|
|
1. କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ; ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ।
|
1. The wicked H7563 flee H5127 when no H369 man pursueth H7291 : but the righteous H6662 are bold H982 as a lion H3715 .
|
2. ଦେଶର ଅଧର୍ମ ସକାଶୁ ତହିଁର ଅଧିପତି ଅନେକ ହୁଅନ୍ତି; ମାତ୍ର ବୁଦ୍ଧିମାନ ଓ ଜ୍ଞାନବାନ ଲୋକମାନଙ୍କ ଦ୍ୱାରା ତହିଁର ସ୍ଥିରତା ଦୀର୍ଘ ହୁଏ।
|
2. For the transgression H6588 of a land H776 many H7227 are the princes H8269 thereof : but by a man H120 of understanding H995 and knowledge H3045 the state H3651 thereof shall be prolonged H748 .
|
3. ଯେଉଁ ଦରିଦ୍ର ଲୋକ * ଦରିଦ୍ର ଲୋକ ଶାସକ ଦୀନହୀନକୁ ଉପଦ୍ରବ କରେ, ସେ ପ୍ଳାବନକାରୀ ବୃଷ୍ଟି ପରି; ତହିଁରେ ଭକ୍ଷ୍ୟର ଅଭାବ ଘଟେ।
|
3. A poor H7326 man H1397 that oppresseth H6231 the poor H1800 is like a sweeping H5502 rain H4306 which leaveth no H369 food H3899 .
|
4. ବ୍ୟବସ୍ଥାତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି, ପୁଣି, ଆଜ୍ଞା ପାଳିବା ଲୋକମାନେ ସେମାନଙ୍କ ସହିତ ବିରୋଧ କରନ୍ତି।
|
4. They that forsake H5800 the law H8451 praise H1984 the wicked H7563 : but such as keep H8104 the law H8451 contend H1624 with them.
|
5. ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ, ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ସବୁ ବିଷୟ ବୁଝନ୍ତି।
|
5. Evil H7451 men H376 understand H995 not H3808 judgment H4941 : but they that seek H1245 the LORD H3068 understand H995 all H3605 things .
|
6. ଦ୍ୱିପଥଗାମୀ କୁଟିଳ ଲୋକ ଧନୀ ହେଲେ ହେଁ ତାହା ଅପେକ୍ଷା ଆପଣା ସିଦ୍ଧତାରେ ଗମନକାରୀ ଦରିଦ୍ର ଲୋକ ଭଲ।
|
6. Better H2896 is the poor H7326 that walketh H1980 in his uprightness H8537 , than he that is perverse H4480 H6141 in his ways H1870 , though he H1931 be rich H6223 .
|
7. ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର; ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ।
|
7. Whoso keepeth H5341 the law H8451 is a wise H995 son H1121 : but he that is a companion H7462 of riotous H2151 men shameth H3637 his father H1 .
|
8. ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ, ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ।
|
8. He that by usury H5392 and unjust gain H8636 increaseth H7235 his substance H1952 , he shall gather H6908 it for him that will pity H2603 the poor H1800 .
|
9. ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ।
|
9. He that turneth away H5493 his ear H241 from hearing H4480 H8085 the law H8451 , even H1571 his prayer H8605 shall be abomination H8441 .
|
10. ଯେଉଁ ଲୋକ ସରଳ ଲୋକକୁ ମନ୍ଦ ପଥରେ ଯିବାକୁ ଭୁଲାଏ, ସେ ସ୍ୱକୃତ ଖାତରେ ଆପେ ପଡ଼ିବ; ମାତ୍ର ସିଦ୍ଧ ଲୋକେ ମଙ୍ଗଳ ଅଧିକାର କରିବେ।
|
10. Whoso causeth the righteous H3477 to go astray H7686 in an evil H7451 way H1870 , he shall fall H5307 himself H1931 into his own pit H7816 : but the upright H8549 shall have good H2896 things in possession H5157 .
|
11. ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ; ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ।
|
11. The rich H6223 man H376 is wise H2450 in his own conceit H5869 ; but the poor H1800 that hath understanding H995 searcheth him out H2713 .
|
12. ଧାର୍ମିକମାନେ ଜୟ କଲେ ମହାଗୌରବ ହୁଏ; ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ ଲୋକେ ଆପଣାକୁ ଲୁଚାନ୍ତି।
|
12. When righteous H6662 men do rejoice H5970 , there is great H7227 glory H8597 : but when the wicked H7563 rise H6965 , a man H120 is hidden H2664 .
