|
|
1. {ସଦାପ୍ରଭୁଙ୍କ ଦାସ} PS ହେ ଦ୍ୱୀପସମୂହ, ମୋ’ କଥା ଶୁଣ; ହେ ଦୂରସ୍ଥ ଗୋଷ୍ଠୀସମୂହ, ମନୋଯୋଗ କର; ମୁଁ ଗର୍ଭସ୍ଥ ହେବା ସମୟଠାରୁ ସଦାପ୍ରଭୁ ମୋତେ ଆହ୍ୱାନ କରିଅଛନ୍ତି; ମୁଁ ମାତାଙ୍କ ଉଦରରୁ ଭୂମିଷ୍ଠ ହେବା ସମୟଠାରୁ ସେ ମୋହର ନାମ ଉଲ୍ଲେଖ କରିଅଛନ୍ତି;
|
1. Listen H8085 , O isles H339 , unto H413 me ; and hearken H7181 , ye people H3816 , from far H4480 H7350 ; The LORD H3068 hath called H7121 me from the womb H4480 H990 ; from the bowels H4480 H4578 of my mother H517 hath he made mention H2142 of my name H8034 .
|
2. ପୁଣି, ସେ ମୋର ମୁଖ ତୀକ୍ଷ୍ଣ ଖଡ୍ଗ ସ୍ୱରୂପ କରିଅଛନ୍ତି, ଆପଣା ହସ୍ତର ଛାୟାରେ ସେ ମୋତେ ଲୁଚାଇଅଛନ୍ତି ଓ ସେ ମୋତେ ଶାଣିତ ତୀର ସ୍ୱରୂପ କରି ଆପଣା ତୂଣରେ ଘୋଡ଼ାଇ ରଖିଅଛନ୍ତି;
|
2. And he hath made H7760 my mouth H6310 like a sharp H2299 sword H2719 ; in the shadow H6738 of his hand H3027 hath he hid H2244 me , and made H7760 me a polished H1305 shaft H2671 ; in his quiver H827 hath he hid H5641 me;
|
3. ପୁଣି, ସେ ମୋତେ କହିଲେ, “ତୁମ୍ଭେ ଆମ୍ଭର ଦାସ; ତୁମ୍ଭେ ଇସ୍ରାଏଲ, ତୁମ୍ଭ ଦ୍ୱାରା ଆମ୍ଭେ ମହିମାନ୍ୱିତ ହେବା।”
|
3. And said H559 unto me, Thou H859 art my servant H5650 , O Israel H3478 , in whom H834 I will be glorified H6286 .
|
4. ମାତ୍ର ମୁଁ କହିଲି, ମୁଁ ବ୍ୟର୍ଥରେ ପରିଶ୍ରମ କରିଅଛି, ମୁଁ ନିରର୍ଥକ ଓ ଅସାରତାରେ ମୋହର ଶକ୍ତି ବ୍ୟୟ କରିଅଛି; ତଥାପି ନିଶ୍ଚୟ ମୋହର ବିଚାର ସଦାପ୍ରଭୁଙ୍କ ନିକଟରେ ଓ ମୋହର କର୍ମର ଫଳ ମୋହର ପରମେଶ୍ୱରଙ୍କଠାରେ ଅଛି।
|
4. Then I H589 said H559 , I have labored H3021 in vain H7385 , I have spent H3615 my strength H3581 for naught H8414 , and in vain H1892 : yet surely H403 my judgment H4941 is with H854 the LORD H3068 , and my work H6468 with H854 my God H430 .
|
5. ପୁଣି, ମୋତେ ତାହାଙ୍କର ସେବକ ହେବା ପାଇଁ ଓ ଯାକୁବକୁ ତାହାଙ୍କ ନିକଟକୁ ଆଣିବା ପାଇଁ ଓ ଇସ୍ରାଏଲ ତାହାଙ୍କ ନିକଟରେ ସଂଗୃହୀତ ହେବା ପାଇଁ ଯେ ମୋତେ ଗର୍ଭରୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ କହନ୍ତି; (କାରଣ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଆଦରଣୀୟ ଅଟେ ଓ ମୋହର ପରମେଶ୍ୱର ମୋହର ବଳ ସ୍ୱରୂପ ହୋଇଅଛନ୍ତି;)
|
5. And now H6258 , saith H559 the LORD H3068 that formed H3335 me from the womb H4480 H990 to be his servant H5650 , to bring Jacob again H7725 H3290 to H413 him , Though Israel H3478 be not gathered H622 , yet shall I be glorious H3513 in the eyes H5869 of the LORD H3068 , and my God H430 shall be H1961 my strength H5797 .
