722 G5129 is G2076 a marvelous thing G2298 , that G3754 ye G5210 know G1492 not G3756 from whence G4159 he is G2076 , and G2532 yet he hath opened G455 mine G3450 eyes G3788 .
|
31. ଈଶ୍ୱର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ୱରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତା'ର କଥା ଶୁଣନ୍ତି ।
|
31. Now G1161 we know G1492 that G3754 God G2316 heareth G191 not G3756 sinners G268 : but G235 if G1437 any man G5100 be G5600 a worshiper of God G2318 , and G2532 doeth G4160 his G846 will G2307 , him G5127 he heareth G191 .
|
32. କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା ।
|
32. Since the world began G1537 G165 was it not G3756 heard G191 that G3754 any man G5100 opened G455 the eyes G3788 of one that was born G1080 blind G5185 .
|
33. ଏ ଈଶ୍ୱରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ ।
|
33. If G1508 this man G3778 were G2258 not G3756 of G3844 God G2316 , he could G1410 do G4160 nothing G3762 .
|
34. ସେମାନେ ତାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ ? ସେଥିରେ ସେମାନେ ତାକୁ ବାହାର କରିଦେଲେ ।
|
34. They answered G611 and G2532 said G2036 unto him G846 , Thou G4771 wast altogether G3650 born G1080 in G1722 sins G266 , and G2532 dost thou G4771 teach G1321 us G2248 ? And G2532 they cast G1544 him G846 out G1854 .
|
35. ସେମାନେ ଯେ ତାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତା'ର ଦେଖା ପାଇ କହିଲେ, ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ ?
|
35. Jesus G2424 heard G191 that G3754 they had cast G1544 him G846 out G1854 ; and G2532 when he had found G2147 him G846 , he said G2036 unto him G846 , Dost thou G4771 believe G4100 on G1519 the G3588 Son G5207 of God G2316 ?
|
36. ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି ?
|
36. He G1565 answered G611 and G2532 said G2036 , Who G5101 is G2076 he, Lord G2962 , that G2443 I might believe G4100 on G1519 him G846 ?
|
37. ଯୀଶୁ ତାକୁ କହିଲେ, ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି ।
|
37. And G1161 Jesus G2424 said G2036 unto him G846 , Thou hast both G2532 seen G3708 him G846 , and G2532 it is G2076 he G1565 that talketh G2980 with G3326 thee G4675 .
|
38. ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା ।
|
38. And G1161 he G3588 said G5346 , Lord G2962 , I believe G4100 . And G2532 he worshiped G4352 him G846 .
|
39. ପୁଣି, ଯୀଶୁ କହିଲେ, ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି ।
|
39. And G2532 Jesus G2424 said G2036 , For G1519 judgment G2917 I G1473 am come G2064 into G1519 this G5126 world G2889 , that G2443 they which see G991 not G3361 might see G991 ; and G2532 that they which see G991 might be made G1096 blind G5185 .
|
40. ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କ'ଣ ଅନ୍ଧ ?
|
40. And G2532 some of G1537 the G3588 Pharisees G5330 which were G5607 with G3326 him G846 heard G191 these words G5023 and G2532 said G2036 unto him G846 , Are G2070 we G2249 G3361 blind G5185 also G2532 ?
|
41. ଯୀଶୁ ସେମାନଙ୍କୁ କହିଲେ, ଯଦି ଅନ୍ଧ ହୋଇଥା'ନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ । PE
|
41. Jesus G2424 said G2036 unto them G846 , If G1487 ye were G2258 blind G5185 , ye should have G2192 G302 no G3756 sin G266 : but G1161 now G3568 ye say G3004 , We see G991 ; therefore G3767 your G5216 sin G266 remaineth G3306 .
|