|
13. ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ।
|
13. He that covereth H3680 his sins H6588 shall not H3808 prosper H6743 : but whoso confesseth H3034 and forsaketh H5800 them shall have mercy H7355 .
|
14. ଯେଉଁ ଲୋକ ସବୁବେଳେ କୁକର୍ମ କରିବାକୁ ଭୟ ରଖେ, † ଭୟ ରଖେ, ସଦାପ୍ରଭୁଙ୍କୁ ଭୟ କରେ ସେ ଧନ୍ୟ; ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ।
|
14. Happy H835 is the man H120 that feareth H6342 always H8548 : but he that hardeneth H7185 his heart H3820 shall fall H5307 into mischief H7451 .
|
15. ଯେପରି ଗର୍ଜ୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ; ସେପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା।
|
15. As a roaring H5098 lion H738 , and a ranging H8264 bear H1677 ; so is a wicked H7563 ruler H4910 over H5921 the poor H1800 people H5971 .
|
16. ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ, ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।
|
16. The prince H5057 that wanteth H2638 understanding H8394 is also a great H7227 oppressor H4642 : but he that hateth H8130 covetousness H1215 shall prolong H748 his days H3117 .
|
17. ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ; କେହି ତାହାକୁ ନ ଅଟକାଉ।
|
17. A man H120 that doeth violence H6231 to the blood H1818 of any person H5315 shall flee H5127 to H5704 the pit H953 ; let no H408 man stay H8551 him.
|
18. ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ, ସେ ରକ୍ଷା ପାଏ; ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍ ପଡ଼ିବ।
|
18. Whoso walketh H1980 uprightly H8549 shall be saved H3467 : but he that is perverse H6140 in his ways H1870 shall fall H5307 at once H259 .
|
19. ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ; ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ।
|
19. He that tilleth H5647 his land H127 shall have plenty H7646 of bread H3899 : but he that followeth H7291 after vain H7386 persons shall have poverty H7389 enough H7646 .
|
20. ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ; ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ।
|
20. A faithful H530 man H376 shall abound H7227 with blessings H1293 : but he that maketh haste H213 to be rich H6238 shall not H3808 be innocent H5352 .
|
21. ମୁଖାପେକ୍ଷା କରିବା ଭଲ ନୁହେଁ। କିଅବା ଖଣ୍ଡେ ରୁଟି ପାଇଁ ଅଧର୍ମ କରିବା ଭଲ ନୁହେଁ।
|
21. To have respect H5234 of persons H6440 is not H3808 good H2896 : for for H5921 a piece H6595 of bread H3899 that man H1397 will transgress H6586 .
|
22. କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ, ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ।
|
22. He H376 that hasteth H926 to be rich H1952 hath an evil H7451 eye H5869 , and considereth H3045 not H3808 that H3588 poverty H2639 shall come upon H935 him.
|
23. ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷା ମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ।
|
23. He that rebuketh H3198 a man H120 afterwards H310 shall find H4672 more favor H2580 than he that flattereth H4480 H2505 with the tongue H3956 .
|
24. ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ।
|
24. Whoso robbeth H1497 his father H1 or his mother H517 , and saith H559 , It is no H369 transgression H6588 ; the same H1931 is the companion H2270 of a destroyer H376 H7843 .
|
25. ବହୁପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ, ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ, ସେ ହୃଷ୍ଟପୁଷ୍ଟ ହେବ।
|
25. He that is of a proud H7342 heart H5315 stirreth up H1624 strife H4066 : but he that putteth his trust H982 in H5921 the LORD H3068 shall be made fat H1878 .
|
26. ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ, ସେ ମୂର୍ଖ; ମାତ୍ର ଯେ ଜ୍ଞାନରେ ଚାଲେ, ସେ ରକ୍ଷା ପାଇବ।
|
26. He H1931 that trusteth H982 in his own heart H3820 is a fool H3684 : but whoso walketh H1980 wisely H2451 , he H1931 shall be delivered H4422 .
|
27. ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ; ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ‡ ଯେ ଆପଣା ଚକ୍ଷୁ ମୁଦେ, ଯେ ସାହାଯ୍ୟ କରିବାକୁ ମନା କରେ ସେ ଅନେକ ଅଭିଶାପ ପାଇବ।
|
27. He that giveth H5414 unto the poor H7326 shall not H369 lack H4270 : but he that hideth H5956 his eyes H5869 shall have many H7227 a curse H3994 .
|
28. ଦୁଷ୍ଟମାନେ ଉନ୍ନତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି; ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି। PE
|
28. When the wicked H7563 rise H6965 , men H120 hide themselves H5641 : but when they perish H6 , the righteous H6662 increase H7235 .
|