|
6. ଏଣୁ ସେ କହନ୍ତି, “ତୁମ୍ଭେ ଯେ ଯାକୁବର ଗୋଷ୍ଠୀବର୍ଗକୁ ଉତ୍ଥାପନ କରିବା ପାଇଁ ଓ ଇସ୍ରାଏଲର ରକ୍ଷିତ ଲୋକମାନଙ୍କୁ ପୁନର୍ବାର ଆଣିବା ପାଇଁ ଆମ୍ଭର ସେବକ ହେବ, ଏହା ଅତି କ୍ଷୁଦ୍ର ବିଷୟ; ତୁମ୍ଭେ ପୃଥିବୀର ସୀମା ପର୍ଯ୍ୟନ୍ତ ଯେପରି ଆମ୍ଭର କୃତ ପରିତ୍ରାଣ ସ୍ୱରୂପ ହେବ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଅନ୍ୟ ଦେଶୀୟମାନଙ୍କର ଦୀପ୍ତି ସ୍ୱରୂପ ମଧ୍ୟ କରିବା।”
|
6. And he said H559 , It is a light thing H7043 that thou shouldest be H4480 H1961 my servant H5650 to raise up H6965 H853 the tribes H7626 of Jacob H3290 , and to restore H7725 the preserved H5341 of Israel H3478 : I will also give H5414 thee for a light H216 to the Gentiles H1471 , that thou mayest be H1961 my salvation H3444 unto H5704 the end H7097 of the earth H776 .
|
7. ଯାହାକୁ ମନୁଷ୍ୟ ଅବଜ୍ଞା କରେ, ଯାହାକୁ ଦେଶୀୟ ଲୋକମାନେ ଘୃଣା କରନ୍ତି, ଯେ ଶାସନକର୍ତ୍ତାମାନଙ୍କର ଦାସ, ତାହାକୁ ଇସ୍ରାଏଲର ମୁକ୍ତିଦାତା ଓ ତାହାର ଧର୍ମସ୍ୱରୂପ ସଦାପ୍ରଭୁ ଏହି କଥା କହନ୍ତି, “ବିଶ୍ୱାସନୀୟ ଓ ଇସ୍ରାଏଲର ଧର୍ମସ୍ୱରୂପ ଯେଉଁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି, ତାହାଙ୍କ ସକାଶୁ ରାଜାମାନେ ତୁମ୍ଭକୁ ଦେଖିଲେ ଉଠିବେ; ଅଧିପତିମାନେ ତୁମ୍ଭକୁ ପ୍ରଣାମ କରିବେ।” PS
|
7. Thus H3541 saith H559 the LORD H3068 , the Redeemer H1350 of Israel H3478 , and his Holy One H6918 , to him whom man H5315 despiseth H960 , to him whom the nation H1471 abhorreth H8581 , to a servant H5650 of rulers H4910 , Kings H4428 shall see H7200 and arise H6965 , princes H8269 also shall worship H7812 , because of H4616 the LORD H3068 that H834 is faithful H539 , and the Holy One H6918 of Israel H3478 , and he shall choose H977 thee.
|
8. {ଇସ୍ରାଏଲର ପୁନଃସ୍ଥାପନ} PS ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଗ୍ରାହ୍ୟ ସମୟରେ ତୁମ୍ଭକୁ ଉତ୍ତର ଦେଇଅଛୁ ଓ ପରିତ୍ରାଣ ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କରିଅଛୁ; ପୁଣି, ଆମ୍ଭେ ତୁମ୍ଭକୁ ରକ୍ଷା କରିବା ଓ ଦେଶର ଉନ୍ନତି ସାଧନ ନିମନ୍ତେ, ଲୋକମାନଙ୍କୁ ସେମାନଙ୍କର ଧ୍ୱଂସିତ ଉତ୍ତରାଧିକାର ଭୋଗ କରାଇବା ନିମନ୍ତେ ଆମ୍ଭେ ତୁମ୍ଭକୁ ଲୋକମାନଙ୍କର ନିୟମ ସ୍ୱରୂପ ନିଯୁକ୍ତ କରିବା;
|
8. Thus H3541 saith H559 the LORD H3068 , In an acceptable H7522 time H6256 have I heard H6030 thee , and in a day H3117 of salvation H3444 have I helped H5826 thee : and I will preserve H5341 thee , and give H5414 thee for a covenant H1285 of the people H5971 , to establish H6965 the earth H776 , to cause to inherit H5157 the desolate H8074 heritages H5159 ;
|
9. ତୁମ୍ଭେ ବନ୍ଦୀଗଣକୁ ବାହାରି ଯାଅ ବୋଲି, ଅନ୍ଧକାରସ୍ଥିତ ଲୋକମାନଙ୍କୁ ଆପଣାମାନଙ୍କୁ ଦେଖାଅ ବୋଲି କହିବ। ସେମାନେ ପଥରେ ଚରିବେ ଓ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀସକଳ ସେମାନଙ୍କର ଚରାସ୍ଥାନ ହେବ।
|
9. That thou mayest say H559 to the prisoners H631 , Go forth H3318 ; to them that H834 are in darkness H2822 , Show yourselves H1540 . They shall feed H7462 in H5921 the ways H1870 , and their pastures H4830 shall be in all H3605 high places H8205 .
|
10. ସେମାନେ କ୍ଷୁଧାର୍ତ୍ତ କି ତୃଷାର୍ତ୍ତ ହେବେ ନାହିଁ; କିଅବା ଗ୍ରୀଷ୍ମ ଅଥବା ସୂର୍ଯ୍ୟତାପ ସେମାନଙ୍କୁ କାଟିବ ନାହିଁ; କାରଣ ଯେ ସେମାନଙ୍କୁ ଦୟା କରନ୍ତି, ସେ ସେମାନଙ୍କୁ ଚଳାଇବେ, ଜଳ ନିର୍ଝର ନିକଟ ଦେଇ ସେ ସେମାନଙ୍କୁ କଢ଼ାଇ ନେବେ।
|
10. They shall not H3808 hunger H7456 nor H3808 thirst H6770 ; neither H3808 shall the heat H8273 nor sun H8121 smite H5221 them: for H3588 he that hath mercy H7355 on them shall lead H5090 them , even by H5921 the springs H4002 of water H4325 shall he guide H5095 them.
|
11. ପୁଣି, ଆମ୍ଭେ ଆପଣାର ପର୍ବତସବୁକୁ ଏକ ପଥ କରିବା ଓ ଆମ୍ଭର ରାଜପଥ ସକଳ ଉଚ୍ଚ କରାଯିବ।
|
11. And I will make H7760 all H3605 my mountains H2022 a way H1870 , and my highways H4546 shall be exalted H7311 .
|
12. ଦେଖ, ଏମାନେ ଦୂରରୁ ଆସିବେ; ଆଉ ଦେଖ, ଏମାନେ ଉତ୍ତର ଓ ପଶ୍ଚିମ ଦିଗରୁ ଆସିବେ; ପୁଣି, ଏମାନେ ସୀନୀମ୍ ଦେଶରୁ ଆସିବେ।
|
12. Behold H2009 , these H428 shall come H935 from far H4480 H7350 : and, lo H2009 , these H428 from the north H4480 H6828 and from the west H4480 H3220 ; and these H428 from the land H4480 H776 of Sinim H5515 .
|
13. ହେ ଆକାଶମଣ୍ଡଳ, ଗାନ କର; ହେ ପୃଥିବୀ, ଉଲ୍ଲସିତ ହୁଅ; ହେ ପର୍ବତମାଳ, ଉଚ୍ଚସ୍ୱରେ ଗାନ କର; କାରଣ ସଦାପ୍ରଭୁ ଆପଣା ଲୋକମାନଙ୍କୁ ସାନ୍ତ୍ୱନା କରିଅଛନ୍ତି ଓ ଆପଣାର କ୍ଳିଷ୍ଟ ଲୋକମାନଙ୍କୁ କରୁଣା କରିବେ।
|
13. Sing H7442 , O heavens H8064 ; and be joyful H1523 , O earth H776 ; and break forth H6476 into singing H7440 , O mountains H2022 : for H3588 the LORD H3068 hath comforted H5162 his people H5971 , and will have mercy H7355 upon his afflicted H6041 .
|
14. ମାତ୍ର ସିୟୋନ କହିଲା, ସଦାପ୍ରଭୁ ମୋତେ ତ୍ୟାଗ କରିଅଛନ୍ତି, ପ୍ରଭୁ ମୋତେ ପାସୋରି ଅଛନ୍ତି।”
|
14. But Zion H6726 said H559 , The LORD H3068 hath forsaken H5800 me , and my Lord H136 hath forgotten H7911 me.
|
15. ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।
|
15. Can a woman H802 forget H7911 her sucking child H5764 , that she should not have compassion H4480 H7355 on the son H1121 of her womb H990 ? yea H1571 , they H428 may forget H7911 , yet will I H595 not H3808 forget H7911 thee.
|
16. ଦେଖ, ଆମ୍ଭେ ଆପଣା ହସ୍ତଦ୍ୱୟର ପାପୁଲିରେ ତୁମ୍ଭର ଆକୃତି ଲେଖିଅଛୁ; ତୁମ୍ଭର ପ୍ରାଚୀର ସର୍ବଦା ଆମ୍ଭ ସମ୍ମୁଖରେ ଅଛି।
|
16. Behold H2005 , I have graven H2710 thee upon H5921 the palms of my hands H3709 ; thy walls H2346 are continually H8548 before H5048 me.
|
17. ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁଅଛନ୍ତି, ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉତ୍ସନ୍ନ କଲେ, ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।
|
17. Thy children H1121 shall make haste H4116 ; thy destroyers H2040 and they that made thee waste H2717 shall go forth H3318 of H4480 thee.
|
18. ତୁମ୍ଭେ ଚକ୍ଷୁ ମେଲାଇ ଚତୁର୍ଦ୍ଦିଗ ଦେଖ; ଏସମସ୍ତେ ଏକତ୍ରିତ ହୋଇ ତୁମ୍ଭ ନିକଟକୁ ଆସୁଅଛନ୍ତି। ସଦାପ୍ରଭୁ କହନ୍ତି, “ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଭୂଷଣ ତୁଲ୍ୟ ଏହି ସମସ୍ତଙ୍କୁ ପରିଧାନ କରିବ, ପୁଣି କନ୍ୟାର କଟିଭୂଷଣ ତୁଲ୍ୟ ସେମାନଙ୍କୁ ଧାରଣ କରିବ।
|
18. Lift up H5375 thine eyes H5869 round about H5439 , and behold H7200 : all H3605 these gather themselves together H6908 , and come H935 to thee. As I H589 live H2416 , saith H5002 the LORD H3068 , thou shalt surely H3588 clothe H3847 thee with them all H3605 , as with an ornament H5716 , and bind H7194 them on thee , as a bride H3618 doeth .
|
19. କାରଣ ନିଶ୍ଚୟ ଏବେ ତୁମ୍ଭେ, ତୁମ୍ଭ ଉତ୍ସନ୍ନ ଓ ଶୂନ୍ୟ ସ୍ଥାନସକଳ ଓ ତୁମ୍ଭର ନଷ୍ଟ ଦେଶ, ନିବାସୀଗଣ ନିମନ୍ତେ ସଂକୀର୍ଣ୍ଣ ହେବ ଓ ତୁମ୍ଭର ଗ୍ରାସକାରୀମାନେ ଦୂରରେ ରହିବେ।
|
19. For H3588 thy waste H2723 and thy desolate places H8074 , and the land H776 of thy destruction H2035 , shall even H3588 now H6258 be too narrow H3334 by reason of the inhabitants H4480 H3427 , and they that swallowed thee up H1104 shall be far away H7368 .
|
20. ତୁମ୍ଭର ଅପହୃତ ସନ୍ତାନଗଣ ପୁନର୍ବାର ତୁମ୍ଭ କର୍ଣ୍ଣଗୋଚରରେ କହିବେ, ମୋ’ ପାଇଁ ଏହି ସ୍ଥାନ ଅତି ସଂକୀର୍ଣ୍ଣ; ମୋତେ ସ୍ଥାନ ଦିଅ, ମୁଁ ବାସ କରିବି।
|
20. The children H1121 which thou shalt have , after thou hast lost the other H7923 , shall say H559 again H5750 in thine ears H241 , The place H4725 is too strait H6862 for me : give place H5066 to me that I may dwell H3427 .
|
21. ସେତେବେଳେ ତୁମ୍ଭେ ମନେ ମନେ କହିବ, ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ, ନିର୍ବାସିତା ହୋଇ ଏଣେତେଣେ ଭ୍ରମଣ କରୁଅଛି, ମୋହର ଏହି ସମସ୍ତଙ୍କୁ କିଏ ଜନ୍ମ ଦେଇଅଛି ? ଓ ଏମାନଙ୍କୁ କିଏ ପ୍ରତିପାଳନ କରିଅଛି ? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି; ଏମାନେ କେଉଁଠାରେ ଥିଲେ ?”
|
21. Then shalt thou say H559 in thine heart H3824 , Who H4310 hath begotten H3205 me H853 these H428 , seeing I H589 have lost my children H7909 , and am desolate H1565 , a captive H1540 , and removing to and fro H5493 ? and who H4310 hath brought up H1431 these H428 ? Behold H2005 , I H589 was left H7604 alone H905 ; these H428 , where H375 had they H1992 been ?
|
22. ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ପ୍ରତି ଆପଣା ହସ୍ତ ଉଠାଇବା ଓ ଗୋଷ୍ଠୀସମୂହର ପ୍ରତି ଆପଣା ଧ୍ୱଜା ଟେକିବା; ତହିଁରେ ସେମାନେ ତୁମ୍ଭ ପୁତ୍ରଗଣକୁ କୋଳରେ ଆଣିବେ ଓ ତୁମ୍ଭର କନ୍ୟାଗଣ ସେମାନଙ୍କ ସ୍କନ୍ଧରେ ବୁହାଯିବେ।
|
22. Thus H3541 saith H559 the Lord H136 GOD H3069 , Behold H2009 , I will lift up H5375 mine hand H3027 to H413 the Gentiles H1471 , and set up H7311 my standard H5251 to H413 the people H5971 : and they shall bring H935 thy sons H1121 in their arms H2684 , and thy daughters H1323 shall be carried H5375 upon H5921 their shoulders H3802 .
|
23. ପୁଣି, ରାଜାଗଣ ତୁମ୍ଭର ପାଳନକାରୀ ପିତା ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳନକାରିଣୀ ମାତା ହେବେ; ସେମାନେ ଭୂମିକୁ ମୁଖ କରି ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭ ପାଦର ଧୂଳି ଚାଟିବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଓ ଆମ୍ଭର ଅପେକ୍ଷାକାରୀମାନେ ଯେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।
|
23. And kings H4428 shall be H1961 thy nursing fathers H539 , and their queens H8282 thy nursing mothers H3243 : they shall bow down H7812 to thee with their face H639 toward the earth H776 , and lick up H3897 the dust H6083 of thy feet H7272 ; and thou shalt know H3045 that H3588 I H589 am the LORD H3068 : for they H834 shall not H3808 be ashamed H954 that wait H6960 for me.
|
24. ବୀରଠାରୁ କି ଲୁଟିତ ଦ୍ରବ୍ୟ ହରଣ କରାଯିବ, ଅବା ନ୍ୟାୟରେ ବନ୍ଦୀକୃତ ଲୋକମାନେ କି ମୁକ୍ତ କରାଯିବେ ?
|
24. Shall the prey H4455 be taken H3947 from the mighty H4480 H1368 , or H518 the lawful H6662 captive H7628 delivered H4422 ?
|
25. ମାତ୍ର ସଦାପ୍ରଭୁ ଏହି କଥା କହନ୍ତି, “ବୀରର ବନ୍ଦୀକୃତ ଲୋକମାନେ ହିଁ ଅପହୃତ ହେବେ ଓ ଭୟଙ୍କର ଲୋକର ଲୁଟିତ ଦ୍ରବ୍ୟ ମୁକୁଳା ଯିବ; କାରଣ ତୁମ୍ଭ ବିରୋଧକାରୀର ସଙ୍ଗେ ଆମ୍ଭେ ବିରୋଧ କରିବା ଓ ତୁମ୍ଭ ସନ୍ତାନଗଣକୁ ଆମ୍ଭେ ରକ୍ଷା କରିବା।
|
25. But H3588 thus H3541 saith H559 the LORD H3068 , Even H1571 the captives H7628 of the mighty H1368 shall be taken away H3947 , and the prey H4455 of the terrible H6184 shall be delivered H4422 : for I H595 will contend with H7378 him that contendeth with H3401 thee , and I H595 will save H3467 thy children H1121 .
|
26. ପୁଣି, ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସେମାନଙ୍କର ନିଜ ମାଂସ ଭୋଜନ କରାଇବା ଓ ମିଷ୍ଟ ଦ୍ରାକ୍ଷାରସରେ ମତ୍ତ ହେବା ତୁଲ୍ୟ ସେମାନେ ନିଜ ରକ୍ତରେ ମତ୍ତ ହେବେ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସର୍ବ ପ୍ରାଣୀ ଜାଣିବେ।” PE
|
26. And I will feed H398 H853 them that oppress H3238 thee with H853 their own flesh H1320 ; and they shall be drunken H7937 with their own blood H1818 , as with sweet wine H6071 : and all H3605 flesh H1320 shall know H3045 that H3588 I H589 the LORD H3068 am thy Savior H3467 and thy Redeemer H1350 , the mighty One H46 of Jacob H3290 .
|